ଡ୍ରେନ୍‌ରୁ ବାହାରିଥିବା ବିଷାକ୍ତ ଗ୍ୟାସ ଯୋଗୁ ୧୧ ଜଣ ପ୍ରାଣ ହରାଇଥିବା ଆଶଙ୍କା…

ଚଣ୍ଡୀଗଡ଼ : ପଞ୍ଜାବ ଅନ୍ତର୍ଗତ ଲୁଧିଆନାର ଗିୟାସପୁରା ଅଞ୍ଚଳରେ ରବିବାର ସକାଳେ ଘଟିଥିବା ଭୟଙ୍କର ଘଟଣା ପଛରେ ଡ୍ରେନରୁ ନିର୍ଗତ ବିଷାକ୍ତ ଗ୍ୟାସ୍‌ ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବିଷାକ୍ତ ଗ୍ୟାସ୍‌ ସଂସ୍ପର୍ଶରେ ଆସି ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଲୋକ

୩ ଛୁଆଙ୍କୁ ମାରିବା ପରେ ମା’ର ଆତ୍ମହତ୍ୟା…

ପାଟନା : ବିହାରର ଗୟା ଜିଲ୍ଲାରେ ଘଟିଥିବା ବିଚଳିତ କରିବା ଘଟଣାରେ ପୁଲିସ୍‌ ବଡ଼ ଖୁଲାସା କରିଛି। ଜଣେ ମହିଳା ନିଜର ୩ ଛୁଆଙ୍କୁ ମାରିବା ପରେ ନିଜେ ମଧ୍ୟ ଆତ୍ମହତ୍ୟା କରିଛନ୍ତି। ଶନିବାର ସମସ୍ତଙ୍କ ମୃତଦେହ ମିଳିଥିବା ବେଳେ ପୁଲିସ ଆଜି ପୂରା ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଛି।ସିଟି

ତାମ୍ପରାଠାରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା…

ଛତ୍ରପୁର : ଛତ୍ରପୁର ନିକଟ ତାମ୍ପରା ହ୍ରଦଠାରେ ହୁମୁରୀ ଅଂଚଳର ଜନସାଧାରଣଙ୍କ ପକ୍ଷରୁ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଟିପିଏସଓଡିଏଲ ର ସିନିୟର ଜେନେରାଲ ମ୍ୟାନେଜର (ବ୍ରହ୍ମପୁର) ପ୍ରମୋଦ କୁମାର ଚୌଧୂରୀ ନିଜ ଚାକିରିରୁ ଅବସର ନେଇଥିବାରୁ ତାଙ୍କୁ ବିଦାୟକାଳୀନ

ବିଶ୍ୱ ନୃତ୍ୟ ଦିବସ ଅବସରରେ ଆଲୋଚନା ଚକ୍ର

ଛତ୍ରପୁର : ସ୍ଥାନୀୟ ମାର୍କେଟ ରୋଡ଼ରେ ଥିବା ଅଗ୍ରଣି ସାଂସ୍କୃତିକ ଅନୁଷ୍ଠାନ ବିବିଧା ଫାଉଣ୍ଡେସନ ଫର ଆର୍ଟ ଏଣ୍ଡ କଲଚରର ଅଷ୍ଟମ ପ୍ରତିଷ୍ଠା ଦିବସ ପାଳନ ସହ ବିଶ୍ୱ ନୃତ୍ୟ ଦିବସ ଅବସରରେ " ନୃତ୍ୟ ଭିତିକ ଆଲୋଚନା ଚକ୍ର " ମେଇନ ରୋଡ଼ରେ ଥିବା ସାଇବର ଲେବ କମ୍ପୁଟର କେମ୍ପସରେ ସମ୍ପାଦକ

