Sign in
Sign in
Recover your password.
A password will be e-mailed to you.
ମଣିପୁର ଜଳୁଛି, କିନ୍ତୁ ଆମ ପ୍ରଧାନମନ୍ତ୍ରୀ ଫିଲ୍ମ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି : ଓଓ୍ବେସି
ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବଜରଙ୍ଗ ଦଳ, ବଜରଙ୍ଗ ବାଲି ଏବଂ ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଦ କେରଳ ଷ୍ଟୋରୀ’ ଭଳି ପ୍ରସଙ୍ଗ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦକ୍ଷିଣ!-->…
ଭାର କମାଇବାକୁ ପ୍ରିଣ୍ଟିଂ ପ୍ରେସ ବନ୍ଦ କରିବାକୁ ଘୋଷଣା କଲା ରେଳବାଇ
ନୂଆଦିଲ୍ଲୀ: ରେଳବାଇ ଉପରୁ ଅଯଥା ଭାର କମାଇବାକୁ ଏବେ ପ୍ରିଣ୍ଟିଂ ପ୍ରେସ ବନ୍ଦ କରିବାକୁ ଘୋଷଣା କରିଛି ରେଳବାଇ | ବାସ୍ତବରେ ଅକ୍ଟୋବର ୨୦୧୭ରେ ତତ୍କାଳୀନ ରେଳମନ୍ତ୍ରୀ ପୀୟୁଷ ଗୋୟଲ ରେଳବାଇ ଦ୍ୱାରା ନିୟନ୍ତ୍ରିତ ସମସ୍ତ ପ୍ରିଣ୍ଟିଂ ପ୍ରେସ ବନ୍ଦ କରିବାକୁ ସରକାରଙ୍କ ଇଚ୍ଛା ଅଛି ବୋଲି!-->…
ପ୍ରଥମ ଥର ପାଇଁ ଝାରସୁଗୁଡାରେ ସବୁ ବୁଥରେ ହେବ ୱେବ୍କାଷ୍ଟିଂ
ଭୁବନେଶ୍ବର: ଓଡିଶାରେ ପ୍ରଥମ ଥର ପାଇଁ ଝାରସୁଗୁଡାରେ ସବୁ ବୁଥରେ ହେବ େଓ୍ଵବ୍କାଷ୍ଟିଂ । ଝାରସୁଗୁଡା ଉପନିର୍ବାଚନରେ ଏହାକୁ କାର୍ଯ୍ୟକାରୀ କରାଯିବ । ଯାହାଦ୍ୱାରା ସିଧାସଳଖ ନିର୍ବାଚନ ଅଧିକାରୀ ଦେଖି ପାରିବେ । ଜିଲ୍ଳାରେ ୪୦ ପ୍ରତିଶତ ସମ୍ବେଦନଶୀଳ ବୁଥ ରହିଛି । ଝାରସୁଗୁଡାରେ ଆଇନ!-->…
ଛାତ୍ରୀଙ୍କୁ ଅଶ୍ଳିଳ ଇଂଗିତ ସହ ପ୍ରେମ ନିବେଦନ କଲେ ଖେଳ ଶିକ୍ଷକ, ବିଇଓଙ୍କ ଅଫିସରେ ତାଲା ପକାଇଲେ ସ୍ଥାନୀୟ ଲୋକ
କେନ୍ଦ୍ରାପଡା: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ବିଇଓଙ୍କ ଅଫିସରେ ତାଲା ପକାଇଲେ ସ୍ଥାନୀୟ ଲୋକ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଶିକ୍ଷା ଅଧିକାରୀଙ୍କୁ ୨ ଘଣ୍ଟା ଘଣ୍ଟା ତାଲା ପକାଇଦେଲେ ସ୍ଥାନୀୟ ଲୋକେ । ମଙ୍ଗଳପୁର ଉଚ୍ଚ ବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ସେହି ବିଦ୍ୟାଳୟର ଖେଳ!-->…
ସିଂହାସନ ଆରୋହଣ କଲେ କିଙ୍ଗ୍ ଚାର୍ଲସ ୩ୟ, ରାଣୀ ପିନ୍ଧିଲେନି କୋହିନୂର ଖଚିତ ମୁକୁଟ
ଲଣ୍ଡନ : ଲଣ୍ଡନର ରାଜା ଚାର୍ଲସ ୩ୟଙ୍କ ରାଜ୍ୟାଭିଷେକ ମହାଆଡମ୍ବର ସହକାରେ ଅନୁଷ୍ଠିତ ହୋଇଛି । ଲଣ୍ଡନର ୱେଷ୍ଟମିନିଷ୍ଟର ଆବେ ଚର୍ଚ୍ଚରେ ବ୍ରିଟେନର ରାଜା ତୃତୀୟ ଚାର୍ଲସ ଏବଂ ରାଣୀ କାମିଲାଙ୍କ ରାଜ୍ୟାଭିଷେକ ସମାରୋହ ଆୟେଜନ ହୋଇଥିଲା । ଏହି ସମୟରେ କାଣ୍ଟରବେରି ଓ ୟର୍କର ଆର୍କବିଶପ ରାଜା!-->…
