ଇତିହାସ ବିଭାଗର ଜନସଚେତନତା

ହିଞ୍ଜିଳିକାଟୁ (୨୫/୦୪) : ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟ(ସ୍ଵୟଂଶାସିତ), ପରିସରରେ ମଙ୍ଗଳବାର ପ୍ରାତଃ ୭ ଘଣ୍ଟା ସମୟରେ ମହାବିଦ୍ୟାଳୟର ପୋଷ୍ୟ ଗ୍ରାମ ଆଲପୁର ଠାରେ ଇତିହାସ ବିଭାଗ ତରଫରୁ "'ମୋବାଇଲର ଅପବ୍ୟବହାର " ଶୀର୍ଷକ ଏକ ସମ୍ପ୍ରସାରଣ ତଥା ଜନସଚେତନତା କାର୍ଯକ୍ରମ ହୋଇଥିଲା ।

ପ୍ରଥମଥର ପାଇଁ ସିବିଆଇ ଚାର୍ଜଶିଟ୍‌ରେ ମନୀଷ ସିସୋଦିଆଙ୍କ ନାଁ

ନୂଆଦିଲ୍ଲୀ : ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ସିବିଆଇ ପୁଣି ଗୋଟିଏ ଚାର୍ଜଶିଟ୍‌ ଦାଖଲ କରିଛି। ପ୍ରଥମ ଥର ପାଇଁ ସିବିଆଇ ତା’ର ଚାର୍ଜଶିଟ୍‌ରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଆପ୍‌ ନେତା ମନୀଷ ସିସୋଦିଆଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଛି। ପୂର୍ବରୁ

ମୋବାଇଲ ଚଳାଉଥିବା ବେଳେ ମୁହଁରେ ହେଲା ବିସ୍ଫୋରଣ, ଚାଲିଗଲା ଛାତ୍ରୀଙ୍କ ଜୀବନ

ତ୍ରିଭେନ୍ଦ୍ରମ : ପୁଣିଥରେ ମୋବାଇଲରୁ ଘଟିଛି ଅଘଟଣ । ମୋବାଇଲ ବିସ୍ଫୋରଣରେ ଯାଇଛି ଛାତ୍ରୀଙ୍କ ଜୀବନ। ଛାତ୍ରୀ ଜଣଙ୍କ ମୋବାଇଲ ଚଳାଉଥିବା ବେଳେ ଏହା ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ସିଧା ମୁହଁରେ ହେବାରୁ କେରଳରେ ଜଣେ ୮ ବର୍ଷୀୟ ଝିଅର ମୃତ୍ୟୁ ଘଟିଛି। ୩ୟ ଶ୍ରେଣୀରେ ପଢ଼ୁଥିବା ଆଦିତ୍ୟାଶ୍ରୀ

ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲାସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ଉପଲକ୍ଷେ ସଚେତନତା ସଭା

ମାଲକାନଗିରି : ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ପାଳିତ ହେଲା ଜିଲ୍ଲା ସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ଉପଲକ୍ଷେ ସଚେତନତା ସଭା। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫରୁ ଆଜିର ଏହି କଯ୍ୟକ୍ରମର ଆୟଜନ କରାଯାଇଥିଲା। ଏହି କଯ୍ୟକ୍ରମରେ କିପରି

ପିସିସି ମୁଖପାତ୍ର ହେଲେ ପୀତବାସ ପଣ୍ଡା…

ବ୍ରହ୍ମପୁର : ସଦ୍ୟପ୍ରକାଶୀତ ପ୍ରଦେଶ କଂଗ୍ରେସ କମିଟିର ମିଡ଼ିଆ ସେଲର ରାଜ୍ୟ ମୁଖପାତ୍ର ଭାବରେ ବ୍ରହ୍ମପୁରର ପିସିସି ସଭ୍ୟ , ରାଷ୍ଟ୍ରୀୟ ମଜଦୂର କଂଗ୍ରେସର ଗଞ୍ଜାମ ଜିଲ୍ଲା ସଭାପତି ତଥା ସହରର ଜଣା ଶୁଣା ଆଇନଜୀବୀ ପୀତବାସ ପଣ୍ଡା ଙ୍କୁ ପିସିସି ମୁଖପାତ୍ର ଦାୟିତ୍ବ ମିଳିଥିବାରୁ

