ମହଙ୍ଗା ହେଉଛି ହରଡ ଡାଲି, ୨୦୨୩ରେ ବଢ଼ିଲାଣି ୨୯ ଟଙ୍କା

ଭୁବନେଶ୍ୱର : ମହଙ୍ଗା ହେଉଛି ହରଡ ଡାଲି । ୨୦୨୩ରେ ବଢ଼ିଲାଣି ୨୯ ଟଙ୍କା । ଗତ ଡିସେମ୍ବରରେ ଦେଶରେ ହରଡ଼ ଡାଲି କିଲୋ ପିଛା ମୂଲ୍ୟ ପାଖାପାଖି ୧୦୦ ଟଙ୍କା ରହିଥିଲା । ଏବେ ଏହା ୧୨୯ ଟଙ୍କା ରହିଛି । ମାର୍ଚ୍ଚ ମାସରେ ଡାଲି କିଲୋ ୧୦୦ ଟଙ୍କା ହେବା ପରେ ସରକାର ନିର୍ଦ୍ଦିଷ୍ଟ ସୀମାଠାରୁ

ପାକ୍‌ ବୈଦେଶିକ ମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆତଙ୍କବାଦ ପ୍ରସଙ୍ଗରେ ବର୍ଷିଲେ ଜୟଶଙ୍କର

ନୂଆଦିଲ୍ଲୀ : ସୀମା ପାର ଆତଙ୍କବାଦ ଚଳାଇଥିବା ପଡ଼ୋଶୀ ସହ ସମ୍ପର୍କ ସ୍ଥାପନ କରିବା ଅତ୍ୟନ୍ତ କଷ୍ଟକର ବୋଲି କହିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର। ଆସନ୍ତା ମାସରେ ଏସ୍‌ସିଓର ବୈଦେଶିକ ରାଷ୍ଟ୍ରମନ୍ତ୍ରୀମାନଙ୍କ ବୈଠକ ଭାରତର ଗୋଆରେ ଅନୁଷ୍ଠିତ ହେବ। ଏଥିରେ ଯୋଗଦେବାକୁ

ଭୁବନେଶ୍ୱରରେ ଜି-୨୦ ସମ୍ମିଳନୀ : ଉଦଘାଟନ କଲେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱରରେ ଜି-20 ଶିକ୍ଷା ୱାର୍କିଂ ଗ୍ରୁପର କର୍ମଶାଳା ଆରମ୍ଭ । କେନ୍ଦ୍ର ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ସୁବାଷ ସରକାର କର୍ମଶାଳାକୁ ଉଦଘାଟନ କରିଛନ୍ତି । ଭୁବନେଶ୍ୱର ସିଏସଆଇଆର-ଆଇଆଇଏମଟିରେ ବିଭିନ୍ନ ଦେଶର ପ୍ରତିନିଧି ଯୋଗ ଦେଇଛନ୍ତି । ଏହି ସେମିନାରରେ

ଦିଲ୍ଲୀକୁ ମିଳିଲେ ନୂଆ ମେୟର; ରେସ୍‌ରୁ ଓହରିଗଲା ବିଜେପି

ଦେଶର ରାଜଧାନୀ ଦିଲ୍ଲୀ ପାଇଛି ନୂଆ ମେୟର। ମେୟର ରେସ୍‌ରୁ ବିଜେପି ହଟିଯିବା ପରେ ଆପ୍‌ ହାତେଇ ନେଇଛି ଏହି ବହୁ ପ୍ରତିକ୍ଷୀତ ସିଟ୍‌ । ଆପ୍‌ ପ୍ରାର୍ଥୀ ଡା. ଶେଲି ଓବରୟ ପିନ୍ଧିଛନ୍ତି ମେୟର ମୁକୁଟ । ଭାଜପା ନିଜ ପ୍ରାର୍ଥୀ ଶିଖା ରାଏଙ୍କ ନିଜ ନାମ ପ୍ରତ୍ୟାହାର କରିବା ପରେ ଆପ୍‌ର ଡା. ଶେଲି

ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୪୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ଓଡ଼ିଶାରେ ପୁଣି ବଢିଲା କରୋନା ସଂକ୍ରମଣ । ଦିନକରେ ୫୦୦ ଉପରେ ରହିଛି ପଜିଟିଭ୍‌ କେସ୍‌। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୪୨ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୩୯୩ । ଏହି ସମୟରେ ମୋଟ୍‌ ୭ହଜାର ୫୭୧ କୋଭିଡ୍‌ ଟେଷ୍ଟ ହୋଇଛି । ଜଣଙ୍କ ଜୀବନ ନେଇଛି ମାରାତ୍ମକ

