Sign in
Sign in
Recover your password.
A password will be e-mailed to you.
ମନୁଷ୍ୟ-ବନ୍ୟପ୍ରାଣୀ ସଂଘର୍ଷରେ ମୃତାହତ ବ୍ୟକ୍ତିଙ୍କ ପାଇଁ ଅନୁକମ୍ପା ରାଶିରେ ବୃଦ୍ଧି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମନୁଷ୍ୟ ଓ ବନ୍ୟପ୍ରାଣୀ ମଧ୍ୟରେ ସଂଘର୍ଷରେ ପ୍ରତିବର୍ଷ ରାଜ୍ୟରେ ବହୁ ଲୋକ ମୃତାହତ ହେଉଛନ୍ତି । ଏହା ସହିତ ଘରଦ୍ବାରା ଭାଙ୍ଗିବା ଓ ଫସଲ ନଷ୍ଟ ହେବା ସହିତ ଗୃହପାଳିତ ପ୍ରାଣୀମାନେ ମଧ୍ୟ ମୃତ୍ୟୁବରଣ କରୁଛନ୍ତି । ଏହି କ୍ଷତିଗ୍ରସ୍ତ ଲୋକଙ୍କ ପରିବାର ପାଇଁ କେବଳ ଏକ!-->…
ସମ୍ଭାବ୍ୟ ବାତ୍ୟାକୁ ନେଇ ଭୁବନେଶ୍ବର ମହାନଗରର ପ୍ରସ୍ତୁତି
ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟାକୁ ନେଇ ଭୁବନେଶ୍ବର ମହାନଗରର ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ଆଜି ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ। ଏହି ବୈଠକରେ ଯୋଗ ଦେବେ ବିଦ୍ୟୁତ ବିଭାଗ, ଅଗ୍ନିଶମ ବିଭାଗ, ଜଳଯୋଗାଣ ବିଭାଗ ସମେତ ବିଏମ୍ସିର ଉଚ୍ଚ ପଦାଧିକାରୀ।
ସମ୍ଭାବ୍ୟ ବାତ୍ୟାକୁ ନେଇ ମହାନଗର!-->!-->!-->…
୧୦ରେ ଭୁବନେଶ୍ବରରେ ପହଞ୍ଚିବେ ମହାନଦୀ ଟ୍ରିବ୍ୟୁନାଲ୍
ନୂଆଦିଲ୍ଲୀ: ଆସନ୍ତାକାଲି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ଛତିଶଗଡ଼ରେ ମହାନଦୀ ଅବବାହିକାର ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ଶେଷ ହେବ। ଏହାପରେ ଟ୍ରିବ୍ୟୁନାଲ ଓଡ଼ିଶାରେ ମହାନଦୀ ଅବବାହିକା ଅଞ୍ଚଳକୁ ଦୁଇଟି ପର୍ଯ୍ୟାୟରେ ଗସ୍ତକରିବେ। କାର୍ଯ୍ୟସୂଚୀ ଅନୁସାରେ ପ୍ରଥମ!-->…
ସ୍କୁଟି ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ରକ୍
ବ୍ରହ୍ମପୁର :ସ୍କୁଟି ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ରକ୍। ଘଟଣାସ୍ଥଳରେ ସ୍କୁଟି ଆରୋହୀଙ୍କର ମୃତ୍ୟୁ ଘଟିଛି। ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଆସିକା ରୋଡର ନୂଆ କାଳୁ ପାତ୍ର ସାହି ନିକଟରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ତୁଳସୀ ନଗର ଅଞ୍ଚଳର ମୋହନ ରାଓ।
ଆଜି ସକାଳେ ମୋହନ!-->!-->!-->…
ମୋ ବସ-ADMଙ୍କ ଗାଡି ଦୁର୍ଘଟଣା ଘଟଣା: ସିସିଟିଭି ଫୁଟେଜ ସହ ସ୍ପଷ୍ଟୀକରଣ ରଖିଲା କ୍ରୁଟ୍
କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ଗାଡି ଓ ମୋ ବସ ଦୁର୍ଘଟଣା ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିବା ସହ ସିସିଟିଭି ଫୁଟେଜ ଜାରି କରିଛନ୍ତି ମୋ ବସ କର୍ତ୍ତୃପକ୍ଷ(କ୍ରୁଟ) । ଦୁର୍ଘଟଣାରେ ମୋ ବସ ଡ୍ରାଇଭରଙ୍କର କୌଣସି ତ୍ରୁଟି ନଥିବା ଦର୍ଶାଇ କ୍ରୁଟ ଦୁର୍ଘଟଣା ସମୟର ସିସିଟିଭି ଭିଜୁଆଲ ଜାରି!-->…
ଓଡ଼ିଶା ଆସିବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ..!
