ଫୁଲବାଣୀ ସରକାରୀ ମହାବିଦ୍ୟାଳୟକୁ ନାକ୍‌ ଟିମର ଗସ୍ତ ନେଇ ପ୍ରସ୍ତୁତି ବୈଠକ

ଫୁଲବାଣୀ -ଆସନ୍ତା ସେପ୍ଟେମ୍ବର ମାସରେ ଫୁଲବାଣୀ ସରକାରୀ ମହାବିଦ୍ୟଳୟକୁ ପୁଣି ଅଟୋନୋମସ ମାନ୍ୟତା ଦେବା ଲାଗି ନାକ ଟିମ ଗସ୍ତରେ ଆସିବେ l ଫଳରେ ମହାବିଦ୍ୟାଳୟ ରେ ବର୍ତମାନର ଅସୁବିଧା ଦୂର କରି ସୁନ୍ଦର ଓ ଆକର୍ଷଣୀୟ ହୋଇପାରିବ ଆଉ ନାକ ଟିମ ଖୁସିବ୍ୟକ୍ତ କରି ସପକ୍ଷରେ ରିପୋର୍ଟ ପ୍ରଦାନ

ହଳଦୀ ଚାଷ ଓ ଚାଷୀଙ୍କ ସୁରକ୍ଷା ନେଇ ବୈଠକ ସହ ଦାବିପତ୍ର ପ୍ରଦାନ…

ଦାରିଙ୍ଗବାଡି (୪/୫) : ଦାରିଙ୍ଗବାଡି ସ୍ଥିତ ସାରିଂରିପି ସଭାଗୃହ ଠାରେ କନ୍ଧମାଳ ହଳଦୀ ଚାଷୀ ସଂଗଠନ ଓ ଦାରିଙ୍ଗବାଡି କୃଷକ ମହାସଂଗଠନ ପକ୍ଷରୁ ହଳଦୀ ଚାଷ ଓ ଚାଷୀଙ୍କ ସୁରକ୍ଷା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ହଳଦୀ ଚାଷୀ ସଂଗଠନର ସଭାପତିଙ୍କ ନେତୃତ୍ୱ କ୍ରମେ ଏହି ବୈଠକରେ ବିଦ୍ୟାଧର

ରାଷ୍ଟ୍ରପତିଙ୍କ ଦ୍ୱାରା ନିଶା ମୁକ୍ତ ଓଡ଼ିଶା ଅଭିଯାନର ଶୁଭାରମ୍ଭ…

ରାଇରଙ୍ଗପୁର: ଜନ୍ମମାଟିକୁ ଦୁଇଦିନିଆ ଗସ୍ତରେ ଆସି ରାଷ୍ଟ୍ରପତି  ଦ୍ରୌପଦୀ ମୁର୍ମୁ ଆଜି ମୟୂରଭଞ୍ଜ ଜିଲ୍ଲାର ହାଟବାଦଡ଼ାଠାରେ ବ୍ରହ୍ମକୁମାରୀ କେନ୍ଦ୍ରର ‘ନିଶାମୁକ୍ତ ଓଡ଼ିଶା’ ଅଭିଯାନକୁ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ନିଶା ହେଉଛି ଏକ ରୋଗ। ଏହା ଏକ

ଏମ୍‌ସ ଭୁବନେଶ୍ୱରରେ ବିରଳ ଗଳା କର୍କଟର ସଫଳ ଅସ୍ତ୍ରୋପଚାର

ଭୁବନେଶ୍ୱର: ବିକିରଣ (ରେଡିଏସନ୍‌) ଏବଂ କେମୋ ପ୍ରତିରୋଧୀ ବିରଳ ଗଳା କର୍କଟ (ଆଡେନଏଡ୍‌ ସିଷ୍ଟିକ୍ କାର୍ସିନୋମା) ଭଳି କୌଣସି ବିକଳ୍ପ ଚିକିତ୍ସା ପ୍ରକ୍ରିୟା ନଥିବା ପ୍ରାଣଘାତୀ ରୋଗରୁ ଜଣେ ଯୁବତୀଙ୍କୁ ରକ୍ଷା କରିବାକୁ ଯାଇ ଏମ୍‌ସ ଭୁବନେଶ୍ୱରର ଯୁବ ଡାକ୍ତର ଗୋଷ୍ଠୀଙ୍କ ଦ୍ବାରା ଅଭିନବ

୫-ଟି ସ୍କୁଲ ରୂପାନ୍ତରଣର ତୃତୀୟ ପର୍ଯ୍ୟାୟର ଚତୁର୍ଥ ଦିନ: ଆଜି ୫ଟି ଜିଲ୍ଲାର ୩୫୯ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ

