Sign in
Sign in
Recover your password.
A password will be e-mailed to you.
ବିନା ସୂଚନା ଫଳକରେ ଚାଲିଛି କଲଭର୍ଟ ନିର୍ମାଣ
ରାଇଘର : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ୍ ତୁରୁଡିହି ପଞ୍ଚାଏତ ଅନ୍ତର୍ଗତ ପୋରବେଲା ୧ ନମ୍ବର ଡିଏନକେ ଗ୍ରାମ ମଝିରେ ବିନା ଫଳକ ନାମାରେ ଚାଲୁଛି କଲଭର୍ଟ ନିର୍ମାଣ କାର୍ଯ୍ୟ ଏବଂଏହି କାର୍ଯ୍ୟଟି ପ୍ରଗତିରେ ରହିଛି। କଲଭର୍ଟର ନିର୍ମାଣ କାର୍ଯ୍ୟ ଅତିରୁ ଅତି ନିମ୍ନମାନର ହେଉଅଛି କହି!-->…
ପୁଣି ପଡ଼ିଆ ଭିତରେ ବିରାଟ୍ ଓ ଗମ୍ଭୀରଙ୍କ ବାକ୍-ଯୁଦ୍ଧ, ଦୁହିଁଙ୍କ ଶତପ୍ରତିଶତ ମ୍ୟାଚ୍-ଫି କଟିଲା
ଲକ୍ଷ୍ନୌ: ଗତକାଲି ଲକ୍ଷ୍ନୌର ଏକନା କ୍ରିକେଟ ଷ୍ଟାଡିୟମରେ ଲକ୍ଷ୍ନୌ –ବାଙ୍ଗାଲୋର ଆଇପିଏଲ୍ ମ୍ୟାଚ ପରେ ପୁଣି ଥରେ ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ ଜୋରଦାର କଥା କଟାକଟି ହୋଇଛି। ଏହି ମ୍ୟାଚରେ ଆରସିବି ଲକ୍ଷ୍ନୌ ସୁପର ଜ୍ୟାଣ୍ଟସକୁ ହରାଇବା ପରେ ବିରାଟ ଓ ଲକ୍ଷ୍ନୌ!-->…
ଦେବାଳିଆ ହେଲା ଗୋ-ଫାଷ୍ଟ୍, ମେ’ ୩ ଓ ୪ ପାଇଁ ସମସ୍ତ ବିମାନ ଉଡ଼ାଣ ବାତିଲ
ନୂଆଦିଲ୍ଲୀ: ଆଗାମୀ ୨ଦିନ ପାଇଁ ଉଡାଣ ବନ୍ଦ ଘୋଷଣା କଲା ଗୋଫାଷ୍ଟ ଏୟାରଲାଇନ୍ସ। ଗୋଫାଷ୍ଟ ସିଇଓ କୌଶିକ ଖୋନାଙ୍କ ଅନୁଯାୟୀ, ପାଣ୍ଠିର ଅଭାବ ହେତୁ ମେ’ ୩ ଓ ୪ରେ ବିମାନ ଉଡ଼ାଣ ସାମୟିକ ଭାବେ ସ୍ଥଗିତ ରହିବ। ଗୋଫାଷ୍ଟକୁ ଦେବାଳିଆ ଘୋଷଣା କରିବାକୁ ଆମେ ନ୍ୟାସନାଲ କମ୍ପାନି ଲ’!-->…
ରାଜ୍ୟରେ ହେଉଥିବା ୯୦ ପ୍ରତିଶତ ଅପରାଧ ପାଇଁ ପ୍ରବାସୀ ଶ୍ରମିକ ହିଁ ଦାୟୀ: ଗୋଆ ମୁଖ୍ୟମନ୍ତ୍ରୀ
ପାଣାଜୀ: ରାଜ୍ୟରେ ବୃଦ୍ଧି ପାଉଥିବା ଅପରାଧ ସମ୍ପର୍କରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏକ ଅଜବ ବିବୃତ୍ତି ଦେଇଛନ୍ତି। ସେ ଦାବି କରିଛନ୍ତି ଯେ ରାଜ୍ୟରେ ହେଉଥିବା ପ୍ରାୟ ୯୦ ପ୍ରତିଶତ ଅପରାଧ ପଛରେ ପ୍ରବାସୀ ଶ୍ରମିକଙ୍କ ହାତ ରହିଛି | ସେ ଦାବି କରିଛନ୍ତି ଯେ ବିହାର, ଉତ୍ତରପ୍ରଦେଶ!-->…
ବଦଳାଗଲା ପଞ୍ଜାବର ସରକାରୀ କାର୍ଯ୍ୟାଳୟର ଖୋଲିବା ଏବଂ ବନ୍ଦ ହେବା ସମୟ
ପଞ୍ଜାବ: ପଞ୍ଜାବର ସରକାରୀ କାର୍ଯ୍ୟାଳୟର ଖୋଲିବା ଏବଂ ବନ୍ଦ ହେବା ସମୟ ମଙ୍ଗଳବାର ଠାରୁ ବଦଳି ଯାଇଛି। ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ କହିଛନ୍ତି,‘ ଏହି ପଦକ୍ଷେପ କେବଳ ବିଦ୍ୟୁତ୍ ସଞ୍ଚୟ କରିବାରେ ସହାୟକ ହେବ ନାହିଁ ବରଂ ଅନେକ ଲାଭ ମଧ୍ୟ ମିଳିବ। ରାଜ୍ୟର ସରକାରୀ ବିଭାଗଗୁଡ଼ିକର ସମୟ!-->…
