ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ବିଜୁଜନତା ଦଳ କାଉନସିଲରଙ୍କ ତରଫରୁ ମାସ୍କ ବଣ୍ଟନ

ହିଞ୍ଜିଳିକାଟୁ (୧।୫): ହିଞ୍ଜିଳିକାଟୁ ପୌରପରିଷଦ ବିଜେଡି କାଉନସିଲର ଙ୍କ ଦ୍ୱାରା ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ସମସ୍ତ କର୍ମଚାରୀ ,ରୋଗୀ ଓ ସମ୍ପର୍କୀୟ ଙ୍କୁ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି। କୋଭିଡ-୧୯ର ତୃତୀୟ ଲହରକୁ ଆଖି ଆଗରେ ରଖି ଦୀର୍ଘ ଦୁଇ ବର୍ଷ ବ୍ୟବଧାନ ପରେ

ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ ପକ୍ଷରୁ ୧୩୮ତମ ମଇ ଦିବସ

ଆସିକା (୦୧/୦୫) : ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଆସିକା ବିଜୁ ପଟ୍ଟନାୟକ ଛକରେ ବିଶ୍ବ ଶ୍ରମିକ ଦିବସପାଳନ କରାଯାଇଛି । ଟ୍ରେଡ ୟୁନିଅନ ସେଣ୍ଟର ଅଫ୍ ଇଣ୍ଡିଆ ର ରାଜ୍ୟ କମିଟି ସଦସ୍ୟା ତଥା ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ ର ଗଞ୍ଜାମ ଜିଲ୍ଲା ସମ୍ପାଦକ

ମା କନକ ଦୁର୍ଗା ପ୍ଳାମ୍ଵର ଓ ୱାଇରିଙ୍ଗ ସଂଘ ପକ୍ଷରୁ ଶ୍ରମିକ ଦିବସ ପାଳିତ

ହିଞ୍ଜିଳିକାଟୁ (୧।୫) : ହିଞ୍ଜିଳିକାଟୁ ମାଁ କନକ ଦୁର୍ଗା ପ୍ଳାମ୍ଵର ଓ ୱାଇରିଙ୍ଗ ସଂଘ ତରଫରୂ ସୋମବାର ଶ୍ରମିକ ଦିବସ ପାଳନ ହୋଇଯାଇଛି। ହିଞ୍ଜିଳିକାଟୁ ତରାତରାରିଣୀ ରୋଡ ଉପ୍ରା ଵାଳକ ବାଳିକା ବିଦ୍ୟାଳୟ ସମ୍ମୁଖରେ ଥିବା ସଂଘର ସଂଘ କାର୍ଯ୍ୟାଳୟ ପରିସରରେ ସଂଘର ସଭାପତି ଵିଚିତ୍ର ମୁନି ଙ୍କ

ଚଳିତ ମାସ ୪ ତାରିଖରୁ ବ୍ରହ୍ମପୁରରେ ୧୫ତମ ରାଜ୍ୟସ୍ତରୀୟ ଓ ୨ୟ ଶିଶୁ ନାଟକ ମହୋତ୍ସବ

ବ୍ରହ୍ମପୁର : ଚଳିତ ମେ ମାସ ୪ ତାରିଖରୁ ବ୍ରହ୍ମପୁର ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ଓଡିଶା ନାଟକ ସମାରୋହ ସମିତି ତରଫରୁ ୧୫ତମ ରାଜ୍ୟସ୍ତରୀୟ ଏବଂ ୨ୟ ଶିଶୁ ନାଟକ ମହୋତ୍ସବ ଅନୁଷ୍ଠିତ ହେଉଥିବା ନେଇ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଓଡିଶା ନାଟକ ସମାରୋହର ସଭାପତି ଅନିଲ କୁମାର

ଚୋରି ବାଇକ ସହ ଜଣେ ଗିରଫ…

ହିଞ୍ଜିଳିକାଟୁ (୧।୫) : ହିଞ୍ଜିଳିକାଟୁ ଟିଭିଏସ ସୋରୁମ ଆଗରୁ ଏପ୍ରିଲ ୨୯ ତାରିଖରେ ଏକ ଆପାଚି ବାଇକ ଚୋରି ହୋଇଥିଲା। ଏନେଇ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ତଦନ୍ତ କରି ଜଣେ ଚୋରକୁ ଗିରଫ କରିବା ସହ ଚୋରି ବାଇକ ଜବତ କରିଛି। ଗିରଫ ଜଣକ ହେଲେ କନ୍ଧମାଳ ଚକାପାଦ ଅଞ୍ଚଳର ଉତ୍ତମ

