ଧରା ପଡ଼ିଲେ ଭାରତକୁ ୨୭ଟି ସୁନା ବିସ୍କୁଟ୍‌ ଚୋରାଚାଲାଣ କରୁଥିବା ବାଂଲାଦେଶୀ ମହିଳା

କୋଲ୍‌କାତା: ଚୋରାଚାଲାଣ କରିବାକୁ ୨୭ ପ୍ରକାର ସୁନା ବିସ୍କୁଟ୍‌ ନେଇ ଭାରତରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଜଣେ ବାଂଲାଦେଶୀ ମହିଳା ଗୁରୁବାର ଦିନ ‘ସୀମା ସୁରକ୍ଷା ବଳ’ଦ୍ବାରା (ବିଏସ୍‌ଏଫ୍‌) ଧରା ପଡ଼ିଛନ୍ତି। ୨.୧୪୫ କିଲୋ ଓଜନର ଉକ୍ତ ସୁନା ବିସ୍କୁଟ୍‌ଗୁଡ଼ିକର ସମୁଦାୟ ମୂଲ୍ୟ

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଆଶାୟୀ: ରାମଦାସ ଅଠାୱଲେ

ମୁମ୍ବାଇ: ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ପାଇଁ ଆଶାୟୀ ବୋଲି କେନ୍ଦ୍ର ସାମାଜିକ ନ୍ୟାୟ ଓ ଅଧିକାରିତା ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱଲେ ଶୁକ୍ରବାର ଦିନ କହିଛନ୍ତି। ‘ନ୍ୟାସ୍‌ନାଲ୍‌ ଡେମୋକ୍ରାଟିକ୍‌ ଆଲାଇଆନ୍‌ସ୍‌’ରେ (ଏନ୍‌ଡିଏ) ଯୋଗ ଦେବା ପାଇଁ ସେ ‘ଏନ୍‌ସିପି’

‘ଜାତୀୟ କନ୍‌କ୍ଲେଭ୍‌: ମନ୍‌ କୀ ବାତ୍‌ ୧୦୦’ କାର୍ଯ୍ୟକ୍ରମ ବେଳେ ହେଲା ପ୍ରସବ ବେଦନା; ପୁଅ ଜନ୍ମକଲେ ବିଶିଷ୍ଟ ଅତିଥି

ନୂଆଦିଲ୍ଲୀ: ନିକଟ ଅତୀତରେ ଜାତୀୟ ରାଜଧାନୀରେ ଅନୁଷ୍ଠିତ ‘ଜାତୀୟ କନ୍‌କ୍ଲେଭ୍‌; ମନ୍‌ କୀ ବାତ୍‌ @ ୧୦୦’ କାର୍ଯ୍ୟକ୍ରମ ବେଳେ ପ୍ରସବ ବେଦନା ହେବାରୁ ଜଣେ ଆମନ୍ତ୍ରିତ ମହିଳା ଅତିଥି ପୁତ୍ରବତୀ ହୋଇଛନ୍ତି। ସୂଚନାଯୋଗ୍ୟ, ଉପରୋକ୍ତ କାର୍ଯ୍ୟକ୍ରମ ଆଗାମୀକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର

ଖାଦ୍ୟ ବରାଦ ଉପରେ ସ୍ବିଗି ନେବ ୨ ଟଙ୍କା ଫି’

ନୂଆଦିଲ୍ଲୀ : ଖାଦ୍ୟ ଡେଲିଭରି କରୁଥିବା ସଂସ୍ଥା ସ୍ବିଗି ପକ୍ଷରୁ ଖାଦ୍ୟ ବରାଦ କରୁଥିବା ଗ୍ରାହକଙ୍କଠାରୁ ୨ ଟଙ୍କାର ପ୍ଲାଟଫର୍ମ ଫି’ ଅସୁଲ କରାଯିବ। ଯିଏ ଯେତେ ପରିମାଣର ଖାଦ୍ୟ ମଗାନ୍ତୁ ନା କାହିଁ ତାଙ୍କୁ ଏହି ଫି’ ଗଣିବାକୁ ପଡ଼ିବ। ବର୍ତ୍ତମାନ ବେଙ୍ଗାଲୁରୁ ଓ ହାଇଦ୍ରାବାଦର ଗ୍ରାହକଙ୍କ

ତିନିରଥର ମୋଟ ୪୨ ଗୋଟି ତୁମ୍ବର ଗୋଲେଇ କାର୍ଯ୍ୟ ସମ୍ପୂର୍ଣ୍ଣ

ପୁରୀ : ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣର ଆଜି ଷଷ୍ଠ ଦିବସ। ପଞ୍ଚମ ଦିବସ ସୁଦ୍ଧା ତିନିରଥର ମୋଟ ୪୨ ଗୋଟି ତୁମ୍ବର ଗୋଲେଇ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଅଛି । ଏତଦ୍ ବ୍ୟତୀତ ତିନିରଥର ମହାରଣା ମାନେ ପାହି ମହାରଣାଙ୍କ ସହଯୋଗରେ ତୁମ୍ବ ଗୁଡିକରେ ସୁତା ବାଡ଼ିଆ କାର୍ଯ୍ୟ ଶେଷ

