ସଂକୁଳ ସ୍ତରୀୟ (ପ୍ରାଥମିକ) ଓ ଜିଲ୍ଲା ସ୍ତରୀୟ (ମାଧ୍ୟମିକ) ସାମୂହିକ ଆଚାର୍ଯ୍ୟ ପ୍ରଶିକ୍ଷଣର ସମାରୋପ କାର୍ଯ୍ୟକ୍ରମ

ଫୁଲବାଣୀ : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀ ଠାରେ ସଂକୁଳ ସ୍ତରୀୟ (ପ୍ରାଥମିକ)ଓ ଜିଲ୍ଲା ସ୍ତରୀୟ (ମାଧ୍ୟମିକ) ଆଚାର୍ଯ୍ୟ ପ୍ରଶିକ୍ଷଣର ସମାରୋପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତାଭାବେ ନିରଞ୍ଜନ ମିଶ୍ର(ସଙ୍ଘର ଜିଲ୍ଲା ସହ କାର୍ଯ୍ୟ

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଭାବେ ଅନଙ୍ଗ, ସମ୍ପାଦକ ଭାବେ ସୁକାନ୍ତ ନିର୍ବାଚିତ

ଫୁଲବାଣୀ : ଆଜି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଫୁଲବାଣୀ ଶାଖାର ନିର୍ବାଚନ ଅନୁଷ୍ଠିତ ହୋଇଛି । ଏହି ନିର୍ବାଚନକୁ ଜିଲ୍ଲା ସଭାପତି କିଶୋର ଚନ୍ଦ୍ର କହଁର, ଉପସଭାପତି, ସନ୍ତୋଷ କୁମାର ଦିଗାଲ ଓ ସଂଗଠନ ସମ୍ପାଦକ ବିଦେଶୀ କୁମାର ନାୟକ ପରିଚାଳନା କରିଥିଲେ । ଏହି ନିର୍ବାଚନରେ ସଭାପତି

ଫୁଲବାଣୀଠାରେ ଆକାଶବାଣୀ ଏଫ୍ଏମ୍ କେନ୍ଦ୍ର ଉଦ୍‌ଘାଟିତ

ଫୁଲବାଣୀ: କେନ୍ଦ୍ର ସରକାରଙ୍କ ପ୍ରସାର ଭାରତୀ ଆନୁକୂଲ୍ୟରେ ଫୁଲବାଣୀ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କର କମଳରେ ଭର୍ଚୁଆଲ ମୋଡ଼ରେ ଏଫ୍ଏମ୍ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ୧୦୦.୧ ଫ୍ରିକ୍ୟୁଏନ୍ସୀରେ ଏହି କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେବ ବୋଲି ଜଣାପଡ଼ିଛି।

ପ୍ରାଣୀ ଚିକିତ୍ସକମାନେ ପଶୁମାନଙ୍କର ରୋଗ ସହିତ ସମାଜକୁ ମଧ୍ୟ ଦେଖୁଛନ୍ତି : ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ

ଫୁଲବାଣୀ ( ୨୯/୦୪) : ବର୍ଷସାରା ପ୍ରାଣୀସମ୍ପଦର ବିକାଶ ତଥା ମଙ୍ଗଳ ନିମନ୍ତେ ବିଭିନ୍ନ କାର୍ଯ୍ୟ କରାଯାଉଛି । କିନ୍ତୁ ପ୍ରତି ବର୍ଷ ଅପ୍ରେଲ ମାସ ୨୯ତାରିଖ ଦିନ ପ୍ରାଣୀ ଚିକିତ୍ସକ ମାନଙ୍କର ସମାଜ ପ୍ରତି ଅବଦାନ, ପ୍ରାଣୀ ଚିକିତ୍ସା ସେବା ନିମନ୍ତେ ବିଶ୍ବସ୍ତରରେ ନେତୃତ୍ବ ପ୍ରଦାନ ଏବଂ

ନିଖୋଜ ମହିଳାଙ୍କ ମୃତ ଦେହ ଉଦ୍ଧାର…

ହିଞ୍ଜିଳିକାଟୁ (୨୯।୪) : ନିଖୋଜ ଥିବା ମହିଳା ଙ୍କ ମୃତଦେହ ଶନିବାର କବିସୂର୍ଯ୍ୟନଗର ଅଧିନସ୍ଥ ଜଗତି ପାହାଡ଼ରୁ ଉଦ୍ଧାର ହୋଇଛି।ଗତ ୨୩ ତାରିଖରୁ ହିଞ୍ଜିଳି ଥାନା ଶିକିରି ଗ୍ରାମର ଅମୂଲୀ ନାହାକ ନିଖୋଜ ରହିଥିବା ନେଇ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିଵାର ଲୋକେ । ଘଟଣାରୁ