ଡମ୍ପର ସହ ଧକ୍କା ହୋଇ ଜଳିଗଲା ବାଇକ, ୧ ମୃତ

କୁଆଁରମୁଣ୍ଡା : ତଲସରା(ବିରମିତ୍ରପୁର ଥାନା)ରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ବିରମିତ୍ରପୁର ( ତଲସରା)ରେ - ଗତକାଲି ସନ୍ଧ୍ୟା ସାତଟା ସମୟରେ ଏକ ବାଲି ବୋଝେଇ ଡମ୍ପର (ଓଆର1495)ଦୁର୍ଘଟଣାର ଶିକାର ହୋଇଛି । କୁଆଁରମୁଣ୍ଡାରୁ ବାଲି ନେଇ ଉକ୍ତ ଡମ୍ପର ବିରମିତ୍ରପୁର ଅଭିମୁଖେ ଯାଉଥିଲା, ହଠାତ

ଡିଜେକୁ ବାରଣ କରି ଶବ୍ଦ ପ୍ରଦୂଷଣ ରୋକାଯାଉ

ନବରଙ୍ଗପୁର : ବିବାହ, ବ୍ରତ ଅବା ଯେକୌଣସି ଶୋଭାଯାତ୍ରା ବାହାରିଲେ ଡିଜେ କଥା ଭାବି ଛାତି ଦୁଲୁକି ଉଠୁଚି। ବିଭିନ୍ନ କାର୍ଯ୍ୟକ୍ରମରେ ଛାତିଥରା ଡିଜେ ବଜାଇ ନାଚଗୀତରେ ମସଗୁଲ ହେବା ଦେଖାଯାଉଛି। ଡିଜେ ବଜାଇବା ଦ୍ବାରା ତୀବ୍ର ଶବ୍ଦ ପ୍ରଦୂଷଣ ସୃଷ୍ଟି ହେଉଛି ଓ ସାଧାରଣ ସାମାଜିକ ଜୀବନରେ

କେବେ ବଦଳିବ ଇଂରାଜୀନାମ ଫଳକ.. ?

ସରକାରୀ ନିୟମ କୁ ଫୁ...!! ନବରଂଗପୁର : ନବରଂଗପୁର ଜିଲ୍ଲାରେ ବଦଳି ପାରୁନାହିଁ ଇଂରାଜୀ ଭାଷା। ମୂଳରୁ ଶେଷ ଯାଏଁ ମାଳମାଳ ଇଂରାଜୀ ଭାଷାର ଫଳକ। ଜିଲ୍ଲାରେ ବ୍ୟବସାୟୀକ ଭିତ୍ତିଭୂମିକୁ ବାହାର ରାଜ୍ୟରୁ ଆସି ସ୍ଥାୟୀ କରି ସାରିଛନ୍ତି ସତ ହେଲେ ଓଡିଆଭାଷାକୁ ଆପଣେଇ ନେବାକୁ କୁଣ୍ଠିତ

ସନ୍ଦେହରେ ପି.ଏଲ.ଏଫ.ଆଇ. (ମାଓବାଦି) ଙ୍କ ଧମକପୂର୍ଣ୍ଣ ପୋଷ୍ଟର ଓ ଜେ.ସି.ବି.ରେ ନିଆଁ ଲଗାଇବା ଘଟଣା…!!

ସୁନ୍ଦରଗଡ଼/ନୂଆଗାଁ : (୨୫/୦୪/୨୦୨୩) ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତ ସୁନ୍ଦରଗଡ଼ ଜିଲ୍ଲାରେ ଦୀର୍ଘ ଦିନ ପରେ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟରେ ହସ୍ତକ୍ଷେପ ହୋଇଥିବା ଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ, ନୂଆଗାଁ ବ୍ଳକ ଅନ୍ତର୍ଗତ ବାଁଉଶ ଝର ଗ୍ରାମର ଅନାତୀ

ଦାଦାର ଠେଙ୍ଗା ମାଡରେ ପୁତୁରା ଗୁରୁତର, ଥାନାରେ ଅଭିଯୋଗ…

ହିଞ୍ଜିଳିକାଟୁ : ଦୁଇ ଭାଇଙ୍କ କଥା କଟାକଟି ରେ ପୁତୁରା ଆକଟ କରିବା ହେଲା କାଳ । ଦାଦାର ଠେଙ୍ଗା ମାଡରେ ପୁତୁରା ଗୁରୁତର । ଗୁରୁତର ଜଣକ ହେଲେ କଞ୍ଚୁରୁ ଗ୍ରାମ ସୁଭ୍ରାସୁଂ ଶେଖର ସାହୁ ୧୯ ।ଆହତଙ୍କୁ ଉଦ୍ଧାର କରି ପରିବାର ଲୋକେ ହିଞିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।