ନଟରାଜ କଳାମନ୍ଦିର ପକ୍ଷରୁ ବିଶ୍ଵ ନୃତ୍ୟ ଦିବସ ପାଳିତ

ଫୁଲବାଣୀ : ବିଶ୍ଵ ନୃତ୍ୟ ଦିବସ ୨୦୨୩ ଅବସରରେ ସ୍ଥାନୀୟ ଫୁଲବାଣୀ ସ୍ଥିତ ସଭାଗୃହ ଠାରେ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ନଟରାଜ କଳା ମନ୍ଦିର ଦ୍ଵାରା "ନଟରାଜ ନୃତ୍ୟ ସଙ୍ଗୀତ ଉତ୍ସବ ୨୦୨୩" ଅୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ର ଅଧ୍ୟକ୍ଷ ରଦନ ମଲ୍ଲିକ ମୁଖ୍ୟ

ମଦ୍ୟପକୁ ବାନ୍ଧି,ପୋଲିସ ଜିମାରେ ଦେଲେ ମହିଳା

ନବରଂଗପୁର : ଏକ ଭାଇରାଲ ଭିଡିଓ ଓ ଫୋଟରେ ଶତାଧିକ ମହିଳା ମିଶି ଜଣେ ଲୋକକୁ ରଶିରେ ବାନ୍ଧିବା ଦୃଶ୍ୟ ଦେଖାଯାଉଛି। ଏହା ତେନ୍ତୁଳିଖୁଣ୍ଟି ବ୍ଲକ୍ ଅଞ୍ଚଳଗୁମ୍ମା ପଞ୍ଚାୟତ ଚିତ୍ରକୋଟ ଗ୍ରାମର। ମହିଳାମାନେ ଏଇ ଗ୍ରାମ ରେ ମଦରନ୍ଧା, ବିକ୍ରି କରିବାକୁ ନେଇଁ ଘରେ ଘରେ ସଚେତନ କରିଆସୁଛନ୍ତି।

ଶ୍ରମିକମାନେ ସର୍ବଶ୍ରେଷ୍ଠ ବିନ୍ଧାଣୀ : ପୌରାଧ୍ୟକ୍ଷା, ଫୁଲବାଣୀ

ଫୁଲବାଣୀ : ଆଜି ସାରା ବିଶ୍ଵରେ ଶ୍ରମିକ ଦିବସ ପାଳନ କରାଯାଉଛି । ଏହି ଅବସରରେ ଆଜି ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଜିଲ୍ଲା ପ୍ରଶାସନ, କନ୍ଧମାଳ ଓ ଜିଲ୍ଲା ଶ୍ରମ ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ମଇ ଦିବସ/ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୩ ଜୁ ମହାସମାରୋହର ' ସହିତ

ସୁନ୍ଦରଗଡରେ ତୃଣମୂଳ ଫୁଟବଲ୍ ପ୍ରଶିକ୍ଷଣ କେନ୍ଦ୍ରର ଶୁଭାରମ୍ଭ

ସୁନ୍ଦରଗଡ (୦୧/୦୫) : ସୁନ୍ଦରଗଡ ହେଉଛି କ୍ରୀଡାର ଜିଲ୍ଲା। ଗତ ତିନି ବର୍ଷ ଧରି ରାଜ୍ୟରେ ଫୁଟବଲ୍ ଖେଳ ଦିଗନ୍ତରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ସୁନ୍ଦରଗଡ ଖେଳାଳୀ । ଏହି ଧାରାକୁ ଆଗେଇ ନେବା ପାଇଁ ଆଜି ସୁନ୍ଦରଗଡ ଜିଲ୍ଲା କ୍ରୀଡ଼ା ସଂସଦ ଆନୁକୁଲ୍ୟରେ ଏକ ନବ ପ୍ରଭାତର

କୋଟିଆରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ବାଣ୍ଟିଲେ ତାଙ୍କ ଯୋଜନା, କହିଲେ ଆନ୍ଧ୍ର-ଓଡ଼ିଶା ଭାଇଭାଇ

କୋରାପୁଟ :କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆ ଗ୍ରାମରେ ପୁଣି ଆନ୍ଧ୍ରର ଅନୁପ୍ରବେଶ। ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ତଥା ସାଲୁର ବିଧାୟକ ପିଡ଼ିକା ରାଜନ ଦୋରା କୋଟିଆ ଗ୍ରାମ ପୁଞ୍ଜର ଫଗୁଣସିନେରୀ ଓ ଫାଟୁସିନେରୀ ଗସ୍ତ କରିଛନ୍ତି। ଆନ୍ଧ୍ର ପ୍ରଶାସନିକ ଅଧିକାରୀଙ୍କ ସହ ଘର ଘର ବୁଲିବା ସହ