ହାତୀ ଆକ୍ରମଣରେ ଜଣେ ମୃତ

ଢେଙ୍କାନାଳ : ଦଳିଦେଲା ଦନ୍ତା । ଦନ୍ତା ଆକ୍ରମଣରେ ଜଣେ ମୃତ। ଢେଙ୍କାନାଳ ହିନ୍ଦୋଳ ରେଞ୍ଜ ଜରଡା ପଞ୍ଚାୟତ ବାଲିକିଆରୀ ଗାଁରେ ହାତୀ ଆତଙ୍କ । ମୃତକ ସେହି ଗାଁର ଲକ୍ଷ୍ମୀଧର ସାହୁ । ଲକ୍ଷ୍ମୀଧର ଗା ନିକଟ ପୋଖରୀକୁ ଶୌଚ ହେବାକୁ ଯାଇଥିବା ବେଳେ ହାତୀ ଆକ୍ରମଣ କରିଥିଲା। ଏନେଇ ବନ

ହାଇୱାକୁ ପଛରୁ ଧକ୍କା ଦେଲା କୁକୁଡ଼ା ଟ୍ରକ୍: ୨ ମୃତ, ୨ ଗୁରୁତର

ସୋର: ବାଲେଶ୍ବର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ସୋର  କଲେଜ ଛକ ନିକଟରେ ହାଇୱାକୁ ପଛରୁ ଏକ କୁକୁଡ଼ା ଟ୍ରକ ଧକା ଦେବା ଫଳରେ ଘଟଣା ସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ଆହତ ହୋଇଛନ୍ତି। ଆଜି ଭୋର ସମୟରେ କଲିକତାରୁ ଖୋର୍ଦ୍ଧା ଅଭିମୁଖେ କୁକୁଡ଼ା ଆଣିବାକୁ ଯାଉଥିବା ଡବ୍ଲୁ ବି ୨୧

କାର ସହ ଗଞ୍ଜେଇ ଜବତ ଦୁଇ ଅଭିଯୁକ୍ତ ଗିରଫ…

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ନିକଟସ୍ଥ ବ୍ଳକ ଗୁଡିକ ଗଞ୍ଜେଇ ଚୋରା ଚାଲାଣ ର ଗନ୍ତାଘର ପାଲଟିଛି l ଏହି ସବୁ ବ୍ଳକ ଗୁଡିକର ଘଞ୍ଚ ଜଙ୍ଗଲ ଭିତରେ ଥିବା କିଛି ଗ୍ରାମ ନିକଟସ୍ଥ ପାହାଡ଼ରେ ଗଞ୍ଜେଇ ଚାଷ ହେଉଥିବାର ଜାଣି ଅବକାରୀ ବିଭାଗ ଓ ପୋଲିସ ବିଭାଗ ପକ୍ଷରୁ ବାରମ୍ବାର ଚଢାଉ

ସୁନ୍ଦରଗଡ଼ ଜିଲ୍ଲାରେ ଓମ୍ବାଡସି ପାଣ୍ଠି ବିନିଯୋଗରେ ବିଭିନ୍ନ ପ୍ରକଳ୍ପର ରୂପରେଖ ପ୍ରସ୍ତୁତି ଓ ସଫଳ କାର୍ଯ୍ୟ ରୂପାୟନ…

ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, ରାସ୍ତା ସଂଯୋଗୀକରଣ ଓ ଜୀବିକା ଆଦି ପ୍ରମୁଖ କ୍ଷେତ୍ର ଉପରେ ଗୁରୁତ୍ୱ ସୁନ୍ଦରଗଡ଼, ୪ ମେ’ ୨୦୨୩: ସୁନ୍ଦରଗଡ଼ ଜିଲ୍ଲାରେ ଓମ୍ବାଡସି ପାଣ୍ଠିର ସହାୟତାରେ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଏହିସବୁ ପ୍ରକଳ୍ପର ରୂପରେଖ ପ୍ରସ୍ତୁତି

ହିଞ୍ଜିଳିକାଟୁ ପ୍ରସିଦ୍ଧ ଲକ୍ଷ୍ମୀନୃସିଂହ ଯାତ୍ରା ଆରମ୍ଭ

ହିଞ୍ଜିଳିକାଟୁ (୪।୫) : ହିଞ୍ଜିଳିକାଟୁ ପ୍ରସିଦ୍ଧ ୩ ଦିନିଆ ଲକ୍ଷ୍ମୀନୃସିଂହ ଯାତ୍ରା ଗୁରୁବାର ଦିନ ଆରମ୍ଭ ହୋଇଯାଇଛି । ପ୍ରଥମ ଦିନରେ ହିଞ୍ଜିଳିକାଟୁ ପାଟଣା ସାହି ଲକ୍ଷ୍ମୀନୃସିଂହ ମନ୍ଦିର ଯାତ୍ରା କମିଟି ଓ କେଉଟ ସାହି ଯାତ୍ରା କମିଟି ତରଫରୁ ପାଳନ କରାଯାଇଛି। ଯାତ୍ରା ନିମନ୍ତେ