ଟିକିରି କାଳ ବୈଶାଖି ପ୍ରଭାବରେ ବଜ୍ରାଘାତ : ୩ ନାବାଳକ ସାମାନ୍ଯ ଆହତ…

କାଶୀପୁର : ରାୟଗଡା ଜିଲା କାଶିପୁର ବ୍ଲକ ଟିକିରି ଝୋଡିଆ ସାହି ରେ ଆଜି ଅପରାହ୍ନ ୪ଘଣ୍ଟା ସମୟରେ ବଜ୍ରପାତ ଘୋଟି ୩ଜଣ ନାବାଳକ ଆହତ ହୋଇ ଟିକିରି ପ୍ରାଥମିକ ଚିକିତ୍ସାଳୟରେ ଚିକିତ୍ସିତ ହୋଉଛନ୍ତି।ଆହତ ହୋଇଥିବା ନାବାଳକ ମାନେ ହେଉଛନ୍ତି ଟିକିରି ଆଦିବାସୀ ସାହିର ସିମା ମାଝୀଙ୍କ

ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ “ମନ୍ କୀ ବାତ୍” ୧୦୦ ତମ କାର୍ଯ୍ୟକ୍ରମ…

ବ୍ରହ୍ମପୁର : ଆଜି ଆମ ଦେଶ ପାଇଁ ଐତିହାସିକ ଦିନ । ଦେଶବାସୀଙ୍କ ହୃଦୟକୁ ଛୁଇଁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ "ମନ୍ କୀ ବାତ୍" କାର୍ଯ୍ୟକ୍ରମର ୧୦୦ ତମ ଅଧ୍ୟାୟ ପୂରଣ ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ବିଦ୍ୟାଳୟ ଗୁଡିକ ଛୁଟି ଅବସରରେ “ଗୃହ କାର୍ଯ୍ୟ ଯୋଜନା”…

ଛତ୍ରପୁର ତା ୩୦.୦୪.୨୩, ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗର ନିର୍ଦେଶନାମା ଅନୁଯାୟୀ ଗଞ୍ଜାମ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଗୁଡିକରେ ଆଗୁଆ ଛୁଟି ଘୋଷଣା କରାଯାଇଛି । ଏହି ଛୁଟି ସମୟରେ ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ଅଧ୍ୟୟନରତ ପ୍ରଥମ ଶ୍ରେଣୀରୁ ଦଶମ

ମାଲକାନଗିରିରେ ପ୍ରଧାନମନ୍ତ୍ରୀ ଙ୍କ ୧୦୦ତମ ମନକୀ ବାତ କାର୍ଯ୍ୟକ୍ରମ…

ମାଲକାନଗିରି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦେଶବାସୀଙ୍କୁ ମନକୀ ବାତ ମାଧ୍ୟମରେ ଉଦ୍ବୋଧନ କାର୍ଯ୍ୟକ୍ରମ ସ୍ଥାନୀୟ ୮ନଂ ୱାର୍ଡରେ ଆୟୋଜିତ ହୋଇଯାଇଛି । ଭାରତରେ ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିବା ପରଠାରୁ ଶ୍ରୀ ମୋଦି ସ୍ୱାଧୀନ ଭାରତର ପ୍ରତ୍ୟେକ ନାଗରିକଙ୍କ ସହ ସିଧାସଳଖ

ଗ୍ୟାସ କଟର ମାଧ୍ୟମରେ ଏଟିଏମ ଲୁଟ ଉଦ୍ୟମ ବିଫଳ…

ମାଲକାନଗିରି, ୩୦।୪ ଏଟିଏମ ରୁ ଲୁଟ୍ ଉଦ୍ୟମ କରୁଥିବା ବେଳେ ହଟାତ ପୋଲିସକୁ ଦେଖି ଦୁର୍ବୃତ୍ତ ମାରିଲେ ଚମ୍ପଟ । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସଦର ମହକୁମାର ଏସପି ଙ୍କ କାର୍ଯ୍ୟଳୟ ନିକଟରେ ଥିବା ପଞ୍ଜାବ ନେସନାଲ ବ୍ୟାଙ୍କର ଏଟିଏମ୍ ରୁ ଆଜି ଭୋରୁ ୨ ଜଣ ଦୁର୍ବୃତ୍ତ