Sign in
Sign in
Recover your password.
A password will be e-mailed to you.
କମାଣ୍ଡାଣ୍ଟଙ୍କ ଆତ୍ମହତ୍ୟା ସନ୍ଦେହରେ…!
ରାୟଗଡ଼ା (୨୫/୦୪) : ରାୟଗଡ଼ା ସହରର ସିଆରପିଏଫ୍ ଚତୁର୍ଥ ବାଟାଲିୟନଠାରେ କାର୍ଯ୍ୟରତ ସେକେଣ୍ଡ ଇନ୍ କମାଣ୍ଡାଣ୍ଟ ସୁନୀଲ କୁମାର ଆତ୍ମହତ୍ୟା କରିଥିବା ଜଣାଯାଇଛି । ନିଜ ସର୍ଭିସ୍ ଏକେ 47 ରାଇଫଲରୁ ନିଜେ ଗୁଳି ଫୁଟାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଛାତିରେ ଗୁଳି ଫୁଟାଇ!-->…
ଦାରିଙ୍ଗବାଡ଼ି ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନରେ ଅଭିଭାବକ ଓ ଶିକ୍ଷକଙ୍କ ମିଳିତ ବୈଠକ
ଦାରିଙ୍ଗବାଡ଼ି (୨୫/୪) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନରେ ଅଭିଭାବକ ଓ ଶିକ୍ଷକ ମିଳିତରେ ବୈଠକ ଅନୁଷ୍ଠିତ ହୋଇଛି । ଏଠାରେ ଅଞ୍ଚଳରେ ଥିବା ଅନୁସୂଚିତ ଜନଜାତି ଓ ଜାତି, ପଛୁଆ ବର୍ଗ ଓ ସାଧାରଣ ଛାତ୍ରଛାତ୍ରୀଙ୍କ ସୁଦକ୍ଷା ଯୋଜନା ଦ୍ୱାରା!-->!-->!-->…
ବିଧାୟକଙ୍କ ଦ୍ୱାରା ଗୋଷ୍ଠୀ କେନ୍ଦ୍ର ଉଦଘାଟିତ
ଦାରିଙ୍ଗବାଡ଼ି(୨୫/୪) : ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ଦାରିଙ୍ଗବାଡ଼ି ପଞ୍ଚାୟତର ପରପାଙ୍ଗା ଗ୍ରାମର ଗୋଷ୍ଠୀ କେନ୍ଦ୍ର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଯୋଗ ଦେଇ ପରପାଙ୍ଗା ଗୋଷ୍ଠୀ କେନ୍ଦ୍ର ଉଦଘାଟନ!-->!-->!-->…
ଗଞ୍ଜାମ ଜିଲ୍ଲାର ୧୦୬ଟି ହାଇସ୍କୁଲ ରୂପାନ୍ତରଣ
ଆଉ ୬ ମାସ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟର ସବୁ ସରକାରୀ ହାଇସ୍କୁଲ ରୂପାନ୍ତରିତ ହେବ
ଛାତ୍ର ମାନଙ୍କ ସଫଳତା ଓଡିଶାର ସଫଳତା – ମୁଖ୍ୟମନ୍ତ୍ରୀ
ଆମେ ଭାବିଥିଲୁ କେବଳ ସ୍ବଚ୍ଛଳ ବର୍ଗର ପିଲାମାନେ ଉନ୍ନତ ଶିକ୍ଷା ସୁବିଧା ପାଇପାରିବେ, କିନ୍ତୁ ଆଜି ମୁଖ୍ୟମନ୍ତ୍ରୀ ଆମର ଧାରଣା ଦୂର!-->!-->!-->!-->!-->…
୪ଟି ଜିଲ୍ଲାର ୩୫୭ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି। ଏହି ପର୍ଯ୍ୟାୟର ପ୍ରଥମ ଦିନରେ ଆଜି ୪ଟି ଜିଲ୍ଲାର ୩୫୭ଟି ରୂପାନ୍ତରିତ ସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି। ଏଥିରେ ଗଞ୍ଜାମ ଜିଲ୍ଲାର ୧୦୬ଟି!-->…
