ସମ୍ବଲପୁରରେ ସନ୍ଧ୍ୟା ୬ଟାରେ ମୋବାଇଲରେ ମିଳିବ ଇଣ୍ଟରନେଟ୍ ସୁବିଧା

ସମ୍ବଲପୁର: ସମ୍ବଲପୁରରେ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ମୋବାଇଲ ଇଣ୍ଟରନେଟ୍ ସେବା ଉପଲବ୍ଧ ହେବ। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଅନନ୍ୟା ଦାସ। ସେ କହିଛନ୍ତି, ସନ୍ଧ୍ୟା ୬ଟାରେ ମୋବାଇଲରେ ଇଣ୍ଟରନେଟ୍ ଆସିବ। ୯ଦିନ ପରେ ଜିଲ୍ଲାରେ ଇଣ୍ଟରନେଟ୍ ସେବା ସ୍ୱାଭାବିକ ହେବ।ପୂର୍ବରୁ ବ୍ରଜବ୍ୟାଣ୍ଡ

ବଦଳିଲା ପାଗ: ୩ ଦିନ ତାତିରୁ ମୁକ୍ତି

ଭୁବନେଶ୍ବର : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ତାତି ଓ ଗୁଳୁଗୁଳିରେ କଲବଲ ରାଜ୍ୟବାସୀଙ୍କୁ ସାମୟିକ ଆଶ୍ବସ୍ତି ମିଳିଛି। ଗତକାଲି ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ପାଣିପାଗ ବିଭାଗ ପକ୍ଷରୁ ୭ ଜିଲ୍ଲା ପାଇଁ ହିଟ୍‌ୱେଭ୍‌ ୱାର୍ଣ୍ଣିଂ ଜାରି କରାଯାଇଥିଲା। କିନ୍ତୁ ଶୁକ୍ରବାର ଭୋର୍‌ ପ୍ରାୟ

ବାଲି ମାଫିଆଙ୍କ ମଧ୍ୟରେ କୋକୁଆ ଭୟ, STF ଚଢ଼ାଉ ୧୦ ହାଇୱା ଜବତ

ଦେବଗଡ଼: ବାଲି ମାଫିଆଙ୍କ ମଧ୍ୟରେ କୋକୁଆ ଭୟ । ବାରକୋଟ ଥାନା ଅନ୍ତର୍ଗତ ସିଂଶାଲ ଓ ସିଙ୍ଗୁରି ବାଲିଘାଟରେ ଏସଟିଏଫର ରାତିଅଧିଆ ଚଢ଼ାଉ । ସିଂଶାଲରୁ ୭ ଓ ସିଙ୍ଗୁରିରୁ ୩ଟି ମୋଟ ୧୦ ହାଇୱା ଜବତ କରି ଅଟକ ରଖିଛି । ଏନେଇ ଏସଟିଏଫରେ ତଦନ୍ତ ଜାରି ରହିଛି। ବାଲି ଟ୍ରକ ଧକ୍କାରେ

ବଳାତ୍କାର କେସ୍‌ରୁ ମୁକୁଳାଇବାକୁ ୧୦ ଲକ୍ଷ ମାଗୁଥିଲେ ଆପ୍‌ ବିଧାୟକଙ୍କ ବାପା, ବାନ୍ଧିଲା ପୁଲିସ୍‌

‘ ମୋତେ ୧୦ ଲକ୍ଷ ଦେଲେ, ବଳାତ୍କାର କେସ୍‌ରୁ ତୁମକୁ ମୁକୁଳାଇ ଦେବି। ନଚେତ ଜେଲ୍‌ ହାଜତରେ ଦିନ କାଟୁଥିବ ।’ ଏପରି ଧମକ ଦେଇ ଜଣେ ବ୍ୟକ୍ତିଙ୍କଠାରୁ ବଟି ମାଗିବା ଅଭିଯୋଗରେ ବନ୍ଧା ହେଲେ ଆପ୍‌ ବିଧାୟକଙ୍କ ବାପା । ପଞ୍ଜାବର ଆପ୍‌ ବିଧାୟକ ଜଗଦୀପ କାମବୋଜ ଗୋଲ୍ଡିଙ୍କ ପିତା ସୁରିନ୍ଦର

ଅତିକ ହତ୍ୟାକାରୀର ବୟସକୁ ନେଇ ଦ୍ୱନ୍ଦ୍ୱ; ହେବ ମେଡିକାଲ ଟେଷ୍ଟ

ଉତ୍ତରପ୍ରଦେଶର କୁଖ୍ୟାତ୍‌ ଗ୍ୟାଙ୍ଗଷ୍ଟାର ଅତିକ ଓ ତା’ର ଭାଇ ଅଶରଫଙ୍କ ଉପରକୁ ପୁଲିସ୍‌ ଉପସ୍ଥିତିରେ ଗୁଳି ବର୍ଷା କରି ହତ୍ୟା କରିଥିଲେ ୩ ସୁଟର ସନ୍ନି ସିଂହ, ଅରୁଣ ମୌର୍ଯ୍ୟ ଓ ଲଭଲେଶ ତିୱାରି । ୨ ଗ୍ୟାଙ୍ଗଷ୍ଟାରଙ୍କ ମର୍ଡର କେସ୍‌ରେ ପୁଲିସ୍‌ ୩ ଅଭିଯୁକ୍ତଙ୍କୁ ସଙ୍ଗେସଙ୍ଗେ ବାନ୍ଧିଥିବା

