Sign in
Sign in
Recover your password.
A password will be e-mailed to you.
ସାମୁଦ୍ରିକ ବାତ୍ୟା ‘ମୋଚା’ ର ଗତିପଥ ଏବେ ବି ଅସ୍ପଷ୍ଟ
ଭୁବନେଶ୍ୱର: ଓଡ଼ିଶା ଉପକୂଳ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୬ ତାରିଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପରବର୍ତ୍ତୀ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଏହା ଲଘୁଚାପ ଓ ପରେ ଅବପାତରେ ପରିଣତ ହେବ।
ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ରର ନିର୍ଦ୍ଦେଶକ!-->!-->!-->…
ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ବିଜେପିର ପ୍ରତିନିଧି ଦଳ
ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନରେ ହିଂସାକୁ ନେଇ ଆଜି ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ବିଜେପିର ଏକ ପ୍ରତିନିଧି ଦଳ l ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଝାରସୁଗୁଡା ନୀତିମାଳ ଗାଁ ପାଇକାରା ଗ୍ରାମପଞ୍ଚାୟତରେ ବିଧାୟିକା କୁସୁମ ଟେଟେଙ୍କୁ ଆକ୍ରମଣ କରାଯାଇଛି, ଏ ନେଇ!-->…
୨୦୧୮ ପରଠାରୁ ସବୁ ଖରାଦିନିଆ ବାତ୍ୟା ପୂର୍ବ-ଭାରତ ମୁହାଁ ହୋଇଛନ୍ତି : ସ୍କାଏମେଟ୍
ନୂଆଦିଲ୍ଲୀ : ବଙ୍ଗୋପସାଗରରେ ଆସୁଥିବା ସମ୍ଭାବ୍ୟ ବାତ୍ୟାକୁ ନେଇ ଓଡ଼ିଶା ସମେତ ସମଗ୍ର ପୂର୍ବ ଭାରତର ଲୋକମାନେ ଆଶଙ୍କିତ ଥିବାବେଳେ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ନିଜର ପୂର୍ବାନୁମାନ ଜାରି କରିଛି ।ସ୍କାଏମେଟ ପକ୍ଷରୁ କୁହାଯାଇଛି ଯେ, ମେ ୫ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ!-->…
ମୁଗ ଭାଗବଣ୍ଟାକୁ ନେଇ ପୁଅ-ବୋହୂଙ୍କୁ ହାଣି ଦେଲେ
କେନ୍ଦ୍ରାପଡ଼ା : ବିଲରେ ମୁଗ ଭାଗବଣ୍ଟାକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ତାଙ୍କ ପୁଅ ଓ ବୋହୂଙ୍କୁ ଭୁଜାଲିରେ ଆକ୍ରମଣ କରିଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ସାନଆଙ୍କୋ ଗାଁରେ ଘଟିଛି ଏହି ଘଟଣା। ଆହତ ଦ୍ୱୟ!-->…
ପାକିସ୍ତାନରେ ଥିବା ସ୍କୁଲରେ ପଶି ଗୁଳିବର୍ଷା କଲେ ଆକ୍ରମଣକାରୀ, ଗଲା ୭ଜଣ ଶିକ୍ଷକଙ୍କ ଜୀବନ
ଇସଲାମାବାଦ: ପାକିସ୍ତାନରେ ଥିବା ସ୍କୁଲରେ ପଶି ଗୁଳିବର୍ଷା କଲେ ଆକ୍ରମଣକାରୀ। ଗଲା ୭ଜଣ ଶିକ୍ଷକଙ୍କ ଜୀବନ। ଗୁରୁବାର ଦିନ ପାକିସ୍ତାନର ଖୈବୁର ପଖତୁନଖ୍ବାସ୍ଥିିତ ଏକ ବିଦ୍ୟାଳୟକୁ ହଠାତ୍ କିଛି ଆକ୍ରମଣକାରୀ ପଶି ଆସିବା ସହ ଗୁଳିବର୍ଷା କରିବା ଆରମ୍ଭ କରିଦେଇଥିଲେ। ଏହି ଆକ୍ରମଣରେ!-->…
