ରାମ ନବମୀ ଅବସରରେ ପଶ୍ଚିମବଙ୍ଗରେ ହିଂସାକାଣ୍ଡ ଘଟଣା; NIA ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କୋଲକାତା : ଚଳିତ ବର୍ଷ ରାମ ନବମୀ ଅବସରରେ ପଶ୍ଚିମବଙ୍ଗର ହାୱଡ଼ା, ହୁଗଲୀ ଓ ଡାଲଖୋଲାରେ ବ୍ୟାପକ ହିଂସା ଦେଖିବାକୁ ମିଳିଥିବା ବେଳେ କାଲକାଟା ହାଇକୋର୍ଟ ଏହାର ଏନ୍‌ଆଇଏ (NIA) ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।ରାମନବମୀରେ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ହୋଇଥିବା ହିଂସାକାଣ୍ଡର ଏନଆଇଏ ତଦନ୍ତ

ପଞ୍ଚଭୂତରେ ଲୀନ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ…

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲଙ୍କୁ ଆଜି ତାଙ୍କ ପୈତୃକ ଗାଁ ମୁକ୍ତସର ଜିଲ୍ଲାରେ ଅନ୍ତିମ ବିଦାୟ ଦିଆଯାଇଛି। ହଜାର ହଜାର ଲୋକ ଓ ବିଭିନ୍ନ ଦଳର ନେତାଙ୍କ ଉପସ୍ଥିତିରେ ପଞ୍ଚଭୂତରେ ଲୀନ ହୋଇଛନ୍ତି ଅକାଳୀ ଦଳର ବରିଷ୍ଠ ନେତା ତଥା ୫ଥର ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥିବା

‘ମୁଁ ବିଜେପି ଓ ଆରଏସ୍‌ଏସ୍‌ ପାଇଁ କରୋନା ଭାଇରସ୍‌’

ନୂଆଦିଲ୍ଲୀ : ପୁଣି ଥରେ ଜୋରସୋରରେ କଂଗ୍ରେସ ଓ ବିଜେପି ମଧ୍ୟରେ ଆରମ୍ଭ ହୋଇଛି ବାକ୍‌ ଯୁଦ୍ଧ । ମଧ୍ୟପ୍ରଦେଶର ଜଳ ସମ୍ପଦ ମନ୍ତ୍ରୀ ତୁଳସୀରାମ ଶିଲୱାଟ ପୁରୁଖା କଂଗ୍ରେସ ନେତା ଦିଗବିଜୟ ସିଂହଙ୍କୁ କରୋନା ଭାଇରସ କହିବାକୁ ପଛାଇ ନାହାନ୍ତି। ଆଉ ଏହାର ମୁହଁତୋଡ଼ ଜବାବ ଦେଇଛନ୍ତି ଦିଗବିଜୟ। ସେ

ଜମି ବିବାଦକୁ କେନ୍ଦ୍ର କରି ଭାଇ କୁ ପଥର ଛେଚି ହତ୍ୟା : ଘଟଣା ରେ ୧0 ଅଟକ….

କୁଆଁରମୁଣ୍ଡା /ନୂଆଗାଁ:(୨୭/୦୪/୨୦୨୩)କଥାରେ ଅଛି ଯୋଡ଼ାକୁ ଘୋଡ଼ା ସରି ନୁହେଁ। ଅର୍ଥାତ୍ ଯେଉଁ ମଣିଷ ସହ ତା' ସମ୍ପର୍କୀୟ ବ୍ୟକ୍ତି ସିଏ ଭାଇ ହେଉ କି ବନ୍ଧୁ ଥାଏ ସେ ଦୁନିଆର ଯେକୌଣସି ଶକ୍ତିକୁ ପରାଜୟ କରିପାରେ । କିନ୍ତୁ ସଭ୍ୟତାର ପାହାଚ ଚଢ଼ି ଚଢ଼ି ଆଜି ସମୟରେ ମଣିଷ ଏତେ ମାତ୍ରାରେ

ନୂଆଗାଁ ଧମକପୂର୍ଣ୍ଣ ପୋଷ୍ଟର ଓ ଜେ.ସି.ବି.ରେ ନିଆଁ ଘଟଣାରେ ନୂଆଁ ମୋଡ଼…

ନିଜେ ଖୋଳି ଥିବା ଗାତରେ ଫସିବେ ଠିକାଦାର...!! ସୁନ୍ଦରଗଡ଼/ନୂଆଗାଁ:(୨୭/୦୪/୨୦୨୩) ଗତ ୨୫ ଅପ୍ରେଲ ମଙ୍ଗଳବାର ଦିନ ଓଡ଼ିଶା ସୀମାନ୍ତ ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ନୂଆଗାଁରେ ଘଟିଥିବା ଅଗ୍ନିକାଣ୍ଡ ଏବଂ PLFI ଲେଖା ଥିବା ପୋଷ୍ଟର ଘଟଣାରେ ତଦନ୍ତ ଜାରି ରହିଥିବା ହତିବରୀ ଥାନା

