ଟିକିରି ଉଚ୍ଚ ବିଦ୍ୟାଳୟ ରେ +୨କଲେଜ ଉଦଘାଟନ

କାଶିପୁର : ରାୟଗଡା ଜିଲ୍ଲା କାଶିପୁର ବ୍ଲକ୍ ଟିକିରି ଉଚ୍ଚବିଦ୍ୟାଳୟ ରେ +୨କଲେଜ ଉଦ୍‌ଘାଟିତ ହୋଇଯାଇଛି ।ରାୟଗଡା ବିଧାୟକ ମକରନ୍ଦ ମୂଦୁଲି ଆଜି ସକାଳ ୧୦ଘଣ୍ଟା ସମୟରେ ଉଦଘାଟନ କଲେ।ବିଦ୍ୟାଳୟ ର ଅତିରିକ୍ତ ଶ୍ରେଣି ଗୃହକୁ ମହାବିଦ୍ୟାଳୟ ରୂପେ ବ୍ୟବହାର କରାଯିବ କାଶିପୁର ମାମାଣିକେଶ୍ଵରୀ

ସହଦେଵ ଟିକରପଡା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଘଣ୍ଟ ଘୋଡାଉଥିବା ଅଭିଯୋଗ

ଚିକିଟୀ : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ କେ.ନୂଆଗାଁ ଥାନା ଅଧିନରେ ସହଦେଵ ଟିକର ପଡ଼ାରେ ତା ୨୫.୦୩.୨୦୨୩ ରିଖରେ ହୋଇଥିବା ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଖୁଲାମ ଖୁଲା ବୁଲୁଥିବା ବେଳେ ମଧ୍ୟ ବର୍ତ୍ତମାନ ସୁଧା ପୋଲିସ ଗିରଫ କରିବାକୁ ଡରୁଥିବା ଅଭିଯୋଗ ଆଣିଛନ୍ତି ଭାଜପାର ଦିଗପହଣ୍ଡି

ପାନୀୟ ଜଳ ସଙ୍କଟକୁ ନେଇ ସରକାରଙ୍କ ୨୪ ଘଣ୍ଟିଆ ପାଣି ଯୋଗାଣ ପ୍ରହସନ

ହିଞ୍ଜିଳିକାଟୁ ୨୭।୪ : ହିଞ୍ଜିଳିକାଟୁ ପାଟଣା ସାହି ରେ ଖରାଦିନେ ଉତ୍କଟ ହେଉଛି ପିଇବା ପାଣି ସମସ୍ୟା । ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ସରକାର ବିଭିନ୍ନ ଯୋଜନା କରୁଥିବା ବେଳେ ଏହାର ବାସ୍ତବତା ସମ୍ପୁର୍ଣ୍ଣ ଅଲଗା ଦେଖିବାକୁ ମିଳିଛି । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ପାଟଣା

ସେବାଶ୍ରମର ପାଚିକା ଙ୍କୁ ଅସଦାଚରଣ ଅଭିଯୋଗ : ଅଭିଯୁକ୍ତକୁ ସଶ୍ରମ କାରାଦଣ୍ଡ ସହ ଜୋରିମାନା ଆଦେଶ…

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକର ରଢା ସେବାଶ୍ରମର କୋଭିଡ ହଷ୍ଟେଲରେ ନିୟୋଜିତ ପାଚିକାଙ୍କୁ ଅସଦାଚରଣ ଅଭିଯୋଗରେ କୋଟଗଡ ଦେୱାନୀ ଓ ଫୌଜଦାରି ଅଦାଲତ କୋର୍ଟରେ ବିଚାରଣ କରି କୋଟଗଡ ଦେୱାନୀ ଓ ଫୌଜଦାରୀ ଅଦାଲତର ପ୍ରଥମ ବିଚାର ବିଭାଗୀୟ ବିଚାରପତି

ଦାରିଙ୍ଗବାଡ଼ି ରାପଡ଼ାବାଡ଼ି ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଦାରିଙ୍ଗବାଡ଼ି,୨୭/୪ : ଦାରିଙ୍ଗବାଡ଼ି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ସଭା ରାପଡ଼ାବାଡ଼ି ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁବାସିନି ଦିଗାଲ ଅବସର

