ଶକ୍ତିନଗର ଦୋକାନରୁ ଚୋରି…

ବ୍ରହ୍ମପୁର : ସ୍ଥାନୀୟ ଲୋଚାପଡା ନିକଟସ୍ଥ ଶକ୍ତିନଗର ପଞ୍ଚମ ଲେନ ଥିବା ଏକ ରାସନ ଦୋକାନରୁ ଗତକାଲି ମଧ୍ୟ ରାତ୍ରରେ ଚୋରି ହୋଇଥିବା ଦୋକାନ ମାଲିକ ପଞ୍ଚାନନ ଚୌଧୁରୀ ନିମଖଣ୍ଡି ଥାନାରେ ଅଭିଯୋଗ କରିଥିଲେ ଅଭିଯୋଗ ପ୍ରକାରେ ଥାନା ଅଧିକାରୀ ସହ ସାଇଣ୍ଟିଫିକ ଟିମ ଓ ସନ୍ଧନୀ

ଗଞ୍ଜାମ ଆଇନ ମହା ବିଦ୍ୟାଳୟରେ ଜାତୀୟ ସ୍ତରୀୟ କର୍ମଶାଳା…

ବ୍ରହ୍ମପୁର :-ସ୍ଥାନୀୟ ଗଞ୍ଜାମ ଆଇନ ମହାବିଦ୍ୟlଳୟର ଅଧ୍ୟକ୍ଷ ଡ. ସରୋଜ କୁମାର ସାମନ୍ତଙ୍କ ପୌରୋହିତ୍ୟରେ ଏକ ଜାତୀୟ ସ୍ତରର ପାଠଚକ୍ର ଅନୁଷ୍ଠିତ ହୋଇଥିଲା l ଆଇନ ପେସାରେ ନୂତନ ଦିଗ ଉପରେ ବିଷଦ ଭାବେ ଆଲୋଚନl ହୋଇଥିଲା l ଏହି ଅବସରରେ ସାଧାନକର୍ମୀ ଭାବେ ପ୍ରଫେସର ଡ଼. ବାନର୍ଜି ଚକ୍କା

ଦୁଇଟି ଭିନ୍ନ ଭିନ୍ନ ଦୁର୍ଘଟଣା :ଜଣେ ମୃତ୍ୟୁ ୧ ଗୁରୁତର..

ଉମରକୋଟ (୦୪/୦୫/୨୦୨୩) ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଦେବାଗାଁ ପଞ୍ଚାଏତ ଅନ୍ତର୍ଗତ କଟୁଗାଁ ଗ୍ରାମରେ ଗତ କାଲି ମଣ୍ଡେଇ ଅନୁଷ୍ଠିତ ହେଇଥିଲା l ଦିନରେ ନିଜ ନିଜ ଦେବ ଦେବୀଙ୍କ ପଵିତ୍ର ମନରେ ନଡ଼ିଆ ଧୂପ ଦୀପ ଦେଇ ଭକ୍ତି ବେଶରେ ପୂଜା ଅର୍ଚ୍ଚନା କରିଥାଏ କାହିଁକି ନା ବର୍ଷ ସାରା

ଜଣେ ଝିଅର ସନ୍ଦେହ ଜନକ ମୃତ୍ୟୁ ଘଟଣାକୁ ନେଇ ସାତ ଦିନ ପରେ ଦୁଇ ଗୋଷ୍ଠୀ ଦେଲେ ଥାନାରେ ଏତଲା : ୩ଗିରଫ

ମାଲକାନଗିରି (୩।୫) : ମାଲକାନଗିରି ଜିଲ୍ଲା କୋରକୋଣ୍ଡା ବ୍ଲକ ଅନ୍ତର୍ଗତ ଏମ୍ଭି୪୯ ଗ୍ରାମର ହର କୁମାର କର୍ମକାରଙ୍କ ଝିଅ ସ୍ୱପ୍ନା କର୍ମକାର ସାତ ଦିନ ପୁର୍ବେ ବେକରେ ଦଉଡି ଦେଇ ଏକ ଆମ୍ବ ଗଛରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିଥିଲେ । ଯାହାର ଖବର ପାଇ ଏମ୍ଭି୪୯ ଗ୍ରାମର ଗ୍ରାମବାସୀ ମୃତ

୧୧ ଦିନରେ ବାଲିଗୁଡାର ଐତିହାସିକ ଠାକୁରାଣୀ ଯାତ୍ରା: ବନଖଣ୍ଡ କାର୍ଯ୍ୟାଳୟ ପରିଦର୍ଶନ କରି ଆସିଲେ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ପାଟଖଣ୍ଡା ଠାକୁରାଣୀଙ୍କ ଐତିହାସିକ ଠାକୁରାଣୀ ଯାତ୍ରା ମା' ପାଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୁଲ୍ୟରେ ଆୟୋଜିତ ହେଉଛି l ମା' ବରାଳ ଦେବୀ ମନ୍ଦିର ପ୍ରାଙ୍ଗଣରେ ହୋଇଥିବା ଅସ୍ଥାୟୀ ପୀଠରେ ଆୟୋଜକ ସମିତି ଦ୍ୱାରା

