Sign in
Sign in
Recover your password.
A password will be e-mailed to you.
ପୁଅର ମୃତ୍ୟୁ ଶୁଣି ଚାଲିଗଲା ବାପାଙ୍କ ଜୀବନ
ତରଭା: ସୋନପୁର ଜିଲ୍ଲା ତରଭାରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ତରଭାରେ ମାଲିପଡ଼ାରେ ଏକାସାଙ୍ଗେ ଶଶ୍ମାନରେ ଜଳିଛି ବାପା-ପୁଅଙ୍କ ଶବ।
ସୂଚନା ଅନୁସାରେ, ତରଭାର ଆଦିକନ୍ଦ ସା ଅଚାନକ ଅସୁସ୍ଥ ହୋଇପଡ଼ିବାରୁ ପୁଅ ଆର୍ତ୍ତତ୍ରାଣ ସା ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ!-->!-->!-->…
ରାଜଧାନୀରେ ଏକ ଆପାର୍ଟମେଣ୍ଟରୁ ବୃଦ୍ଧାଙ୍କ ଗଳିତ ମୃତଦେହ ଉଦ୍ଧାର
ଭୁବନେଶ୍ୱର : ବନ୍ଦ ଘରେ ବୃଦ୍ଧାଙ୍କ ମୃତଦେହ । ଭୁବନେଶ୍ୱର ସ୍ଥିତ ନୟାପଲ୍ଲୀ ଥାନା N2 ସ୍ଥିତ ଏକ ଆପାର୍ଟମେଣ୍ଟରୁ ମିଳିଛି ଗଳିତ ମୃତଦେହ । ମୃତକଙ୍କ ନାଁ ରାଜଶ୍ରୀ ପରିଡା ଓ ବୟସ ୭୫ ବର୍ଷ। କିଛି ଦିନ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ତେବେ ତାଙ୍କୁ ହତ୍ୟା!-->…
ମୋ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା: ୧୦ରୁ ଅଧିକ ଆହତ
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ମୁକୁନ୍ଦପ୍ରସାଦ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଏକ ମୋ ବସ୍ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୦ ଜଣ ଆହତ ହୋଇଛନ୍ତି।
ଖବର ପାଇ ଖୋର୍ଦ୍ଧାର ଅଗ୍ନିଶମ ବାହିନୀ ଏବଂ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର!-->!-->!-->…
ଯୁବକଙ୍କୁ ଦଳିଦେଲା ଦନ୍ତା
ଢେଙ୍କାନାଳ: ହାତୀ ଆକ୍ରମଣରେ ଯୁବକ ମୃତ। ଢେଙ୍କାନାଳ ସଦର ରେଞ୍ଜ ବଳଦିଆ ବନ୍ଧ ଗ୍ରାମପଞ୍ଚାୟତ କୁରୁମଟାଙ୍ଗର ଗାଁରେ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି। ମୃତକ ହେଲେ ଶ୍ରୀକାନ୍ତ ପରିଡା । ଗତ ରାତିରେ ଘରୁ ଖାଇସାରି ଗାଁ ନିକଟରେ ଚାଷ ହୋଇଥିବା ଡାଳୁଅ ଧାନ ଜଗିବା ପାଇଁ ଶ୍ରୀକାନ୍ତ!-->…
ଗଛରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…
ପାଟଣାଗଡ଼: ପାଟଣାଗଡ଼ – କଣ୍ଟାବାଞ୍ଜି ମୁଖ୍ୟ ରାସ୍ତାର ଗଙ୍ଗାସାଗର ନିକଟରେ ଥିବା ଏକ ପଳାସ ଗଛରେ ଜଣେ ଯୁବତୀଙ୍କ ମୃତଦେହ ଠାବ କରାଯାଇଛି। ଗଙ୍ଗାସାଗର ଗ୍ରାମର କିଛି ଲୋକ ଜମିକୁ ଶୌଚ କରିବାକୁ ଯାଇଥିବା ବେଳେ ଯୁବତୀଜଣକ ଏକ ପଳାସ ଗଛରେ ନିଜ ଓଢଣିରେ ଝୁଲୁଥିବା ଦେଖି ପୁଲିସକୁ ଖବର!-->…
