Sign in
Sign in
Recover your password.
A password will be e-mailed to you.
ମଣିପୁର ହିଂସାରେ ଗଲାଣି ୫୪ ଜଣଙ୍କ ଜୀବନ, ସ୍ଥିତି ନିୟନ୍ତ୍ରଣ କରିବାକୁ ସେନାର ଉଦ୍ୟମ
ଇମ୍ଫାଲ : ଆଦିବାସୀ ଓ ଅଣଆଦିବାସୀ ସଂଘର୍ଷକୁ ନେଇ ଅଶାନ୍ତ ହୋଇ ଉଠିଥିବା ମଣିପୁରରେ ୫୪ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରୀ ଭାବେ କୁହାଯାଇଛି। ତେବେ ବୁଧବାର ଠାରୁ ଆରମ୍ଭ ହୋଇଥିବା ହିଂସା ଓ ପୋଡ଼ାଜଳାରେ ଆହୁରି ଅଧିକ ସଂଖ୍ୟକ ଲୋକ ପ୍ରାଣ ହରାଇଥିବା ବିଭିନ୍ନ ବେସକରାରୀ ସଂଗଠନ ଦାବି!-->…
ଗିରଫ ଠକ ମୌଲାନାର ରିମାଣ୍ଡ ଶେଷ, ୯୫ ବ୍ୟାଙ୍କ ଆକାଉଣ୍ଟ୍ ଫ୍ରିଜ୍, ୬ଟି ଏତଲା ପଞ୍ଜୀକୃତ
କଟକ: ଗିରଫ ଠକ ମୌଲାନାର ରିମାଣ୍ଡ ଶେଷ ହୋଇଛି। ଏ ନେଇ ସାମ୍ବାଦିକ ସମ୍ମିଳନୀରେ ଅଧିକ ସୂଚନା ଦେଇ କଟକ ଡିସିପି ପିନାକ ମିଶ୍ର କହିଛନ୍ତି, ତନ୍ତ୍ରମନ୍ତ୍ର ନାଁରେ ଲୋକଙ୍କଠାରୁ କୈଫି ଖାନ୍ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଠକେଇ କରିଛି। ତା ନାଁରେ ୬ ଟି ଏତଲା ପଞ୍ଜୀକୃତ ହୋଇଛି। ଏଥିମଧ୍ୟରୁ ୫ ଟି!-->…
ଆତତାୟୀଙ୍କ ଗୁଳିରେ KCF ମୁଖ୍ୟ ପରମଜିତ ନିହତ
ନୂଆଦିଲ୍ଲୀ : କୁଖ୍ୟାତ ଆତଙ୍କବାଦୀ ତଥା ଖଲିସ୍ତାନ କମାଣ୍ଡୋ ଫୋର୍ସ(କେସିଏଫ) ମୁଖ୍ୟ ପରମଜିତ ସିଂହ ପଞ୍ଜୱାର ଦୁଇ ଜଣ ଅଜଣା ଦୁର୍ବୃତ୍ତ ଗୁଳି ମାଡ଼ରେ ପ୍ରାଣ ହରାଇଛି। ପାକିସ୍ତାନର ଲାହୋର ଅନ୍ତର୍ଗତ ଜୋହଠାରେ ଏହି ଘଟଣା ଘଟିଛି।ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୬ଟା ବେଳେ!-->…
ମହାନଦୀରୁ ଉଦ୍ଧାର ହେଲା ମୃତଦେହ, ପରିଚୟ ଅସ୍ପଷ୍ଟ
କଟକ: ମହାନଦୀରେ ମୃତ ଦେହ। ଯୋବ୍ରା ବ୍ଯରେଜ ଗେଟରେ ଲାଗି ଭାସୁଛି ମୃତଦେହ। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। ଘଟଣା ସ୍ଥଳରେ ଜଗତପୁର ଥାନା ପୋଲିସ ପହଁଚି ଅଧିକ ତଦନ୍ତ କରୁଛି।
ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା: କଟକ ଏସଡ଼ିଜେଏମ କୋର୍ଟରେ ଶୁଣାଣି ଶେଷ
କଟକ: ଓଲିଉଡ୍ ସୁପରଷ୍ଟାର ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ ମାମଲାରେ ଶୁଣାଣି ଶେଷ କଲେ କଟକ ଏସଡ଼ିଜେଏମ କୋର୍ଟ । ବର୍ଷାଙ୍କ ପୋଲିସ ସୁରକ୍ଷା ପ୍ରତ୍ୟାହାର ସମ୍ପର୍କିତ ମାମଲାର ଶୁଣାଣି ହୋଇଛି ।
ବର୍ଷାଙ୍କ ପୋଲିସ ସୁରକ୍ଷା ପ୍ରତ୍ୟାହାର ପାଇଁ ଆବେଦନ!-->!-->!-->…
