କର୍ଣ୍ଣାଟକ ନିର୍ବାଚନ: କଂଗ୍ରେସ ‘ଇସ୍ତାହାର’ ପୋଡ଼ି ପକାଇଲେ ବଜରଙ୍ଗ ଦଳ କର୍ମୀ

ନୂଆଦିଲ୍ଲୀ: ଭୋଟ୍‌ ପାଇ କ୍ଷମତାକୁ ଆସିଲେ କର୍ଣ୍ଣାଟକରେ ‘ବଜରଙ୍ଗ ଦଳ’ ଓ ସେ ପ୍ରକାରର ସଙ୍ଗଠନଗୁଡ଼ିକୁ ନିଷିଦ୍ଧ ଘୋଷଣା କରିବ ବ‌ୋଲି ପ୍ରତିଶ୍ରୁତି ଦେଇଥିବା କଂଗ୍ରେସ ପାର୍ଟି ବିରୁଦ୍ଧରେ ମଙ୍ଗଳବାର ଦିନ ‘ବଜରଙ୍ଗ ଦଳ’ ପ୍ରତିବାଦ ପ୍ରଦର୍ଶନ କରିଛି। ପ୍ରତିଶ୍ରୁତି ପ୍ରତ୍ୟାହାର ଦାବି

‘ଦ କେରଳ ଷ୍ଟୋରି’କୁ ସେନ୍ସର ବୋର୍ଡ ଦେଲା ‘ଏ’ ସାର୍ଟିଫିକେଟ୍, ରୋକ୍‌ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଫିଲ୍ମ ନିର୍ଦ୍ଦେଶକ ସୁଦୀପ୍ତ ସେନଙ୍କ ହିନ୍ଦୀ ଚଳଚ୍ଚିତ୍ର ‘ଦ କେରଳ ଷ୍ଟୋରି’ର ବିଜ୍ଞାପନ (ଟିଜର) ପ୍ରକାଶ ପାଇବା ଦିନଠାରୁ ଏହାକୁ ନେଇ ବିବାଦ ଦେଖାଦେଇଛି। ମେ ୫ ତାରିଖରେ ଏହାର ଉନ୍ମୋଚନ ହେବାକୁ ଥିବାବେଳେ ସେନ୍ସର ବୋର୍ଡ ଏହାକୁ ଦେଇଛି ‘ଏ’ ସାର୍ଟିଫିକେଟ୍। ତେବେ

ବକିଙ୍ଗ୍‌ହାମ୍‌ ରାଜପ୍ରାସାଦ ପରିସରକୁ ‘ସଟ୍‌ଗନ୍‌ କ୍ୟାଟ୍ରିଜ୍‌’ ଫିଙ୍ଗିଥିବା ବ୍ୟକ୍ତି ଗିରଫ

ଲଣ୍ଡନ୍‌: ବକିଙ୍ଗ୍‌ହାମ୍‌ ରାଜପ୍ରାସାଦ ପ୍ରାଙ୍ଗଣକୁ ସନ୍ଦିଗ୍ଧ ‘ସଟ୍‌ଗନ୍‌ କ୍ୟାଟ୍ରିଜ୍‌’ (ଗୁଳି) ଫିଙ୍ଗିଥିବା ଜଣେ ବ୍ୟକ୍ତିଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ପ୍ରାସାଦ ବାହାରେ ଗିରଫ କରାଯାଇଥିବା କଥା ପୁଲିସ କହିଛି ବୋଲି ‘ବିବିସି’ ରିପୋର୍ଟ କରିଛି। ମେଟ୍ରୋପଲିଟାନ୍‌ ପୁଲିସର ମୁଖ୍ୟ

ମୁହଁ ଖୋଲିଲେ ଅଜିତ ପାୱାର, କହିଲେ- ନିଜ ନିଷ୍ପତ୍ତିର ପୁନଃ ବିଚାର କରିବେ ଶରଦ ପାୱାର

ଗତକାଲି ହଠାତ୍‌ ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନସିପି) ସଭାପତି ପଦରୁ ଇସ୍ତଫା ସମ୍ପର୍କରେ ଘୋଷଣା କରିଥିବା ଶରଦ ପାୱାର ଏହା ଉପରେ ପୁନଃ ବିଚାର କରିବାକୁ ରାଜି ହୋଇଛନ୍ତି। ତେବେ ଏଥିନିମନ୍ତେ ସେ ୨,୩ ଦିନ ସମୟ ମାଗିଛନ୍ତି। ଏପରି କହିଛନ୍ତି ଏନସିପି ବିଧାୟକ ତଥା ଶରଦ ପାୱାରଙ୍କ ପୁତୁରା

ବରକନ୍ୟା ଉପରେ କାର୍‌ ଚଢାଇଦେଲେ ନିଶାସକ୍ତ ଯୁବତୀ; କନ୍ୟା ମୃତ, ବର ଗୁରୁତର

ମୃତ୍ୟୁ କେତେବେଳେ କାହାକୁ ଆସେ, ତାହା ହୁଏତ କେହି ଜାଣିପାରିବେ ନାହିଁ । ବାହାଘରକୁ ନେଇ ସ୍ୱପ୍ନ ଦେଖିଥିବା ଯୁବତୀ ଖୁସି କରିବା ଆଗରୁ ଜୀବନ ଚାଲିଗଲା । ନିଶାରେ ଗାଡି ଚଲାଇ ବଧୂ ଉପରେ ଚଢାଇଦେଲେ ଯୁବତୀ । ବିବାହ ସରିବାର ୫ ଘଣ୍ଟା ପରେ ବଧୂର ମୃତ୍ୟୁ । ବର ଗୁରୁତର । ଘଟଣାଟି ଆମେରିକାର