ଦିବ୍ୟାଙ୍ଗ ଦେବକୀ ପାଇଁ ସରକାରୀ ଯୋଜନା ସାତସପନ : ୧୮ ବର୍ଷ ପରେ ବି ମିଳିନି ସରକାରୀ ସୁବିଧା

ନବରଂଗପୁର : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଝରିଗାଁ ବ୍ଲକର ଜଣେ ବୃଦ୍ଧା ଚାଲିପାରୁ ନ ଥିବା ବେଳେ ଏକ ଚୌକିର ସାହାରାରେ ଭତ୍ତା ପାଇଁ ଦୀର୍ଘ କିଲୋମିଟର ଯିବାକୁ ପଡୁଥିବାରୁ ସ୍ଥାନୀୟ ପ୍ରଶାସନ ଓ ବ୍ୟାଙ୍କକୁ ଟ୍ବିଟ କରି ପ୍ରଶ୍ନ କରିଥିଲେ। ଜିଲ୍ଲା ଭିନ୍ନକ୍ଷମ ସଂଘ

୧୧ଟି ବ୍ୟବସାୟ ପ୍ରତିଷ୍ଠାନରେ ଚଢାଉ, ବିପୁଳ ପରିମାଣର ପଲିଥିନ ଓ ପ୍ଲାଷ୍ଟିକ୍ ସାମଗ୍ରୀ ଜବତ

ମାଲକାନଗିରି,(୨୯।୪) : ମାଲକାନଗିରି ପୌର ପରିଷଦ ଓ ପୋଲିସ ମିଳିତ ଭାବେ ଆଜି ସହରର ୧୧ଟି ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଡାଉ କରିଥିଲୋ ଏହି ବ୍ୟବସାୟ ପ୍ରତିଷ୍ଠାନ ଗୁଡିକରେ ସରକାରଙ୍କ ଦ୍ୱାରା ନିଶିଦ୍ଧ ପଲିଥିନ ଓ ପ୍ଲାଷ୍ଟିକ ସାମଗ୍ରୀ ଗଛିତ ଥିବା ଏବଂ ଏହି ବ୍ୟବସାୟୀ ମାନେ ଏହାକୁ ବିକ୍ରି

ନାରାୟଣପୁର ଗ୍ରାମରେ ୨୪ ପ୍ରହର ନାମଯଜ୍ଞ ଆରମ୍ଭ     

ଗୋପାଳପୁର (୨୯/୪) : ଗୋପାଳପୁର ନିକଟସ୍ଥ ନାରାୟଣପୁର ଗ୍ରାମରେ ଆଜି ୨୪ ପହର ନାମ ଯଜ୍ଞ ଆରମ୍ଭ ହୋଇଛି। ଗ୍ରାମର ପୋଖରୀ ରୁ ଗ୍ରାମର ବହୁ ପୁରୁଷ ଓ ମହିଳା ନୂତନ ବସ୍ତ୍ର ପରିଧାନ କରି ୧୦୮ କଳସ ଯାତ୍ରା କରି ଗ୍ରାମ ପରିକ୍ରମା କରି  ଶ୍ରୀ ଶ୍ରୀ ଶ୍ରୀ ଚୈତନ୍ୟ ମହା ପ୍ରଭୁଙ୍କ ଅସ୍ଥାୟୀ ପୂଜା

ଅଭିନବ ଉପାୟ ରେ କ୍ଷୀର ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ଅବକାରୀ ବିଭାଗ…

ମାଲକାନଗିରି : କ୍ଷୀର ଗାଡିରେ ଗଞ୍ଜେଇ ଚୋରାଚାଲାଣ।ଗଞ୍ଜେଇ ମାଫିଆ ମାନେ ଗଞ୍ଜେଇ ଚୋରାଚାଲାଣ କରିବା ପାଇଁ ବିଭିନ୍ନ ଉପାୟ ଆପଣାଇ ଥାନ୍ତି । କିନ୍ତୁ ଖିର ଗାଡିରେ ଗଞ୍ଜେଇ ଚୋରାଚାଲାଣ ଘଟଣା ପ୍ରଥମ ଥର ନଜରକୁ ଆସିଛି । ସୁଚନା ଅନୁଯାଇ ଗତକାଲି ରାତିରେ ଅବକାରି ବିଭାଗ ପକ୍ଷରୁ କାଲିମେଳା

ବହୁଚର୍ଚ୍ଚିତ ଆଟିଗାଁ ରାଜସ୍ବ ଅଧିକାରୀଙ୍କ ପିଅନ ହତ୍ୟା ମାମଲା: ମାଆ ଓ ତିନି ପୁଅକୁ ଆଜୀବନ ଜେଲ୍‌

ଧର୍ମଗଡ଼ : ବହୁଚର୍ଚ୍ଚିତ ଆଟିଗାଁ ରାଜସ୍ବ ଅଧିକାରୀଙ୍କ ପିଅନ ହତ୍ୟା ମାମଲାରେ ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟ ହତ୍ୟାକାରୀ ତିନି ପୁଅ ଓ ମାଆକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ଗତ ୧୪/୬/୨୦୧୮ରେ ଜୁନାଗଡ଼ ବ୍ଳକ ଆଟିଗାଁ ରାଜସ୍ବ