ସ୍ଵୟଂ ସହାୟିକା ଗୋଷ୍ଠୀକୁ ପୁରସ୍କାର ପ୍ରଦାନ

ମାଲକାନଗିରି (୦୩/୦୫) : ଆଜି ଜିଲ୍ଲା ଯୋଜନା ଓ ସଂଯୋଜନ କାର୍ଯ୍ୟାଳୟ ଆନୁକୁଲ୍ୟରେ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ଠାରେ ଆଜାଦୀ କା ଅମୃତ ମହୋତ୍ସବର ପୁରସ୍କାର ପ୍ରଦାନ ଉତ୍ସବ ପାଳିତ ହୋଇଯାଇଅଛି । ଉକ୍ତ ଉତ୍ସବରେ କାଲିମେଳା ବ୍ଲକ ସ୍ଥିତ ତେଲେରାଇ ଗ୍ରାମ ପଞ୍ଚାୟତର, ଏମ.ଭି.- ୭୭

ଠକେଇ ମାମଲାରେ ଜେଏମଏଫସି କୋର୍ଟ ହାଜର ହେଲେ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ

ବ୍ରହ୍ମପୁର : ଗୋଳନ୍ଥରା ଥାନାରେ ୪ଟି ଏବଂ ବୈଦ୍ୟନାଥପୁର ଥାନାରେ ଗୋଟିଏ ମାମଲା ରୁଜୁ ହୋଇଥିଲା। ଟାଟା କମ୍ପାନୀରେ ଚାକିରୀ କରାଇଦେବା ନାଁ ରେ ଲକ୍ଷଧିକ ଟଙ୍କା ଠକି ଥିବା ନେଇ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ଙ୍କ ନାମରେ ୫ଟି, ପୂର୍ବତନ ଆଇ ଏଫ ଏସ ଅଧିକାରୀ ଅଭୟକାନ୍ତ

କିଓସ୍କ ଗ୍ରାହକ ସେବା କେନ୍ଦ୍ର ଜରିଆରେ ଗରିବଙ୍କ ଠାରୁ ଟଙ୍କା ନେଇ ଫେରାର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଅମଲା ପଡ଼ା ଠାରେ ଖୋଲିଥିବା ଭାରତୀୟ ଷ୍ଟେଟବ୍ୟାଙ୍କ ଫୁଲବାଣୀ ସ୍ୱୀକୃତି ପ୍ରାପ୍ତ କିଓସ୍କ ଗ୍ରାହକ ସେବା କେନ୍ଦ୍ର ଜରିଆରେ ଗରିବଙ୍କ ଜମା ଟଙ୍କା ନେଇ ଫେରାର ହୋଇଥିବା କନ୍ଧମାଳ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ ହୋଇଛି

ଆଦର୍ଶ ବିଦ୍ୟାଳୟରେ ପିଟିଏ ବୈଠକ

ହିଞ୍ଜିଳିକାଟୁ (୩।୫) : ହିଞ୍ଜିଳିକାଟୁ ବ୍ଳକ ଶାସନଆମ୍ବଗାଁ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ରେ ଅବିଭାବକ ଶିକ୍ଷକଙ୍କ ଏକ ବୈଠକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଅଧ୍ୟକ୍ଷ ଅରୁଣ କୁମାର ପଟେଲ ଙ୍କ ପୌରହିତ୍ୟରେ ଏହି ବୈଠକରେ ଓଡ଼ିଶା ମୋ ପରିବାର ରାଜ୍ୟ ସମ୍ପାଦକ ତଥା

ଭଞ୍ଜ କଳାମଣ୍ଡପରେ ନାଟକ “ନଷ୍ଟ ରାଗିଣୀ” ଦର୍ଶକଙ୍କ ମନ ମୋହିଲା

ବ୍ରହ୍ମପୁର : ପ୍ରେମ ଚିରନ୍ତନ,ପ୍ରେମ ଶାଶ୍ୱତ । ଆଶ୍ରମ ଭିତରର ନୀତି ନିୟମରେ ବନ୍ଧା ଦୁଇ ଅନ୍ତେବାସୀ କରିବସନ୍ତି ପ୍ରେମ । ହେଲେ ଏଭଳି କାର୍ଯ୍ୟ ପାଇଁ ରହିଛି କଠୋର ମୃତ୍ୟୁଦଣ୍ଡର ନିୟମ । ତଥାପି ଯୁବ ସୁଲଭ ବୟସରେ ସବୁକିଛି ନିୟମକୁ ଜଳାଞ୍ଜ ଦେଇ ପ୍ରେମ କରନ୍ତି ଆଉ ପବିତ୍ର ସମ୍ପର୍କରୁ