ବାଲିଗୁଡ଼ାରେ ମା ପାଟ୍ଟଖଣ୍ଡାଙ୍କ ଠାକୁରାଣୀ ଯାତ୍ରା – ମାଆଙ୍କ ନଗର ପରିକ୍ରମା ଆରମ୍ଭ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ଇଷ୍ଟଦେବୀ ମା ପାଟ୍ଟଖଣ୍ଡାଙ୍କ ଠାକୁରାଣୀ ଯାତ୍ରା ଚଳିତ ମାସ ୨୩ ତାରିଖରୁ ଆରମ୍ଭ ହୋଇଛି । ଦୁର୍ଗାପୂଜା ସମିତି ଆନୁକୁଲ୍ୟରେ ମା'ଙ୍କ ଯାତ୍ରା ଧୁମ୍ ଧାମରେ ପାଳନ ହେଉଥିବା ବେଳ ମଙ୍ଗଳବାର ଠାରୁ ମା'ଙ୍କ ନଗର ପରିକ୍ରମା ଆରମ୍ଭ ହୋଇଛି ।

ପଞ୍ଚାୟତ ସମିତି ବୈଠକ

ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀ ପଞ୍ଚାୟତ ସମିତିର ଷଷ୍ଠ ବୈଠକ ଚିକିଟୀ ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ଦିନ ବ୍ଲକ ଅଧ୍ୟକ୍ଷ ଆପନ୍ନା ସେଠୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇ ବିଭିନ୍ନ ବିଭାଗର ବିକାଶମୁଳକ କାର୍ଯ୍ୟର ଅଗ୍ରଗତି ନେଇ ଆଲୋଚନା ହୋଇଛି । ପ୍ରଥମେ ପ୍ରଦୀପ ପ୍ରଜ୍ବଳନ ପରେ ବୈଠକ

ବାଲିଗୁଡା ସଂକୁଳସ୍ତରୀୟ ଆଚାର୍ଯ୍ୟ ଆଚାର୍ଯ୍ୟା କାର୍ଯ୍ୟଶାଳା ଉଦଘାଟିତ

ବାଲିଗୁଡା : ଶିକ୍ଷା ବିକାଶ ସମିତି ଓଡିଶା ଙ୍କ ଯୋଜନା ଆଧାରରେ ସାରା ଓଡ଼ିଶାରେ ଆଚାର୍ଯ୍ୟଆଚାର୍ଯ୍ୟାଙ୍କ ଶୈକ୍ଷିକ ବିକାଶ ନିମନ୍ତେ ସଂକୁଳ ସ୍ତରୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟାଶାଳା ଅନୁଷ୍ଠିତ ହେଉଛି | ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସଂକୁଳର ଉଦଘାଟନୀ ଉତ୍ସବ ଅନୁଷ୍ଠିତ

ଚାକିରୀ କରାଇ ଦେବା ନାଁରେ ଠକେଇ : ଅଭିଯୁକ୍ତକୁ କାବୁକଲା କାଲିମେଳା ପୋଲିସ

ମାଲକାନଗିରି (କାଲିମେଳା) : ଆଜି କାଲିମେଳା ଏସଆଇ ଡି ସୁନାନୀଙ୍କ ନେତୃତ୍ୱରେ କାଲିମେଳା ପୋଲିସ ଟିମ୍ ଚାକିରୀ କରାଇ ଦେବା ନାରେ ଠକେଇର ମୁଖ୍ୟ ଅଭିଯୁକ୍ତ ସୁରେଶ କୁମାର ପଣ୍ଡା ବୟସ ୪୮ବର୍ଷଙ୍କୁ ଭୁବନେଶ୍ୱରରୁ ଗିରଫ କରିଛନ୍ତି । ବିଭିନ୍ନ ପ୍ରକାର କାରବାରରେ ସମ୍ପୁକ୍ତ ବ୍ୟକ୍ତିଙ୍କୁ

ଅଭିଯୁକ୍ତଙ୍କୁ ଗିରଫ ପରେ ଗ୍ରାମବାସୀଙ୍କ ରାସ୍ତାରୋକ, ହିଞ୍ଜିଳିକାଟୁ ଠାରୁ ଶେରଗଡ ଯାତାୟାତ ଠପ୍‌

ହିଞ୍ଜିଳିକାଟୁ (୨୬।୪) : ଶେରଗଡ ଥାନା ଅନ୍ତର୍ଗତ ସୁନାନ୍ଥର ଗ୍ରାମରେ ପୂର୍ବଶତ୍ରୁତା କୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟି ୧୩ ଜଣ ହୋଇଥିବା ବେଳେ ଜଣଙ୍କର ଅବସ୍ଥା ଗୁରୁତର ! ଉଭୟ ଗୋଷ୍ଠୀର ଏତଲା କ୍ରମେ ପୃଥକ ମାମଲା ୨୧୬ଓ ୨୧୭ /୨୩ ରେ ମାମଲା ରୁଜୁ କରି ମଙ୍ଗଳବାର ସୁନାନ୍ଥର ଗ୍ରାମର