ବାଲିଗୁଡାର ଐତିହାସିକ ଠାକୁରାଣୀ ଯାତ୍ରାର ବିଶ୍ରାମ ଦିବସ : କଟକର ନବରଙ୍ଗ ସଙ୍ଗୀତରେ ଝୁମିଲେ ଦର୍ଶକ ଓ ଭକ୍ତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡା ଠାକୁରାଣୀଙ୍କ ଐତିହାସିକ ଠାକୁରାଣୀ ଯାତ୍ରା ମା’ ପାଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୁଲ୍ୟରେ ଆୟୋଜିତ ହେଉଛି । ମା’ ବରାଳ ଦେବୀ ମନ୍ଦିର ପ୍ରାଙ୍ଗଣରେ ହୋଇଥିବା ଅସ୍ଥାୟୀ ପୀଠରେ ଆୟୋଜକ ସମିତି ଦ୍ୱାରା

ଟିକିରିରେ ସମଲେଶ୍ଵରୀ ଟ୍ରେନ ରହଣି ପାଇଁ ଆସନ୍ତା ମେ ୭ତାରିଖ ହେବାକୁ ଥିବା ରେଳରୋକକୁ ବାତିଲ କରିବା ପାଇଁ ଆଲୋଚନା

କାଶିପୁର : ରାୟଗଡା ଜିଲା କାଶିପୁର ବ୍ଳକ ଟିକିରି ରେଳ ଷ୍ଟେଶନ ରେ ସମଲେଶ୍ଵରୀ ଏକ୍ସପ୍ରେସ୍ ରହଣୀ ପାଇଁ ଆସନ୍ତା ମେ ୭ ତାରିଖରେ ଦିନ ଧାରଣା ଦେବାକୁ ଟିକିରି ଅଞ୍ଚଳର ବାସୀ ଡାକରା ଦେଇଥିଲେ। କୋଭିଡ୍ ପୂଵରୁ ସମଲେଶ୍ଵରୀ ଏକ୍ସପ୍ରେସ୍ ଟିକିରି ରେଳ ଷ୍ଟେଶନ ରେ ରହଣୀ ଥିଲା କୋଭିଡ ପାଇଁ ସବୁ

କନ୍ଧମାଳ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଭର୍‌ଚୁଆଲ ମୋଡରେ ୭୭ ଗୋଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ତୃତୀୟ ପର୍ଯ୍ୟାୟର ୭୭ ଗୋଟି ରୂପାନ୍ତର କରଣ ଉଚ୍ଚ ବିଦ୍ୟାଳୟକୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଚ୍ଚୁଆଲ ମୋଡ୍ ମାଧ୍ୟମରେ ଲୋକାର୍ପଣ କରିଛନ୍ତି । ଫୁଲବାଣୀ ଅନ୍ତର୍ଗତ ଗୁମାବଡ଼ ସ୍ଥିତ ନୃସିଂହନାଥ ଉଚ୍ଚ ବିଦ୍ୟାଳୟ ପରିସରରେ ଅପରାହ୍ନରେ ଏହି

ଯୁବକଙ୍କ ମୃତଦେହ ଉଦ୍ଧାର

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ନନ୍ଦା ହାଣ୍ଡି ବ୍ଲକ୍ ଅନ୍ତର୍ଗତ ଜେଟୁ ଗୁଡ଼ା ଛକ ନିକଟରେ ଅବସ୍ଥିତ ଏକ ଚାଉଳ ମିଲ୍ ର ଉପର ମହଲା ଘର ମଧ୍ୟରୁ ଏକ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣା ପଡିଛି। ସୂଚନା ପ୍ରକାରେ ଜେଟୁ ଗୁଡ଼ା ଛକ ଠାରେ ବିଶିଷ୍ଟ ବ୍ୟବସାୟୀ ସଚି ଚୌଧୁରୀ ଙ୍କ ମିଲ ରେ

ବିଲ ମଧ୍ୟରେ ମହିଳାଙ୍କ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ

ହିଞ୍ଜିଳିକାଟୁ (୪।୫) : ହିଞ୍ଜିଳିକାଟୁ ଅନ୍ତର୍ଗତ ମକରଝୋଳ ଗ୍ରାମ ରୋଡ ନିକଟ ବିଲ ମଝିରେ ମଙ୍ଗଳବାର ଜଣେ ମହିଳାଙ୍କ ମୃତଦେହ ହିଞ୍ଜିଳି ପୁଲିସ ଉଦ୍ଧାର କରିଥିଲା। ମୃତକ ଜଣକ ସମରଝୋଳ ଗ୍ରାମର ଝିଅ ଗୌତମି ଗ୍ରାମରେ ଵିଭାହ କରିଥିବା ବସନ୍ତ ପଟ୍ଟନାୟକ ଙ୍କ ସ୍ତ୍ରୀ ସଂଯୁକ୍ତା ପଟ୍ଟନାୟକ ଵା