ବିଲକିସ୍‌ ବାନୋଙ୍କ ଦୁଷ୍କର୍ମକାରୀଙ୍କୁ କାହିଁକି ଛାଡ଼ିଛନ୍ତି ସରକାର? କାଗଜ ଦେଖାଇବାକୁ ରାଜି ହେଲେ

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ୨୦୦୨ ମସିହା ଗୁଜରାଟ ଦଙ୍ଗା ବେଳେ ଦୁଷ୍କର୍ମର ଶିକାର ହୋଇଥିବା ବିଲକିସ୍‌ ବାନୋଙ୍କ ୧୧ ଦୁଷ୍କର୍ମକାରୀଙ୍କୁ କେଉଁ ପରିସ୍ଥିତିରେ ସରକାର ଜେଲରୁ ଖଲାସ କରିଥିଲେ? ଏ ସମ୍ପର୍କିତ ସମସ୍ତ ଦସ୍ତାବିଜ୍‌ ସୁପ୍ରିମକୋର୍ଟଙ୍କୁ ଦେଖାଇବାକୁ ଗୁଜରାଟ ଓ କେନ୍ଦ୍ର ସରକାର

ରାହୁଳଙ୍କ ଦଣ୍ଡାଦେଶ ଉପରେ ରୋକ୍‌ର ରାୟ ଗ୍ରୀଷ୍ମଛୁଟି ପରେ

ଅହମ୍ମଦାବାଦ : ଅପରାଧିକ ମାନହାନୀ କେସ୍‌ରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ ଜେଲଦଣ୍ଡ ପାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଆଉ ଏକ ଝଟକା। ସେ ଦଣ୍ଡାଦେଶ ଉପରେ ଅନ୍ତରୀଣ ରୋକ ଲଗାଇବାକୁ ଦାବି କରି ଗୁଜରାଟ ହାଇକୋର୍ଟରେ ଆବେଦନ କରିଥିଲେ। କିନ୍ତୁ ହାଇକୋର୍ଟ ଦଣ୍ଡାଦେଶ ଉପରେ କୌଣସି

ଉଦ୍ୟଗ ବିକାଶରେ ରାଜ୍ୟର ବିକାଶ ସମ୍ପର୍କିତ କର୍ମଶାଳା…

ବ୍ରହ୍ମପୁର - ଉଦ୍ୟଗ ବିକାଶରେ ରାଜ୍ୟର ବିକାଶ ସମ୍ପର୍କିତ ଏକ କର୍ମଶାଳା ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ସହରର ସ୍ଥାନୀୟ ଶଙ୍କର ଭବନ ସଭାଗୃହରେ ଏକ୍ସଟ୍ରୁଡ଼ର ଇଂଜିନିୟରିଂ ଏଜେନ୍ସି ଓ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କର୍ମଶାଳାରେ

ଗାଧୋଇବାକୁ ଯାଇଥିବା ବେଳେ ପୋଖରୀ ରେ ବୁଡି ଯୁବକଙ୍କ ମୃତ୍ୟୁ…

ବାଲିଗୁଡା,: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ବ୍ଲକ ଅନ୍ତର୍ଗତ ମାଲିକାପଡ଼ି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି l ଉକ୍ତ ଗ୍ରାମର ଜଣେ ବ୍ୟକ୍ତି ପୋଖରୀକୁ ଶୌଚ ହେବାକୁ ଯାଇଥିବା ସମୟରେ ପୋଖରୀରେ ବୁଡ଼ି ତାଙ୍କ ମୃତ୍ୟ ଘଟିଛି। ମୃତ ବ୍ୟକ୍ତି ଜଣକ ହେଲେ ଗ୍ରାମର

ବିଲ ମଧ୍ୟରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର – ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ…!

ହିଞ୍ଜିଳିକାଟୁ ୨।୫। ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ମକରଝୋଳ ଗ୍ରାମ ରୋଡ ନିକଟ ବିଲ ମଝିରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ । ଜଣେ ଗାଈ ଚରାଳି ବିଲ ମଝିରେ ଜଣେ ମହିଳାଙ୍କ କ୍ଷତବୀକ୍ଷତ ଅର୍ଦ୍ଧ ଉଲଗ୍ନ ମୃତଦେହ ପଡିଥିବା ଦେଖିଥିଲେ । ସଙ୍ଗେ

