Sign in
Sign in
Recover your password.
A password will be e-mailed to you.
ଲୋକସେବା ଭବନ ପରିସରରେ ମିଲେଟ୍ ଶକ୍ତି କାଫେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ…
ଭୁବନେଶ୍ବର: ଲୋକସଭା ଭବନ ପରିସରରେ ମିଲେଟ୍ ଶକ୍ତି କାଫେ ଓ କୃଷି ସମୀକ୍ଷା କେନ୍ଦ୍ର ଉଦଘାଟିତ । ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି । ଦେଶର ପ୍ରଥମ ରାଜ୍ୟଭାବେ ଓଡ଼ିଶାରେ ଏହିପରି ଏକ କୃଷି ସମୀକ୍ଷାକେନ୍ଦ୍ର ପ୍ରତିଷ୍ଠା କରାଯାଇଛି!-->…
ବଜ୍ରାଘାତରେ ୫ ଟି ପରିବାରର ୬ ବଖରା ଘର ଜଳି ପୋଡି ପାଉଁଶ
ଭଦ୍ରକ: ବଜ୍ରାଘାତରେ ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ବିଳମ୍ବିତ ରାତିରେ ଅଘଟଣ । ୫ ଟି ପରିବାରର ୬ ବଖରା ଘର ଜଳି ପୋଡି ପାଉଁଶ ହୋଇଛି ।
ଭଦ୍ରକ ଜିଲ୍ଲା ତିହିଡି ଥାନା ତଳ ଗୋପବିନ୍ଧା ପଂଚାୟତର କଷଟି ଗ୍ରାମରେ ବଜ୍ରପାତ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ନଷ୍ଟ ହୋଇଛି!-->!-->!-->…
ସମ୍ବଲପୁରରେ ଇଣ୍ଟରନେଟ୍ ସେବା ସ୍ୱାଭାବିକ
ସମ୍ବଲପୁର: ସମ୍ବଲପୁରରେ ଇଣ୍ଟରନେଟ୍ ସେବା ସ୍ୱାଭାବିକ । ୧୦ ଦିନ ପରେ ଜିଲ୍ଲାରେ ଇଣ୍ଟରନେଟ୍ ସେବା ସ୍ୱାଭାବିକ ହୋଇଛି । ସକାଳ ୬ଟାରେ ଆରମ୍ଭ ହୋଇଛି ଇଣ୍ଟରନେଟ୍ ସେବା । ହ୍ଵାଟସଆପ୍, ଟୁଇଟର୍, ଫେସବୁକ, ଇନଷ୍ଟାଗ୍ରାମ୍ ସଚଳ ହୋଇଛି । ସମସ୍ତ ମୋବାଇଲ୍ ସେବା ପ୍ରଦାନକାରୀଙ୍କ!-->…
ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୦୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୦୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ୬୬୧୬ଟି ନମୁନା ପରୀକ୍ଷା ହୋଇଥିବା ବେଳେ ସେଥରୁ ୫୦୨ଟି ପଜିଟିଭ ଆସିଛି। ଏହା ସହିତ ରାଜ୍ୟରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୨୬କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ଆଉ ୨୭୩ ଜଣ!-->…
ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ଚତୁର୍ଥ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ
ଉମରକୋଟ (୨୨/୦୪) : ଆଜି ନବରଙ୍ଗପୁର ଜ଼ିଲ୍ଲା ଉମରକୋଟ ବ୍ଲକର ଶହୀଦ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟ, ଧୋଡ୍ରାଠାରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ, (ଓଷ୍ଟା )ନବରଙ୍ଗପୁର ଆନୁକୂଲ୍ୟରେ ଜାତୀୟ ଶିକ୍ଷାନୀତି ଓ ଆମ ଶିକ୍ଷା ବ୍ୟବସ୍ଥା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ସହିତ!-->…
