ଜିଲ୍ଲାସ୍ତରୀୟ କବି ଶ୍ରୀ ଜୟଦେବ ଜୟନ୍ତୀ ପାଳିତ

"ଜୟଦେବଙ୍କ ରଚିତ ଗୀତଗୋବିନ୍ଦ କାବ୍ୟ କାଳଜୟୀ" ଛତ୍ରପୁର (୨୩।୪) : ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି ଭବନ ପରିସରରେ ରବିବାର ସନ୍ଧ୍ୟା ରେ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲାସ୍ତରୀୟ କବି ଶ୍ରୀ ଜୟଦେବ ଜୟନ୍ତୀ -୨୦୨୩ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା ସୂଚନା

ଲୋକାର୍ପିତ ଶଙ୍ଖ ଭବନ ଉତ୍ସବରେ ସାମିଲ ହେଲେ କନ୍ଧମାଳର ସମସ୍ତ ଜନ ପ୍ରତିନିଧି

ଫୁଲବାଣୀ : ଚଳିତ ବର୍ଷ ଅକ୍ଷୟ ତୃତୀୟା ଦିନ ଶାସକ ବିଜୁ ଜନତା ଦଳ ଭୁବନେଶ୍ୱରରେ ନୂତନ ଭାବେ ନିର୍ମିତ ଶଙ୍ଖ ଭବନ ଲୋକାର୍ପିତ ହୋଇଯାଇଛି l ଏହି ଶଙ୍ଖଭବନର ୨୦୨୧ ରଥ ଯାତ୍ରା ସମୟରେ ଏହି କୋଠାର ମୂଳଦୁଆ ପକାଯାଇଥିଲା lବିଜେଡିର ଏହି ନୂତନ ପାର୍ଟୀ ମୁଖ୍ୟାଳୟ କୋଠାରେ ଓଡ଼ିଶାର କଳା,

ଆପାର୍ଟମେଣ୍ଟର ୮ ମହଲାରୁ ଡେଇଁ ଆଇନ ଛାତ୍ରଙ୍କ ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦ୍ରମା ଆପାର୍ଟମେଣ୍ଟରୁ ପଡ଼ି ଆଇନ ଛାତ୍ରଙ୍କ ମୃତ୍ୟୁକୁ ନେଇ ବଢୁଛି ରହସ୍ୟ । ଖସି ପଡ଼ିଲେ ନା ଆତ୍ମହତ୍ୟା ? କେମିତି ଓ କେଉଁ ପରିସ୍ଥିତିରେ ଅନିରାଜ ଟୁଡୁଙ୍କର ମୃତ୍ୟୁ ହେଲା ? ତନାଘନା ତଦନ୍ତ କରୁଛି ଖାରବେଳନଗର ଥାନା ପୋଲିସ । ଆଜି ପରିବାର ଲୋକଙ୍କ

ଶ୍ରୀକ୍ଷେତ୍ରରେ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ

ପୁରୀ: ଆଜିଠାରୁ ବିଧିବଦ୍ଧଭାବେ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଛି। ଗତକାଲି ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ ଅନୁକୂଳ ସମ୍ପାଦନ ହୋଇଥିବା ବେଳେ ଆଜିଠାରୁ କାମ ଆରମ୍ଭ ହୋଇଛି। ଆଜିଠାରୁ ମହାରଣା ସେବକ ଓ ଭୋଇ ସେବକ ସେମାନଙ୍କ କାମ ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ,

ନିର୍ମାଣଧିନ କଲଭର୍ଟ ଖାଲରେ ପଡି ଜଣେ ମୃତ

ହିଞ୍ଜିଳିକାଟୁ (୨୪।୪) : ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଦୁର୍ବନ୍ଧ ଠାରୁ କଞ୍ଚୁରୁ ଗ୍ରାମ ମଧ୍ୟରେ ନିର୍ମାଣଧିନ କଲଭର୍ଟ ଖାଲରେ ପଡି ଜଣେ ଵାଇକ ଆରୋହୀ ମୃତବରଣ କରିଛି ।ମୃତକ ଜଣକ ହେଲେ ନିମଖଣ୍ଡି ଥାନା ଅନ୍ତର୍ଗତ ଝାଡଙ୍କୋଲି ଗ୍ରାମର ବିପ୍ର ରାଉଳଙ୍କ ପୂଅ ଟୁକୁନା ରାଉଳ। ଘଟଣାରୁ ପ୍ରକାଶ

ବିଶ୍ଵହିନ୍ଦୁ ପରିଷଦ ପକ୍ଷରୁ ବିଶାଳ ଶୋଭାଯାତ୍ରା, ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ମାଲକାନଗିରି (୨୪।୪) : ମାଲକାନଗିରି ଜିଲ୍ଲାରେ ଆଜି ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ଏକ ବିଶାଳ ଶୋଭାଯାତ୍ରା ସହ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ବିଗତ ୧୨ ତାରିଖ ଦିନ ସମ୍ବଲପୁର ଜିଲ୍ଲାର ବିଭିନ୍ନ ହିନ୍ଦୁ ସଙ୍ଗଠନ ପକ୍ଷରୁ ହନୁମାନ ଜୟନ୍ତି