ଭୁବନେଶ୍ବର: ଆଗାମୀ ଶୁକ୍ରବାର ଓଡ଼ିଶା ଆସିପାରନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ସେ ତାଙ୍କ ଓଡ଼ିଶା ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର ସମ୍ଭାବନା ରହିଛି। ଯଦି ଉଭୟ ନେତାଙ୍କ ମଧ୍ୟରେ ଭେଟଘାଟ ହୁଏ ତେବେ କଣ ଆଲୋଚନା ହେବ ସେ ନେଇ ସମସ୍ତଙ୍କର!-->…
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: ସିସୋଦିଆଙ୍କ ଅନ୍ତରୀଣ ଜାମିନ ପ୍ରସଙ୍ଗରେ ‘ସିବିଆଇ’ର ଜବାବ ଲୋଡ଼ିଲେ ଦିଲ୍ଲୀ…
ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅନ୍ତରୀଣ ଜାମିନ ଆବେଦନ ପ୍ରସଙ୍ଗରେ ଆଜି ଦିଲ୍ଲୀ ହାଇକୋର୍ଟ ‘ସିବିଆଇ’ର ଜବାବ ଲୋଡ଼ିଛନ୍ତି।
ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ଅବକାରୀ ନୀତି ମାମଲା ସହିତ ସମ୍ପୃକ୍ତ ଥିବା ‘ମନି ଲଣ୍ଡରିଙ୍ଗ୍’ ମାମଲାରେ ଦିଲ୍ଲୀର ଏକ ଅଦାଲତ!-->!-->!-->…
‘ ଆମ ମାମଲାକୁ ଚାପି ଦେବାକୁ ଆପ୍ରାଣ ଚେଷ୍ଟା କରିଥିଲେ କ୍ରୀଡ଼ା ମନ୍ତ୍ରୀ ’
ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ମୁଖ୍ୟ ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂ ନିଜ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଥିବା ସତ୍ତ୍ୱେ ଆନ୍ଦୋଳନରୁ ଓହରି ନାହାନ୍ତି ରେସଲରମାନେ । ବ୍ରିଜ ଭୂଷଣଙ୍କ ଗିରଫଦାରୀ ଦାବି କରି ସେମାନେ ନିଜ ଜିଦ୍ରେ ଅଡ଼ି ବସିଥିବା ବେଳେ ଷ୍ଟାର!-->…
ବାପା ଝିଅକୁ ଆଦର କରିବା ଭଳି ବିନେଶ ଫୋଗାଟ୍ଙ୍କୁ କୋଳେଇ ପକାଇଥିଲି: ବ୍ରଜଭୂଷଣ ଶରଣ ସିଂହ
ନୂଆଦିଲ୍ଲୀ: ଜଣେ ବାପା ଝିଅକୁ ଆଦର କରିବା ଭଳି ଥରେ ବିନେଶ ଫୋଗାଟ୍ଙ୍କୁ କୋଳାଇ ପକାଇଥିଲେ ବୋଲି ‘ରେସ୍ଲିଙ୍ଗ୍ ଫେଡେରେସନ୍ ଅଫ୍ ଇଣ୍ଡିଆ’ର ମୁଖ୍ୟ ବ୍ରଜଭୂଷଣ ଶରଣ ସିଂହ ଗୋଟାଏ ଟେଲିଭିଜନ୍ କାର୍ଯ୍ୟକ୍ରମରେ କହିଥିବା ଭିଡିଓ ସମ୍ପ୍ରତି ଭାଇରାଲ୍ ହେଉଛି।
ଟେଲିଭିଜନ୍!-->!-->!-->…
ଗାଜାର ହମାସ୍ କ୍ୟାମ୍ପ୍ରେ ଆକ୍ରମଣ କଲା ଇସ୍ରାଏଲୀୟ ଜେଟ୍
ଜେରୁଜେଲମ୍: ଇସ୍ରାଏଲୀୟ ହାଜତରେ ଜଣେ ପାଲେଷ୍ଟାଇନୀୟ ଅନଶନକାରୀଙ୍କ ମୃତ୍ୟୁ ଯୋଗୁଁ ସଂଘର୍ଷ ତୀବ୍ରତର ହୋଇଥିବା ବେଳେ ଆଜି ପ୍ରତ୍ୟୁଷରୁ ଗାଜାର ହମାସ୍ରେ ଇସ୍ରାଏଲ୍ ଲଢୁଆ ବିମାନଦ୍ବାରା ଆକ୍ରମଣ ଆରମ୍ଭ କରିଥିବା କଥା ନିଉଜ୍ ଏଜେନ୍ସି ‘ଏପିଏଫ୍’ ରିପୋର୍ଟ କରିଛି।
ଗାଜାରୁ!-->!-->!-->…