ଲଘୁଚାପ ପରେ ବାତ୍ୟା ନେଇ ସ୍ପଷ୍ଟତା ଆସିବ: ଆଇଏମଡି ଡିଜି

ଭୁବନେଶ୍ୱର: ଓଡ଼ିଶାରେ ବାତ୍ୟା ହେବ କି ନାହିଁ ସେନେଇ ଏଯାଏ କୌଣସି ସ୍ପଷ୍ଟ ସୂଚନା ନାହିଁ। ଲଘୁଚାପ ପରେ ବାତ୍ୟା ନେଇ ସ୍ପଷ୍ଟତା ଆସିବ। ଏହା କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ସେ ଆହୁରି କହିଛନ୍ତି, ଗତକାଲି ପାଣିପାଗ ବିଭାଗ ପକ୍ଷରୁ ଯେଉଁ ସୂଚନା ଦିଆଯାଇଥିଲା, ଆଜି

ପାକ୍‌ ବୈଦେଶିକ ମନ୍ତ୍ରୀଙ୍କୁ ସ୍ୱାଗତ କଲେ, ଆତଙ୍କବାଦ ପ୍ରସଙ୍ଗରେ ପ୍ରବଳ ବର୍ଷିଲେ ଜୟଶଙ୍କର

ପାନାଜୀ : ଭାରତର ଗୋଆରେ ଆୟୋଜିତ ଏସ୍‌ସିଓ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠରେ ଯୋଗଦେଇଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦାରି। ଆଜି ତାଙ୍କୁ ଏହି ବୈଠକକୁ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ପ୍ରୋଟକଲ ଅନୁଯାୟୀ ହାତ ଯୋଡ଼ି ସ୍ୱାଗତ କରିଥିଲେ। ତେବେ ସ୍ୱାଗତ

ସି.ଆଇ.ଏସ.ଏଫର ଶାରୀରିକ ପରୀକ୍ଷା ଦେଉଥିବା ବେଳେ ଚାଲିଗଲା ଯୁବକଙ୍କ ଜୀବନ

ଅନୁଗୁଳ: ନାଲ୍‌କୋ ନଗରରେ ସି.ଆଇ.ଏସ.ଏଫର ଶାରୀରିକ ପରୀକ୍ଷା ଦେବା ବେଳେ ଯୁବକଙ୍କ ମୃତ୍ୟୁ। ଅନୁଗୁଳ ଜିଲ୍ଲା ନାଲ୍‌କୋ ନଗରଠାରେ ଷ୍ଟାପ ସିଲେକ୍ସନ କମିଶନ ଅଧୀନରେ ସି.ଆଇ.ଏସ.ଏଫ୍‌ର ଶାରୀରିକ ପରୀକ୍ଷା ଚାଲିଥିଲା। ଗତକାଲି ସକାଳ ୯.୩୦ ମିନିଟ୍‌ରେ ଦୌଡୁଥିବା ବେଳେ ହଠାତ୍‌ ଅସୁସ୍ଥ

ଇସ୍ତଫା ପ୍ରତ୍ୟାହାର କଲେ ଶରଦ ପାୱାର…

ମୁମ୍ବାଇ : ତିନି ଦିନ ତଳେ ଏନ୍‌ସିପି ସଭାପତି ପଦରୁ ହଠାତ୍ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରି ଦେଇଥିବା ଶରଦ ପାୱାର ଶୁକ୍ରବାର ଏହାକୁ ପ୍ରତ୍ୟାହାର କରି ନେଇଛନ୍ତି। ଦଳୀୟ କର୍ମୀଙ୍କ ଜୋରଦାର ବିରୋଧକୁ ଦୃଷ୍ଟିରେ ରଖି ବରିଷ୍ଠ ନେତାଙ୍କୁ ନେଇ ଗଠିତ ପ୍ୟାନେଲ ତାଙ୍କ ଇସ୍ତଫାପତ୍ରକୁ ଗ୍ରହଣ

କେନ୍ଦୁପତ୍ର ହିତାଧିକାରୀଙ୍କ ପାଇଁ ୧୧୧ କୋଟିର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଉପକୃତ ହେବେ ୮ ଲକ୍ଷରୁ ଅଧିକ…

ଭୁବନେଶ୍ବର: କେନ୍ଦୁପତ୍ର ହିତାଧିକାରୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ବିତୀୟ ପର୍ଯ୍ୟାୟରେ ୧୧୧ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି । ୨୦୨୨ ଫସଲ ବର୍ଷ ପାଇଁ ଏହି ସହାୟତା ମିଳିବ। ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୮୩ କୋଟି ଟଙ୍କାର ସହାୟତା ହିତାଧିକାରୀଙ୍କ

