ଆସନ୍ତା ୭ ତାରିଖରେ ଝାରସୁଗୁଡ଼ାରେ ପ୍ରଚାର କରିପାରନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଝାରସୁଗୁଡ଼ା : ପ୍ରଚାର ମୈଦାନାକୁ ଓହ୍ଲାଇ ପାରନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦୀପାଳିଙ୍କ ପାଇଁ ପ୍ରଚାର କରିପାରନ୍ତି । ଆସନ୍ତା ୭ ତାରିଖରେ ଝାରସୁଗୁଡ଼ାରେ ପ୍ରଚାର କରିବା ସମ୍ଭାବନା ରହିଛି । ନିର୍ବାଚନୀ ସଭାକୁ ସମ୍ବୋଧିତ କରିପାରନ୍ତି । ତେବେ ଏନେଇ ଦଳ ପକ୍ଷରୁ ବିଧିବଦ୍ଧ

ଶିବସେନା (ୟୁବିଟି)ର ଦାବି: ଯୋଜନାବଦ୍ଧ ଥିଲା ଶରଦ ପାୱାରଙ୍କ ଇସ୍ତଫା

ମୁମ୍ବାଇ : ଶରଦ ପାୱାର ଏନ୍‌ସିପିର ସଭାପତି ପଦରୁ ହଠାତ ଇସ୍ତଫା ଦେଇ ନାହାନ୍ତି। ସେ ଯୋଜନାବଦ୍ଧ ଭାବେ ଏହି ପଦ ତ୍ୟାଗ କରିଛନ୍ତି। ଶରଦ ପାୱାର ଏନ୍‌ସିପିର ସଭାପତି ପଦ ଛାଡ଼ିବାର ଦୁଇ ଦିନ ପରେ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ପକ୍ଷରୁ କୁହାଯାଇଛି ଏହି କଥା। ଶିବସେନା (ଉଦ୍ଧବ

ଦଶାହ ଭୋଜି ଖାଇ ୩୦ରୁ ଉର୍ଦ୍ଧ୍ୱ ଅସୁସ୍ଥ…

ସୁନ୍ଦରଗଡ଼ //ବଣାଇ : ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ୍ ମାଲଦା ପଞ୍ଚାୟତ ଅନ୍ତର୍ଗତ ସାନଇନ୍ଦିପୂର ଗ୍ରାମରେ ଗତକାଲି ସଂଧ୍ୟାରେ ଗ୍ରାମର ଏକ ଦଶାହ କର୍ମ ରେ ଭୋଜି ଖାଇ ୩୦ ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ଅସୁସ୍ଥ ଅଛନ୍ତି । ସମସ୍ତଙ୍କର ଝାଡ଼ା ବାନ୍ତି ଲାଗି ରହିଥିବା ଦେଖିବାକୁ ମିଳିଥିଲା ।

ଗୋଆରେ ପହଞ୍ଚିଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ

ନୂଆଦିଲ୍ଲୀ : ଭାରତର ଗୋଆରେ ପହଞ୍ଚିଛନ୍ତି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟ ଜର୍ଦାରି। ସେ ଏଠାରେ ଆୟୋଜିତ ସଙ୍ଘାଇ କୋପୋରେସନ ଅର୍ଗାନାଇଜେସନ (ଏସ୍‌ସି)ର ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗ ଦେବାକୁ ଆସିଛନ୍ତି। ଏସ୍‌ସିଓର ଅଧ୍ୟକ୍ଷତା ଭାରତ କରୁଥିବା ବେଳେ ପ୍ରୋଟକଲ

ରିମାଣ୍ଡରେ ସତ ଉଗାରୁଛି କଟକରୁ ଗିରଫ ମୁଲାନା କୈଫି ଖାନ୍‌

କଟକ : ଖୋଲୁଛି ଭଣ୍ଡ ତାନ୍ତ୍ରିକର ଠକେଇ ପେଡ଼ି । ରିମାଣ୍ଡରେ ସତ ଉଗାରୁଛି କଟକରୁ ଗିରଫ ମୁଲାନା କୈଫି ଖାନ୍‌ । ତାକୁ ଜେରା ବେଳେ ପୋଲିସ ହାତରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି । ଏପଟେ ଠକ ତାନ୍ତ୍ରିକର ମୁଖ୍ୟ ସହଯୋଗୀ ଶେଖ ଇସ୍ରାଏଲକୁ ଗିରଫ କରିଛି କଟକ ମଙ୍ଗଳାବାଗ ଥାନା