ଭୁବନେଶ୍ୱର: ସ୍କୁଲ ରୂପାନ୍ତରର ପ୍ରତ୍ୟେକ ସ୍ତରରେ ଜନସାଧାରଣ ସାମିଲ ହୋଇଛନ୍ତି। ସ୍କୁଲ ପରିଚାଳନା କମିଟିର ସଦସ୍ୟ, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ରୂପାନ୍ତରିତ ସ୍କୁଲର ପରିକଳ୍ପନା ଠାରୁ ଆରମ୍ଭ କରି ରୂପାୟନର ସବୁ ସ୍ତରରେ ସଂଶ୍ଲିଷ୍ଟ ହୋଇଛନ୍ତି । କେଉଁ କାର୍ଯ୍ୟରେ କେତେ ଖର୍ଚ୍ଚ

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୨୦ ଜିଲ୍ଲାରେ ହେବ କାଳବୈଶାଖୀ; ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ସଂପ୍ରତି ରାଜ୍ୟ ଉପର ଦେଇ ସମୁଦ୍ର ପତନଠାରୁ ୯ କିଲୋମିଟର ଉଚ୍ଚତାରେ ଦକ୍ଷିଣ ଛତିଶଗଡ଼ ଛପରେ ଘୂର୍ଣ୍ଣିବଳୟ ପ୍ରବାହିତ ହେଉଛି। ଏହି ପରିପ୍ରେକ୍ଷୀରେ ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି ଯେ

ରାଇରଙ୍ଗପୁର ମାଟି ଆଜି ମୋତେ ଶୀର୍ଷ ସ୍ଥାନରେ ପହଞ୍ଚାଇଛି : ରାଷ୍ଟ୍ରପତି

ନିଜ ମାଟିରେ ନିଜ ଅଞ୍ଚଳ ଲୋକଙ୍କ ଭିତରେ ଖୁବ୍‌ ଭାବବିହ୍ଵଳ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିଜ ଜୀବନୀ ବିଷୟରେ କହିଲେ । ବାପା ମା’ଙ୍କୁ କୃତଜ୍ଞତା ଜଣାଇଲେ । କାରଣ ସେମାନେ ନିଜେ ପାଠ ପଢ଼ି ନଥିଲେ ମଧ୍ୟ ଶିକ୍ଷାର ମହତ୍ୱ ବୁଝି ମୋତେ ପାଠ ପଢ଼ାଇ ଥିଲେ । ପୁଣି ଯେତେବେଳେ

କନେଷ୍ଟବଳ ଚାକିରି ଦେବାକୁ କହି ୨୫ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ଠକ ଗିରଫ

ଭୁବନେଶ୍ୱର : ପୋଲିସରେ ନିଯୁକ୍ତି ନାଁରେ ଠକେଇ । କନେଷ୍ଟବଳ ଚାକିରି ଦେବାକୁ କହି ୨୫ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ଠକେଇ ଟଙ୍କାରେ ଦାମୀ ଗାଡି ଓ ବାଇକ କିଣି ଅୟସ କରୁଥିଲା ଅଭିଯୁକ୍ତ । ଏହି ଘଟଣାରେ ମୟୂରଭଞ୍ଜ ରାଇରଙ୍ଗପୁର ଅଞ୍ଚଳରୁ ଠକ ଦେବବ୍ରତକୁ ଗିରଫ କରିଛି ଭୁବନେଶ୍ୱର

ଆଇପିଏଲ୍‌: ପଞ୍ଜାବଠୁ ପ୍ରତିଶୋଧ ନେଲା ମୁମ୍ବାଇ

ମୋହାଲି: ଚଳିତ ଆଇପିଏଲ୍‌ର ବୁଧବାର ୪୬ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସକୁ ତା’ଘରୋଇ ପଡ଼ିଆରେ ୬ ୱିକେଟ୍‌ରେ ପରାସ୍ତ କରି ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବ ମ୍ୟାଚ୍‌ ପରାଜୟର ମଧୁର ପ୍ରତିଶୋଧ ନେଇଗଲା। ପଞ୍ଜାବ ଛାଡ଼ିଥିବା ୨୧୫ ରନ୍‌ର ବିଜୟ ଲକ୍ଷ୍ୟକୁ ମୁମ୍ବାଇ ୭ ବଲ୍‌ ପୂର୍ବରୁ ମାତ୍ର ୪

ଖଣ୍ଡଗିରି ଓ ଉଦୟଗିରି ପର୍ଯ୍ୟଟନସ୍ଥଳୀକୁ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ କରିବାକୁ ଅପରାଜିତାଙ୍କ ଚିଠି

ଭୁବନେଶ୍ୱର : ଖଣ୍ଡଗିରି ଓ ଉଦୟଗିରି ପର୍ଯ୍ୟଟନସ୍ଥଳୀକୁ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ କରିବାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଶନ ରେଡ୍ଡିଙ୍କୁ ଚିଠି ଲେଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ପୂର୍ବରୁ ଏହି ଦୁଇ ଐତିହ୍ୟସ୍ଥଳ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା