Sign in
Sign in
Recover your password.
A password will be e-mailed to you.
ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୬ ମଇଁଷି ମୃତ
ବାଲେଶ୍ୱର: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ୬ ମଇଁଷିଙ୍କ ଜୀବନ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିର ଖୁମକୂଟ ନିକଟ ଏକ ଫାର୍ମହାଉସରେ।
ସୂନାଅନୂସାରେ, ଏକ ମଇଁଷି ପଲ ଖାଦ୍ୟ ଅନ୍ୱେଷଣରେ ଫାର୍ମହାଉସ ନିକଟକୁ ପଳାଇ ଆସିଥିଲେ। ହେଲେ ଫାର୍ମହାଉସରେ ତାରଯାଲ ବାଉଣ୍ଡିରେ!-->!-->!-->…
‘ମୁଁ ନିଜକୁ ରାବଣ ବୋଲି ସ୍ୱୀକାର କରୁଛି, ହେଲେ ତୁମେ ତ ରାମଙ୍କ ପରି ବ୍ୟବହାର ଦେଖାଅ’
‘ମୁଁ ନିଜକୁ ରାବଣ ବୋଲି ସ୍ୱୀକାର କରୁଛି। ହେଲେ ତୁମେ ତ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ପରି ବ୍ୟବହାର ଦେଖାଅ। ଗରିବ ଲୋକଙ୍କୁ ଶୋଷଣ କରି ସେମାନଙ୍କ ଟଙ୍କାରେ ନିଜ ସାମ୍ରାଜ୍ୟ ଛିଡ଼ା କରୁଛ। ଯଦି ତୁମେ ସେମାନଙ୍କ କଷ୍ଟ ଅର୍ଜିତ ଧନ ଫେରାଇ ଦେବ, ତା’ହେଲେ ଆମେ ମାନି ଯିବୁ ଯେ ତୁମେ!-->…
ଦେଶରେ ୨୪ ଘଣ୍ଟା ମଧ୍ୟରେ ୭,୧୭୧ କରୋନା ସଂକ୍ରମିତ ଚିହ୍ନଟ
ନୂଆଦିଲ୍ଲୀ: ଆଜି ଦେଶରେ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ହ୍ରାସ ପାଇ ୭,୨୦୦ ତଳକୁ ଖସି ଆସିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୧,୪୦୦ ତଳକୁ ଖସି ଆସିଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶନିବାର!-->!-->!-->…
ମେ ୧ ତାରିଖରେ ବିଜେପି କେନ୍ଦ୍ରୀୟ ଅନୁଧ୍ୟାନ କମିଟିର ସମ୍ବଲପୁର ଗସ୍ତ
ଝାରସୁଗୁଡ଼ା: ସମ୍ବଲପୁର ହନୁମାନ ଜୟନ୍ତୀ ହିଂସାର ଅନୁଧ୍ୟାନ ପାଇଁ ମେ ୧ ତାରିଖରେ ବିଜେପିର କେନ୍ଦ୍ରୀୟ ଅନୁଧ୍ୟାନ କମିଟି ସମ୍ବଲପୁର ଗସ୍ତରେ ଆସିବେ ବୋଲି ଜଣାଯାଇଛି। ଏନେଇ ଆଜି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସାଂସଦ ବ୍ରଜରାଜଙ୍କ ନେତୃତ୍ବରେ!-->…
ଛେଳି ବେପାରୀଙ୍କୁ ହତ୍ୟା ଓ ୯ ଲକ୍ଷ ଲୁଟ୍ ଘଟଣା: ୨ ଝାଡ଼ଖଣ୍ଡୀ ଅପରାଧୀଙ୍କ ସହ ୫ ଗିରଫ
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଛଟେନପାଲି ତାରିଣୀ ମନ୍ଦିର ନିକଟରେ ୩ ଅଜ୍ଞାତ ଦୁର୍ବୃତ୍ତ ଜଣେ ଛେଳି ବେପାରୀ ପ୍ରଭାତ ନାଏକଙ୍କୁ ଗୁଳି ମାରି ହତ୍ୟା କରିବା ସହ ତାଙ୍କଠାରୁ ୯ ଲକ୍ଷ ଲୁଟିଥିଲେ। ଗତ ୧୩ ତାରିଖରେ ସଂଘଟିତ ଏହି ଚାଞ୍ଚଲ୍ଯକର ହତ୍ଯାକାଣ୍ଡର ୫ ଅଭିଯୁକ୍ତଙ୍କୁ!-->…
ଠକ ତାନ୍ତ୍ରିକ କୈଫି ଖାଁ ନାଁରେ ଆଉ ଏକ ମାମଲା: ଘର ପଛପଟେ ସୁନା ଇଟା ଥିବା କହି ୫ ଲକ୍ଷ ଟଙ୍କା ଲୁଟିଥିବା ଅଭିଯୋଗ
କଟକ: ଗତକାଲି କଟକରୁ ଗିରଫ ହୋଇଥିବା ଭଣ୍ଡ ତାନ୍ତ୍ରିକ ମୌଲାନା କୈଫି ଖାଁ ନାଁରେ ଆଉ ଏକ ମାମଲା ରୁଜୁ ହୋଇଛି। ସେ ଜଣେ ବ୍ୟକ୍ତିଙ୍କ ଘର ପଛପଟେ ସୁନା ଇଟା ଥିବା କହି ୫ ଲକ୍ଷ ଟଙ୍କା ଲୁଟିଥିବାର ଅଭିଯୋଗ ହୋଇଛି। ଏନେଇ ମଙ୍ଗଳାବାଗ ଥାନା ଅଧିକାରୀ ସୁଧାଂଶୁ ଭୂଷଣ ଜେନା ସୂଚନା ଦେଇଛନ୍ତି।
!-->!-->!-->…
୨୦ ବର୍ଷ ହେଲା ଆତଙ୍କ ଖେଳାଇଛି ମାଓନେତା ହିଡ଼ମା…
ଜୟପୁର : ୨୦ ବର୍ଷ ହେଲା ଲାଲ୍ କରିଡରରେ ଆତଙ୍କ ଖେଳାଇ ଚାଲିଛି ଛତିଶଗଡ଼ ବସ୍ତର ଡିଭିଜନ୍ ମୁଖ୍ୟ ମାଓନେତା ହିଡ଼ମା। କେତେବେଳେ ଆମ୍ବୁସ୍ ତ କେତେବେଳେ ଏନ୍କାଉଣ୍ଟରରେ ଘାଇଲା କରୁଛି ସୁରକ୍ଷାକର୍ମୀଙ୍କୁ। ସମ୍ମୁଖ ଲଢ଼େଇ ସହ ବୋମା ତିଆରିରେ ସିଦ୍ଧହସ୍ତ ହିଡ଼ମା। ୨୦୨୧ ପରଠାରୁ ସକ୍ରିୟ!-->…
ଛତିଶଗଡ଼ ଦାୟିତ୍ୱରେ ଥାଇ ବ୍ୟାରେଜକୁ ବିରୋଧ କରି ନଥିଲେ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର : ରାଜନୈତକ ଫାଇଦା ନଥିଲେ ବିଜେପି ନେତା ପାଟି ଖୋଲନ୍ତି ନାହିଁ। ସାଢ଼େ ୪ କୋଟି ଓଡ଼ିଆଙ୍କ ସ୍ୱାର୍ଥ ପାଇଁ କେବେ ବିଜେପି ଲଢେଇ କରୁଥିବା ଦେଖାଯାଏ ନାହିଁ। ରାଜନୈତିକ ଦୃଷ୍ଟିରୁ ଲାଭ ଥିଲେ କେନ୍ଦ୍ରରେ ଥିବା ବିଜେପି ଓଡ଼ିଆ ମନ୍ତ୍ରୀମାନେ ଓଡ଼ିଶାକୁ ଅଧିକ କ୍ଷତି ପହଞ୍ଚାଇବାକୁ!-->…
ଦୋଷୀ ନୁହେଁ, ଇସ୍ତଫା ଦେବି ନାହିଁ: କୁସ୍ତି ଫେଡେରେସନ୍ ମୁଖ୍ୟ ବ୍ରଜଭୂଷଣ ଶରଣ ସିଂହ
ନୂଆଦିଲ୍ଲୀ: ଇସ୍ତଫା ଦେବା ମୋ ପାଇଁ ବଡ଼ କଥା ନୁହେଁ, କିନ୍ତୁ ଜଣେ ଅପରାଧୀ ଭାବେ ଇସ୍ତଫା ଦେବି ନାହିଁ ବୋଲି ଆଜି ‘ରେସ୍ଲିଙ୍ଗ୍ ଫେଡେରେସନ୍ ଅଫ୍ ଇଣ୍ଡିଆ’ର ମୁଖ୍ୟ ବ୍ରଜଭୂଷଣ ଶରଣ ସିଂହ କହିଛନ୍ତି।
ଆଜି ସାମ୍ବାଦିକ ସମ୍ମିଳନୀରେ ପ୍ରତିବାଦକାରିଣୀ କୁସ୍ତି ଖେଳାଳିମାନଙ୍କ ଦାବି!-->!-->!-->…
‘କୁନୋ ଜାତୀୟ ଉଦ୍ୟାନ’ରୁ ପୁଣି ବାହାରକୁ ପଳାଇଲା ଚିତା ‘ଆଶା’
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଅନ୍ତଗର୍ତ ‘କୁନୋ ଜାତୀୟ ଉଦ୍ୟାନ’ରୁ ‘ଆଶା’ ନାମକ ମାଈ ଚିତାଟି ପୁଣି ବାହାରକୁ ଚାଲିଯାଇଥିବା କଥା ଶୁକ୍ରବାର ଦିନ ବନ ବିଭାଗ ଅଧିକାରୀମାନେ କହିଥିବା କଥା ‘ନିଉଜ୍ ଏଜେନ୍ସି ପିଟିଆଇ’ ରିପୋର୍ଟ କରିଛି।
ବୁଧବାର ସନ୍ଧ୍ୟା ବେଳେ ଚିତା ‘ଆଶା’ ଉଦ୍ୟାନର ‘ବଫର୍!-->!-->!-->…