୧୦୦ ତମ “ମନ୍ କି ବାତ୍” କାର୍ଯ୍ୟକ୍ରମ ପ୍ରସାରଣ ଲାଗି ପ୍ରସ୍ତୁତି ବୈଠକ

ବ୍ରହ୍ମପୁର : ଆସନ୍ତା ଏପ୍ରିଲ୍ ୩୦ ତାରିଖ ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୦୦ ତମ "ମନ୍ କି ବାତ୍" କାର୍ଯ୍ୟକ୍ରମ ପ୍ରସାରିତ ହେବ । ତେଣୁ ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ବୁଥ୍ ରେ "ମନ୍ କି ବାତ୍" କାର୍ଯ୍ୟକ୍ରମ ପ୍ରସାରିତ କରିବା

ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳନ…

ହିଞ୍ଜିଳିକାଟୁ ୨୩।୪ : ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ଧୋବାଡି ପାଟପୁର ଗ୍ରାମରେ ରବିବାର ଅକ୍ଷୟ ତୃତୀୟା ଏବଂ କୃଷକ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ସହଯୋଗରେ ଜିଲ୍ଲା ମୁଖ୍ୟ କୃଷିଅଧିକାରୀ ଙ୍କ ନିର୍ଦ୍ଦେଶନାରେ ହିଞ୍ଜିଳିକାଟୁ କୃଷି ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଥିବା

ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ, ପ୍ରସିଦ୍ଧ ଚନ୍ଦନ ଯାତ୍ରା ଆରମ୍ଭ

ପୁରୀ : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ହୋଇଛି । ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ପୂଜାପଣ୍ଡା ସେବାୟତ ମାନେ ରଥଖଳାରେ ପହଞ୍ଚିବା ପରେ ସେଠାରେ ସୁନା କୁରାଢିରେ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ

ଲକ୍ଷ୍ମୀନୃସିଂହ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ

ହିଞ୍ଜିଳିକାଟୁ ୨୩।୪ : ହିଞ୍ଜିଳିକାଟୁ ର ପ୍ରସିଦ୍ଧ ଲକ୍ଷ୍ମୀ ନୃସିଂହଙ୍କ ଯାତ୍ରା ଆସନ୍ତା ମଇ ମାସ ୪ ,୫ଓ୬ ତାରିଖ ପର୍ଯ୍ୟନ୍ତ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ ହୋଇଯାଇଛି। ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ପାଟଣା ସାହି ଲକ୍ଷ୍ମୀ ନୃସିଂହ ମନ୍ଦିର ସମ୍ମୁଖରେ ରବିବାର ପୂର୍ବାହ୍ନ

ଫୁଲବାଣୀ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥ କାଠ ଅନୁକୂଳ

ଫୁଲବାଣୀ : ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ । ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ପାଳନ କରାଯାଏ । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି । କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି (ଅକ୍ଷୟମୁଠି)

ସମ୍ପର୍ଣ ହେଲା ସମ୍ବଲପୁର ର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ର ଆଦ୍ୟ କାର୍ଯ୍ଯକ୍ରମ ଥାଳଉଠା ପର୍ବ

ସମ୍ବଲପୁର : ସମ୍ପର୍ଣ ହେଲା ସମ୍ବଲପୁର ର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ର ଆଦ୍ୟ କାର୍ଯ୍ଯକ୍ରମ ଥାଳଉଠା ପର୍ବ । ସମ୍ପୂର୍ଣ ରୀତି ନୀତି ଅନୁଯାୟୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା ଥାଳ ଉଠା । ଆଜି ପବିତ୍ର ଅକ୍ଷୟ ତୃତୀୟା ରେ ସହରର ପ୍ରସିଦ୍ଧ ଶିବାଳୟ ଗୁଡିକରେ ଅନୁଷ୍ଠିତ

ପୁଣି ଧାରଣାରେ ବସିଲେ କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘ (ଡବ୍‌ଲ୍ୟୁଏଫଆଇ) ସଭାପତି ତଥା ସାଂସଦ ବ୍ରିଜ ଭୂଷଣଙ୍କ ବିରୋଧ‌ରେ ଆଣିଥିଲେ ଯୌନ ଉତ୍ପୀଡ଼ନ ଅଭିଯୋଗ। ନ୍ୟାୟ ନମିଳିବାରୁ ପୁଣି ଧାରଣାରେ ବସିଲେ କୁସ୍ତିଯୋଦ୍ଧା। ଷ୍ଟାର ରେସଲର ଭିିନେଶ ଫୋଗାଟ ଜାନୁଆରି ମାସରେ ବ୍ରିଜ ଭୂଷଣଙ୍କ ବିରୋଧରେ ଏକ ସଙ୍ଗୀନ

ଭୋଟରଙ୍କୁ ପ୍ରଲୋଭନ କରୁଥିବା ଅଭିଯୋଗରେ ମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: କର୍ଣ୍ଣାଟକର ଭାରତୀୟ ଜନତା ପାର୍ଟି(ଭାଜପା) ଟିକେଟରେ ବିଲଗି ନିର୍ବାଚନ ମଣ୍ଡଳରୁ ବିଧାନସଭା ନିର୍ବାଚନ ଲଢ଼ୁଥିବା ମନ୍ତ୍ରୀ ମୁରୁଗେସ ନିରାନି ବିରୋଧରେ ଫ୍ୟାକ୍ଟ୍ରି ଷ୍ଟାଫ କ୍ବାଟର୍ସରୁ ୨୧.୪୫ ଲକ୍ଷ ଟଙ୍କାର ରୁପାର ୯୬୩ଟି ଦୀପ ଜବତ କରାଯିବା ପରେ ଭାରତୀୟ ଦଣ୍ଡବିଧାନ ଆଇନ

୮୦ ବର୍ଷ ପରେ ଦକ୍ଷିଣ ଚୀନ ସାଗରରୁ ମିଳିଲା ବୁଡିଯାଇଥିବା ଜାପାନୀ ଜାହାଜ

ବେଜିଂ: ପାଖାପାଖି ୮୦ ବର୍ଷ ପରେ ଦକ୍ଷିଣ ଚୀନ ସାଗରରୁ ଏକ ଜାପାନୀ ଜାହାଜର ଅବଶେଷ ମିଳିଛି | ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହି ଜାହାଜ ବୁଡିଯାଇଥିଲା | ଦ୍ଵିତୀୟ ବିଶ୍ବଯୁଦ୍ଧରେ ଜାପାନ, ଜର୍ମାନୀ ଏବଂ ପୋଲାଣ୍ଡ ଭଳି ଦେଶରୁ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥିଲେ। ଅନ୍ୟପଟେ ଆମେରିକା,

ହେଲିକପ୍ଟର ପଙ୍ଖାରେ ଯୁବକଙ୍କ ବେକ କଟି ମୃତ୍ୟୁ

କେଦାରନାଥ ଯାତ୍ରା ଆରମ୍ଭ ପୂର୍ବରୁ ଦୁର୍ଘଟଣା । ହେଲିକପ୍ଟର ପଙ୍ଖାରେ ଯୁବକଙ୍କର ବେକ କଟିଯିବାରୁ ତାଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ନାଁ ଅମିତ ସୋନି । ଦୁର୍ଘଟଣା ସମୟରେ ଅମିତ କେଦାରନାଥ ହେଲିପ୍ୟାଡ୍‌ର ନୀରିକ୍ଷଣ କରୁଥିଲେ । ସେ ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳର ଆର୍ଥିକ