ଏନସିପି ସଭାପତି ପଦରୁ ହଠାତ୍ ଇସ୍ତଫା ଦେଲେ ଶରଦ ପାୱାର
ମୁମ୍ବାଇ : ଦେଶର ବରିଷ୍ଠ ରାଜନେତା ତଥା ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନସିପି)ର ସଭାପତି ପଦରୁ ହଠାତ୍ ଇସ୍ତଫା ଦେଇଛନ୍ତି ଶରଦ ପାୱାର। ଦେଶର ଜଣେ ବରିଷ୍ଠ ବିରୋଧୀ ଦଳର ନେତା ଭାବେ ପରିଚିତ ଶରଦ ପାୱାର ମହାରାଷ୍ଟ୍ରରେ ଶିବସେନା, କଂଗ୍ରେସ ଓ ଏନସିପିକୁ ଏକାଠି କରି ସରକାର ଗଠନ!-->…
ମହାତ୍ମା ଗାନ୍ଧିଙ୍କ ନାତି ଅରୁଣ ମଣିଲାଲ ଗାନ୍ଧିଙ୍କ ଦେହାନ୍ତ
ନୂଆଦିଲ୍ଲୀ : ଆଉ ନାହାନ୍ତି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ନାତି ଅରୁଣ ମଣିଲାଲ ଗାନ୍ଧି। ଆଜି କୋଲହାପୁରରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ୧୯୩୪ରେ ଦକ୍ଷିଣ ଆଫ୍ରିକାର ଡର୍ବାନରେ ଜନ୍ମ ଗ୍ରହଣ କରିଥିବା ଅରୁଣଙ୍କୁ ମୃତ୍ୟୁ ବେଳକୁ ୮୯ ବର୍ଷ ବୟସ ହୋଇଥିଲା।ସେ ଜଣେ ଲେଖକ ଭାବେ ବେଶ!-->…
କାନାଡାର ମୋଷ୍ଟୱାଣ୍ଟେଡ ପଳାତକ ତାଲିକାରେ ଗୋଲ୍ଡୀ ବ୍ରାର୍ର ନାଁ
ନୂଆଦିଲ୍ଲୀ : କୁଖ୍ୟାତ ଗ୍ୟାଙ୍ଗଷ୍ଟର ତଥା ପଞ୍ଜାବ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଗୋଲ୍ଡୀ ବ୍ରାରର ଅଡ଼ୁଆ ବଢ଼ିଛି। କାନାଡା ସରକାର ଜାରି କରିଥିବା ୨୫ ଜଣିଆ ମୋଷ୍ଟ ୱାଣ୍ଟେଡ ପଳାତକ ତାଲିକାରେ ତା’ର ନାଁ ରହିଛି।ଗୋଲ୍ଡୀର ନାଁକୁ ଓଟ୍ଟାୱାରରେ ଥିବା!-->…
ଅବକାରୀ ନୀତି ଦୁର୍ନୀତି: ଚାର୍ଜଶିଟ୍ରେ ଆପ ସାଂସଦ ସଞ୍ଜୟ ସିଂହ ଓ ରାଘବ ଚଡ୍ଡାଙ୍କ ନାଁ
ନୂଆଦିଲ୍ଲୀ : ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱିତୀୟ ସପ୍ଲିମେଣ୍ଟାରୀ ଚାର୍ଜଶିଟ ଦାଖଲ କରିଛି। ଏଥିରେ ଆପ୍ ସାଂସଦ ସଞ୍ଜୟ ସିଂହ ଓ ରାଘବ ଚଡ୍ଡାଙ୍କ ନାଁ ରହିଛି। ସପ୍ଲିମେଣ୍ଟାରୀ ଚାର୍ଜଶିଟରେ ଏମାନଙ୍କ ନାଁ ରହିଥିଲେ ମଧ୍ୟ ଦୁଇ!-->…
ବଜରଙ୍ଗବାଲୀଙ୍କୁ କଂଗ୍ରେସ ତାଲା ପକାଇ ଦେବାକୁ ଚାହୁଁଛି : ମୋଦୀ
ବେଙ୍ଗାଲୁରୁ : କର୍ଣ୍ଣାଟକାରେ କଂଗ୍ରେସ କ୍ଷମତାକୁ ଆସିଲେ ପିଏଫଆଇ ଓ ବଜରଙ୍ଗ ଦଳ ଭଳି ସାମାଜରେ ବିଦ୍ୱେଷ ସୃଷ୍ଟି କରୁଥିବା ସଂଗଠନଗୁଡ଼ିକୁ ବ୍ୟାନ କରିବ ବୋଲି କହିଛି। ଏହାକୁ ଦଳ ତା’ର ନିର୍ବାଚନୀ ହିସ୍ତାହାରରେ ମଧ୍ୟ ସାମିଲି କରିଛି। କଂଗ୍ରେସ ତା’ର ଇସ୍ତାହାରରେ ବଜରଙ୍ଗ ଦଳ କଥା କହିଥିବା!-->…