ତୃତୀୟ ପର୍ଯ୍ୟାୟରେ ୫ଟି ଜିଲ୍ଲାର ୩୨୩ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫-ଟି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟରେ ୫ଟି ଜିଲ୍ଲାର ୩୨୩ଟି ରୂପାନ୍ତରିତ ସ୍କୁଲ ଲୋକାର୍ପଣ କରିଛନ୍ତି। ଭିଡିଓ କନ୍ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଖୋର୍ଦ୍ଧା, ବରଗଡ, ମୟୂରଭଞ୍ଜ, ବୌଦ୍ଧ ଓ ନବରଙ୍ଗପୁର!-->…
୭୭ ବର୍ଷ ପରେ ମିଳିଲା ନ୍ୟାୟ ! ୯୩ ବର୍ଷୀୟ ମହିଳାଙ୍କୁ ୨ଟି ଫ୍ଲାଟ ଦେବାକୁ ନିର୍ଦ୍ଦେଶ ଦେଲେ ବମ୍ବେ ହାଇକୋର୍ଟ
ମୁମ୍ବାଇ: ପାଖାପାଖି ଆଠ ଦଶନ୍ଧି ଧରି ଚାଲିଥିବା ଆଇନଗତ ଲଢେଇର ଅନ୍ତ ଘଟାଇ ବମ୍ବେ ହାଇକୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ଦକ୍ଷିଣ ମୁମ୍ବାଇର ଦୁଇଟି ଫ୍ଲାଟକୁ ୯୩ ବର୍ଷ ବୟସ୍କା ମହିଳାଙ୍କୁ ମାଲିକାନା ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫ୍ଲାଟଗୁଡିକ ଦକ୍ଷିଣ ମୁମ୍ବାଇର ରୁବି!-->…
ଅନ୍ଧାରରେ ଭାଷଣ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ବାରିପଦା ; ରାଷ୍ଟ୍ରପତିଙ୍କ ଦୀକ୍ଷାନ୍ତ ଭାଷଣ ବେଳେ ଚାଲିଗଲା ବିଜୁଳି । ବାରିପଦା ନିକଟ ମହାରାଜ ଶ୍ରୀକୃଷ୍ଣଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁୁ ଭାଷଣ ଦେବାର କିଛି ସମୟ ପରେ ଅଚାନକ ବିଜୁଳି ଚାଲି ଯାଇଥିଲା । କୌଣସି ବିକଳ୍ପ ବ୍ୟବସ୍ଥା!-->…
ହିଂସା ପ୍ରଭାବିତ ସୁଦାନରୁ ଆଉ ୧୯୨ ଭାରତୀୟ ଉଦ୍ଧାର
ନୂଆଦିଲ୍ଲୀ : ହିଂସା ପ୍ରଭାବିତ ସୁଦାନରୁ ଆଉ ୧୯୨ ଜଣ ଭାରତୀୟଙ୍କୁ ଅପରେସନ କାବେରି ଦ୍ୱାରା ସ୍ୱଦେଶ ଅଣାଯାଇଛି। ଭାରତୀୟ ବାୟୁସେନାର ସି-୧୭ ଗ୍ଲୋବମାଷ୍ଟର-୩ ବିମାନରେ ସମସ୍ତଙ୍କୁ ନନ୍ ଷ୍ଟପ ୨୪ ଘଣ୍ଟାର ଅପରେସନ ଦ୍ୱାରା ଭାରତରେ ପହଞ୍ଚା ଯାଇଛି। ଅପରେସନ ବେଳେ କେବଳ ସାଉଦି ଆରବର!-->…
ଖୋର୍ଦ୍ଧା ରୋଡ଼ ଷ୍ଟେସନରୁ ଏକ ଟ୍ରେନରୁ ଦୁଇ ଦିନର ଶିଶୁ ପୁତ୍ର ଉଦ୍ଧାର
ଖୋର୍ଦ୍ଧା: ସକାଳୁ ସକାଳୁ ଟ୍ରେନରୁ ଉଦ୍ଧାର ହେଲା ଦୁଇ ଦିନର ଶିଶୁ ପୁତ୍ର ପୁତ୍ର । ଖୋର୍ଦ୍ଧା ରୋଡ଼ ଷ୍ଟେସନରୁ ଏକ ଟ୍ରେନରୁ ଉଦ୍ଧାର କରିଲା ଆରପିଏଫ। ଦୁଇ ଦିନର ଶିଶୁକୁ ଜନ୍ମ କରିଥିବା ମା ଟ୍ରେନରେ ଛାଡିଦେଇଥିବା ନେଇ ସନ୍ଦେହ ।
ଆରପିଏଫ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପାଇଁ!-->!-->!-->…