ଟେଷ୍ଟ୍‌ ଦଳକୁ ଫେରିଲେ ରାହାଣେ: ବାଦ୍‌ ପଡ଼ିଲେ ଈଶାନ, ସୂର୍ଯ୍ୟକୁମାର, କୁଲଦୀପ

ମୁମ୍ବାଇ: ଆସନ୍ତା ଜୁନ୍‌ ୭ରୁ ଲଣ୍ଡନର ଦ ଓଭାଲ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ବିଶ୍ବ ଟେଷ୍ଟ ଚାମ୍ପିଅନ୍‌ସିପ୍‌ (ଡବ୍ଲୁଟିସି) ଫାଇନାଲ୍‌ ପାଇଁ ବଙ୍ଗଳବାର ଭାରତୀୟ ଦଳ ଘୋଷଣା ହୋଇଛି। ଘରୋଇ କ୍ରିକେଟ୍‌ ସାଙ୍ଗକୁ ଚଳିତ ଆଇପିଏଲ୍‌ରେ ଦମ୍‌ଦାର ପ୍ରଦର୍ଶନ ଯୋଗୁଁ ବରିଷ୍ଠ

ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍‌, ୩୦ରୁ ୪୦ ଲକ୍ଷ ଟଙ୍କା ଓ ସୁନାଗହଣା ନେଇଗଲେ ଦୁର୍ବୃତ୍ତ

ବାଲେଶ୍ୱର: ଦିନ ଦ୍ୱିପହରରେ ବ୍ୟାଙ୍କ ଖାଲି କରିଦେଲେ ଡକାୟତ। ଆଜି ବାଲେଶ୍ୱର ଚନ୍ଦନେଶ୍ୱର ୟୁନିୟନ ବ୍ୟାଙ୍କରୁ ବଡ଼ ଧରଣର ଲୁଟ ହୋଇଛି। ୭ରୁ ୮ ଜଣ ଡକାୟତ ଏହି ୟୁନିୟନ ବ୍ୟାଙ୍କ ଭିତରେ ପଶି ଡକାୟତି କରିଛନ୍ତି। ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକଙ୍କୁ

ଦେଶର ସବୁ ଛାତ୍ରଛାତ୍ରୀଙ୍କ ପାଇଁ କାର୍ଯ୍ୟକାରୀ ହେବ ଏଡୁ ଲକର

ନୂଆଦିଲ୍ଲୀ: କାର୍ଯ୍ୟକାରୀ ହେବାକୁ ଯାଉଥିବା ନୂତନ ଜାତୀୟ ଶିକ୍ଷାନୀତି ଅନୁସାରେ ଏଣିକି ସରକାର ଦେଶର ସବୁ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ଏଜୁକେସନ ଲକର ବା (ଏଡୁ ଲକର)ର ସୁବିଧା ଯୋଗାଇ ଦେବେ। ଏଥିପାଇଁ ଦେଶର ସବୁ ଛାତ୍ରଛାତ୍ରୀଙ୍କ ପାଇଁ ୟୁନିକ ଆଇଡିର ପ୍ରଚଳନ କରାଯିବ ବୋଲି ସୂଚନା

ଗ୍ରୀଷ୍ମକାଳୀନ ବାତ୍ୟାର ମୁକାବିଲା ପାଇଁ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ବୁଧବାର ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବମାନଙ୍କ ସହିତ ସମ୍ଭାବ୍ୟ ଗ୍ରୀଷ୍ମକାଳୀନ ବାତ୍ୟାର ମୁକାବିଲା ପାଇଁ ନେବାକୁ ଥିବା ପଦେକ୍ଷପ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ

ଉତ୍ତରକୋରିଆକୁ ସିଗାରେଟ ବିକିବାରୁ ଏହି କମ୍ପାନୀ ଉପରେ ୫୨ ହଜାର କୋଟି ଟଙ୍କାର ଜରିମାନା ଲଗାଇଲା ଆମେରିକା

ନ୍ୟୁୟର୍କ: ଆମେରିକା ଏବଂ ଉତ୍ତର କୋରିଆ ମଧ୍ୟରେ ଥିବା ଶତ୍ରୁତା ବାବଦରେ ତ ଆପଣ ଜାଣିଥିବେ | ଦୁଇଦେଶ ପରସ୍ପରକୁ ଅନେକ ସମୟରେ ଆକ୍ରମଣର ଧମକ ଦେଇଥାନ୍ତି | ଆମେରିକା ମନା କରିବା ସତ୍ତ୍ୱେ ଉତ୍ତର କୋରିଆ ଅନେକ ସମୟରେ ଯୁଦ୍ଧାସ୍ତ୍ରର ପରୀକ୍ଷା ମଧ୍ୟ କରିଥାଏ | ତେବେ ଆଜି ଆମେ ଆପଣଙ୍କୁ ଏମିତି

