ଦୁଇ ଦିନିଆ କେନ୍ଦ୍ରାପଡା ଗସ୍ତରେ ଫାଇଭ ଟି ସଚିବ

କେନ୍ଦ୍ରାପଡ଼ା : ଦୁଇଦିନିଆ କେନ୍ଦ୍ରାପଡା ଗସ୍ତରେ 5T ସଚିବ ଭି କେ ପାଣ୍ଡିଆନ । ପାଟକୁରା, କେନ୍ଦ୍ରାପଡା, ରାଜନଗର ଓ ମହାକାଳପଡ଼ାର ବିଭିନ୍ନ ଅଞ୍ଚଳ ଗସ୍ତ କରୁଛନ୍ତି । ଡେରାବିଶ ବ୍ଲକ ପରିସରରେ ଥିବା ମିଶନ ଶକ୍ତି କାଫେରେ ମଧ୍ୟାହ୍ନ ଭୋଜନ କରିଛନ୍ତି । କାଫେକୁ ଚଳାଉଥିବା ମିଶନ

ନକ୍ସଲ କ୍ୟାମ୍ପରେ ମହିଳାଙ୍କୁ ଦିଆଯାଉଥିଲା ଯୌନ ନିର୍ଯାତନା; ମିଳିଲା ଗର୍ଭନିରୋଧକ ଓ ଗର୍ଭ ପରୀକ୍ଷା କୀଟ୍‌

ନବରଂଗପୁର: ରକ୍ତର ହୋଲି ଖେଳୁଥିବା ନକ୍ସଲଙ୍କ ପ୍ରକୃତ ଚେହେରା ସାମ୍ନାକୁ ଆସିଛି। ମହିଳା ଓ ଝିଅମାନଙ୍କୁ ସଙ୍ଗଠନରେ ସାମିଲ କରାଇ ଘଞ୍ଚ ଜଙ୍ଗଲରେ ସେମାନଙ୍କ ସହିତ ରଖୁଥିଲେ ଶାରୀରିକ ସମ୍ପର୍କ। ଆଉ ଦେଇଥିଲେ ଯୌନ ନିର୍ଯାତନା। ନକ୍ସଲ କ୍ୟାମ୍ପରୁ ଗର୍ଭନିରୋଧକ ଓ ଗର୍ଭ ପରୀକ୍ଷା କୀଟ୍‌

କଟକରେ ଘରୋଇ ନର୍ସିଂହୋମ୍‌ ଉପରେ ଚଢ଼ଉ ପରେ ସିଲ୍‌, ଲାଗିଲା ୩୦ ହଜାର ଜରିମାନା

କଟକ: ନିୟମ ଉଲ୍ଲଂଘନକାରୀ ସଂସ୍ଥା ଉପରେ କଟକ ମହାନଗର ନିଗମ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଦେଇଛି। ହୋଟେଲ ପରେ ଏବେ ନର୍ସିଂହୋମର ପାଳି ପଡ଼ିଛି। ଗତକାଲି କଟକ ମଧୁପାଟଣା ଠାରେ ଥିବା ପିପୁଲ୍ ପଦ୍ମଜା ହୋଟେଲ ଉପରେ ଚଢ଼ଉ ହୋଇଥିବା ବେଳେ ଆଜି ଶଙ୍କରପୁର ବାରିକସାହି ଠାରେ ଥିବା ସାଇ

କଟକରେ ୪.୧୩ କୋଟି ଟଙ୍କା ଠକେଇ ମାମଲା; ୩ ଗିରଫ

ଭୁବନେଶ୍ବର: କଟକରେ ୪.୧୩ କୋଟି ଟଙ୍କା ଠକେଇ ମାମଲାରେ ଜଣେ ପୂର୍ବତନ ବ୍ୟାଙ୍କ ମ୍ୟାନେଜର, ବରିଷ୍ଠ କିରାଣୀ ଓ ପୂର୍ବତନ ଏଲଆଇସି ଏଜେଣ୍ଟଙ୍କୁ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ), ଭୁବନେଶ୍ୱର ଗିରଫ କରିଥିବା ଜଣାଯାଇଛି। ତିନି ଅଭିଯୁକ୍ତ ହେଲେ କଟକ ଅର୍ବାନ କୋପରେଟିଭ ବ୍ୟାଙ୍କ ନୂଆପାଟଣା

ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ: ବିଲ ପାସ୍‌ କରାଇଦେବା ପାଇଁ ନେଉଥିଲେ ୩୦ ହଜାର ଲାଞ୍ଚ