ହାଇୱାକୁ ଧକ୍କା ଦେଲା ବରଯାତ୍ରୀ ବସ, ୧୦ରୁ ଅଧିକ ଆହତ

ଝାରସୁଗୁଡ଼ା : ହାଇୱାକୁ ଧକ୍କା ଦେଲା ବରଯାତ୍ରୀ ବସ । ଝାରସୁଗୁଡା ବିଜୁ ଏକ୍ସପ୍ରେସ ହାଇୱେ ଠାରେ ରାଉରକେଲା ଯାଉଥିବା ବରଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ । ଦୁର୍ଘଟଣାରେ ବସରେ ୪୦ଜଣ ଯାତ୍ରୀଙ୍କ ଠାରୁ ୧୦ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ

ଗଛରେ ପିଟିହେଲା ବାଇକ: ଦାଦା, ପୁତୁରା ମୃତ

କାମାକ୍ଷାନଗର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ । ଦାଦା ଓ ପୁତୁରା ମୃତ। କଙ୍କଡାହାଡ ଥାନା ବନ୍ଦାଣିଆ ଗ୍ରାମ ନିକଟରେ ଘଟିଛି ଏହି ଦୁର୍ଘଟଣା। ମୃତକ ଦ୍ବୟ ହେଲେ ଟାଟାମାଇନସ ଗ୍ରାମ ମଲ୍ଲାର ସାହିର ଦାଦା ଡୁଗୁ ମାଙ୍କଡିଆ ଓ ପୁତୁରା ସିଦ୍ଧାନ୍ତ ମାଙ୍କଡିଆ। ସୂଚନା ମୂତାବକ

ଗତ ୨ ଦିନରେ ପୁରୀ ସମୁଦ୍ରରେ ବୁଡ଼ି ୪ ପର୍ଯ୍ୟଟକଙ୍କ ମୃତ୍ୟୁ ହେବା ପରେ ଲଗିଲା ରଶି ଓ ରେଡଫ୍ଲାଗ

ପୁରୀ : ଗତ ୨ ଦିନରେ ପୁରୀ ସମୁଦ୍ରରେ ବୁଡ଼ି ୪ ପର୍ଯ୍ୟଟକଙ୍କ ମୃତ୍ୟୁ ହେବା ପରେ ଚେତିଲା ପ୍ରଶାସନ । ୧୨,୧୩ ଓ ୧୪ ନମ୍ବର ସେକ୍ଟରରେ ଲଗାଗଲା ରଶି ଓ ରେଡଫ୍ଲାଗ। ଜେଟ୍ ସ୍ଲି ସହ ଅଗ୍ନିଶମ ବିଭାଗ ଓ ଲାଇଫଗାର୍ଡଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଆଜି ବୁଦ୍ଧ ପୂର୍ଣ୍ଣିମା ଥିବାରୁ

ଗଛକୁ ଧକ୍କାଦେଇ ରାସ୍ତାକଡକୁ ଓଲଟିଲା ପୋଲିସ ପାଟ୍ରୋଲିଂ ଗାଡ଼ି, ୫ ଆହତ…

ବୌଦ୍ଧ : ବୌଦ୍ଧ ସୁବର୍ଣ୍ଣପୁର ଜିଲ୍ଲା ବୀମହାରାଜପୁର ବ୍ଲକ ସୁବଳୟା ଥାନା ଗାଡ଼ି ଦୁର୍ଘଟଣା ଗ୍ରସ୍ତ । ରାତ୍ରୀ ପେଟ୍ରୋଲିଙ୍ଗ ସାରି ଫେରୁଥିବା ବେଳେ ବାଉରୀଯୋର ନିକଟରେ ଗଛରେ ପିଟି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଫଳରେ ଜଣେ ଏସ୍ଆଇଙ୍କ ସହତ ୪ କନେଷ୍ଟବଳ ଆହତ । ଆହତ

ବିବାହ ବନ୍ଧନରେ ବାନ୍ଧି ହେବେ ପୁରୀ ଓ ରାୟଗଡ଼ା ଜିଲ୍ଲାପାଳ

ପୂରୀ : ବିବାହ କରିବେ ପୁଣି ଆଉ ଦୁଇ ଜିଲ୍ଲାପାଳ। କିଛି ଦିନ ତଳେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରଣା ବିବାହ କରି ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ପୁଣି  ଦୁଇଜିଲ୍ଲାପାଳ ବିବାହ କରି ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି। ରାୟଗଡ଼ା ଜିଲ୍ଲାପାଳ