ଅବ୍ୟବସ୍ଥା ଘେରରେ ଉମରକୋଟ ଜୋନାଲ ହସ୍ପିଟାଲ
ଉମରକୋଟ (୨୫/୦୪) : ନବରଙ୍ଗପୁର ଜ଼ିଲ୍ଲା ଉମରକୋଟ ମୁଖ୍ୟ ଜୋନାଲ ସ୍ୱାସ୍ଥ୍ୟ କେନ୍ଦ୍ର ରାଇଘର ଓ ଉମରକୋଟର ପ୍ରାଣ କେନ୍ଦ୍ର କହିଲେ ଭୁଲ ହେବ ନାହିଁ ଏହି ଜୋନାଲ ହସ୍ପିଟାଲ ଉପରେ କେବଳ ଉମରକୋଟ ନୁହଁ ରାଇଘର, ଝରୀଗାଁ, ଚନ୍ଦାହାଣ୍ଡି ବ୍ଲକ ଏବଂ ପଡୋଶୀ ଛତିଶଗଡ ଅଞ୍ଚଳ ର ଅନେକ ରୋଗୀ ନିର୍ଭର!-->…
ବଢ଼ିବ ଛେନା-ପନୀର ଦର
କଟକ : ଶାକାହାରୀଙ୍କୁ ଏକ ବଡ ଝଟକା ଲାଗିବାକୁ ଯାଉଛି। ହୋଟେଲ, ରେସ୍ତୋରାଁରେ ଖାଇବା ପୂର୍ବରୁ ଚାରିଥର ଭାବିବେ। କାରଣ ଛେନା ଓ ପନୀର ମହଙ୍ଗା ହେବ। କଟକରେ ଏହି ଦୁଗ୍ଧ ଜାତୀୟ ଦ୍ରବ୍ୟର ଦର ବୃଦ୍ଧି ପାଇବ। ଏନେଇ କଟକ ଜିଲ୍ଲା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ!-->…
ଜାଲ ସାର୍ଟିଫିକେଟ ମାମଲାରେ କାର୍ଯ୍ୟାନୁଷ୍ଠାନ, ୩ ପୋଷ୍ଟ ମାଷ୍ଟର ନିଲମ୍ବିତ
କେନ୍ଦ୍ରାପଡା: କେନ୍ଦ୍ରାପଡାରେ ଜାଲ ସାର୍ଟିଫିକେଟ ମାମଲାରେ କାର୍ଯ୍ୟାନୁଷ୍ଠାନ । ୩ ପୋଷ୍ଟ ମାଷ୍ଟର ନିଲମ୍ବିତ । ନକଲି ସାର୍ଟିଫିକେଟ ଦେଇ କେନ୍ଦ୍ରାପଡା ଡାକ ବିଭାଗରେ ଚାକିରୀ କରିଥିବା ୩ ପୋଷ୍ଟ ମାଷ୍ଟରଙ୍କୁ ନିଲମ୍ବିତ କରାଯାଇଛି। ସମସ୍ତଙ୍କ ବିରୋଧରେ ଟାଉନ ଥାନାରେ ମାମଲା ରୁଜୁ!-->…
ସ୍କୁଲ ବହି ବିକ୍ରି କରିବା ଘଟଣା: ଭିଡିଓ ଭାଇରାଲ ପରେ କାର୍ଯ୍ୟରୁ ନିଲମ୍ବିତ ହେଲେ ସିଆରସିସି
ବେଗୁନିଆ : ସ୍କୁଲ ବହି ବିକ୍ରି କରିବା ସିଆରସିସିଙ୍କ ପାଇଁ ମହଙ୍ଗା ପଡ଼ିଲା । କାର୍ଯ୍ୟରୁ ନିଲମ୍ବିତ ହେଲେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ କ୍ଲଷ୍ଟର ସିଆରସିସି ମନମୋହନ ମିଶ୍ର । ତାଙ୍କୁ ସସପେଣ୍ଡ କରିଛନ୍ତି ବ୍ଲକ ଶିକ୍ଷା ଅଧିକାରୀ । ସ୍କୁଲ ବହି ବିକ୍ରି କରିବା ବେଳେ ସିଆରସିସି!-->…
ଓଡ଼ିଶାରେ କମିଛି କୋଭିଡ ସଂକ୍ରମଣ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ବର: ଆମ ପଡ଼ୋଶୀ ରାଜ୍ୟରେ କୋଭିଡ ସଂକ୍ରମଣ ବଢିଛି। ଅପରପକ୍ଷେ ଗତ ଦୁଇ ଦିନ ହେବ ରାଜ୍ୟରେ କୋଭିଡ ସଂକ୍ରମଣ କମିଛି। ଆଜି ସୁଦ୍ଧା ରାଜ୍ୟରେ କୋଭିଡ ରୋଗୀଙ୍କ ସଂଖ୍ୟା ୩୦୮୬ରେ ପହଞ୍ଚିଛି। ଏଥିରୁ ମାତ୍ର ୪୩ ଜଣ ଡାକ୍ତରଖାନାରେ ଅଛନ୍ତି। ଅର୍ଥାତ ୨ ପ୍ରତିଶତରୁ କମ ରୋଗୀ ଡାକ୍ତରଖାନାରେ!-->…