ନରସିଂପୁର : ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ । ଲାଞ୍ଚ ନେଉଥିବା ବେଳେ କଟକ ବଡ଼ମ୍ବା ବ୍ଲକ ନିର୍ବାହୀ ଯନ୍ତ୍ରୀ ବାଉରୀବନ୍ଧୁ ପରିଡ଼ାଙ୍କୁ ଧରିଲା ଭିଜିଲାନ୍ସ । ବଡମ୍ବା ବ୍ଲକ ତୁଣୁପୁର ଗାଁର ସରପଞ୍ଚଙ୍କ ସ୍ୱାମୀଙ୍କ ଠାରୁ ବିଲ ପାସ୍‌ କରାଇଦେବା ପାଇଁ ନେଉଥିଲେ ୩୦ ହଜାର ଟଙ୍କା

ନବଗଠିତ ପ୍ରଦେଶ କଂଗ୍ରେସ କମିଟିକୁ ନେଇ ଅସନ୍ତୋଷ

ଭୁବନେଶ୍ବର: ତାରା ପ୍ରସାଦ ବାହିନୀପତିଙ୍କ ପରେ ଆଉ ଜଣେ ବରିଷ୍ଠ ବିଧାୟକ ନବଗଠିତ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ନବଗଠିତ ପିସିସିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ। ସେ କହିଛନ୍ତି, କମିଟିରେ ବହୁ ଅନୁପଯୁକ୍ତ ଅଛନ୍ତି,

ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ, ଶିକ୍ଷକଙ୍କଠାରୁ ନେଉଥିଲେ ଲାଞ୍ଚ

ପଟାମୁଣ୍ଡାଇ : ଭିଜିଲାନ୍ସ ଜାଲରେ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀ ମାନସ ରଞ୍ଜନ ଧଳ। ଜଣେ ଶିକ୍ଷକଙ୍କର ବକେୟା(ଏରିଅର୍) ଦରମା ପ୍ରଦାନ ଲାଗି ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ, ସେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା

ମହିଳା କ୍ରିକେଟରଙ୍କ ପ୍ରତି ବିସିସିଆଇର ଅଣଦେଖା !

ମୁମ୍ବାଇ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ଦ୍ୱାରା ମହିଳା କ୍ରିକେଟରଙ୍କ ନୂତନ ଚୁକ୍ତିନାମା ତାଲିକା ପ୍ରକାଶ ପାଇଛି। ନୂତନ ଚୁକ୍ତି ତାଲିକାରେ ମୋଟ ୧୭ ଖେଳାଳିଙ୍କୁ ବିସିସିଆଇ ସ୍ଥାନ ଦେଇଛି। ତେବେ ଅଧିନାୟକ ହରମନପ୍ରୀତଙ୍କ ବ୍ୟତୀତ ବିସିସିଆଇ କେବଳ ଦୁଇ ଖେଳାଳିଙ୍କୁ ଗ୍ରେଡ୍ ଏରେ

ଦାନ୍ତେଓ୍ବାଡ଼ା ଆକ୍ରମଣ ପାଇଁ ନିଜକୁ ଦାୟୀ କଲା ମାଓବାଦୀଙ୍କ ଦରଭା ଡିଭିଜନ୍

ଭୁବନେଶ୍ବର : ବୁଧବାରଦିନ ଛତିଶଗଡ଼ର ଦାନ୍ତେଓ୍ବାଡ଼ାରେ ସୁରକ୍ଷାକର୍ମୀଙ୍କ ଉପରେ ହୋଇଥିବା ମର୍ମନ୍ତୁଦ ଆକ୍ରମଣ ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ)ର ଦରଭା ଡିଭିଜନ ନିଜକୁ ଦାୟୀ କରିଛି । ବ୍ରାହ୍ମଣବାଦୀ ହିନ୍ଦୁତ୍ବ ଓ ଫାସିବାଦୀ କେନ୍ଦ୍ର ସରକାର ଓ ଜନବିରୋଧୀ ରାଜ୍ୟ ସରକାର

ନୂଆପଡ଼ାରେ ପୁଣି ବାଛୁରୀକୁ ମାରି ଖାଇଲା ବାଘ

ନୂଆପଡ଼ା : ନୂଆପଡ଼ାରେ ଥମୁନି ବାଘ ଆତଙ୍କ। ପୁଣି ବାଛୁରୀକୁ ମାରି ଖାଇଲା ବାଘ । ଗତ ରାତିରେ ନୂଆପଡ଼ା ସଦର ରେଞ୍ଜ ଆମାନାରା ସେକସନର ତରିଆମହୁଆଭଟା ଗାଁରେ ପୁଣି ଗୋଟିଏ ବାଛୁରୀକୁ ମାରି ଖାଇଛି ବାଘ। ଆଜି ସକାଳେ ଗାଁର ଭାଗିରଥୀ ରାଉତଙ୍କ ବାଛୁରୀ ଗୁହାଳରେ ମରି ପଡ଼ିଥିବା ଦେଖିବାକୁ