Sign in
Sign in
Recover your password.
A password will be e-mailed to you.
ବିକ୍ଷୋଭ ବେଳେ ପୁଲିସ୍କୁ ଚାପୁଡ଼ା ଓ ଧକ୍କା ମାରିଲେ ମୁଖ୍ୟମନ୍ତ୍ରୀ ଜଗନଙ୍କ ଭଉଣୀ
ହାଇଦ୍ରାବାଦ : ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ତଥା ୱାଇଏସ୍ଆର ତେଲେଙ୍ଗାନା ପାର୍ଟିର ନେତା ୱାଇଏସ ଶର୍ମିଲା ବିକ୍ଷୋଭ ବେଳେ ପୁଲିସ୍କୁ ଚାପୁଡ଼ା ଓ ଧକ୍କା ମାରିଛନ୍ତି। ସେ ପୁଲିସ୍ କର୍ମଚାରୀମାନଙ୍କୁ ଠେଲାପେଲା କରିବାରୁ ତାଙ୍କୁ ଅଟକ ରଖାଯାଇଛି।ରାଜ୍ୟ!-->…
ସଞ୍ଜୟ ରାଉତଙ୍କ ‘ଡେଥ ୱାରେଣ୍ଟ’ ବୟାନକୁ ଫଡନାଭିସଙ୍କ ‘ଡୋପିଂ’ କାଉଣ୍ଟର
ମୁମ୍ବାଇ : ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ସରକାରଙ୍କୁ ‘ଡେଥ ୱାରେଣ୍ଟ’ ବୟାନ ଦ୍ୱାରା ବାଣ ମାରିଛନ୍ତି ଶିବସେନା(ଉଦ୍ଧବ ବାଲାସାହେବ ଠାକରେ)ର ସାଂସଦ ସଞ୍ଜୟ ରାଉତ। ତେବେ ତାଙ୍କର ଏହି ଡେଥ ୱାରେଣ୍ଟ ବୟାନକୁ କ୍ରୀଡ଼ାରେ ବ୍ୟବହାର ହେଉଥିବା ଡୋପିଂ ଶବ୍ଦର ବ୍ୟବହାର କରି କାଉଣ୍ଟର କରିଛନ୍ତି!-->…
ସୁପ୍ରିମକୋର୍ଟରେ ନିଃସର୍ତ୍ତ କ୍ଷମା ମାଗିଲେ ଲଳିତ ମୋଦି…
ନୂଆଦିଲ୍ଲୀ : ଆଇପିଏଲର ପୂର୍ବତନ କମିଶନର ତଥା ପଳାତକ ଘୋଷିତ ଲଳିତ ମୋଦି ଆଜି ସୁପ୍ରିମକୋର୍ଟରେ ନିଃସର୍ତ୍ତ କ୍ଷମା ମାଗିଛନ୍ତି। ଅଦାଲତ ଅବମାନନା ମାମଲାରେ ସେ କ୍ଷମା ମାଗିବାରୁ ତାଙ୍କ ବିରୋଧରେ ଚାଲିଥିବା ମାମଲାକୁ ବନ୍ଦ କରାଯାଇଛି। ଭାରତରୁ ଠକେଇ କରି ଫେରାର ହୋଇଯାଇଥିବା ଲଳିତ ମୋଦି!-->…
ବିରୋଧୀଙ୍କୁ ଏକାଠି କରିବାକୁ ପ୍ରୟାସ: ମମତାଙ୍କୁ ଭେଟିଲେ ନୀତୀଶ କୁମାର ଓ ତେଜସ୍ୱୀ
କୋଲକାତା : ବିଜେପି ବିରୋଧରେ ବିରୋଧୀ ଦଳଗୁଡ଼ିକୁ ଏକାଠି କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆରମ୍ଭ କରିଥିବା ଉଦ୍ୟମ ଆଜି ପଶ୍ଚିମବଙ୍ଗରେ ପହଞ୍ଚିଛି। ଆଜି ନୀତୀଶ କୁମାର ଓ ତାଙ୍କ ଡେପୁଟି ତେଜସ୍ୱୀ ଯାଦବ ପଶ୍ଚିମବଙ୍ଗର ହାୱଡାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ!-->…
ବୀରଭୂମିରୁ ମିଳିଲା ଅଘୋରି ସାଧୁଙ୍କ ମୃତଦେହ, ଅତିକ ହତ୍ୟାର ପ୍ରତିଶୋଧ କଥା କହିଲା ବିଜେପି
କୋଲକାତା : ପଶ୍ଚିମବଙ୍ଗର ବୀରଭୂମିରୁ ଜଣେ ସାଧୁଙ୍କ ଝୁଲନ୍ତା ମୃତଦେହ ମିଳିଛି। ବୀରଭୂମିର ପୁରାନନ୍ଦାପୁରରେ ଥିବା କାଳୀ ମନ୍ଦିର ଗଛରୁ ଅଘୋରି ସାଧୁ ବାବା ଭୂବନ ବାବାଙ୍କ ମୃତଦେହକୁ ଠାବ କରାଯାଇଛି। ଅଘୋରି ସାଧୁଙ୍କ ମୃତଦେହ ମିଳିବା ପରେ ବିଜେପି ପକ୍ଷରୁ ବଡ଼ ଦାବି କରାଯାଇଛି।!-->…
