ଆତ୍ମସମର୍ପଣ କଲା ପଳାତକ ଘୋଷିତ ଅମ୍ରିତପାଲ ସିଂହ

ପୁଲିସକୁ ଚକମା ଦେଇ ଫେରାର ହୋଇଯାଇଥିବା ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହ ଶେଷରେ ଆତ୍ମସମର୍ପଣ କରିଛି। ପଞ୍ଜାବର ମୋଗା ପୁଲିସ ନିକଟରେ ଅମ୍ରିତପାଲ ଆତ୍ମସମର୍ପଣ କରିବା ପରେ ତାକୁ ଗିରଫ କରାଯାଇଛି। ଅମ୍ରିତପାଲକୁ ଗିରଫ କରାଯାଇଥିବା ନେଇ ପଞ୍ଜାବ ପୁଲିସ ପକ୍ଷରୁ ଟ୍ୱିଟ୍ କରି ସ୍ପଷ୍ଟ

ଏଚ୍‌ଡି କୁମାରସ୍ୱାମୀ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ: କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡି(ଏସ୍) ନେତା ଏଚ୍‌ଡି କୁମାରସ୍ୱାମୀଙ୍କୁ ଗତ ଶନିବାର ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୂଚନାଯୋଗ୍ୟ,ଶନିବାର ସନ୍ଧ୍ୟାରେ ଏଚ୍‌ଡି କୁମାରସ୍ୱାମୀ କ୍ଳାନ୍ତ ଓ ଦୁର୍ବଳ ଅନୁଭବ କରୁଥିବା କହିଥିଲେ।

ପୁଞ୍ଛରେ ସେନା ଟ୍ରକ ଉପରେ ଷ୍ଟିକି ବୋମା, ୨ଟି ଗ୍ରେନେଡ, ଏକେ-୪୭ରେ ୩୬ ରାଉଣ୍ଡ ଗୁଳି କରିଥିଲେ ଆତଙ୍କବାଦୀ

ଜମ୍ମୁ କଶ୍ମୀରର ପୁଞ୍ଛ ଜିଲ୍ଲାରେ ସେନା ଟ୍ରକ ଉପରେ ହୋଇଥିବା ଆକ୍ରମଣ ମାଲାରେ ବଡ ତଥ୍ୟ ସାମ୍ନାକୁ ଆସିଛି । ଆତଙ୍କୀ ସେନା ଟ୍ରକକୁ ଉଡାଇବା ପାଇଁ ଷ୍ଟିକି ବୋମାର ବ୍ୟବହାର କରିଥିଲେ । ଯାହାର ପ୍ରମାଣ ମିଳିଛି । ସେନା ଗାଡିରେ ବୋମା ପ୍ଲାଣ୍ଟ କରି ଆତଙ୍କୀ ପାଖାପାଖି ୩୬ ରାଉଣ୍ଡ ଗୁଳି

ମୋଦିଙ୍କୁ ଆତ୍ମଘାତୀ ଆକ୍ରମଣ ପାଇଁ ଧମକ ଦେଇଥିବା ଯୁବକ ଗିରଫ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆତ୍ମଘାତୀ ଆକ୍ରମଣ କରିବା ପାଇଁ ଧମକ ଦେଇଥିବା ଯୁବକଙ୍କୁ ଗିରଫ କରିଛି ପୋଲିସ । କେରଳ ପୋଲିସ ଶନିବାର ରାତିରେ ଯୁବକଙ୍କୁ ଗିରଫ କରିଛି । ଆସନ୍ତାକାଲି ମୋଦି କେରଳ ଗସ୍ତରେ ଯିବେ। ଅଭିଯୁକ୍ତ ଜେଭିୟର ନିଜ ପଡୋଶୀଙ୍କୁ ବ୍ୟକ୍ତିଗତ ଝଗଡା ଯୋଗୁଁ ଫସାଇବା

ବିଜେଡି କାର୍ଯ୍ୟାଳୟରେ ପୂର୍ବତନ ସାଂସଦ ତଥାଗତ ସତପଥୀଙ୍କ ବୟାନକୁ ନେଇ ଚର୍ଚ୍ଚା

ଭୁବନେଶ୍ବର: ପୂର୍ବତନ ସାଂସଦ ତଥାଗତ ସତପଥୀଙ୍କ ବୟାନକୁ ନେଇ ଚର୍ଚ୍ଚା। ଶଙ୍ଖ ଭବନ ଲୋକାର୍ପଣ ଉତ୍ସବରେ ତଥାଗତ ଶତପଥୀଙ୍କୁ ଦେଖିବାକୁ ମିଳିଥିଲା । ସାମ୍ବାଦିକଙ୍କ ପ୍ରଶ୍ନରେ ସେ କହିଥିଲେ, କୌଣସି ଦଳରେ ନାହିଁ। ସାମ୍ବାଦିକ ଭାବେ ଆଜି ଶଙ୍ଖ ଭବନ ଲୋକାର୍ପଣ ଉତ୍ସବକୁ ଆସିଥିଲି। ବିଜେଡି

ଭୁବନେଶ୍ୱର ଠାରେ ଜି-୨୦ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା ପ୍ରଦର୍ଶନୀ” ଉଦଘାଟିତ

