ସଂପର୍କ ସ୍ଥାପନାର ଆଶା ନଥିଲେ ହୋଇପାରିବ ଛାଡପତ୍ର : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ :ବିବାହ ସମ୍ପର୍କ ଏବଂ ଛାଡପତ୍ରକୁ ନେଇ ଏକ ବଡ ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକୋର୍ଟ । କୌଣସି ବୈବାହିକ ସମ୍ପର୍କରେ ଯଦି ସୁଧାର ହେବା ନେଇ ଆଶା ନଥାଏ, ତେବେ ଛାଡପତ୍ରକୁ ଅନୁମତି ମିଳିପାରିବ । ଏକ ମାମଲାର ଶୁଣାଣି କରିବା ସମୟରେ ଏ ନେଇ ରାୟ ଦେଇଛନ୍ତି ମାନ୍ୟବର

୧୪ ମେସେଞ୍ଜର ମୋବାଇଲ ଆପ୍ଲିକେସନ ବ୍ଲକ…

ନୂଆଦିଲ୍ଲୀ :କେନ୍ଦ୍ର ସରକାର ବ୍ଲକ କଲେ ୧୪ ମେସେଞ୍ଜର ମୋବାଇଲ ଆପ୍ଲିକେସନ । ଯେଉଁ ଆପ୍ଲିକେସନ ଗୁଡ଼ିକୁ ଜମ୍ମୁ ଓ କାଶ୍ମୀରରେ ଆତଙ୍କୀ କାର୍ଯ୍ୟକଳାପ ପାଇଁ ବ୍ୟବହାର କରାଯାଉଥିଲା । ଇଣ୍ଟେଲିଜେନ୍ସ ଏଜେନ୍ସି ପାଖରୁ ସୂଚନା ମିଳିବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି । ସୂଚନା

ବନେଟରେ ଲାଖିଥିବା ବ୍ୟକ୍ତିଙ୍କୁ ୩ କିମି ଯାଏ ଘୋଷାଡ଼ି ନେଲେ କାର ଚାଳକ…

ନୂଆଦିଲ୍ଲୀ :ରାଜଧାନୀ ଦିଲ୍ଲୀରୁ ଆସିଛି ବିଚଳିତ କରିବା ଭଳି ଘଟଣା। ଜଣେ ବ୍ୟକ୍ତିଙ୍କୁ କାର୍‌ ବନେଟରେ ଲାଖିଥିବା ବେଳେ ତାଙ୍କୁ ଦୀର୍ଘ ୩ କିମି ବାଟ ଘୋଷାଡ଼ି ନେଇଛନ୍ତି ଡ୍ରାଇଭର। ଏହି କାର୍‌ଟି ବିହାର ସାଂସଦ ଚନ୍ଦନ ସିଂହଙ୍କର ବୋଲି କୁହାଯାଉଛି। କିନ୍ତୁ ଘଟଣା ବେଳେ ସାଂସଦ ସିଂହ

ପଞ୍ଜାବ ଲୁଧିଆନା ଗ୍ୟାସ ଲିକ୍‌ ଘଟଣା : ଏଫଆଇଆର ରୁଜୁ, ୧୧ ମୃତକଙ୍କ ପରିବାରକୁ ମିଳିବ ୨ ଲକ୍ଷ କ୍ଷତିପୂରଣ

ପଞ୍ଜାବ ଲୁଧିଆନାରେ ଗ୍ୟାସ୍‌ ଲିକ୍‌ ହୋଇ ୯ ଜଣ ମୃତ୍ୟୁବରଣ କରିଥିବା ବେଳେ ୧୧ ଜଣ ଗୁରୁତର ରହିଛନ୍ତି । ଏହି ଘଟଣାରେ ମୃତକଙ୍କ ପରିବାରକୁ ୨-୨ ଲକ୍ଷ ଟଙ୍କାର କ୍ଷତିପୂରଣ ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି ପଞ୍ଜାବ ସରକାର । ଲୁଧିଆନା ଜିଲ୍ଲାର ଗିୟାସପୁରରେ ରବିବାର

