କାଶିପୁରରେ ଓକିଲ ଦିବସ ପାଳିତ

କାଶିପୁର : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଓକିଲ ସଂଘ ପକ୍ଷରୁ ଆଜି ମଧୁସୁଦନ ଦାସଙ୍କ ୧୭୫ତମ ଜୟନ୍ତୀ ଉପଲକ୍ଷେ କାଶୀପୁର କୋଟ ପରିସରରେ ଓକିଲ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୂଖ୍ୟଅତିଥୀ ଭାବେ କାଶୀପୁର ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ବିଚାରପତି ଶୋଭନ କୁମାର ପଣ୍ଡା,

ବାଲିଗୁଡାର ଐତିହାସିକ ଠାକୁରାଣୀ ଯାତ୍ରାର ତୃତୀୟ ଦିନ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ପାଟଖଣ୍ଡା ଠାକୁରାଣୀଙ୍କ ଐତିହାସିକ ଠାକୁରାଣୀ ଯାତ୍ରା ମା' ପାଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୁଲ୍ୟରେ ଆୟୋଜିତ ହେଉଛି l ମା' ବରାଳ ଦେବୀ ମନ୍ଦିର ପ୍ରାଙ୍ଗଣରେ ହୋଇଥିବା ଅସ୍ଥାୟୀ ପୀଠରେ ଆୟୋଜକ ସମିତି ଦ୍ୱାରା

ଫୁଲବାଣୀ ଓକିଲ ସଙ୍ଘ ପକ୍ଷରୁ ଆଇନଜୀବୀ ଦିବସ ପାଳିତ

ଫୁଲବାଣୀ: ପ୍ରତିବର୍ଷ ଏପ୍ରିଲ ୨୮ ରେ ଭାରତର ଓଡ଼ିଶାରେ ପାଳନ କରାଯାଉଥିବା ଏକ ବୃତ୍ତିଗତ ଦିବସ ହେଲା ଓକିଲ ଦିବସ | ଓଡ଼ିଶା ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପ୍ରଥମ ଓଡିଆ ଓକିଲ ମଧୁସୂଦନ ଦାସଙ୍କ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ଏହା ପ୍ରତିଷ୍ଠା କରାଯାଇଥିଲା।ମଧୁସୂଦନ

ବାଲିଗୁଡାରେ ସ୍ୱାଭିମାନ ଦିବସ ପାଳିତ

ବାଲିଗୁଡା (୨୮/୦୪) : ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଉତ୍ସବ। ଆଜିର ଦିନକୁ ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ ସ୍ୱାଭିମାନ ଦିବସ ଭାବେ ପାଳନ କରାଯାଉଛି। ଏହି ଅଵସରରେ କନ୍ଧମାଳ ଜିଲ୍ଲା ବାଲିଗୁଡାର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ "ଶିକ୍ଷାନିକେତନ" ପରିସର ମଧ୍ୟରେ ସମ୍ବାଦ ଓ ଆମ ଓଡିଶା

ହିଞ୍ଜିଳିକାଟୁ ପ୍ରସିଦ୍ଧ ନୃସିଂହ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ହିଞ୍ଜିଳିକାଟୁ (୨୮।୪) : ହିଞ୍ଜିଳିକାଟୁ ପୌରପରିଷଦ ସଭା ଗୃହରେ ହିଞ୍ଜିଳିକାଟୁ ର ପ୍ରସିଦ୍ଧ ନୃସିଂହ ଯାତ୍ରା ନିମନ୍ତେ ପୌରପରିଷଦ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା ଙ୍କ ଅଧ୍ୟକ୍ଷତାରେ ଯାତ୍ରାର ସୁପରିଚାଳନା ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ହିଞିଳିକାଟୁ