ରାଜ୍ୟରେ ବିଦ୍ୟୁତ୍ କାଟ ହେଉନି, ଓଭର ଲୋଡିଂ ଦ୍ୱାରା ପାୱାର ଲାଇନ ଟ୍ରିପ୍ ହୋଇଯାଉଛି : ଶକ୍ତି ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ବିଦ୍ୟୁତ୍ ଯୋଗାଣର କୌଣସି ଅଭାବ ନାହିଁ। ଅନେକ ଜାଗାରେ ଓଭର ଲୋଡିଂ ଦ୍ୱାରା ପାୱାର ଲାଇନ ଟ୍ରିପ ହେଇଯାଉଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ହେଉଥିବା ବିଦ୍ୟୁତ୍ କାଟ ପ୍ରସଙ୍ଗରେ ଏଭଳି ସଫେଇ ଦେଇଛନ୍ତି ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ। ସେ କହିଛନ୍ତି, ବିଶେଷ କରି

ଅବ୍ୟବସ୍ଥା ଘେରରେ ଏମଭି ୫୫ ସ୍ୱାସ୍ଥ୍ୟକେନ୍ଦ୍ର : ୧୫ହଜାର ଲୋକଙ୍କ ପାଇଁ ସାହା ଭରସା ମାତ୍ର ଜଣେ ଡାକ୍ତର

ମାଲକାନଗିରି : ମାଲକାନଗିରି ପୋଟେରୁ ଆଖପାଖର ପ୍ରାୟ ୩ଟି ପଞ୍ଚାୟତର ୧୫ ହଜାରରୁ ଊର୍ଦ୍ଧ୍ଵ ଲୋକଙ୍କ ଯେକୈଣସି ସ୍ୱାସ୍ଥ୍ୟଗତ ସମସ୍ୟା ହେଲେ ଭରସା ଗୋଟିଏ ସ୍ୱାସ୍ଥ୍ୟ କେନ୍ଦ୍ର। ନା ଏଠି ଆମ୍ବୁଲାନ୍ସ ଅଛି ନା ଅଛନ୍ତି ଆବଶ୍ୟକ ମୁତାବକ କର୍ମଚାରୀ, କେବଳ ଜଣେ ଡାକ୍ତରଙ୍କ ହାତରେ ରହିଛି ୧୫

୩୫ ଲକ୍ଷ ଚାଷୀଙ୍କୁ ମିଳିଲା ଦ୍ୱିତୀୟ ପର୍ଯ୍ୟାୟ ସୁଧ ରିହାତି ଟଙ୍କା, ବିତରଣ କଲେ ମୁଖ୍ୟମନ୍ତ୍ରୀ

ସୁଧ ରିହାତି ବିତରଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୩୫ ଲକ୍ଷ ଚାଷୀଙ୍କୁ ମିଳିଲା ଦ୍ୱିତୀୟ ପର୍ଯ୍ୟାୟ ସୁଧ ରିହାତି ଟଙ୍କା। ସମବାୟ ବ୍ୟାଙ୍କ ଓ ପ୍ରାଥମିକ କୃିଷିଋଣ ସମବାୟ ସମିତିମାନଙ୍କୁ ୨୦୨୨-୨୩ ବର୍ଷର ଦ୍ୱିତୀୟ ପର୍ଯ୍ୟାୟ ସୁଧ ରିହାତିର ବିତରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଆଇଟିଡିଏ ଫୁଲବାଣୀ ତରଫରୁ ମିଶନ ଜୀବିକା ଯୋଜନାରେ ଅଣ୍ଡାଦିଆ କୁକୁଡ଼ା ପ୍ରଦାନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ମା ସାରଳା ସ୍ୱୟଂ ସହାୟକ ଗୋଷ୍ଠୀ ନାରଣାଗାଁ, ତଳପଡା ମା ସନ୍ତୋଷୀ ସ୍ୱୟଂ ସହାୟକ ଗୋଷ୍ଠୀ ଓ ତରଗାବାଲି ଦେବାବାଲି ସ୍ୱୟଂସହାୟକ ଗୋଷ୍ଠୀ ଆଇଟିଡିଏ ଫୁଲବାଣୀ ତରଫରୁ ମିଶନ ଜୀବିକା ଯୋଜନାରେ ଅଣ୍ଡାଦିଆ କୁକୁଡ଼ା ଯୋଗାଇ ଦିଆଯାଇଛି ପ୍ରତ୍ୟକ ଦଳ