ଆଇଏସ୍‌ଆଇଏସ୍‌ ମୁଖ୍ୟ ଅବୁ ହୁସେନ୍‌ ଅଲ୍‌ କ୍ୟୁରେସୀ ନିହତ

ତୁର୍କୀର ବଡ଼ ମିଲିଟାରୀ ଅପରେସନ । ଆଇଏସ୍‌ଆଇଏସ୍‌ ମୁଖ୍ୟ ଅବୁ ହୁସେନ୍‌୍‌ ଅଲ୍‌ କ୍ୟୁରେସୀ ନିହତ । ସିରିଆରେ ପଶି ଆତଙ୍କୀ ସଂଗଠନ ଇସଲାମିକ୍‌ ଷ୍ଟେଟ୍‌ର ସନ୍ଦିଗ୍ଧ ମୁଖ୍ୟକୁ ମାରିଲା ତୁର୍କୀ ସେନା । ଏହି ସୂଚନା ଦେଇଛନ୍ତି ତୁର୍କୀ ରାଷ୍ଟ୍ରପତି ତୟିପ୍‌ ଏର୍ଡୋଗାନ୍‌ । ଏର୍ଡୋଗାନ୍‌

ଦେଶରେ ୨୪ ଘଣ୍ଟା ମଧ୍ୟରେ ୪,୨୮୨ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଆଜି ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ହ୍ରାସ ପାଇ ୫,୦୦୦ ତଳକୁ ଖସି ଆସିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୮,୦୦୦ ତଳକୁ ଖସି ଆସିଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ସୋମବାର

କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଶନ ରେଡ୍ଡୀ ହସପିଟାଲରେ ଭର୍ତ୍ତି

କେନ୍ଦ୍ରୀୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଶନ ରେଡ୍ଡୀ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଗତକାଲି ରାତି ପ୍ରାୟ ୧୦ଟା ୫୦ ମିନିଟରେ ସ୍ୱାସ୍ଥ୍ୟବସ୍ଥା ବିଗିଡିବା କାରଣରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ଛାତିରେ ଯନ୍ତ୍ରଣା ଅନୁଭବ କରିବା ଯୋଗୁଁ ହସପିଟାଲରେ ଭର୍ତ୍ତି

ଜଙ୍ଗଲ ଭିତରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ଶବ

ଉମରକୋଟ(୩୦/୦୪) : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୁରାବେଡା ପଂଚାୟତ ଅନ୍ତର୍ଗତ କଳିଆପଦର ଗ୍ରାମର ଜଙ୍ଗଲ ମଝିରେ ଜଣେ ଅଜଣା ବ୍ୟକ୍ତି ବେକରେ ଫାସୀ ଦେଇ ଆଜି ଦିନ ସାରା ଏକ ଆମ୍ବ ଗଛରେ ଝୁଲୁଥିବା ଅବସ୍ତାରେ କଳିଆପଦର ଓ ଆଖପାଖ ଅଞ୍ଚଳର ଲୋକମାନେ ଦେଖିବାକୁ ପାଇଥିଲେ l ଏହି ପରି ଏକ ମୃତ

ବାଲିଗୁଡାରେ ଗୋ-ମହାଯଜ୍ଞ ଓ ବିଶାଳ ହିନ୍ଦୁ ସମ୍ମିଳନୀ

ବାଲିଗୁଡା : ଅନ୍ତଃ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓ ରାଷ୍ଟ୍ରୀୟ ବଜରଙ୍ଗ ଦଳ ଓଡିଶା ଆନୁକୂଲ୍ୟରେ ସ୍ଥାନୀୟ ଶାଖା ତରଫରୁ କନ୍ଧମାଳ ଜିଲ୍ଲା ବାଲିଗୁଡାରେ ବିଶ୍ୱ ଶାନ୍ତି ଓ ଧର୍ମ ରକ୍ଷା ତଥା ଗୋ ବଂଶର ସୁରକ୍ଷା ନିମନ୍ତେ ଗୋ ମହାଯଜ୍ଞ ଓ ବିଶାଳ ହିନ୍ଦୁ ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି l

କନ୍ଧମାଳ ଜିଲ୍ଲା ସାମ୍ବାଦିକ ୟୁନିଅନ ପ୍ରଥମ ସାଧାରଣ ଅଧିବେଶନ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସାମ୍ବାଦିକ ୟୁନିଅନ ସହ ବନ୍ଧିତ ଓଡିଶା ସାମ୍ବାଦିକ ୟୁନିଅନ(ଓ ୟୁ ଯେ )ର ପ୍ରଥମ ସାଧାରଣ ଅଧିବେଶନ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ର କଟପଡି ଗ୍ରାମ ନିକଟସ୍ଥ ଖଡ୍ଗନଦୀ ଶାଳବଣ ଠାରେ ସଂଘ ସଭାପତି ଅଶୋକ କୁମାର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