Sign in
Sign in
Recover your password.
A password will be e-mailed to you.
ଚଳିତ ଆଇପିଏଲ୍ ମୋର ଶେଷ ଆଇପିଏଲ୍: ଧୋନି
କୋଲ୍କାତା: କୋଲ୍କାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚ୍ ପୂର୍ବରୁ ଏକ କାର୍ଯ୍ୟକ୍ରମରେ ମହେନ୍ଦ୍ର ସିଂହ ଧୋନି ଚଳିତ ଆଇପିଏଲ୍ ତାଙ୍କର ଶେଷ ଆଇପିଏଲ୍ ବୋଲି କହିଥିଲେ। ଏହି ମନ୍ତବ୍ୟ ପରେ ଇଡେନ୍ ଗାର୍ଡେନ୍ସରେ ଏହି ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକଙ୍କ ଖେଳ ଦେଖିବାକୁ ମିଳିବ ନାହିଁ!-->…
ସଚିନଙ୍କୁ ମିଳିପାରେ ଏହି ବଡ ଦାୟିତ୍ୱ…!
ଜୟପୁର: ଚଳିତବର୍ଷ ଶେଷ ଆଡ଼କୁ ରାଜସ୍ଥାନ ବିଧାନସଭା ନିର୍ବାଚନ ଥିବା ବେଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଶୀତଳଯୁଦ୍ଧ ଲାଗି ରହିଛି | ତେବେ ଏହାରି ଭିତରେ ପ୍ରଶ୍ନ ଉଠିଛି ଯେ ହାଇକମାଣ୍ଡ ସଚିନ ପାଇଲଟଙ୍କ ବିରୋଧରେ!-->…
ନିଜର ବିଶ୍ବସ୍ତ କର୍ମଚାରୀଙ୍କୁ ୧୫୦୦ କୋଟିର ଘର ଦେଲେ ମୁକେଶ ଅମ୍ବାନି
ନୂଆଦିଲ୍ଲୀ : ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ହେଉଛନ୍ତି ଭାରତର ସବୁଠାରୁ ଧନୀ ବ୍ୟକ୍ତି । ତାଙ୍କର ଏହି ସଫଳତା ପଛର ଅନ୍ୟତମ ପ୍ରମୁଖ କାରଣ ହେଉଛି ତାଙ୍କର ବିଶ୍ବସ୍ତ କର୍ମଚାରୀ। ମୁକେଶ ତାଙ୍କ ସମସ୍ତ କର୍ମଚାରୀଙ୍କ ସହ ଭଲ ବ୍ୟବହାର କରିବା ପାଇଁ ଜଣାଶୁଣା । ସେ ପୁଣି ଥରେ ଜଣେ!-->…
ସିସୋଦିଆ ଜେଲରେ, ବିଗିଡ଼ିଲା ପତ୍ନୀଙ୍କ ସ୍ବାସ୍ଥ୍ୟାବସ୍ଥା…
ନୂଆଦିଲ୍ଲୀ: ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ତିହାର ଜେଲରେ ବନ୍ଦ ଥିବା ଆପ୍ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପତ୍ନୀ ସୀମା ସିସୋଦିଆଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଛି। ହଠାତ୍ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଆପୋଲୋ!-->…
କେଜ୍ରିୱାଲଙ୍କ ସୁରକ୍ଷାରେ ବଡ଼ ଧରଣର ତ୍ରୁଟି, ଘର ନିକଟରେ ଉଡ଼ିଲା ଡ୍ରୋନ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ଧରଣର ତ୍ରୁଟି ସାମ୍ନାକୁ ଆସିଛି। ଆମ୍ ଆଦମୀ ପାର୍ଟି ଦାବି କରିଛି ଯେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଘର ନିକଟରେ ଏକ ଡ୍ରୋନ୍ ଉଡୁଥିବାର ଦେଖାଯାଇଛି। ତାଙ୍କ ଘର ନୋ ଫ୍ଲାଏ ଜୋନରେ ଆସିଥାଏ। ଏହା!-->…
