ବଡ଼ବିଲରେ ଯୁବକଙ୍କୁ ଗୁଳିକରି ହତ୍ୟା

ଚମ୍ପୁଆ : ସ୍ପଷ୍ଟ ଦିବାଲୋକରେ ଗୁଳି କରି ଯୁବକଙ୍କୁ ହତ୍ୟା । ବଡ଼ବିଲ ୬ ନମ୍ବର ୱାର୍ଡ଼ରେ ଏହି ଗୁଳିକାଣ୍ଡ ହୋଇଛି । ମୃତକଙ୍କ ନାଁ ସୁନୀଲ ସିହ୍ନା । ସକାଳ ସାଢ଼େ ୮ଟା ସମୟରେ ସ୍କୁଟିରେ ଘରକୁ ଯିବାବେଳେ, ୱାର୍ଡ ନଂ ୬ ମନି ଟାୱାର ନିକଟରେ ଗୁଳିକାଣ୍ଡ ହୋଇଛି। ଘଟଣାସ୍ଥଳରୁ ଏକ ଖୋକା

ନବୋଦୟ ପରୀକ୍ଷାରେ ପ୍ରଶ୍ନପତ୍ର ବିଭ୍ରାଟ: ପଞ୍ଚମ ଶ୍ରେଣୀ ଓଡ଼ିଆ ଛାତ୍ରକୁ ଦିଆଯାଇଛି ତେଲଗୁ ପ୍ରଶ୍ନପତ୍ର

କେନ୍ଦ୍ରାପଡା : ପରୀକ୍ଷା ପ୍ରଶ୍ନପତ୍ରରେ ବଡ଼ ବିଭ୍ରାଟ । ଓଡ଼ିଆ ଭାଷା ସ୍ଥାନରେ ତେଲଗୁ ପ୍ରଶ୍ନପତ୍ର । କାନ୍ଦି କାନ୍ଦି ଫେରିଲେ ପଞ୍ଚମ ଶ୍ରେଣୀ ଛାତ୍ର । କେନ୍ଦ୍ରାପଡା ମାର୍ଶାଘାଇ ମଧୁସାଗର ବିଦ୍ୟାପୀଠରେ ନବୋଦୟ ପରୀକ୍ଷାରେ ଏଭଳି ବିଭ୍ରାଟ ସାମନାକୁ ଆସିଛି । ମାର୍ଶାଘାଇ ବ୍ଲକ

ରେଳ ଲାଇନ ଅତିକ୍ରମ କରୁଥିବା ବେଳେ ଟ୍ରେନରେ କଟି ଯୁବକଙ୍କ ମୃତ୍ୟୁ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ଓଭରବ୍ରିଜ ନିକଟରେ ରେଳ ଲାଇନ ଅତିକ୍ରମ କରୁଥିବା ବେଳେ ଜଣେ ଯୁବକଙ୍କ ମୃତ୍ୟୁ। ପୁରୀରୁ ବାଙ୍ଗିରିପୋଷି ଫେରୁଥିବା ସୁପରଫାଷ୍ଟ ଟ୍ରେନରେ କଟି ସଂପୃକ୍ତ ଯୁବକର ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି

ଖଣ୍ଡାଧାର ଜଳପ୍ରପାତରୁ ୨୦୦ ମିଟର ତଳକୁ ଖସି ଯୁବକଙ୍କ ମୃତ୍ୟୁ

ବଣାଇ : ଖଣ୍ଡାଧାର ଜଳପ୍ରପାତରେ ଖସି ପଡ଼ି ଯୁବକଙ୍କ ମୃତ୍ୟୁ। ନେପା ମୁର୍ମୁ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଗତକାଲି ଖଣ୍ଡାଧାରକୁ ବୁଲିଆସିଥିବା ତିନି ଜଣ ସାଙ୍ଗ ସେଠାରେ ଝରଣାରେ ଗାଧୋଇବା ବେଳେ ଗୋଡ଼ ଖସିଯିବା ଫଳରେ ପ୍ରାୟ ୨୦୦ ଫୁଟ ତଳକୁ ଖସିପଡ଼ିଥିଲେ। ପାହାଡ଼ ମଝିରେ ଅଟକି

ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ଚାଲିଛି ବିରାଟ ପ୍ରସ୍ତୁତି, ବଦଳୁଛି ଗାଁର ରୂପରେଖ

ମୟୂରଭଞ୍ଜ : ଦୁଇ ଦିନ ପରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୩ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସି ନିଜ ଜନ୍ମମାଟି ଯିବେ ମହାମହିମ । ତାଙ୍କୁ ସ୍ୱାଗତ କରିବା ପାଇଁ ବିରାଟ ପ୍ରସ୍ତୁତି ଚାଲିଛି । ରାଷ୍ଟ୍ରପତିଙ୍କ ଗସ୍ତରୁ ନେଇ ତାଙ୍କ ଗାଁ ପାହାଡପୁରଠାରୁ ଆରମ୍ଭ

