ଆଦିବାସୀ ମହାବିଦ୍ୟାଳୟ ପରିଚାଳନା ସମିତିର ନବ ନିଯୁକ୍ତ ସଭାପତିଙ୍କୁ ଭବ୍ୟ ସ୍ଵାଗତ ସମାରୋହ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀଙ୍କ ପକ୍ଷରୁ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସିଙ୍କ ସଭାପତିତ୍ବ ରେ ଏକ ଭବ୍ୟ ସ୍ଵାଗତ ସମାରୋହ ଆୟୋଜିତ ହୋଇ ଯାଇଛି। ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପତ୍ର କ୍ରମରେ ଅବସରପ୍ରାପ୍ତ ଇତିହାସ

ଜିଲା କଂଗ୍ରେସ ମହିଳା ସଭାନେତ୍ରୀ ଓ ରାଜ୍ୟ କଂଗ୍ରେସ ସମ୍ପାଦିକା ଉପାନ୍ତ ଇଲାକାରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଲେ

ଦାରିଙ୍ଗବାଡ଼ି, ୦୫/୦୫, କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କାଟିଙ୍ଗିଆ ଗ୍ରାମ ପଞ୍ଚାୟତ ଅଧିନସ୍ତ ଉପାନ୍ତ ଇଲାକାରେ ଥିବା ବିଭିନ୍ନ ଗ୍ରାମରେ ପହଞ୍ଚିଛନ୍ତି ଜିଲା କଂଗ୍ରେସ ମହିଳା ସଭା ନେତ୍ରୀ ରୁଦା ମଲିକ ଓ ରାଜ୍ୟ କଂଗ୍ରେସ ସମ୍ପାଦିକା ବିଳାସିନୀ ନାୟକ। ଦାରିଙ୍ଗବାଡି ବ୍ଲକ ମହକୁମା

ଗ୍ରାମରେ ଜିଓ ଟାୱାର୍ ବସିବାକୁ ବିରୋଧ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଜାମୁଝରି ପଞ୍ଚାୟତ ନିକଟସ୍ତ ଟଡ୍ରି ଗ୍ରାମରେ ଘର ପାଖରେ ଜିଓ ଟାୱାର୍ ବସାଉଛନ୍ତି କହି ବିରୋଧ କରି ଗ୍ରାମର ଦୁଇ ପରିବାର କନ୍ଧମାଳ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି l ଗ୍ରାମବାସୀ ଏବଂ ୱାର୍ଡ଼ ମେମ୍ବର ଜିଓ ଟାୱାର ବସେଇବା ନିମନ୍ତେ ସରକାରଙ୍କୁ ସହଯୋଗ

ଗୋଟାଏ ଦିନର ଦରମା ଟଙ୍କା ଆର୍ଥିକ ସହାୟତା ଦେଲା ସାରଙ୍ଗଡ ହୋମଗାର୍ଡ ସଂଘ…

ଫୁଲବାଣୀ :କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନାର ସମସ୍ତ ହୋମଗାର୍ଡ ଭାଇ ଭଉଣୀ ମାନଙ୍କ ଆଲୋଚନା କ୍ରମେ କୃଷ୍ଣଚନ୍ଦ୍ର ବିଶୋଇଙ୍କ ସଭାପତିତ୍ବରେ ‌ ମୃତ ହୋମଗାର୍ଡ ଜଦୁମଣୀ ବୃର୍ଗୀଙ୍କ ଦଶାହ କାର୍ଯ୍ୟରେ ଉପସ୍ଥିତ ରହି ଅସହାୟ ପରିବାର ବର୍ଗଙ୍କୁ ସାନ୍ତ୍ଵନା ଦେବା ସହିତ ଗୋଟାଏ ଦିନର ଦରମା ଟଙ୍କା

ବ୍ରହ୍ମପୁର ରେ ନୂତନ ବନାଞ୍ଚଳ ଅଧିକାରୀଙ୍କ ଦାୟିତ୍ଵ ଗ୍ରହଣ…

ବ୍ରହ୍ମପୁର : ବ୍ରହ୍ମପୁର ନୂତନ ବନାଞ୍ଚଳ ଅଧିକାରୀ ଭାବରେ ଦାୟିତ୍ଵ ଗ୍ରହଣ କରିଛନ୍ତି ୨୦୧୯ ବ୍ୟାଚର୍ ଓଡ଼ିଶା ବନସେବା ଅଧିକାରୀ ମନୋଜ କୁମାର ପାତ୍ର। ଶ୍ରୀ ପାତ୍ର ଆଜି ସ୍ଥାନୀୟ ଆସିକା ରୋଡ ସ୍ଥିତ କାର୍ଯ୍ୟାଳୟ ପରିସରରେ ପୂର୍ବତନ ବନାଞ୍ଚଳ ଅଧିକାରୀ ରଜତ ମିଶ୍ର ଙ୍କ ଠାରୁ ବିଧିବଦ୍ଧ

ମାତ୍ର ୩୨ବର୍ଷ ବୟସରେ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିବା ଧାବିକାଙ୍କ ହେଲା ପରଲୋକ