କାର୍‌କୁ ଶୋ’ ରୁମ ଯାଏ ଟାଣିଟାଣି ଆଣିଲେ ଗଧ

ଉଦୟପୁର : ଜଣେ କାର ମାଲିକଙ୍କ ଅଭିନବ ପ୍ରତିବାଦ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବାରମ୍ବାର ସେ କିଣିଥିବା କାର୍‌ ଖରାପ ହେବାରୁ ମାଲିକ ଜଣଙ୍କ ମଙ୍ଗଳବାର ଘଟାଇଛନ୍ତି ଅଜବ କାଣ୍ତ। ସେ ଦୁଇଟି ଗଧ ଦ୍ୱାରା କାର୍‌ଟିକୁ ଟାଣିଟାଣି ଶୋ’ ରୁମ ଯାଏ ନେଇଛନ୍ତି। ସେ ସମସ୍ତଙ୍କୁ ଏ ସମ୍ପର୍କରେ ଅବଗତ

ମେ’ ୨୨ରୁ ମୁଖ୍ୟମନ୍ତ୍ରୀ କରିବେ ବିଭିନ୍ନ ବିଭାଗର ସମୀକ୍ଷା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂରଣ ହେବ ମେ ୨୯ରେ । ରାଜ୍ୟବାସୀଙ୍କୁ ସରକାର ଦେବେ ସଫଳତାର ହିସାବ। ରିପୋର୍ଟ କାର୍ଡ ଦେବେ ମନ୍ତ୍ରୀ । ମେ ୨୨ରୁ ବିଭିନ୍ନ ବିଭାଗର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ସବୁ ମନ୍ତ୍ରୀ ଦେବେ ନିଜ ବିଭାଗର ୫

ପରକିଆ ପ୍ରୀତିରୁ ହତ୍ୟା ଉଦ୍ୟମ, ପତ୍ନୀ ପ୍ରେମିକର ତଣ୍ଟି କାଟି ସ୍ୱାମୀ ଗିରଫ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ତୁରୁମୁଙ୍ଗା ମଝି ସାହିରେ ପରକିଆ ପ୍ରୀତିକୁ ନେଇ ପତ୍ନୀ ପ୍ରେମିକର ତଣ୍ଟି କାଟି ଥିବା ଯୁବକ ଗିରଫ ହୋଇଛନ୍ତି। ଗିରଫ ଯୁବକ ବାରିଆ ଥାନା ବଳା ଗ୍ରାମର ଚିନ୍ମୟ ମୁଣ୍ଡା (୩୨) ବୋଲି ଜଣାପଡିଛି। ତୁରୁମୁଙ୍ଗା ମଝିସାହିର ଭାଗୀରଥି ମୁଣ୍ଡା

ଭଡ଼ା ଗାଡ଼ି ଓ ୫୦ କେଜି ଆଇଇଡି: ନକ୍ସଲଙ୍କ ଭୟଙ୍କର ହମଲାକୁ ନେଇ ଆସିଲା ତଥ୍ୟ

ରାୟପୁର : ଛତିଶଗଡ଼ର ଦାନ୍ତେୱାଡର ଅରନପୁର ଅଞ୍ଚଳରେ ଆଜି ଲାଲ ତାଣ୍ଡବ ଦେଖିବାକୁ ମିଳିଛି। ନକ୍ସଲ ବିଛାଇଥିବା ଆଇଇଡି ବିସ୍ଫୋରଣ ଯୋଗୁ ଛତିଶଗଡ଼ ପୁଲିସ୍‌ ଅଧୀନରେ ଥିବା ଡିଆରଜିର ୧୦ ଜଣ ଯବାନ ସହିଦ ହୋଇଛନ୍ତି। ସେମାନଙ୍କୁ ନେଇ ଯାଉଥିବା ଗାଡ଼ିର ଡ୍ରାଇଭର ମଧ୍ୟ ପ୍ରାଣ ହରାଇଛନ୍ତି।ବିସ୍ଫୋରଣ

ଜଙ୍ଗଲରୁ ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଢେଙ୍କାନାଳ: ଯାତ୍ରା ଦେଖିବାକୁ ଯାଇ ଗାଁକୁ ଫେରିନଥିଲେ ଯୁବକ। ଆଜି ସକାଳେ କାଜୁ ଜଙ୍ଗଲରୁ ମିଳିଲା ମୃତଦେହ। ଯୁବକଙ୍କୁ କିଏ ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଇ ଗାଁ ଖୁକୁଣ୍ଡି ଗୋଠ ନିକଟରେ। ମୃତ