ଆବାହାମାନକାଳରୁ ଓଡ଼ିଶାର ପରମ୍ପରାରେ ଦକ୍ଷତା ରହିଛି- ଧର୍ମେନ୍ଦ୍ର ପ୍ରଧାନ • ଜି-୨୦ ଜନଭାଗିଦାରୀରେ ଓଡ଼ିଶାବାସୀଙ୍କ ଯୋଗଦାନ ଉତ୍ସାହପୂର୍ଣ୍ଣ, ଜି- ୨୦ର ମ୍ୟାସେବ୍ୟାପୀ ଚାଲିଥିବା କାର୍ଯ୍ୟକ୍ରମରେ ଓଡ଼ିଶାର ୧ ଲକ୍ଷ ଯୁବବର୍ଗଙ୍କ ଅଂଶଗ୍ରହଣ ପ୍ରଶଂସନୀୟ• ଉଦଘାଟିତ ପ୍ରଦର୍ଶନୀ ଡିଜିଟାଲ

ଟ୍ରକ ମାଡିଯାଇ ୭ବର୍ଷର ନାବାଳିକାର ମୃତ୍ୟୁ: ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ରାସ୍ତାରୋକ

ରେଢାଖୋଲ: ଟ୍ରକ ଚାପାରେ ୭ବର୍ଷର ନାବାଳିକାର ମୃତ୍ୟୁ ପରେ ଉତ୍ତେଜନା। ରାସ୍ତା ଉପରେ ମୃତଦେହ ରଖି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ରାସ୍ତାରୋକ। ରେଢାଖୋଲ ଥାନା ୫୫ ନଂ ଜାତୀୟ ରାଜପଥର ଝରଣପଦା ଗାଁ ନିକଟରେ ଦୁର୍ଘଟଣା। ରାସ୍ତା କଡ଼ରେ କେନ୍ଦୁ, ଚାର ଆଦି ବିକ୍ରୀ କରୁଥିବା ନାବାଳିକା ଉପରେ

ଭୁବନେଶ୍ୱର ମହାରାଜା ସିନେମା ହଲ ପାର୍କିଂ ପ୍ଲେସରେ ଯୁବକ ଓ ମହିଳା ପିଟାପିଟି

ଭୁବନେଶ୍ବର: ଗାଡ଼ି ପାର୍କିଂକୁ ନେଇ ତୁମୁଳକାଣ୍ଡ। ଭୁବନେଶ୍ୱର ମହାରାଜା ସିନେମା ହଲ ପାର୍କିଂ ପ୍ଲେସରେ ଯୁବକ ଓ ମହିଳା ପିଟାପିଟି। ଗାଡ଼ି ପାର୍କିଂକୁ ନେଇ ପ୍ରଥମେ ବଚସା ହେବା ପରେ ମାଡ଼ପିଟ ହୋଇଛି। ଯୁବତୀ ଜଣକ କାରର ବନେଟ ଉପରେ ବସି କାରକୁ ବାହାରକୁ ଛାଡ଼ିନଥିଲେ। ତାଙ୍କ ସହ ଥିବା ଯୁବକ

ବିଜେବି କଲେଜରେ ଛାତ୍ରଙ୍କୁ ମାଡ଼ ମାରିବା ଘଟଣାରେ ୪ ଗିରଫ

ଭୁବନେଶ୍ବର: ବିଜେବି କଲେଜ କ୍ୟାମ୍ପସରେ ଆତଙ୍କରାଜ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ ପୁଲିସ। ସମସ୍ତ ୪ ଅଭିଯୁକ୍ତ ଅଣଛାତ୍ର ବୋଲି ଜଣାପଡ଼ିଛି। ଅଭିଯୁକ୍ତମାନେ ସବୁଦିନ କ୍ୟାମ୍ପସ ଭିତରେ କ୍ରିକେଟ୍‌ ଖେଳନ୍ତି। ସେମାନଙ୍କଠାରୁ ଆକ୍ରମଣରେ ବ୍ୟବହୃତ କ୍ରିକେଟ ଷ୍ଟମ୍ପ, ଛୁରୀ,

ପୁରୀରୁ ୫ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ପୁରୀ: ପୁରୀର ଦୁର୍ଦ୍ଦାନ୍ତ ଅପରାଧୀ ମନୁଆ ଓରଫ ମନୋରଞ୍ଜନ ମହାନ୍ତି (୩୮) ଓ ତାର ଗ୍ୟାଙ୍ଗକୁ ଧରିବାରେ ପୁଲିସ ସଫଳ ହୋଇଛି। ମନୁଆ ନାଁରେ ୧୮ଟି ଅପରାଧିକ ମାମଲା ରହିଛି। ମନୁଆ ବ୍ୟତୀତ ସୌମ୍ୟରଂଜନ ଆଚାର୍ଯ୍ୟ ଓରଫ ରାଜା (୩୨), ମିଲନ୍ ମିଶ୍ର (୩୫), ଦୀପକ ସୁଆର ଓରଫ ଦିପୁନା ,ଦିପୁ ଏବଂ ନିଲୁ