Sign in
Sign in
Recover your password.
A password will be e-mailed to you.
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ଵ ଗ୍ରହଣ କଲେ ରଞ୍ଜନ ଦାସ
ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ନୂତନ ମୁଖ୍ୟ ପ୍ରଶାସକ ଭାବେ ମଙ୍ଗଳବାର ଦାୟିତ୍ଵ ଗ୍ରହଣ କରିଛନ୍ତି ପ୍ରଶାସନିକ ଅଧିକାରୀ ରଞ୍ଜନ କୁମାର ଦାସ। ଏହା ପୂର୍ବରୁ ସେ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ!-->!-->!-->…
ଜୁଆଖେଳ ପାଇଁ ବନ୍ଧା ପଡ଼ିଥିବା ଛାତ୍ର ଫାର୍ମ ହାଉସ୍ରୁ ଉଦ୍ଧାର
ଚାନ୍ଦବାଲି: ଜୁଆଖେଳ ପାଇଁ ବନ୍ଧା ପଡ଼ିଥିବା ଛାତ୍ର ଉଦ୍ଧାର । ଚାନ୍ଦବାଲି ଜୁଆଖେଳ ପାଇଁ ବନ୍ଧା ପଡ଼ିଥିବା ନବମ ଶ୍ରେଣୀ ଛାତ୍ର ଉଦ୍ଧାର । ଭଦ୍ରକ ରମ୍ଭିଳାରେ ଥିବା ଫାର୍ମ ହାଉସ୍ରୁ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି । ଛାତ୍ରକୁ ଉଦ୍ଧାର କଲା ବାଂଶଡ଼ା ପୋଲିସ । ଘଟଣାର ଅଧିକ ଖୋଳତାଡ଼!-->…
ସରିଲା ମା’ ବୁଢୀ ସାଆନ୍ତାଣୀଙ୍କ ଯାତ୍ରା, ବିରାଟ ପଟୁଆରରେ ଶାଶୂ ଘରକୁ ପ୍ରତ୍ୟାବର୍ତ୍ତନ କଲେ ମା’
ବ୍ରହ୍ମପୁର: ସରିଲା ମା’ ବୁଢୀ ସାଆନ୍ତାଣୀଙ୍କ ଯାତ୍ରା। ପ୍ରତି ୨ ବର୍ଷରେ ଥରେ ବ୍ରହ୍ମପୁରରେ ଅନୁଷ୍ଠିତ ହୋଇଥାଏ ମା’ ବୁଢୀ ସାଆନ୍ତାଣୀଙ୍କ ବିଶ୍ୱ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା। ମା’ ସାଆନ୍ତାଣୀ, ଝିଅ ରୂପେ ବାପ ଘରକୁ ଯାଇଥାନ୍ତି।
ଯାତ୍ରା ଅବସରରେ ମା’ ଗତ ୪ ତାରିଖରେ ବିରାଟ!-->!-->!-->…
ସୁଦାନରୁ ଜନ୍ମମାଟିକୁ ଫେରିଲେ ଗୋଟିଏ ପରିବାରର ୪ ପ୍ରବାସୀ ଓଡ଼ିଆ…
ଜୟପୁର: ଏପ୍ରିଲ ୧୫ ତାରିଖ ଠାରୁ ସୁଦାନରେ ସଂଘର୍ଷ ଜାରି ରହିଛି। ସେନା ଓ ଅର୍ଦ୍ଧସାମରିକ ବାହିନୀ ସୁଦାନକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ଲଢ଼େଇ ବଳବତ୍ତର ରଖିଛନ୍ତି। ସାମରିକ ଯୁଦ୍ଧବିରତି ଶେଷ ହେବାପରେ ଲଢ଼େଇ ଭୀଷଣ ରୂପ ନେଇଛି। ରାଜଧାନୀ ଖାରତୁମ ଅଞ୍ଚଳରେ ଦୁଇ ପକ୍ଷ ମଧ୍ୟରେ ଜୋରଦାର!-->…
ସମ୍ବଲପୁର ହିଂସା: ଶାସକ ବିଜେଡିକୁ ଦାୟି କଲା ବିଜେପି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍…
ଭୁବନେଶ୍ୱର : ପୂର୍ବ ପ୍ରାୟୋଜିତ ଥିଲା ସମ୍ବଲପୁର ହିଂସା। ଏଥିପାଇଁ ଶାସନରେ ଥିବା ବିଜେଡି ସରକାର ସଂପୂର୍ଣ୍ଣ ଦାୟୀ। ହିଂସାଗ୍ରସ୍ତ ଅଞ୍ଚଳର ଗ୍ରାଉଣ୍ଡ ଭିଜିଟ୍ ପରେ ଆଜି ଏଭଳି ଢଙ୍ଗରେ ବର୍ଷିଛି ବିଜେପିର କେନ୍ଦ୍ରୀୟ ତଥ୍ୟ ଅନୁସନ୍ଧାନକାରୀ ଦଳ। ଟିମ୍ର ଅଧ୍ୟକ୍ଷ ଅବସରପ୍ରାପ୍ତ ଆଇପିଏସ୍!-->…