ଏସିଆନ୍‌ ୟୁଥ୍‌ ଚାମ୍ପିଅନସିପ୍‌ରେ ରୌପ୍ୟ ପଦକ ଜିତିଲେ ଓଡ଼ିଆ ପୁଅ ବାପି ହାଂସଦା

ଏସିଆନ୍‌ ୟୁଥ୍‌ ଚାମ୍ପିଅନସିପ୍‌ରେ ରୌପ୍ୟ ପଦକ ଜିତିଲେ ଓଡ଼ିଆ ପୁଅ ବାପି ହାଂସଦା । ୪୦୦ ମିଟର ହର୍ଡଲ୍ସରେ ଜିତିଲେ ରୌପ୍ୟ ପଦକ । ୫୧.୩୮ ସେକେଣ୍ଡରେ ଅତିକ୍ରମ କଲେ ଦୂରତା । ଏନେଇ ଟ୍ଵିଟ କରି ଶୁଭେଚ୍ଛା ଜଣାଇଛନ୍ତି କ୍ରୀଡ଼ା ସଚିବ ଭିନୀଲ କ୍ରିଷ୍ଣା । ଭାରତୀୟ ଆଥଲେଟିକ୍ସଙ୍କ ପାଇଁ ଏହା

ଆମେରିକାରେ ବ୍ୟାଙ୍କ ସଂକଟ : ବନ୍ଦ ହେଲା ଫାଷ୍ଟ ରିପବ୍ଲିକ୍ ବ୍ୟାଙ୍କ୍

ସାନ୍ ଫ୍ରାନସିସକୋ : ଆମେରିକାର ଗୋଟିକ ପରେ ଗୋଟିଏ ବ୍ୟାଙ୍କ ବିଫଳ ହେବାରେ ଲାଗିଛି । ଫାଷ୍ଟ ରିପବ୍ଲିକ ନାମକ ବ୍ୟାଙ୍କ ଦେବା​ଳିଆ ଘୋଷିତ ହୋଇଛି । ଏହା ପରେ ଆମେରିକାର ଆର୍ଥିକ କର୍ତ୍ତୃପକ୍ଷ କାଲିଫର୍ଣ୍ଣିଆର ଏହି ବ୍ୟାଙ୍କକୁ ନିୟନ୍ତ୍ରଣକୁ ନେଇଛନ୍ତି । ବ୍ୟାଙ୍କିଙ୍ଗ୍ କାର୍ଯ୍ୟରେ ବିଫଳ

କର୍ଣ୍ଣାଟକ ନିର୍ବାଚନ ଇସ୍ତାହାର ପ୍ରକାଶ କଲା ବିଜେପି

କର୍ଣ୍ଣାଟକ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପିର ଇସ୍ତାହାର ଜାରି । ସୋମବାର ରାଷ୍ଟ୍ରିୟ ସଭାପତି ଜେପି ନଡ୍ଡା ବେଙ୍ଗାଲୁରୁରେ ଦଳର ନିର୍ବାଚନୀ ଇସ୍ତାହାର ଜାରି କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପା

ଆମ ସେନା ପାଖରେ ଏପରି ଟ୍ୟାଙ୍କ ନାହିଁ ଯାହା ଭାରତକୁ ସାମ୍ନା କରିପାରିବ: ପୂର୍ବତନ ପାକ୍ ସେନାମୁଖ୍ୟ ବାଜୱା

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଭଲ ନଥିବା ବେଳେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦୁଇ ପାକିସ୍ତାନୀ ସାମ୍ବାଦିକ ପାକିସ୍ତାନର ପୂର୍ବତନ ସେନା ମୁଖ୍ୟ କମର ଜାଭେଦ୍ ବାଜୱାଙ୍କ ବିଷୟରେ କହୁଥିବା ଦେଖିବାକୁ

ଜନ୍ତର ମନ୍ତରରେ ଧାରଣାରତ କୁସ୍ତିଯୋଦ୍ଧାଙ୍କ ସହିତ ଯୋଗ ଦେଲେ ନବଜୋତ୍‌ ସିଂ ସିଦ୍ଧୁ

ନୂଆଦିଲ୍ଲୀ: ଜନ୍ତର ମନ୍ତରରେ ‘ରେସ୍‌ଲିଙ୍ଗ୍‌ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ’ର (ଡବ୍ଲୁଏଫ୍‌ଆଇ) ମୁଖ୍ୟ ବ୍ରଜଭୂଷଣ ଶରଣ ସିଂହଙ୍କ ବିରୋଧରେ ପ୍ରତିବାଦ ଚଳାଇଥିବା କୁସ୍ତି ଖେଳାଳିଙ୍କ ସହିତ ଆଜି କଂଗ୍ରେସ ନେତା ନବଜୋତ୍‌ ସିଦ୍ଧୁ ଯୋଗ ଦେଇଛନ୍ତି। ‘ଟୁଇଟର୍‌’ରେ ଫଟୋ ସେୟାର୍‌ କରି ସିଦ୍ଧୁ