ଉତ୍କଳ ବିଶ୍ୱବିଦ୍ୟାଳୟରେ ଭାଷା ସଂରକ୍ଷଣ ପାଇଁ ଆୟୋଜିତ ହେଲା କର୍ମଶାଳା

ଭୁବନେଶ୍ବର : ଗତକାଲି ଉତ୍କଳ ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ବିଜ୍ଞାନ ବିଭାଗ ଏବଂ ସ୍କୁଲ ଅଫ୍ ଆଦିବାସୀ ଅଧ୍ୟୟନ ଏବଂ ସ୍ୱଦେଶୀ ଅନୁସନ୍ଧାନ (STIR) ଆଦିବାସୀ ଭାଷାର ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ପାଇଁ ଏକ କର୍ମଶାଳା ଆୟୋଜନ କରାଯାଇଥିଲା। “ଦୋଛକିରେ ଆଦିବାସୀ ଭାଷା: ଭବିଷ୍ୟତ ପାଇଁ

ଏହି ‘ଛୋଟ ବାଳକ’ ଭାରତର ଅର୍ଥନୀତି ପ୍ରତି ବିପଦ ସୃଷ୍ଟି କରିପାରେ

ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶର ଅର୍ଥନୀତି ୬.୫ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିବ ବୋଲି ଆକଳନ କରାଯାଇଛି । ବିଶ୍ୱ ବ୍ୟାଙ୍କ, ଆଇଏମଏଫ ଏବଂ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ସମେତ ଅନେକ ଏଜେନ୍ସି କହୁଛନ୍ତି ଯେ ଭାରତ ପୁଣି ଥରେ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହେବ । କିନ୍ତୁ

ଜଗତସିଂହପୁର ବିଡିଓଙ୍କ ନାଁରେ ମାମଲା

ଜଗତସିଂହପୁର : ଜଣେ ସୂଚନା ଅଧିକାରୀ କର୍ମୀଙ୍କୁ ଗାଳିଗୁଲଜ, ଧମକ, ଜାତିଆଣ ଆକ୍ଷେପ ଅଭିଯୋଗ ଘଟଣାରେ ଜଗତସିଂହପୁର ବିଡିଓ ସାଗର କୁମାର ନନ୍ଦଙ୍କ ବିରୋଧରେ ମାମଲା ରୁଜୁ କରିଛି ଜଗତସିଂହପୁର ଥାନା ପୁଲିସ। ଆଇପିସି ଦଫା-୨୯୪, ୫୦୬ ଏବଂ ଏସ୍‌ସି/ଏସ୍‌ଟି ଆଇନରେ କେସ୍ ନଂ-୨୮୦ରେ ମାମଲା ରୁଜୁ

ବିଜେବି କଲେଜ କ୍ୟାମ୍ପସରେ ଅଣଛାତ୍ରଙ୍କ ପ୍ରବେଶ ଉପରେ ଲାଗିଲା କଟକଣା

ଭୁବନେଶ୍ୱର: ଆକ୍ସନ ମୋଡରେ ବିଜେବି କଲେଜ କର୍ତ୍ତୃପକ୍ଷ । କଲେଜ କ୍ୟାମ୍ପସରେ ଅଣଛାତ୍ରଙ୍କ ପ୍ରବେଶ ଉପରେ ଲାଗିଲା କଟକଣା । ଏଥିପାଇ କଲେଜର ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର । ଭୁବନେଶ୍ୱର ବିଜେବି କଲେଜ ଛାତ୍ରଙ୍କୁ ଅଣଛାତ୍ରଙ୍କ ଆକ୍ରମଣ ଘଟଣା ପରେ କର୍ତ୍ତୃପକ୍ଷଙ୍କ

ଭାରତୀୟ ବଂଶୋଦ୍ଭବଙ୍କୁ ଗଞ୍ଜେଇ ଚୋରାଚାଲାଣ ମାମଲାରେ ଦିଆଗଲା ଫାଶୀ

ସିଙ୍ଗାପୁର : ଭାରତୀୟ ବଂଶୋଦ୍ଭବଙ୍କୁ ଗଞ୍ଜେଇ ଚୋରାଚାଲାଣ ମାମଲାରେ ଦିଆଗଲା ଫାଶୀ। ସିଙ୍ଗାପୁର ସରକାର ଏହି କଠିନ ଦଣ୍ଡ ଦେଇଛନ୍ତି। ଯାହାକୁ ନେଇ ସବୁଠି ଆଲୋଚନା। ଫାଶୀ ପାଇଥିବା ବ୍ୟକ୍ତି ଜଣକ ୪୬ ବର୍ଷିୟ ଟାଙ୍ଗରାଜୁ ସୁପିୟା। ପ୍ରାୟ ୧ କେଜି କଞ୍ଜେଇ ଚୋରା ଚାଲାଣ କାରବାରରେ ସେ