ବାପାକୁ ଲୁହା ରଡ୍ରେ ପିଟି ମାରି ଦେଲା ପୁଅ…
କଟକ // ଆଠଗଡ : ନିଶା ସେବନ ପାଇଁ ଟଙ୍କା ନଦେବାରୁ ବୃଦ୍ଧ ବାପାକୁ ପିଟି ପିଟି ମାରି ଦେଲା ପୁଅ। କଟକ ଜିଲ୍ଲା ଆଠଗଡ଼ ଥାନା ବେଣ୍ଟପଦା ଗାଁରେ ଘଟିଛି ଏହି ଘଟଣା। ମୃତକଙ୍କ ନାଁ ବାଲୁଙ୍କେଶ୍ୱର ମହାନ୍ତି (୭୫)। ଅଭିଯୁକ୍ତଙ୍କ ନାଁ ଅପର୍ତି ମହାନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଅପର୍ତି!-->!-->!-->…
ଯୁବକଙ୍କ ବେକକୁ ଚୋଟ ପକାଇ ଦୁର୍ବୃତ୍ତ ଫେରାର
ସମ୍ବଲପୁର: ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଆମ୍ବେଦକର ନଗରରେ ଜଣେ ବ୍ୟକ୍ତିଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ। ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ସୁବାଷ ମହାନନ୍ଦ। ସୁବାଷ ଗତକାଲି ରାତି ଘରେ ଥିବା ସମୟରେ କୌଣସି ଏକ କାରଣକୁ ନେଇ ତାଙ୍କ ସ୍ତ୍ରୀ ଙ୍କ ସହ ଝଗଡା!-->…
୨୦୨୫ ପର୍ଯ୍ୟନ୍ତ ମିଳିବ ଇ-ଯାନ ଉପରେ ସବ୍ସିଡି
ଭୁବନେଶ୍ବର : ରାଜ୍ୟ ସରକାର ଇ-ଯାନ ଉପରେ ସବ୍ସିଡି ବଢ଼ାଇଥିବାବେଳେ ଏହା ଡିସେମ୍ବର, ୨୦୨୫ ପର୍ଯ୍ୟନ୍ତ ଲାଗୁ ହେବ। କିନ୍ତୁ ଏହି ବର୍ଦ୍ଧିତ ସବ୍ସିଡି ପିଛିଲା ଭାବେ ସେପ୍ଟେମ୍ବର ୨, ୨୦୨୧ରୁ ଲାଗୁ ହେବ ବୋଲି ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ ଯେ, ରାଜ୍ୟ!-->!-->!-->…
ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ନବରଂଗପୁର (୩୦/୦୪) ଜଣେ ସୁଦକ୍ଷ ଜିଲ୍ଲା ମତ୍ସ୍ୟ ଅଧିକାରୀ ଜି ଜଗଦିଶ ରାଓଙ୍କ ଚାକିରୀ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ଉପନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ବେହେରା ମୁଖ୍ୟଅତିଥି ଭାବେ ଉପସ୍ଥିତ ରହିଥିଲେ। ଶ୍ରୀ!-->…
ସମ୍ବଲପୁର ୧୪ ଦିନ ପରେ କର୍ଫ୍ୟୁ କଟକଣାରୁ ସମ୍ପୂର୍ଣ୍ଣ ମୁକ୍ତ
ସମ୍ବଲପୁର: ସମ୍ବଲପୁରରୁ ଉଠିଲା କର୍ଫ୍ୟୁ । ୧୪ ଦିନ ପରେ କର୍ଫ୍ୟୁ କଟକଣାରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇଛନ୍ତି ସମ୍ବଲପୁରବାସୀ । ହନୁମାନ ଜୟନ୍ତୀ ବାଇକ୍ ଶୋଭାଯାତ୍ରା ଉପରକୁ ପଥରମାଡ଼ ଓ ଆକ୍ରମଣ ପରେ ଅଶାନ୍ତ ହୋଇଥିଲା ସମ୍ବଲପୁର । ସ୍ଥିତି ନିୟନ୍ତ୍ରଣ ପାଇଁ ଗତ ୧୪ ତାରିଖ!-->…