Sign in
Sign in
Recover your password.
A password will be e-mailed to you.
ମୋଟର ସାଇକେଲ ଦୁର୍ଘଟଣାରେ ଜଣେ ମୃତ
ମାଲକାନଗିରି// ମାଥିଲି( ୩୦।୪) : ସଡ଼କ ଦୁର୍ଘଟଣାରେ ଜଣେ ମୋଟର ସାଇକେଲ ଚାଳକଙ୍କ ମୃତ୍ୟୁ । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ସ୍ଥିତ ଦେଶୀ ମଦ ଭାଟିରେ ରୋଷୟା ଭାବରେ କାର୍ଯ୍ୟ କରୁଥିବା ଔରଙ୍ଗାବାଦ ଜିଲ୍ଲା ଦେବ ଥାନା ଅନ୍ତର୍ଗତ କାଞ୍ଚନ ପୁର ଗାଁର!-->…
ମୃତାଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ହଡପ ଅଭିଯୋଗ
ହିଞ୍ଜିଳିକାଟୁ, ୩୦।୪: ହିଞ୍ଜିଳି ଥାନା ଶିକିରି ଶାଖା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଏକ ମୃତା ବ୍ୟକ୍ତି ଙ୍କ ସେଭିଙ୍ଗ ଖାତାରୁ ବିଭିନ୍ନ ସମୟରେ ପ୍ରାୟ ୧ଲକ୍ଷ ୮୦ହଜାର ଟଙ୍କା ଏଟିଏମ୍ ମାଧ୍ୟମରେ ହଡପ ହୋଇଥିବା ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି।ପ୍ରକାଶ ଯେ, ଶିକିରି ଗ୍ରାମ ର ଯୋଗେନ୍ଦ୍ର!-->…
୧ ତାରିଖରୁ ୨୭ ମଇ ପର୍ଯ୍ୟନ୍ତ ଜିଲ୍ଲାରେ ପଛୁଆ ବର୍ଗର ଲୋକ ମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସର୍ଭେ
ସର୍ଭେ କାର୍ଯ୍ୟ ବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଦିଗରେ ବାଲିସ ନିୟୋଜିତ ରହିବେଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ଆସନ୍ତା କାଲି ସୋମବାର ଠାରୁ ପଛୁଆ ବର୍ଗର ଲୋକ ମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ସର୍ଭେ ଆରମ୍ଭ ହେବ । ସର୍ଭେ କାର୍ଯ୍ୟ ଯେପରି ସଠିକ୍ ହେବ!-->…
ରାଜଧାନୀରେ କୁକୁରପ୍ରେମୀ ହୋଇଯାଆନ୍ତୁ ସାବଧାନ, କୁକୁରଙ୍କ ପାଇଁ ଆସିଲା ନୂଆ ନିୟମ
ଭୁବନେଶ୍ୱର : ରାଜଧାନୀରେ କୁକୁରପ୍ରେମୀ ହୋଇଯାଆନ୍ତୁ ସାବଧାନ। ଏଣିକି ଆପଣଙ୍କ କୁକୁର କାହାକୁ କାମୁଡିଲେ ଆପଣ ଗଣିବେ ବଡ଼ ତଣ୍ଡ। କୁକୁର ପାଳିବାକୁ ହେଲେ ଆପଣଙ୍କୁ ମାନିବାକୁ ପଡିବ ନୂଆ ନିୟମ। ଭୁବନେଶ୍ବରରେ ଲଗାତାର କୁକୁର କାମୁଡା ଘଟଣା ସାମ୍ନାକୁ ଆସୁଥିବା ବେଳେ ବିଏମସି ପ୍ରଣୟନ!-->…
ଏୟାରପୋର୍ଟରୁ ମେଟ୍ରୋ ଟ୍ରେନ ଚାଲିବା ପ୍ରସଙ୍ଗ: ସିଏମ୍ପି ରିପୋର୍ଟ ମାଗିଲା ଡିଏମ୍ଆରସି
ଭୁବନେଶ୍ୱର ଏୟାରପୋର୍ଟରୁ କଟକ ତ୍ରିଶୁଳିଆ ଯାଏ ମେଟ୍ରୋ ଟ୍ରେନ ଚଳାଚଳ ନେଇ ଓଡିଶା ରେଳ ଭିତ୍ତିଭୂମି ଉନ୍ନୟନ ସଂସ୍ଥା ଲିମିଟେଡ- ଓଆରଆଇଇଡିଏଲ୍କୁ ଏକ ରିପୋର୍ଟ ମାଗିଛି ଦିଲ୍ଲୀ ମେଟ୍ରୋ ରେଳ ନିଗମ- ଡିଏମ୍ଆରସି। ଏହା ଆଗରୁ ଏହି ମେଟ୍ରୋ ରେଳ ପ୍ରକଳ୍ପର ଡିପିଆର ପ୍ରସ୍ତୁତ କରିବାକୁ !-->…