ଓଡ଼ିଶାର ପ୍ରଥମ ହିନ୍ଦୀ-ଅବଧୀ ଭାଷାର ସ୍ମାର୍ଟ ସିନେମାର ମହୁରତ…
ଭୁବନେଶ୍ୱର : ଖୋର୍ଦ୍ଧା ଜିଲ୍ଲାର ବୋଲଗଡ ବ୍ଲକ୍ ଅନ୍ତର୍ଗତ ଐତିହାସିକ ଗ୍ରାମ କବିତୀର୍ଥ ସାନପଦର ତୃତୀୟା ଦେବ (ଜଗନ୍ନାଥ) ମନ୍ଦିରରେ ଓଡ଼ିଶାରେ ପ୍ରସ୍ତୁତ ହେବାକୁ ଯାଉଥିବା ପ୍ରଥମ ହିନ୍ଦୀ-ଅବଧି ଭାଷାର ସିନେମା "ଦି ୱେ ଅଫ୍ ଲାଇଫ୍"ର ଶୁଭ ମହୁରତ୍ ଆଜି ଅକ୍ଷୟ ତୃତୀୟାରେ ଅନୁଷ୍ଠିତ!-->…
ଡ଼ଃ ନୃସିଂହାନନ୍ଦ ପାଇଲେ ସଙ୍ଗମ ସାହିତ୍ୟ ରତ୍ନ ସମ୍ମାନ
ଫୁଲବାଣୀ : କନ୍ଧମାଳର ବିଶିଷ୍ଟ ସାହିତ୍ୟିକ ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ପୁରୀ ଜିଲ୍ଲାର ନିମାପଡାରୁ ସଙ୍ଗମ ସାହିତ୍ୟ ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ ଅକ୍ଷୟ ତୃତୀୟା ଉତ୍ସବ ପାଳନ ଅବସରରେ ସଙ୍ଗମ ସାହିତ୍ୟରତ୍ନ ସମ୍ମାନ ପ୍ରଦାନ କରାଯାଇଛି l ଡ଼ଃ ମହାପାତ୍ରଙ୍କୁ ଉପସ୍ଥିତ ଅତିଥିମାନେ!-->…
ସରକାରଙ୍କୁ ଚୂନ ଲଗାଉଛନ୍ତି କେନ୍ଦୁପତ୍ର ବ୍ୟବସାୟୀ – ବିନା ରସିଦରେ ଖୋଲୁଛି ଗଣ୍ଡା ଗଣ୍ଡା ଫଡ଼ି
ମାଲକାନଗିରି// କାଲିମେଳା (୨୩/୪) : ମାଲକାନଗିରି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଇଲାକା ହୋଇଥିବାରୁ ବର୍ଷର ବିଭିନ୍ନ ସମୟରେ ଏଠାକାର ଲୋକେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ନିଜର ଗୁଜୁରାଣ ମେଣ୍ଟାଇଥାଆନ୍ତି । ଏହି ପରିପ୍ରେକ୍ଷୀରେ ଗ୍ରୀଷ୍ମ ଋତୁ ମଧ୍ୟବର୍ତ୍ତୀ ସମୟରେ ହଜାର!-->!-->!-->!-->!-->…
ନିଖିଳ ଉତ୍କଳ ଦାସକାଠିଆ କଳାକାର ସଙ୍ଘର ନୂତନ କାର୍ଯ୍ୟାଳୟ ଉଦ୍ଘାଟିତ
ପୁରୁଷୋତ୍ତମପୁର : ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭାବନ୍ଧ ନିକଟସ୍ଥ ପାଗଳ ବାବା ଛକ ଠାରେ ନିଖିଳ ଉତ୍କଳ ଦାସକାଠିଆ କଳାକାର ସଙ୍ଘ ର ନୂତନ କାର୍ଯ୍ୟାଳୟ ଉଦ୍ଧଘାଟିତ l ଅକ୍ଷୟ ତୃତୀୟା ଅବସର ରେ ନିଖିଳ ଉତ୍କଳ ଦାସକାଠିଆ କଳାକାର ସଙ୍ଘ ଦ୍ୱାରା ଆୟୋଜିତ ଏହି ଉଦ୍ଘାଟନୀ ସମାରୋହରେ ଦାସକାଠିଆ!-->…
କୁଇ ଭାଷାଭିତ୍ତିକ ଶିକ୍ଷକ ପ୍ରଶିକ୍ଷଣ ଶିବିରର ଶୁଭାରମ୍ଭ
ଦାରିଙ୍ଗବାଡ଼ି,୨୩/୪ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅଧୀନ ସଂହତି କାର୍ଯ୍ୟକ୍ରମ ପକ୍ଷରୁ ୫ ଦିନିଆ ତାଲିମ ଶିବିର ଦାରିଙ୍ଗବାଡ଼ି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆଜି ଶୁଭାରମ୍ଭ ହୋଇଛି। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ!-->…