ଉପାନ୍ତ ଇଲାକା ମିଞ୍ଜାପଙ୍କାରେ ବିଧାୟକ – ଶିକ୍ଷା ସ୍ୱାସ୍ଥ୍ୟ, ପାନୀୟ ଜଳ, ନେଟୱାର୍କ ଓ ଗମନାଗମନ ସମସ୍ୟା…

ଦାରିଙ୍ଗବାଡ଼ି, ୨୮/୦୪ : ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ କାଟିଙ୍ଗି ଗ୍ରାମ ପଞ୍ଚାୟତର ଉପନ୍ତା ଇଲାକାରେ ଥିବା ମିଞ୍ଜାପଙ୍କା ଗ୍ରାମରେ ପହଁଚିଲେ। ଏହି ଗ୍ରାମ ବ୍ଲକ ମହକୁମାଠାରୁ ପ୍ରାୟ ୭୦ କି .ମି ଦୂର ସହିତ ଗଞ୍ଜାମ ଜିଲା ଓ ଗଜପତି ଜିଲା

ବିଜୁବାବୁଙ୍କ ଡାକୋଟା ବିମାନ ଦେଖି ଭାବବିହ୍ଵଳ ହେଲେ ଇଣ୍ଡୋନେସିଆର ରାଷ୍ଟ୍ରଦୂତ

ଭୁବନେଶ୍ବର: ପ୍ରବାଦ ପୁରୁଷ ବିଜୁବାବୁଙ୍କ ଡାକୋଟା ବିମାନ ଦେଖିଲେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ । ଭୁବନେଶ୍ୱର ବିମାନ ବନ୍ଦରରେ ରହିଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ । ଆଜି ଇଣ୍ଡୋନେସିଆର ରାଷ୍ଟ୍ରଦୂତ ଏମଏମଇ ଇନା ହେଚ୍‌ କ୍ରିଷ୍ଣମୂର୍ତ୍ତିଙ୍କ ସହ ଏକ ଟିମ ବୁଲି

ଆସନ୍ତାକାଲି ପୁରୀ-ହାୱଡ଼ା ‘ବନ୍ଦେ ଭାରତ ଏକ୍ସପ୍ରେସ’ର ଟ୍ରାଏଲ ରନ୍

ଆସନ୍ତାକାଲି ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରାଏଲ ରନ୍ କରିବ। ସକାଳ ୬ଟା ୧୦ ମିନିଟ୍‌ରେ ହାୱଡ଼ାରୁ ଯାତ୍ରା ଆରମ୍ଭ କରିବ ବନ୍ଦେ ଭାରତ ଏକ୍ସପ୍ରେସ୍‌। ହାୱଡ଼ା ପରେ ଖଡ଼ଗପୁର, ଭଦ୍ରକ, ଯାଜପୁର, କଟକରେ ୨ ମିନିଟ ଲେଖାଏଁ ରହିବ। ତା’ପରେ କଟକ, ଭୁବନେଶ୍ୱର, ଖୋର୍ଦ୍ଧାରେ ୨ ମିନିଟ

ରତ୍ନ ଭଣ୍ଡାର ପ୍ରସଙ୍ଗ: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି, ପ୍ରତିକ୍ରିୟା ରଖିଲା ବିଜେଡି

ଭୁବନେଶ୍ବର: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପି ଟାର୍ଗେଟ କଲା ପରେ ବିଜେଡି ଏହାର ପ୍ରତିକ୍ରିୟା ଦେଇଛି। ବିନା କାରଣରେ ବିଭିନ୍ନ ସ୍ପର୍ଶକାତର ଘଟଣାରେ ମନଗଢ଼ା କାହାଣୀ କହି ରାଜନୀତି କରିବା ଓଡ଼ିଶା ବିଜେପିର ଅଭ୍ୟାସରେ ପରିଣତ ହୋଇଗଲାଣି ବୋଲି ବିଜେଡି

ଆଳି ଡଙ୍ଗା ବୁଡ଼ି ଘଟଣା: ମୁଖ୍ୟମନ୍ତ୍ରୀଙ୍କ ଶୋକ, ମୃତକଙ୍କ ପରିବାରକୁ ମିଳିବ ୪ ଲକ୍ଷ ଅନୁକମ୍ପାମୂଳକ ସହାୟତା ରାଶି

ଭୁବନେଶ୍ବର/ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀର ଏକମାଣିଆଘାଟରେ ନୌକା ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ମୃତ