ଝାରସୁଗୁଡ଼ା ଉପନିର୍ବାଚନ: ସକାଳେ କଂଗ୍ରେସ ସଭାପତିଙ୍କ ଇସ୍ତଫା, ସନ୍ଧ୍ୟାରେ ପ୍ରତ୍ୟାହାର

ଝାରସୁଗୁଡ଼ା : ଝାରସୁଗୁଡ଼ା ଉପନିର୍ବାଚନକୁ ନେଇ ଦଳୀୟ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଆଜି ସକାଳେ ନିଜ ପଦରୁ ଇସ୍ତଫା ଦେଇଥିବା ଝାରସୁଗୁଡା ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ମିଶ୍ର ସନ୍ଧ୍ୟାରେ ନିଜର ଇସ୍ତଫା ପତ୍ର ପ୍ରତ୍ୟାହାର କରିଛନ୍ତି। ଝାରସୁଗୁଡାର ଏକ ଘରୋଇ ହୋଟେଲରେ ସାମ୍ବାଦିକ

ଜିଲ୍ଲାର ୧୫୮ ଜଣ ସଂଗଠିତ ଶ୍ରମିକଙ୍କୁ ୫୬ ଲକ୍ଷ ୫୩ ହଜାର ୬୦୦ ଟଙ୍କାର ଅର୍ଥ ରାଶି ସହାୟତା ପ୍ରଦାନ

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ମାଲକାନଗିରି, (୦୧/୦୫) : ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଆନୁକୂଲ୍ୟରେ ପୌର ପରିଷଦ ଟାଉନ ହଲ ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଛି । ରାଷ୍ଟ୍ର ଗଠନରେ ଶ୍ରମିକମାନଙ୍କ

ବ୍ଳକସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ

ଦାରିଙ୍ଗବାଡ଼ି,୧/୫ : ଦାରିଙ୍ଗବାଡ଼ିରେ ବ୍ଳକ ସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ସମିତି ସଭାଗୃହରେ ପାଳନ କରାଯାଇଛି । ଏଥିରେ ବ୍ଳକର ବିଭିନ୍ନ ପଞ୍ଚାୟତର ଶ୍ରମିକ, ବୁଦ୍ଧିଜୀବୀ ଓ ଶ୍ରମିକଙ୍କ ବିକାଶ ନେଇ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନ କର୍ମଚାରୀ ଉପସ୍ଥିତ ଥିଲେ । ବିଡିଓ

ବିଶ୍ୱ ଶ୍ରମିକ ଦିବସ ପାଳନ କଲେ ଗଞ୍ଜାମ ଜିଲ୍ଲା ପ୍ଲମ୍ବର ୱାର୍କ ମେନ ଆସୋସିଏସନ

ବ୍ରହ୍ମପୁର : ସ୍ଥାନୀୟ ଗେଟ ବଜ଼ାର ଏନଜିଓ ହଲ ଠାରେ ଗଞ୍ଜାମ ଜିଲ୍ଲାର ପ୍ଲମ୍ବର ୱାକମେନ ଆସୋସିଏସନ ସଭାପତି ଶ୍ରୀ ସୁବାଷ ଦାସଙ୍କ ଅଧକ୍ଷତାରେ ବିଶ୍ୱ ଶ୍ରମିକ ଦିବସ ଅନୁଷ୍ଠିତ ହୋଇଥିଲା | ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ମହାନଗର ନିଗମ ମେୟର ଶ୍ରୀମତି ସଂଘମିତ୍ରା ଦଳେଇ ଯୋଗଦେଇ ପ୍ରଦୀପ

ନ୍ୟାୟ ଦାବୀ ନେଇ ଆସିଥିବା ଛତିଶଗଡ଼ର ଶତାଧିକ ଲୋକଙ୍କୁ ରାଇଘରଠାରେ ଅଟକାଇଲା ପୋଲିସ

ଉମରକୋଟ (୦୧/୦୫) : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଅଭିମୁଖେ ଛତିଶଗଡ଼ରୁ ଆଜି ଶତାଧିକ ଲୋକ ୫୭ ଟି ଵଲେରୋ, ପିକଆପ ଓ ଟ୍ରାକ୍ଟର ରେ ଆସିବା ବାଟରେ ରାଇଘରଠୁ ପ୍ରାୟ ତିନି କିଲୋମିଟର ଦୂରେର ରାଇଘର ପୋଲିସ ବିଭାଗ ଦ୍ଵାରା ସେମାନଙ୍କୁ ଅଟକାଯାଇଥିଲା | ସୂଚନା ପ୍ରକାରେ ଗତମାସ ୨୬ ତାରିଖରେ