ପଡ଼ୋଶୀଙ୍କୁ ହତ୍ୟା ଅଭିଯୋଗରେ ଦୁଇ ଯୁବକ ଗିରଫ
କୁଆଁରମୁଣ୍ଡା //ରାଉରକେଲା: ପଡ଼ୋଶୀଙ୍କୁ ହତ୍ୟା ଅଭିଯୋଗରେ ଦୁଇ ଯୁବକଙ୍କୁ ଗିରଫ କରିଛି ରଘୁନାଥପାଲି ପୁଲିସ। ଦୁଇ ଅଭିଯୁକ୍ତ ହେଲେ ଅମରଜିତ ସାହୁ ଓ ମନୋଜ ସାମସୀ।
ସୂଚନା ଅନୁଯାୟୀ ଗତ ମାସ ୨୩ ତାରିଖରେ ଅମରଜିତ ସାହୁ(୩୦) ଓ ମନୋଜ ସାମସୀ(୩୫) ପଡ଼ୋଶୀ ଚବିଲାଲ ହେମ୍ରମ(୨୮)ଙ୍କୁ ହତ୍ୟା!-->!-->!-->…
ରାଜଧାନୀରୁ କଫସିରଫ ଜବତ ଘଟଣା: ଏମଏସ ଫାର୍ମା କେଆର ଇଣ୍ଡିଆର ମାଲିକଙ୍କୁ ଧରିବାକୁ ପୁଲିସର ଚଢ଼ଉ ଜାରି
ଭୁବନେଶ୍ୱର: ରାଜଧାନୀରୁ କୋଡିନ କଫସିରଫ ଜବତ ଘଟଣାକୁ ନେଇ ନୂଆ ଖୁଲାସା ହୋଇଛି। ଅହମ୍ମଦାବାଦ ପରେ ଏବେ ହିମାଚଳପ୍ରଦେଶ ଓ କୋଲକାତା ଲିଙ୍କ ସାମ୍ନାକୁ ଆସିଛି। ଏମଏସ ଫାର୍ମା କେଆର ଇଣ୍ଡିଆକୁ ଏହି ୩ଟି ସହରରୁ କଫସିରଫ ଆସୁଥିଲା ବୋଲି ଜଣାଯାଇଛି।
ସେପଟେ ସଂସ୍ଥାର ମାଲିକ ପ୍ରବୀଣ ଦାସଙ୍କୁ!-->!-->!-->…
ରାସ୍ତା ସଫା ହେବା ପରେ ପୁଣି ଆରମ୍ଭ ହେଲା କେଦାରନାଥ ଯାତ୍ରା
ରୁଦ୍ରପ୍ରୟାଗ : କେଦାରନାଥ ଦର୍ଶନ ପାଇଁ ପାଦରେ ଯାଉଥିବା ଶ୍ରଦ୍ଧାଳୁଙ୍କ ପାଇଁ ପୁଣି ଥରେ ରାସ୍ତା ଖୋଲାଯାଇଛି । ଗତକାଲି କୁବେର ଓ ଭୈରବ ଗ୍ଲେସିୟର ନିକଟରେ ଗ୍ଲେସିୟର ଫାଟିବା କାରଣରୁ କେଦାରନାଥ ରାସ୍ତା ଯାତାୟାତ ପାଇଁ ବନ୍ଦ ରହିଥିଲା। ତେବେ ପ୍ରଶାସନ ପକ୍ଷରୁ ରାସ୍ତା ସଫା କରାଯିବା ପରେ!-->…
ସ୍ୱାମୀ ଓ ଦୁଇ ପତ୍ନୀଙ୍କୁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ
ବରଗଡ଼ : ବରଗଡ଼ ଜିଲ୍ଲା ଆଖିଫୁଟା ଗାଁରେ ସ୍ୱାମୀ ଓ ଦୁଇ ପତ୍ନୀଙ୍କୁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଛତିଶଗଡ଼ରୁ ମୁଖ୍ୟ ଅଭିଯୁକ୍ତ ବାସୁଦେବ ସାହୁକୁ ଗିରଫ କରିଛି ବରଗଡ଼ ପୋଲିସ । ସେହିପରି ବାସୁଦେବ ରଖିଥିବା ଚୋରି ସୁନାକୁ କିଣିଥିବା ଅଭିଯୋଗରେ ଶ୍ରବଣ ରଣାଙ୍କୁ ମଧ୍ୟ!-->…
କ୍ରେମଲିନ ଉପରେ ହମଲା ଉଦ୍ୟମ: ୟୁକ୍ରେନରେ ରୁଷର ଭୟଙ୍କର ଆକ୍ରମଣ, ୨୪ ମୃତ
ମସ୍କୋ : କ୍ରେମଲିନ ଉପରେ ଆକ୍ରମଣ କରି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ୟୁକ୍ରେନ ହତ୍ୟା କରିବାକୁ ଚାହୁଁଥିବା ମସ୍କୋ ଦାବି କରିବା ପରେ ହଇଚଇ ସୃଷ୍ଟି ହୋଇଛି। ୟୁକ୍ରେନ ଏହାକୁ ଖଣ୍ଡନ କରିଥିଲେ ମଧ୍ୟ କିଭ୍ ବିରୋଧରେ ରୁଷ ଆକ୍ରମଣକୁ ଆହୁରି ଜୋରଦାର କରିଛି।ମସ୍କୋ ପକ୍ଷରୁ!-->…