ଭାରସାମ୍ୟ ହରାଇ ଡ୍ରେନ ଉପରେ ଚଢିଗଲା ହାଇୱା
ବହୁ ଉଠା ଦୋକାନୀଙ୍କ ଜିନିଷ ପତ୍ର ଛାରଖାର : ବ୍ୟବସାୟୀ ଗୁରୁତର
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡା ୫୯ ନଂ. ଜାତୀୟ ରାଜପଥର ବସଷ୍ଟାଣ୍ଡ ଓ ଆଦର୍ଶ ପୁଷ୍କରିଣୀ ନିକଟରେ ଥିବା ଡ୍ରେନ ଉପରକୁ ଏକ ହାଇୱା ନଂ.ଓଡି-୦୨-ଏଟି -୨୮୭୭ ଭାରସାମ୍ୟ ହରାଇ ଡ୍ରେନ ଉପରେ ଚଢିଗଲା, ଯାହା ଫଳରେ!-->!-->!-->…
ବିଶ୍ବ ପୃଥିବୀ ଦିବସ ପାଳିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବ୍ଲକର ରଟିଙ୍ଗିଆ ପଞ୍ଚାୟତରେ ୟୁନିସେଫ, ୟୁଥଫର ୱାଟର, ଆକ୍ସନଏଡ୍ ଓ ପ୍ରଦାତ୍ତା ସହଯୋଗରେ ଅନ୍ତରଙ୍ଗ ଯୁବ ମହାସଂଘ କନ୍ଧମାଳ ଦ୍ଵାରାଆୟୋଜିତ ପୃଥିବୀ ଦିବସ ପାଳିତ ହୋଇଯାଇଛି।କାର୍ଯ୍ୟକ୍ରମ ରେ ଅନ୍ତରଙ୍ଗ ଯୁବ ମହାସଂଘର ସମ୍ପାଦକ ହୃଷିକେଶ ପ୍ରଧାନ!-->…
୫୦ତମ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କଲେ ସମାଜସେବୀ
ମାଲକାନଗିରି : କିଛି ନିଆରା ଢଙ୍ଗରେ ପାଳନ କଲେ ନିଜ ଜନ୍ମ ଦିନକୁ ସମାଜସେବୀ ଜି ଶ୍ରୀନିବାସ ରାଓ । ସମାଜସେବୀ ଶ୍ରୀନିବାସ ରାଓ ଯିଏ କି ଚିଟି ଭାଇ ନାମରେ ମାଲକାନଗିରି ଜିଲ୍ଲାରେ ସୁପରିଚିତ। ସବୁବେଳେ ଲୋକଙ୍କ ଦୁଃଖରେ ସାହ ହୁଅନ୍ତି ଓ ଲୋକଙ୍କ ସୁବିଧା ଅସୁବିଧା ବୁଝିଥାନ୍ତି। ଗରିବ ଲୋକଙ୍କ!-->…
ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରେମ ପକ୍ଷରୁ ବାଲ୍ୟ ବିବାହ ବନ୍ଦ କରିବା ସଚେତନ କର୍ମଶାଳା
ଦାରିଙ୍ଗବାଡ଼ି,୨୨/୪ : ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ଦଣ୍ଡିମା ସ୍ଥିତ ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରେମ ସଭାଗୃହରେ ବାଲ୍ୟ ବିବାହକୁ ବନ୍ଦ କରିବା ପାଇଁ ପ୍ରଶାସନଙ୍କ ସହଯୋଗରେ ପଞ୍ଚାୟତ ଜନ ପ୍ରତିନିଧି ଓ ଧାର୍ମିକ ଅନୁଷ୍ଠାନର ପ୍ରତିନିଧିମାନଙ୍କୁ ନେଇ ସଚେତନ କର୍ମଶାଳା ଅନୁଷ୍ଠିତ!-->…
ସୁନ୍ଦରଗଡ଼ ଜିଲ୍ଲାରେ ଚାଷଜମିକୁ ଜଳସେଚନ, ସୁବିଧା ପାଇଁ କ୍ଷେତ ପୋଖରୀ ଓ ଗଭୀର କୂଅ
ଉପକୃତ ହେଉଛନ୍ତି ଜନଜାତି ବର୍ଗର ଚାଷୀ, ସ୍ଥାନୀୟ ଶ୍ରମଜୀବୀଙ୍କୁ ଜୀବିକା
ସୁନ୍ଦରଗଡ଼ : ଚାଷଜମିକୁ ଜଳ, ଚାଷୀଙ୍କୁ ବଳ। ଏହାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଜନଜାତି ବର୍ଗର ଚାଷୀଙ୍କ!-->!-->!-->!-->!-->…