Sign in
Sign in
Recover your password.
A password will be e-mailed to you.
କାନ୍ଧରେ ବୁହା ହୋଇ ମେଡିକାଲ ଗଲେ ରୋଗୀ
ଉମରକୋଟ(୨୬/୦୪) : ନବରଙ୍ଗପୁର ଜ଼ିଲ୍ଲା ଝରିଗାଁ ବ୍ଲକ ଠାରୁ ମାତ୍ର ୧୩ କିଲୋମିଟର ଦୂରରେ ଅବସ୍ଥିତ କରଞ୍ଜିପାଣି ଗ୍ରାମରେ ରାସ୍ତା ନଥାଇ ଏକ ଅଭାବୀନୀୟ ଘଟଣା ଚାରିକାନ୍ଧରେ ବୁହାହେଲେ ରୋଗୀ | ଚୈତନ ମୁଦୁଲି (୫୦) ଙ୍କୁ କାଠରେ ଷ୍ଟ୍ରେଚର ଭଳି ବାନ୍ଧି ଚାରିକାନ୍ଧ ଦେଇ ବୋହି ବୋହି!-->…
ବାଲିଗୁଡା ସଂକୁଳସ୍ତରୀୟ ଆଚାର୍ଯ୍ୟ କର୍ମଶାଳା ଉଦଘାଟିତ
ଫୁଲବାଣୀ : ଶିକ୍ଷା ବିକାଶ ସମିତି ଓଡିଶାଙ୍କ ଯୋଜନା ଆଧାରରେ ସାରା ଓଡ଼ିଶାରେ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଶୈକ୍ଷିକ ବିକାଶ ନିମନ୍ତେ ସଂକୁଳ ସ୍ତରୀୟ ସାମୂହିକ ଆଚାର୍ଯ୍ୟ କର୍ମଶାଳା ଅନୁଷ୍ଠିତ ହେଉଛି | ଏହି ଅବସରରେ କନ୍ଧମାଳ ଜିଲ୍ଲାର ବାଲିଗୁଡା ସଂକୁଳର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ!-->…
ସନ୍ଦେହ ଘେରରେ ଯୁବତୀଙ୍କ ଝୁଲନ୍ତା ମୃତଦେହ
ରାଇଘର(୨୬/୦୪) : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ପାରୁଆ ପଂଚାୟତ ଅଧିନସ୍ଥ ଛତାବେଡା ଗ୍ରାମର କଲସୁ ମାଝୀଙ୍କ ଝିଅ କୁମାରୀ ତୁଲେଶ୍ରୀ ମାଝୀ (୧୬)ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି | ତୁଲେଶ୍ରୀ ଦଶମ ଶ୍ରେଣୀର ଛାତ୍ରୀ ଓ ଚଳିତ ବର୍ଷର ପରୀକ୍ଷାର୍ଥୀ l ପରିବାରର ସମସ୍ତେ ଗତ ରବିବାର!-->…
ଛତିଶଗଡ଼ରେ ନକ୍ସଲ ହମଲା ପରେ ଓଡ଼ିଶାରେ ହାଇ ଆଲର୍ଟ…
ଭୁବନେଶ୍ୱର : ଛତିଶଗଡ଼ ଦାନ୍ତେୱାଡ଼ାରେ ନକ୍ସଲଙ୍କ ବଡ଼ ଧରଣର ଆକ୍ରମଣ। ଓଡ଼ିଶା ସୀମାରେ ହାଇ ଆଲର୍ଟ ଜାରି। ନକ୍ସଲ ଆକ୍ରମଣରେ ୧୦ ସୁରକ୍ଷା କର୍ମୀ ଓ ଜଣେ ଡ୍ରାଇଭର ପ୍ରାଣ ହରାଇବା ପରେ ଘଟଣା ସଂପର୍କରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ସହ ଫୋନରେ ଆଲୋଚନା କରିଛନ୍ତି କେନ୍ଦ୍ର ଗୃହ!-->…
ବାଟବଣା ସରକାରୀ ଯୋଜନା : ବୃତ୍ତି ଛାଡୁଛନ୍ତି ବୁଣାକାର
ନବରଙ୍ଗପୁର : ବାସ୍ତବିକ ସ୍ଥିତିକୁ ଅନୁଧ୍ୟାନ କଲେ ନବରଂଗପୁର ଜିଲ୍ଲାର ବୁଣାକାର ଏବେ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି। ସେମାନଙ୍କୁ ପ୍ରଶାସନ ତରଫରୁ ପୁଳାଏ ପ୍ରତିଶୃତି ଓ ଆକାଶର ଚାନ୍ଦ ହାତରେ ଧରେଇବାର ଆଶା ଦେଖାଇଛନ୍ତି । ନିଜ ପରିବାରର ବଂଶାନୁଗତ ପାରମ୍ପାରିକ ବୃତ୍ତିକୁ ଆପଣେଇ ଏବେ!-->…