ରାଜଧାନୀରେ ୪ ଜଣ ବାଇକ ଲୁଟେରା ଗିରଫ
ଭୁବନେଶ୍ୱର : ରାଜଧାନୀରେ ବଡ଼ ଧରଣର ବାଇକ ଲୁଟେରା ଗ୍ୟାଙ୍ଗ ଗିରଫ। ୪ ଜଣ ବାଇକ ଲୁଟେରାଙ୍କୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ । ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଏମ୍ ସୁକାନ୍ତ ରେଡ୍ଡୀ । ସେ ପେଶାରେ ଜଣେ ମେକାନିକ । ଅନ୍ୟ ୩ ଅଭିଯୁକ୍ତ ହେଲେ ସୌମିତ୍ରା ଦାସ, ଗୁଣଧର ମିର୍ଦ୍ଧା ଓ!-->…
ମହାନଦୀ ଜଳ ବିବାଦ: ଛତିଶଗଡ଼ରେ ୪ଦିନ ଧରି ନିରୀକ୍ଷଣ କରିବେ ଟ୍ରିବ୍ୟୁନାଲ
ଭୁବନେଶ୍ବର/ରାୟପୁର: ମହାନଦୀ ଜଳକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଗତ ୪୦ ବର୍ଷ ହେଲା ବିବାଦ ଜାରି ରହିଛି। ଏହାର ସମାଧାନ ଲାଗି ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ମାମଲା ଦାୟର କରିଛନ୍ତି। ଏହା ପରେ ମାମଲାର ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଏକ ଟ୍ରିବ୍ୟୁାନାଲ ଗଠନ!-->…
ସାତଭାୟା ବଗପାଟିଆରେ ‘ଆଦର୍ଶ କଲୋନି’ ପାଇଁ ୨୨ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲ୍ଲା ସାତଭାୟା ବଗପାଟିଆ ଥଇଥାନ କଲୋନି ହେବ ଆଦର୍ଶ କଲୋନୀ। ୫ଟି ସଚିବ ଭିକେ ପାଣ୍ଡିଆନ୍ଙ୍କ ଗସ୍ତର ଚବିଶ ଘଣ୍ଟା ମଧ୍ୟରେ ବାଇଶ କୋଟି ଟଙ୍କା ମଞ୍ଜୁର ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗତ ୨୭ ଓ ୨୮ ତାରିଖ ଦୁଇ ଦିନ ଧରି ୫ଟି!-->…
ସପ୍ତମ ଦିନରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ
ପୁରୀ: ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ। ଚଳଚଞ୍ଚଳ ଶ୍ରୀନଅର ସମ୍ମୁଖ ରଥଖଳା। ସପ୍ତମ ଦିନରେ ତୁମ୍ବରେ ବିନ୍ଧ କରାଯାଉଛି। ତିନି ରଥ ପାଇଁ ଆବଶ୍ୟକ ୪୨ଟି ଚକର ୪୨ଟି ତୁମ୍ବ ଗୋଲେଇ କରି ସୂତା ବାଡିଆ ଶେଷ ହେବା ପରେ ଗତକାଲି ଠାରୁ ତୁମ୍ବରେ!-->…
ମନ୍ କି ବାତ୍ ର ୧୦୦ତମ ଏପିସୋଡରେ ସ୍ଥାନ ପାଇଲେ କଟକର ଦିବଂଗତ ସମାଜସେବୀ ଡି. ପ୍ରକାଶ ରାଓ
କଟକ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ଆଜି ୧୦୦ତମ ଏପିସୋଡ୍ ପୂରଣ କରିଛି । ଏହି ଅବସରରେ ଦେଶବାସୀଙ୍କୁ ମନର କଥା କହିଛନ୍ତି ମୋଦି । ମନ୍ କି ବାତର ଏହି ସଂସ୍କରଣକୁ ନିଆରା କରିବା ଲାଗି ଦେଶବ୍ୟାପୀ ୪ ଲକ୍ଷ କେନ୍ଦ୍ରରେ ବିଭିନ୍ନ!-->…