ୱାପ୍‌କସ୍‌ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକଙ୍କ ଘରୁ ନଗଦ ୨୦ କୋଟି ଟଙ୍କା ଜବତ

ନୂଆଦିଲ୍ଲୀ :ଆୟ ଠାରୁ ଅଧିକ ସଂପତ୍ତି ଠୁଳ ଅଭିଯୋଗରେ ସିବିଆଇର ବଡ଼ ଧରଣର ରେଡ। ୱାପ୍‌କସ୍‌ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକଙ୍କ ଘରୁ ଜବତ ହେଲା ନଗଦ ୨୦ କୋଟି ଟଙ୍କା। ୨ହଜାର ଟଙ୍କିଆ, ୫ସହ ଟଙ୍କିଆ ସହ ବିଡ଼ାବିଡ଼ା ନୋଟ ଭର୍ତ୍ତି ବ୍ୟାଗ ଦେଖି ଚକିତ ହୋଇଥିଲେ ଅଧିକାରୀ। ଦିଲ୍ଲୀ,

କାଦୁଅରେ ଗୋଡ଼ ଖସି ତଳେ କଚାଡ଼ି ପଡ଼ିଲେ ବିଜେପି ସାଂସଦ ମେନକା ଗାନ୍ଧୀ

ନୂଆଦିଲ୍ଲୀ :ଉତ୍ତର ପ୍ରଦେଶର ସୁଲତାନପୁରରେ ପୌରପାଳିକା ନିର୍ବାଚନ ପ୍ରଚାର ପାଇଁ ସୋମବାର ସନ୍ଧ୍ୟା ୭ଟାରେ ବିଜେପି ସାଂସଦ ମେନକା ଗାନ୍ଧୀ ଘାସିଗଞ୍ଜ ୱାର୍ଡରେ ପହଞ୍ଚିଥିଲେ। କାର୍ଯ୍ୟକ୍ରମସ୍ଥଳଠାରୁ କିଛି ଦୂରରେ ତାଙ୍କ ଗାଡ଼ି ଅଟକିଥିଲା ଏବଂ ସେ କାର୍‌ରୁ ଓହ୍ଲାଇ ଚାଲି ଚାଲି

ଜ୍ୱାଇଁର ଭୁଜାଲି ଆକ୍ରମଣରେ ଶାଶୁ-ଶ୍ୱଶୁର ଆହତ

କେନ୍ଦ୍ରାପଡ଼ା: ଶ୍ୱଶୁର ଘରେ ଜ୍ୱାଇଁର ଆତଙ୍କରାଜ୍‌। ଜ୍ୱାଇଁର ଭୁଜାଲି ଆକ୍ରମଣରେ ଶାଶୁ-ଶ୍ୱଶୁର ଆହତ। କେନ୍ଦ୍ରାପଡ଼ା ଜିଲ୍ଲା କଂସାର ଗାଁରେ ଶ୍ୱଶୁର ଘରେ ପଶି ଜ୍ୱାଇଁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଶାଶୁ ଓ ଶ୍ୱଶୁର ଗୁରୁତର ଆହତ ହୋଇ କଟକ ବଡ଼ ମେଡିକାଲରେ ଭର୍ତ୍ତି

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସାଙ୍ଗକୁ ହତ୍ୟା କଲା ସାଙ୍ଗ

ଭୁବନେଶ୍ୱର: ରାଜଧାନୀରେ ହତ୍ୟାକାଣ୍ଡ । ଖଣ୍ଡଗିରି ଥାନା ଅନ୍ତର୍ଗତ ବାହାଦଲପୁର ଠାରେ ଏହି ହତ୍ୟାକାଣ୍ଡ ଘଟିଛି। ପୂର୍ବଶତ୍ରୁତାକୁ କେନ୍ଦ୍ର କରି ସାଙ୍ଗକୁ ହତ୍ୟା କଲା ସାଙ୍ଗ । ମୃତକ ହେଲେ ଅଶୋକ ସେଠୀ । ଖବର ଅନୁଯାୟୀ, ଖଣ୍ଡଗିରି ଥାନା ବାହାଦଲପୁରରେ ହତ୍ୟାକାଣ୍ଡ ଘଟିଛି ।

ଭୁଶୁଡ଼ିଲା ବ୍ରିଟିଶ ଅମଳର ବାହୁଦା ନଦୀ ବ୍ରିଜ୍‌, ଯାତାୟାତ ଠପ୍

ବ୍ରହ୍ମପୁର: ଭୁଶୁଡ଼ିଲା ବ୍ରିଟିଶ ଅମଳର ବ୍ରିଜ୍ । ଇଚ୍ଛାପୁର ନିକଟରେ ଥିବା ପୁରାତନ ବାହୁଦା ନଦୀ ବ୍ରିଜ ଭୁଶୁଡ଼ି ପଡ଼ିଛି । କେହି ଆହତ ହୋଇନଥିବା ସୂଚନା ମିଳିଛି। ଏହି ବ୍ରିଜ୍ ଦ୍ୱାରା ଗଞ୍ଜାମ ଜିଲ୍ଲାର ପାତ୍ରପୁର ଓ ଆନ୍ଧ୍ରପ୍ରଦେଶକୁ ଯୋଗାଯୋଗ ହେଉଥିଲା । ଆନ୍ଧ୍ର ଜିଲ୍ଲା