Sign in
Sign in
Recover your password.
A password will be e-mailed to you.
ଦନ୍ତା ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ…
ଅନୁଗୁଳ : ହାତୀ ଆକ୍ରମଣରେ ଗଲା ବୃଦ୍ଧାଙ୍କର ଜୀବନ । ଅନୁଗୁଳ ଜିଲ୍ଲା ବନ୍ତଳା ରେଞ୍ଜ ମରଣ୍ଡା ଗାଁରେ ଏହି ଘଟଣା ଘଟିଛି । ମୃତକ ହେଲେ ଝଟକ ବେହେରା । ଶୌଚ ହେବାକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ମୃତ୍ୟୁ ପରେ ଗାଁରେ ଉତ୍ତେଜନା ଦେଖାଦେଇଛି ।
ଘଟଣାସ୍ଥଳରେ ବନ!-->!-->!-->…
ମେ’ ରେ ଅନୁଭୂତ ହେବ ଭୀଷଣ ତାତି…
ଭୁବନେଶ୍ୱର : ମେ’ ମାସରେ ଭୀଷଣ ତାତି ଅନୁଭୂତ ହେବ । ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାକୁ ଅଧିକ ରହିବ ପାରଦ । ଭାରତୀୟ ପାଣିପାଗ ବିଭାଗ ଏମିତି ପୂର୍ବାନୁମାନ କରିଛି । ଓଡ଼ିଶାରେ ମେ ମାସରେ ସ୍ୱାଭାବିକଠାରୁ ଅଧିକ ରହିପାରେ ତାପମାତ୍ରା । ଅଧିକ ହେବ ଗରମ । ସ୍ୱାଭାବିକଠାରୁ ଅଧିକ ତାତି!-->…
ଆସନ୍ତା ୪ ଦିନ ଯାଏ ବିଜୁଳି ଘଡ଼ଘଡ଼ି ସହ ବର୍ଷା; ଆଜି ୧୫ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ
ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି କାଳବୈଶାଖୀ ପ୍ରଭାବ । କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେଉଛି । ଆସନ୍ତା ଚାରି ଦିନ ଯାଏ କାଳବୈଶାଖୀ ପ୍ରଭାବରେ ବର୍ଷା ହେବ । ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ନେଇ ଆଜି ପାଇଁ ୧୫ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ!-->…
ବିନା ଲାଇଟ ଏବଂ ନାଭିଗେସନରେ ଭାଙ୍ଗିଯାଇଥିବା ରନୱେରେ ଅବତରଣ କଲା ଭାରତୀୟ ବାୟୁସେନାର ବିମାନ
ଭାରତୀୟ ବାୟୁସେନା ପାଇଲଟ୍ଙ୍କ ବୀରତ୍ୱ । ବିନା ଆଲୋକରେ ସୁଦାନରେ କଲେ ବିମାନ ଅବତରଣ । ଯୁଦ୍ଧଗ୍ରସ୍ତ ସୁଦାନରୁ ଫେରୁଛନ୍ତି ଭାରତୀୟ । ଭାରତୀୟ ବାୟୁସେନା ସୁଦାନର ସୟଦନା ଆର୍ମି ବିମାନବନ୍ଦରର ରନୱେରେ ଅବତରଣ କରିଛି C-130J ଏୟାରକ୍ରାଫ୍ଟ । ବିନା ଲାଇଟ ଏବଂ ନାଭିଗେସନ ସପୋର୍ଟରେ ବିମାନଟି!-->…
କୁସ୍ତିଯୋଦ୍ଧାଙ୍କ ସହିତ ଧାରଣାରେ ବସିଲେ ପ୍ରିୟଙ୍କା ଗାନ୍ଧି
ନୂଆଦିଲ୍ଲୀ :କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନରେ ସାମିଲ ହେଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି । ଏଥିପାଇଁ ଦିଲ୍ଲୀର ଜନ୍ତର ମନ୍ତରରେ କୁସ୍ତିଯୋଦ୍ଧାଙ୍କ ପାଖରେ ପହଞ୍ଚିଛନ୍ତି ପ୍ରିୟଙ୍କା । କୁସ୍ତିଯୋଦ୍ଧା ଦେଉଥିବା ଧାରଣାରେ ସାଙ୍ଗ ହୋଇ ବସିଛନ୍ତି ପ୍ରିୟଙ୍କା। କୁସ୍ତିଯୋଦ୍ଧା ସଂଘର!-->…