ପୁଲିସ୍ ଷ୍ଟେସନରେ ନିଆଁ ଲଗାଇ ଦେଲେ ବିକ୍ଷୋଭକାରୀ…
କୋଲକାତା : ପଶ୍ଚିମବଙ୍ଗରେ ହିଂସା ଥମିବାର ନାଁ ଧରୁନି। ଉତ୍ତର ଦିନାଜପୁର ଜିଲ୍ଲାର କଲିୟାଗଞ୍ଜରେ ଥିବା ଗୋଟିଏ ପୁଲିସ ଷ୍ଟେସନରେ ବିକ୍ଷୋଭକାରୀ ନିଆଁ ଲଗାଇ ଦେଇଛନ୍ତି। ଏହି ଅଞ୍ଚଳର ଗୋଟିଏ କେନାଲରୁ ଜଣେ ଦଳିତ ନାବାଳିକାଙ୍କ ମୃତଦେହ ମିଳିଥିଲା। ଏହାକୁ ବିରୋଧ କରି ଆନ୍ଦୋଳନ କରୁଥିବା କିଛି!-->…
ସିନ୍ଦେଙ୍କ ଅଧୀନରେ ବାଧ୍ୟ ହୋଇ କାମ କରିବାରୁ ମାନସିକ ଅବସାଦରେ ଅଛନ୍ତି ଦେବେନ୍ଦ୍ର – ସଞ୍ଜୟ
ମୁମ୍ବାଇ : ଶିବସେନା (ଉଦ୍ଧବ ବାଲାସାହେବ ଠାକେର) ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ତାଙ୍କ ଠାରୁ ଜୁନିୟର ଏକନାଥ ସିନ୍ଦେଙ୍କ ଅଧୀନରେ ବାଧ୍ୟ ହୋଇ କାମ କରିବାରୁ ମାନସିକ ଅବଶାଦ ମଧ୍ୟରେ ରହିଛନ୍ତି। ଦିନକ ତଳେ ଫଡନାଭିସ୍ ତାଙ୍କୁ!-->…
ଅପରେସନ କାବେରି: ପ୍ରଥମ ଦଫାରେ ସୁଦାନ ଛାଡ଼ିଲେ ୨୭୮ ଭାରତୀୟ
ସୁଦାନ : ହିଂସା ଦ୍ୱାରା ପ୍ରଭାବିତ ସୁଦାନରୁ ଅପରେସନ କେବାରି ଦ୍ୱାରା ଭାରତ ସରକାର ୨୭୮ ଜଣ ଭାରତୀୟଙ୍କୁ ପ୍ରଥମ ଦଫାରେ ଉଦ୍ଧାର କରିଛନ୍ତି। ଆଜି ପୋର୍ଟ ସୁଦାନରୁ ୨୭୮ ଜଣ ଲୋକଙ୍କୁ ନେଇ ଆଇଏନଏସ୍ ସୁମେଦ୍ଧା ସାଉଦି ଆରବର ଜେଦାହ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ସମସ୍ତେ ସାଉଦିରେ!-->…
ଦେଶକୁ ମିଳିଲା ପ୍ରଥମ ଜଳ ମେଟ୍ରୋ: ଟିକେଟ ଦାମ ୨୦ ଟଙ୍କା
କୋଚି : ଦେଶକୁ ମିଳିଛି ପ୍ରଥମ ଜଳ ମେଟ୍ରୋ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳ କୋଚି ଠାରେ ଏହାକୁ ଉଦଘାଟନ କରିଛନ୍ତି। ପୂର୍ବରୁ ଦେଶରେ କେବେ ହେଲେ ଏପରି ମେଟ୍ରୋ ସେବା ଆରମ୍ଭ କରାଯାଇ ନଥିଲା। ଏହି ଜଳ ମେଟ୍ରୋ ବା ବୋଟ୍ ମେଟ୍ରୋ ସେବା କୋଚିକୁ ସଂଯୋଗ କରୁଥିବା ୧୦ଟି ଦ୍ୱୀପପୁଞ୍ଜ!-->…
” ଦୋଛକିରେ ଆଦିବାସୀ ଭାଷା” : ଉତ୍କଳ ବିଶ୍ୱବିଦ୍ୟାଳୟରେ ଭାଷା ସଂରକ୍ଷଣ ପାଇଁ ଆୟୋଜିତ ହେଲା କର୍ମଶାଳା
ଭୁବନେଶ୍ବର(୨୫/୦୪) : ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ବିଜ୍ଞାନ ବିଭାଗ ଏବଂ ସ୍କୁଲ ଅଫ୍ ଆଦିବାସୀ ଅଧ୍ୟୟନ ଏବଂ ସ୍ୱଦେଶୀ ଅନୁସନ୍ଧାନ (STIR) ଆଦିବାସୀ ଭାଷାର ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ପାଇଁ ଏକ କର୍ମଶାଳା ଆୟୋଜନ କରାଯାଇଥିଲା। "ଦୋଛକିରେ ଆଦିବାସୀ ଭାଷା: ଭବିଷ୍ୟତ ପାଇଁ!-->…