ମାଲକାନଗିରିରେ ଓଲଟିଲା ଟ୍ରାକ୍ଟର, ୩ ଜଣଙ୍କର ମୃତ୍ୟୁ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବଡପୁଟ ଘାଟିରେ ଗତକାଲି ରାତିରେ ମର୍ମନ୍ତୁଦ ସଡ଼କ ଘଟିଛି। ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଘାଟିରେ ଓଲଟି ପଡ଼ିବାରୁ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିତ୍ରକୋଣ୍ଡା ଉପଖଣ୍ଡ

ଏଫଆଇଆର ରୁଜୁ, ମିଳିଛି ସୁରକ୍ଷା: ରେସଲରଙ୍କ ଆବେଦନର ଶୁଣାଣି ବନ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଦିଲ୍ଲୀର ଯନ୍ତରମନ୍ତରରେ ଆନ୍ଦୋଳନ କରୁଥିବା ୩ ଜଣ ମହିଳା ରେସଲରଙ୍କ ଆବେଦନ ଉପରେ ଚାଲିଥିବା ଶୁଣାଣିକୁ ବନ୍ଦ କରିଛନ୍ତି ସୁପ୍ରିମକୋର୍ଟ। ଏମାନେ କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ

ନୀତୀଶ କୁମାରଙ୍କ ଜାତିଭିତ୍ତିକ ଜନଗଣନା ଉପରେ ରୋକ ଲଗାଇଲେ ହାଇକୋର୍ଟ…

ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ଆରମ୍ଭ କରିଥିବା ଜାତିଭିତ୍ତିକ ଜନଗଣନା କାର୍ଯ୍ୟକ୍ରମକୁ ଲାଗିଛି ଝଟକା। ଏହି ଜାତିଭିତ୍ତିକ ଜନଗଣନା ଉପରେ ରୋକ ଲଗାଇ ଦେଇଛନ୍ତି ପାଟନା ହାଇକୋର୍ଟ। ପଛୁଆ ବର୍ଗର ଲୋକଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା କରିବା ଲକ୍ଷ୍ୟ

ମୋତେ ଓ ମୋ ସ୍ୱାମୀଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ: ଗୀତ ଫୋଗଟ

ନୂଆଦିଲ୍ଲୀ : ‘ମୋତେ ଓ ମୋ ସ୍ୱାମୀ ପବନ ସରୋହାଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି। ବହୁତ ଦୁଃଖଦ ଘଟଣା।’ ଦିଲ୍ଲୀର ଯନ୍ତର ମନ୍ତରରେ ରେସଲରଙ୍କ ଆନ୍ଦୋଳନ ଅବ୍ୟାହତ ରହିଥିବା ବେଳେ ଆଜି ଅପରାହ୍ନ ପ୍ରାୟ ୫ଟା ବେଳେ ଏମିତି ଏକ ଟ୍ୱିଟ କରିଥିଲେ ରେସଲର ଗୀତା ଫୋଗଟ। ତେବେ ପୁଲିସ ତାଙ୍କ କଥାକୁ

ମଣିପୁର ସ୍ଥିତି ସାଂଘାତିକ: ଦେଖିବା ମାତ୍ରେ ଗୁଳି କରିଦେବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ…

ଇମ୍ଫାଲ : ଆଦିବାସୀ ଓ ମୈତୈ ସଂପ୍ରଦାୟ ମଧ୍ୟରେ ସୃଷ୍ଟି ହୋଇଥିବା ଭୟଙ୍କର ସଂଘର୍ଷ ଯୋଗୁ ମଣିପୁର ସ୍ଥିତି ସାଂଘାତିକ ହୋଇଛି। ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଓ ହିଂସାକାଣ୍ଡ ଯୋଗୁ ସ୍ଥିତି ଅଣାୟାତ୍ତ ହେବାରେ ଲାଗିଛି। ସ୍ଥିତିକୁ ଦେଖି ଆଜି ରାଜ୍ୟପାଳ ଶୁଟ ଆଟ ସାଇଟ୍‌ ବା ବିକ୍ଷୋଭକାରୀଙ୍କୁ