ଜେଇ ମେନ୍ ସେସନ-୨ ପରୀକ୍ଷା ଫଳ ପ୍ରକାଶିତ
ଜେଇ ମେନ୍ ସେସନ-୨ ପରୀକ୍ଷା ଫଳ ପ୍ରକାଶ ପାଇଛି । ବିଇ, ବିଟେକ ପରୀକ୍ଷାଫଳ ଆଜି ଘୋଷଣା କରାଯାଇଛି । NTA ୱେବସାଇଟ୍ jeemain.nta.nic.in କିମ୍ବା ntaresults.nic.in କୁ ରେଜଲ୍ଟ ଦେଖିପାରିବେ । ଏହାପୂର୍ବରୁ ଜେଇ ମେନ୍ସ ଫାଇନାଲ ପ୍ରିଭେଜନାଲ ଆନ୍ସୀ ୨୦୨୩ , ଏପ୍ରିଲ ୨୪ ତାରିଖରେ!-->…
ଉତ୍କଳରେ ‘ଉତ୍ସବ ଓଡ଼ିଶା’ ଆରମ୍ଭ : ରାଷ୍ଟ୍ର ଗଠନରେ ଓଡ଼ିଶାର ଅବଦାନ ଅନନ୍ୟ
ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ଏବଂ ଇନଷ୍ଟିଚ୍ୟୁଟ ଅଫ ମିଡିଆ ଷ୍ଟଡିସ ପକ୍ଷରୁ ଜାତୀୟ ସଂହତି ଓ ସଂସ୍କୃତି ଉତ୍ସବ ‘ଉତ୍ସବ ଓଡ଼ିଶା’ ଆଜିଠାରୁ ଆରମ୍ଭ ହୋଇଛି। ବାଣୀବିହାର ଏମକେସିଜି ଅଡିଟୋରିଅମରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟ ମୁଖ୍ୟ ନିର୍ବାଚନ!-->…
ରାୟଗଡ଼ା ପର୍ଯ୍ୟାବରଣ ମଞ୍ଚ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
କାଶିପୁର : ଆଜି ସମଗ୍ର ଭାରତରେ ଜି-୨୦ ଆଧାରିତ ଏଲ୍-୨୦ ଗୋଟିଏ ବିଭାଗ ପର୍ଯ୍ୟାବରଣର ସଚେତନ ପାଇଁ କେନ୍ଦ୍ର ନିଷ୍ପତ୍ତି କ୍ରମେ ସମଗ୍ର ସମାଜକୁ ଜାଗ୍ରତ କରିବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କାର୍ଯ୍ୟକ୍ରମ କରାଯାଇଛି। ଏହି ଅବସରରେପର୍ଯ୍ୟାବରଣ ମଞ୍ଚ ଓଡିଶା ପ୍ରାନ୍ତର ରାୟଗଡ଼ା ଜିଲ୍ଲା!-->…
ବାଲିଗୁଡ଼ାରେ ଉତ୍କଳ ସମ୍ମିଳନୀ ପକ୍ଷରୁ ମଧୁବାବୁଙ୍କ ୧୭୫ ତମ ଜୟନ୍ତୀ ପାଳିତ
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଡିଡିୟୁ-ଜିକେୱାଇ ଅନୁଷ୍ଠାନ ଓ ଉତ୍କଳ ସମ୍ମିଳନୀର ମିଳିତ ଉଦ୍ୟମରେ ମଧୁବାବୁଙ୍କ ୧୭୫ ତମ ଜୟନ୍ତୀ ଅନୁଷ୍ଠାନ ପରିସରରେ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ଭରତବାସୀ ନାୟକ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଉତ୍କଳ ସମ୍ମିଳନୀର!-->…
କାଳବୈଶାଖି ପ୍ରଭାବରେ କ୍ଷତିଗ୍ରସ୍ତ ପରିବାର ଲୋକଙ୍କୁ ସିଟ ପ୍ରଦାନ କଲେ ବିଧାୟକ
କାଶିପୁର : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ବାସଙ୍ଗମାଳି,କଜାଂକଣା,ସିରିପାଇ ପଞ୍ଚାୟତର ବିଭିନ୍ନ ଗ୍ରାମରେ କାଳବୈଶାଖି ପ୍ରଭାବରେ ଅନେକ ପରିବାର ଲୋକଙ୍କ ଟିଣ, ଛପର, ସିଟ ଉଡେଇ ଦେଇଥିବା ଫଳରେ ପରିବାର ଲୋକେ ନାନା ଅସୁବିଧାର ସମ୍ମୁଖିନ ହେଉଥିଲେ । ଏନେଇ ରାୟଗଡା ବିଧାୟକ!-->…