ନୂଆଦିଲ୍ଲୀ: ପୂର୍ବତନ ଅଲିମ୍ପିକ୍ସ ମେଡାଲିଷ୍ଟ ଓ ବିଶ୍ବ ଚମ୍ପିଆନ ରହିଥିବ‌ା ଆମେରିକାର ସ୍ପ୍ରିଣ୍ଟର ଓ ଲଙ୍ଗ ଜମ୍ପ ଖେଳାଳି ଟୋରି ବୋଇଙ୍କ ପରଲୋକ ହୋଇଛି। ଆମେରିକାର ଆଥଲେଟିକ୍ସ ଫେଡରେସନ ଓ ଟୋରିଙ୍କ ମ୍ୟାନେଜମେଣ୍ଟ ଏଜେନ୍ସି ପକ୍ଷରୁ ଏହି ଦୁଃଖଦ ଘଟଣା ସମ୍ପର୍କରେ ସୂଚନା

ପୋଷା ପଶୁଙ୍କୁ ଟ୍ରେନରେ ନେବା ହେବ ସହଜ, ଆଇଆରସିଟିସି ଆଣିବାକୁ ଯାଉଛି ଏହି ନୂଆ ସୁବିଧା

ନୂଆଦିଲ୍ଲୀ: ଯଦି ଆପଣ ଜଣେ ପଶୁପ୍ରେମୀ ଏବଂ ଟ୍ରେନ ଯାତ୍ରା ସମୟରେ ଆପଣ ଆପଣଙ୍କର ପୋଷା କୁକୁର-ବିଲେଇକୁ ଟ୍ରେନରେ ନେବାକୁ ଚାହୁଁଛନ୍ତି, ତେବେ ଏହି ଖବର ଆପଣଙ୍କୁ ସାହାଯ୍ୟ କରିବ | ବାସ୍ତବରେ କୌଣସି ଦୂରଯାତ୍ରା ସମୟରେ ଘରେ ପୋଷା ପଶୁ କିଭଳି ରହିବେ ସେନେଇ ଚିନ୍ତା ବଢ଼ିଯାଇଥାଏ | ଆଉ ପୋଷା

ଜମି ଓ ତିନି କୋଟି ଟଙ୍କା ମଞ୍ଜୁର କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଦେଲା ଅଗ୍ରିଆ ସମାଜ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ଅଗ୍ରିଆ ସମାଜ । ନିକଟରେ ଅଗ୍ରିଆ ସମାଜ ପାଇଁ ଅଧ ଏକର ଜମି ଓ ତିନି କୋଟି ଟଙ୍କା ମଞ୍ଜୁର କରିଥିଲେ ମୁଖ୍ୟମନ୍ତ୍ରୀ । ଅଗ୍ରିଆ ସମାଜ ପଶ୍ଚିମ ଓଡିଶାର ଏକ ପ୍ରମୁଖ ଗୋଷ୍ଠୀ । କୃଷି ଉପରେ ର୍ନିଭର କରୁଥିବା ଏହି ସମାଜର

ପାଣ୍ଠି ହଡ଼ପ ଅଭିଯୋଗରେ ଜେଟ୍‌ ଏୟାରୱେଜ୍ ଏବଂ ଏହାର ପ୍ରତିଷ୍ଠାତା ନରେଶ ‌ଗୋଏଲଙ୍କ ଘରେ ଚଢ଼ାଉ କଲା ସିବିଆଇ

ନୂଆଦିଲ୍ଲୀ: ଜେଟ୍‌ ଏୟାରେଓ୍ଵଜ୍‌ର ପ୍ରତିଷ୍ଠାତା ନରେଶ ଗୋଏଲଙ୍କ ଘର ଏବଂ ଏୟାରଲାଇନ୍‌ସର ପୁରୁଣା କାର୍ଯ୍ୟାଳୟ ଉପରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶୁକ୍ରବାର ଚଢ଼ାଉ କରିଛି।କାନାରା ବ୍ୟାଙ୍କର ଅଭିଯୋଗ ଉପରେ ସିବିଆଇ ଶ୍ରୀ ଗୋୟଲ, ତାଙ୍କ ପତ୍ନୀ ଅନୀତା, ପୂର୍ବତନ ନିର୍ଦ୍ଦେଶକ

ଠକ ତାନ୍ତ୍ରିକ କୈଫି ଖାନର ୮୦ଟି ଆକାଉଣ୍ଟ ଠାବ

କଟକ: ଯେତେ ଖୋଳିଲେ ସେତେ ବାହାରୁଛି କଟକର ଠକ ତାନ୍ତ୍ରିକ କୈଫି ଖାନ୍‌ ଠକେଇ ଚେର। କୈଫି ଖାନର ୮୦ଟି ଆକାଉଣ୍ଟ ଠାବ ହୋଇଛି। ଯେଉଁଥିରୁ ଲକ୍ଷାଧିକ ଟଙ୍କା ମିଳିଛି। କଟକ ସହରର ବିଭିନ୍ନ ବ୍ୟାଙ୍କରେ ରହିଛି କୈଫିର ଏସବୁ ଆକାଉଣ୍ଟ। ଆକାଉଣ୍ଟ ଠାବ ନେଇ ମଙ୍ଗଳାବାଗ ଥାନା ଅଧିକାରୀ ଆଜି ସୂଚନା