ଫୁଲବାଣୀ ଓକିଲ ସଙ୍ଘ ପକ୍ଷରୁ ଆଇନଜୀବୀ ଦିବସ ପାଳିତ

ଫୁଲବାଣୀ : ଓକିଲ ଦିବସ ହେଉଛି ପ୍ରତିବର୍ଷ ଏପ୍ରିଲ ୨୮ ରେ ଭାରତର ଓଡ଼ିଶାରେ ପାଳନ କରାଯାଉଥିବା ଏକ ବୃତ୍ତିଗତ ପାଳନ l ଓଡ଼ିଶା ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପ୍ରଥମ ଓଡିଆ ଓକିଲ ମଧୁସୂଦନ ଦାସଙ୍କ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ଏହା ପ୍ରତିଷ୍ଠା କରାଯାଇଥିଲା ।

ରାଜୀବ ମେମୋରିଆଲ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁଟ୍‌ର ୩୨ ତମ ବାର୍ଷିକ ଉତ୍ସବ

ବ୍ରହ୍ମପୁର : ରାଜୀବ ମେମୋରିଆଲ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁଟ୍‌ର ୩୨ ତମ ବାର୍ଷିକ ଉତ୍ସବ ଇଂ.ଜିତେନ୍ଦ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ବ୍ରହ୍ମପୁର ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ଠାରେ ମହା ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଉଚ୍ଚଶିକ୍ଷା

ଗଞ୍ଜାମ ଜିଲ୍ଲା ଅବସରପ୍ରାପ୍ତ କର୍ମଚାରୀ ସଂଘ ବ୍ରହ୍ମପୁର ୩୯ତମ ତ୍ରୟବାର୍ଷିକ ଅଧିବେଶନ

ବ୍ରହ୍ମପୁର : ସ୍ଥାନୀୟ ଡ଼ିଏମଣ୍ଡ ଯୁବୁଲି ଟାଉନହୋଲ ଠାରେ ଗଞ୍ଜାମ ଜିଲ୍ଲା ଗଞ୍ଜାମ ଜିଲ୍ଲା ଅବସରପ୍ରାପ୍ତ କର୍ମଚାରୀ ସଂଘ ବ୍ରହ୍ମପୁର ୩୯ତମ ତ୍ରୟବାର୍ଷିକ ଅଧିବେଶନ ସଭାପତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ଏହି ସଭାର ମୁଖ୍ୟ ଅତିଥି ଭାବେ

ନିଶାସକ୍ତ ଯୁବକର କାର ଧକ୍କାରେ ଆଈ ସହ ନାତି ଓ ନାତୁଣୀଙ୍କ ମୃତ୍ୟୁ

ଅନୁଗୋଳ: ତାଳଚେର ଗୋବରା ଗାଁରେ ଅଭାବନୀୟ ଘଟଣା ଘଟିଛି। ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଦ୍ରୁତଗାମୀ କାର୍‌ ସେମାନଙ୍କ ଉପରେ ଚଢ଼ିଯାଇଛି। ଫଳରେ ଜଣେ ବୃଦ୍ଧା ଓ  ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ପ୍ରମିଳା ପ୍ରଧାନ, ପୁନମ୍‌ ପ୍ରଧାନ ଓ ଗୁଗୁ। ସୂଚନା ଅନୁସାରେ ଗୋବରା ଗାଁ

ଜୀବ ନିଷ୍ଠୁରତା ଆଇନ ଉପରେ ଜନସଚେତନତା ଶିବିର ଅନୁଷ୍ଠିତ

ମାଲକାନଗିରି (୨୮/୦୪) : ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମାଲକାନଗିରି ଜୀବେ ନିଷ୍ଠୁରତା ନିରୋଧ ସମିତି ତରଫରୁ ଏକ ଜୀବ ନିଷ୍ଠୁରତା ଆଇନ ଉପରେ ଜନ ସଚେତନତା ଶିବିର ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେଶ୍ଵର ଚନ୍ଦ୍ର ନାଏକ ଯୋଗ