ରେସଲରଙ୍କୁ ସମର୍ଥନ କରି ଦିଲ୍ଲୀ ଆସିବେ ହଜାର ହଜାର ଚାଷୀ, ଦେଶବ୍ୟାପି କରିବେ ଆନ୍ଦୋଳନ
ନୂଆଦିଲ୍ଲୀ : ଦୀର୍ଘଦିନ ହେଲା ଦିଲ୍ଲୀର ଯନ୍ତରମନ୍ତରରେ ଆନ୍ଦୋଳନ କରୁଥିବା ଦେଶର ଷ୍ଟାର ରେସଲରଙ୍କୁ ସମର୍ଥନ ଘୋଷଣା କରିଛନ୍ତି ହଜାର ହଜାର ଚାଷୀ। କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣି ଦେଶ ପାଇଁ ପଦକ ଜିତିଥିବା ଅନେକ ରେସଲର!-->…
ଶିକ୍ଷକଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଠାବ
କୁଚିଣ୍ଡା : ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଖର୍ଲା ବାଇପାସ୍ ବ୍ରିଜ୍ ନିକଟରେ ଆଜି ସକାଳେ ଜଣେ ଶିକ୍ଷକଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଠାବ ହୋଇଛି। ତାଙ୍କୁ କେହି ଦୁର୍ବୃତ୍ତ ଗଳାକାଟି ହତ୍ୟା କରିଥିବାର ସନ୍ଦେହ କରାଯାଉଛି। ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ଶିକ୍ଷକଙ୍କ ମୃତଦେହ!-->…
୪୧ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ହଡପ କରିଥିବା ଅଭିଯୋଗରେ ଆକାଉଣ୍ଟାଣ୍ଟ ଗିରଫ
କୋରାପୁଟ: ଠିକା କର୍ମଚାରୀଙ୍କ ବଡ କାରନାମା । ସରକାରୀ ଟଙ୍କା ହଡପ କରି କରୁଥିଲେ ଅୟସ । ବିଳମ୍ବ ହେଲେ ମଧ୍ୟ ଧରାପଡିଛି କଳା କାରନାମା ।୪୧ ଲକ୍ଷ ୪୫ ହଜାରରୁ ଉର୍ଦ୍ଧ୍ବ ଟଙ୍କା ହଡପ କରିଥିବା ଅଭିଯୋଗରେ କୋରାପୁଟ ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥାର(ଡୁଡା) ଆକାଉଣ୍ଟାଣ୍ଟ ପି ଆଶିଷ!-->…
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ 5T ସଚିବ
ପୁରୀ: ପୁରୀ ଗସ୍ତରେ ଫାଇଭ୍ ଟି ସଚିବ ଭିକେ ପାଣ୍ଡିଆନ । ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି । ଏହାସହ ଶ୍ରୀମନ୍ଦିର ଚତୁର୍ପାଶ୍ୱରେ ଚାଲିଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଶ୍ରୀମନ୍ଦିର ଚାରିପାଖ ବୁଲି ପରିକ୍ରମା ପ୍ରକଳ୍ପର ନିର୍ମାଣ!-->…
ରାଜଧାନୀରେ ଲେଡିଜ୍ ହଷ୍ଟେଲରେ ପଶି ମାରପିଟ୍ ସହ ଭାଙ୍ଗିଲେ ଗାଡ଼ି, ୪ ଅଟକ…
ଭୁବନେଶ୍ୱର : ରାଜଧାନୀରେ ରୋଡ୍ ରୋମିଓଙ୍କ ଉତ୍ପାତ । ନୟାପଲ୍ଲୀରେ ଲେଡିଜ୍ ହଷ୍ଟେଲରେ ପଶି ମାରପିଟ୍ ସହ ଗାଡ଼ି ଭଙ୍ଗାରୁଜା କରିଛନ୍ତି । କମେଣ୍ଟ ମରାକୁ କେନ୍ଦ୍ର କରି ଏଭଳି କାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ । କମେଣ୍ଟ ମରାର ପ୍ରତିବାଦ କରିବାରୁ ହଷ୍ଟେଲ ଭିତରେ ପଶି ଭଙ୍ଗାରୁଜା!-->…