ବନବିଭାଗ କର୍ମଚାରୀଙ୍କ ଦ୍ଵାରା ୪ଫୁଟିଆ ନାଗ ସାପ ସହିତ ୩୦ରୁ ଉର୍ଦ୍ଧ୍ବ ଅଣ୍ଡା ଉଦ୍ଧାର

ଆନନ୍ଦପୁର : ବନବିଭାଗ କର୍ମଚାରୀଙ୍କ ଦ୍ଵାରା ୪ଫୁଟିଆ ନାଗ ସାପ ସହିତ ୩୦ରୁ ଉର୍ଦ୍ଧ୍ବ ଅଣ୍ଡା ଉଦ୍ଧାର। ଆନନ୍ଦପୁର ଉପଖଣ୍ଡ ହାବଳେଶ୍ୱର ପଞ୍ଚାୟତ ଧାଇପୋଖରୀ ଗାଁର ଚିନ୍ତାମଣି ବେହେରାଙ୍କ ଘରେ କିଛି ଦିନ ତଳେ ଏକ ନାଗ ସାପ ବୁଲୁଥିବାର ଦେଖିବାକୁ ମିଳିଥିଲା। ଯାହାକୁ ନେଇ ପରିବାର

ସରିଲା ମାରାଥନ ସେଣ୍ଟ୍ରାଲ GST ରେଡ୍‌

ଯାଜପୁର: ସରିଲା ମାରାଥନ ସେଣ୍ଟ୍ରାଲ GST ଚଢ଼ାଉ। ରାଜ୍ୟର ସବୁଠାରୁ ବଡ ଏକକାଳୀନ CGST ଚଢାଉ। ୧୫ ସ୍ଥାନରେ ହୋଇଥିଲା ୧୦ଟି ଟିମର ଚଢ଼ାଉ। ୧୮ ଘଣ୍ଟା ଧରି ଚାଲିଥିଲା ଚଢ଼ାଉ। ଯାଜପୁର ଧର୍ମଶାଳା ତହସିଲ ଅଧିନରେ ଥିବା ୧୦ ଖଣି ବେପାରୀଙ୍କ କାର୍ଯ୍ୟାଳୟରେ ରେଡ କରିଥିଲା ସେଂଟ୍ରାଲ

ସୁଦାନରୁ ସ୍ୱଦେଶ ଫେରିଲେଣି ୪୨ ଜଣ ଓଡ଼ିଆ

ଭୁବନେଶ୍ୱର : ଯୁଦ୍ଧଗ୍ରସ୍ତ ସୁଦାନରୁ ଫେରୁଛନ୍ତି ଓଡ଼ିଆ । ବର୍ତ୍ତମାନ ସୁଦ୍ଧା ସ୍ୱଦେଶ ଫେରିଲେଣି ୪୨ ଜଣ । ଏମାନଙ୍କ ଭିତରୁ ୬ ଜଣ ଜନ୍ମମାଟିରେ ପହଞ୍ଚିଛନ୍ତି । ୩୬ ଜଣ ଗତକାଲି ଦିଲ୍ଲୀରେ ପହଞ୍ଚିଥିଲେ । ସେଠାରୁ ଆସିବେ ଭୁବନେଶ୍ୱର । ଅପରେସନ୍‌ କାବେରୀରେ ଏମାନଙ୍କୁ ସ୍ୱଦେଶକୁ

ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭଞ୍ଜନଗର: ଗଛରେ ଝୁଲୁଥିବା ଅବସ୍ଥାରେ ଯୁବକଙ୍କ ମୃତଦେହ ଠାବ । ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଆଠଗଡ଼ପାଣା ଗାଁ ନିକଟରେ ଘଟିଛି ଏଭଳି ଘଟଣା । ମୃତ ଯୁବକ ଜଣକ ସେହି ଗାଁ ର ଦେବରାଜ ଓରଫ୍ ନରୋତ୍ତମ ପୋଲାଇ । କୌଣସି କାମରେ ବାହାରକୁ ଯାଇ , ଗତ ରାତିରୁ ଘରକୁ

ଟ୍ରକ ତଳେ ପଶିଗଲା ସ୍କର୍ପିଓ: ଜଣେ ମୃତ, ୪ ଗୁରୁତର…

ଭଦ୍ରକ : ସକାଳୁ ସକାଳୁ ଭଦ୍ରକ ଜିଲ୍ଲାରେ ଦୁଇଟି ଦୁର୍ଘଟଣା । ୧୬ ନମ୍ବର ଜାତୀୟ ରାଜପଥ ଛତାବର ନିକଟରେ ଠିଆ ହୋଇଥିବା ବେଳେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ସ୍କର୍ପିଓ ଗାଡିଟି ଟ୍ରକ ତଳେ ପଶିଯାଇଥିଲା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ଆହତଙ୍କୁ