ଜାଲ୍ ୱେବ୍ସାଇଟ୍ ଖୋଲି ଠକିନେଲେ ୩୯.୧୧ କୋଟି
ଭୁବନେଶ୍ବର: ମିଛ ୱେବ୍ସାଇଟ ଖୋଲି କୋଟିକୋଟି ଟଙ୍କା ଠକିନେଇଛନ୍ତି ଦୁର୍ବୃତ୍ତ। ପୁଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଘଟଣାର ତଦନ୍ତ କରି ଅପରାଧୀମାନେ ପ୍ରାୟ ୩୭୦୦ ପୁଞ୍ଜିନିବେଶକାରୀଙ୍କଠାରୁ ୩୯.୧୧ କୋଟି ଟଙ୍କା ଠକି ନେଇଥିବା ସ୍ପଷ୍ଟ କରିଛି। ତେବେ ଏଥିରୁ ମାତ୍ର ୧୧ ଲକ୍ଷ ୯୧!-->…
ଦେଢ଼ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ
ଖୋର୍ଦ୍ଧା: ବାଘମାରୀ ପୁଲିସ ପକ୍ଷରୁ ଚଢ଼ଉ କରାଯାଇ ଦେଢ଼ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯିବା ସହ ଏହି ମାମଲାରେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।
ଗୁଇନ୍ଦା ସୂତ୍ରରୁ ସୂଚନା ପାଇ ଗତକାଲି ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ବାଘମାରୀ ଥାନାର ଏସ୍ଆଇ!-->!-->!-->…
ଜନଜାତି କନ୍ଧ ଗୌଡ଼ ସଂପ୍ରଦାୟର ବିଭିନ୍ନ ଅସୁବିଧା ନେଇ ଦାବିପତ୍ର
ଫୁଲବାଣୀ : କନ୍ଧ ଗୌଡ଼ ସମାଜର ସଭାପତି ପ୍ରେମାନନ୍ଦ ମାଝୀଙ୍କ ନେତୃତ୍ବରେ ସମାଜ ଉପଦେଷ୍ଟା ତଥା ବରିଷ୍ଠ ଆଇନଜୀବୀ ସତ୍ୟ ନାରାୟଣ ବେହେରା, ଜାତି ସଚେତକ କରୁଣା କର ଭୋଇଙ୍କ ଉପସ୍ଥିତରେ ଜନଜାତି ଉନ୍ନୟନ ପରିଷଦର ଅଧ୍ୟକ୍ଷ ରୋଦନ ମଲ୍ଲିକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ଏହି!-->…
ବସ୍ ଦୁର୍ଘଟଣାରେ ଆଇଆରବି ଯବାନଙ୍କ ମୃତ୍ୟୁ
ଖୋର୍ଦ୍ଧା: ସଡ଼କ ଦୁର୍ଘଟଣାରେ ଖୋର୍ଦ୍ଧା ତରତୁଆ ଠାରେ ଥିବା ଆଇଆରବି ବାଟାଲିଅନ୍ର ଯବାନ ବିଶ୍ୱମ୍ବର ମନ୍ତ୍ରୀ(୫୦)ଙ୍କ ମୃତ୍ୟୁ ଘଟିଛି। ସୂଚନାନୁସାରେ, ସୋମବାର ସଂଧ୍ୟା ପ୍ରାୟ ୬ଟା ବେଳେ ବିଶ୍ୱମ୍ବର ମୋଟରସାଇକଲରେ ଖୋର୍ଦ୍ଧାରୁ ନିଜର ବାଟାଲିଅନ କାର୍ଯ୍ୟାଳୟକୁ ଯାଉଥିଲେ।
!-->!-->!-->…
ଲୁମେକ୍ସ ମହାଠକେଇ; ମୁଖ୍ୟ କାର୍ପଟଦାର ରାଜୀବଲୋଚନ ଗିରଫ
ଲୁମେକ୍ସ ମହାଠକେଇର ମୁଖ୍ୟ କାର୍ପଟଦାର ରାଜୀବଲୋଚନ ଦାସ ଗିରଫ। ରାଜୀବ ଲୋଚନଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(EOW)। ଆଜି ତାଙ୍କୁ କୋର୍ଟଚାଲାଣ କରିଛି EOW।
ଭୁବନେଶ୍ୱର DLF ସାଇବରସିଟିରେ ଖଣିଜ ପଦାର୍ଥ ଚାଲାଣ କମ୍ପାନୀ ଖୋଲି ସେଥିରେ ନିବେଶ ଆଳରେ କୋଟି!-->!-->!-->…