ହାଇୱେ ଲୁଟେରା ଗ୍ୟାଙ୍ଗର ୭ ଜଣ ଗିରଫ
ଭୁବନେଶ୍ବର: ଏଆରଫିଲଡ଼ ଥାନା ପୁଲିସ ହାତରେ ହାଇୱେ ଲୁଟେରା ଗ୍ୟାଙ୍ଗର ୭ ଜଣ ସଦସ୍ୟ ଧରାପଡ଼ିଛନ୍ତି। ଗିରଫ ହୋଇଥିବା ଲୁଟେରାମାନେ ନକଲି ପୁଲିସ ସାଜି ଲୋକଙ୍କୁ ଡରାଇ, ଧମକାଇ, ମାଡ଼ ମାରି ଟଙ୍କା ଲୁଟ କରୁଥିଲେ ବୋଲି ଭୁବନେଶ୍ବର ଡିସିପି ପ୍ରତୀକ ସିଂ କହିଛନ୍ତି ।
ଶ୍ରୀ ସିଂହ!-->!-->!-->…
ନ୍ୟୁଡ ଭିଡିଓ କଲ୍ କରି ବରିଷ୍ଠ ନାଗରିକଙ୍କୁ ବ୍ଲାକମେଲ ଅଭିଯୋଗ, ରାଜସ୍ଥାନରୁ ୨ ସାଇବର ଅପରାଧୀ ଗିରଫ
ନ୍ୟୁଡ୍ ଭିଡିଓ କଲ୍ କରି ବ୍ଲାକମେଲ କରୁଥିବା ଅଭିଯୋଗରେ ରାଜସ୍ଥାନରୁ ଦୁଇ ଜଣ ସାଇବର ଅପରାଧିଙ୍କୁ ଗିରଫ କଲା କଟକ ସାଇବର ଥାନା ପୋଲିସ। କଟକର ଜଣେ ବରିଷ୍ଠ ନାଗରିକଙ୍କୁ ନ୍ୟୁଡ୍ ଭିଡିଓ କଲ୍ କରି ପାଖାପାଖି ସାଢେ ୮ଲକ୍ଷ ଟଙ୍କା ନେଇ ଯାଇଥିଲେ ଏହି ସାଇବର ଲୁଟେରା । ରାଜସ୍ଥାନର ଭରତପୁର!-->…
ପୂଜ୍ୟପୂଜା ସମିତି ପକ୍ଷରୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀ ପାଳିତ
ବ୍ରହ୍ମପୁର (୨୬/୦୪) : ମାନବ ଅଧିକାର ସୁରକ୍ଷା ମଞ୍ଚର ସାଂସ୍କୃତିକ ବିଭାଗ ପୂଜ୍ୟ ପୂଜା ସମିତି ପକ୍ଷରୁ ଆଜି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ୧୩୧ତମ ଜୟନ୍ତୀ ପାଳନ ଅନୁଷ୍ଠିତ ହୋଇଯାଇଛି l ଏମକେସିଜି ମେଡିକାଲ କଲେଜ ସମ୍ମୁଖସ୍ତ ମହାରାଜା ଗଜପତିଙ୍କ ପ୍ରତିମୂର୍ତ୍ତିରେ ସମିତି ପକ୍ଷରୁ!-->…
୫ ଦିନ ଯାଏଁ ହାଲୁକା ବର୍ଷାର ସମ୍ଭାବନା,୧୪ ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର : ଆଗାମୀ ୫ ଦିନ ପର୍ଯ୍ୟନ୍ତ ହାଲୁକା ବର୍ଷାର ସମ୍ଭାବନା ରହିଛି। ଗତକାଲି ରିପୋର୍ଟ ଅନୁସାରେ କୋରାପୁଟ, ଗଜପତିରେ ଅଧିକ ବର୍ଷା ହୋଇଛି। ୧୪ ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। କେଉଁଝର, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ବାଲେଶ୍ୱର, ନୂଆପଡା,!-->…
ଟ୍ରିବ୍ୟୁନାଲ ଗସ୍ତ ପୂର୍ବରୁ ପାଣି ଛାଡିଲା ଛତିଶଗଡ଼
ଭୁବନେଶ୍ୱର : ଶେଷରେ ଛତିଶଗଡ଼ ଛାଡିଲା ପାଣି । ଟ୍ରିବ୍ୟୁନାଲ ଗସ୍ତ ପୂର୍ବରୁ ଚାଲାକି କଲା ଛତିଶଗଡ଼ । ଖୋଲିଲା କଲମାର ୨୦ଟି ଗେଟ୍ । ଛତିଶଗଡ଼କୁ ଦ୍ଵିତୀୟ ପର୍ଯ୍ୟାୟ ଗସ୍ତ କରିବେ ଟ୍ରିବ୍ୟୁନାଲ । ଏହା ପୂର୍ବରୁ ଟ୍ରିବ୍ୟୁନାଲକୁ ଭ୍ରମିତ କରିବା ପାଇଁ ବଡ ଚାଲ୍ ଖେଳିଛି ଛତିଶଗଡ଼ । ୨୦ଟି!-->…