ଭୋଜପୁରୀ ଅଭିନେତ୍ରୀ ସାଜିଥିଲେ ଦେହ ବେପାରର ଦଲାଲ, ମାୟା ନଗରୀରେ ମାଡ଼ି ବସିଲା ପୁଲିସ୍‌

ମାୟାନଗରୀ ମୁମ୍ବାଇକୁ କ୍ୟାରିଅର କରିବାକୁ ଆସୁଥିବା ଯୁବତୀଙ୍କୁ ଫସାଇ ଚାଲିଥିବା ହାଇ ପ୍ରୋଫାଇଲ ସେକ୍ସ ରାକେଟ। ରାତିକ ପାଇଁ ଡିଲ୍‌ ହେଉଥିଲା ୫୦ରୁ ୮୦ ହଜାର ଟଙ୍କା । ଦର ଛିଣ୍ଡାଉଥିଲେ ଜଣେ ଭୋଜପୁରୀ ଅଭିନେତ୍ରୀ, ଯିଏ କି ଏହି ଦେହ ବେପାରର ଦଲାଲ ସାଜିଥିଲେ । ଏପରି ଏକ ରାକେଟକୁ ମୁମ୍ବାଇ

ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବା ସଂକ୍ରାନ୍ତ ଧମକ ଚିଠି ପାଇବା ପରେ କେରଳରେ ହାଇଆଲର୍ଟ

ତିରୁଅନନ୍ତପୁରମ୍‌: ଆଗାମୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରାଯିବ ବୋଲି ରାଜ୍ୟ ‘ବିଜେପି’ ଅଫିସ୍‌କୁ ଧମକ ଦିଆଯାଇଥିବା ଚିଠି ଆସିବାରୁ ସମଗ୍ର କେରଳରେ ହାଇଆଲର୍ଟ ଜାରି କରାଯାଇଛି। ପ୍ରେରକଙ୍କ ନାମ ଓ ଅନ୍ୟାନ୍ୟ ବିବରଣୀ ଥିବା ଉକ୍ତ ଚିଠିରେ ଧମକ ଦିଆଯାଇଛି

‘ବିଜେପି’କୁ ପରାସ୍ତ କରିବାକୁ ଇଦ୍‌ ସମାରୋହରେ ଉଦ୍‌ବୋଧନ ଦେଇ କହିଲେ ମମତା ବାନାର୍ଜୀ

କୋଲ୍‌କାତା: ୨୦୨୪ ଲୋକସଭା ନିର୍ବାଚନରେ ‘ବିଜେପି’ର ପରାଜୟ ସୁନିଶ୍ଚିତ କରିବା ଲାଗି ଏକତ୍ର ହେବାକୁ ଆଜି କୋଲ୍‌କାତାର ରେଡ୍‌ ରୋଡ୍‌ରେ ଅନୁଷ୍ଠିତ ‘ଇଦ୍‌ ନମାଜ୍‌’ରେ ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ବାନାର୍ଜୀ

ଦେଶବ୍ୟାପୀ ଇଦ୍‌-ଉଲ୍‌ –ଫିତର୍‌ ପାଳିତ; ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନିଷ୍ଠାର ସହ ରମ୍‌ଜାନ୍‌ ମାସ ପାଳିବା ପରେ ଆଜି ସମଗ୍ର ଦେଶ ଓ ବିଶ୍ବର ଅନେକ ପ୍ରାନ୍ତରେ ହର୍ଷୋଲ୍ଲାସରେ ‘ଇଦ୍‌-ଉଲ୍‌-ଫିତର୍‌’ ପାଳନ କରାଯାଉଛି। ଏହି ଅବସରରେ ଦିଲ୍ଲୀର ବୃହତ୍ତମ ମସ୍‌ଜିଦ୍‌ ‘ଜାମା ମସ୍‌ଜିଦ୍‌’ ସମେତ ଦେଶର ଅଂସଖ୍ୟ ମସ୍‌ଜିଦ୍‌ରେ ନମାଜ ପାଠ ହୋଇଥିଲା। ଏହି

ଯେକୌଣସି ସମୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ଦାବି କରିବାକୁ ‘ଏନ୍‌ସିପି’ ପ୍ରସ୍ତୁତ: ଅଜିତ ପାୱାର୍‌

ମୁମ୍ବାଇ: ୨୦୧୪ ସାଧାରଣ ନିର୍ବାଚନ କାହିଁକି, ଯେକୌଣସି ସମୟରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦ ଦାବି କରିବା ଲାଗି ତାଙ୍କ ଦଳ ପ୍ରସ୍ତୁତ ରହିଛି ବୋଲି ଶୁକ୍ରବାର ଦିନ ‘ନ୍ୟାସ୍‌ନାଲିଷ୍ଟ୍‌ କଂଗ୍ରେସ ପାର୍ଟି’ର (ଏନ୍‌ସିପି) ନେତା ଅଜିତ ପାୱାର୍‌ ‘ପୁଣେ ଡିଷ୍ଟ୍ରିକ୍ଟ୍‌ କୋଅପରେଟିଭ୍‌