Sign in
Sign in
Recover your password.
A password will be e-mailed to you.
ଜିଲ୍ଲାରେ ଅଭିଭାବକ-ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ
ସୁନ୍ଦରଗଡ଼, (୨୧/୦୪): ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ୨୩୧୩ ଗୋଟି ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟମାନଙ୍କରେ ଆଜି ସମଗ୍ର ଶିକ୍ଷା ଆନୁକୁଲ୍ୟରେ ଅଭିଭାବକ- ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା ଏବଂ ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ସମସ୍ତ!-->…
ମାଗଣା ଚକ୍ଷୁ ପରାମର୍ଶ ଓ ସଚେତନ ଶିବିର
ହିଞ୍ଜିଳିକାଟୁ (୨୧/୦୪) : ଏଚଡିଏଫସି ବ୍ୟାଙ୍କ-ସିଇଇ ପ୍ରକଳ୍ପ "ପ୍ଲାଷ୍ଟିକ ଓ ଶୁଖିଲା ବର୍ଜ୍ୟବସ୍ତୁ ମୁକ୍ତ ଗ୍ରାମୀଣ ଓ ସହରାଞ୍ଚଳ" ସହଯୋଗରେ ହିଞ୍ଜିଳିକାଟୁ ବ୍ଲକର ଧୋବାଡ଼ି ଗ୍ରାମପଞ୍ଚାୟତରେ ଏକ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଧୋବାଡ଼ି!-->…
ହିଂଜିଳିକାଟୁ ମ୍ୟୁନିସପାଲଟି କାଉନସିଲର ସପ୍ତମ ସାଧାରଣ ବୈଠକ ଅନୁଷ୍ଠିତ
ହିଂଜିଳିକାଟୁ (୨୧ା୪) : ହିଂଜିଳିକାଟୁ ମ୍ୟୁନିସପାଲଟିର ସପ୍ତମ ସାଧାରଣ ବୈଠକ ଶନିବାର କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ପୌରାଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇଙ୍କ ଅଧ୍ୟକ୍ଷତା କରିଥିଲେ । ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା!-->…
ଜ୍ଞାନପ୍ରଭା ମିଶନ ଆନୁକୁଲ୍ୟରେ ସାମାଜିକ ଓ ଆଧ୍ୟାତ୍ମିକ ସଚେତନତା ଶିବିର – “ପ୍ରଜ୍ଞାଧାରା”
ମାଲକାନଗିରି : ମାଲକାନଗିରି ଜିଲ୍ଲା ର S.S.D Higher Secondary School ରେ ତିନି ଦିନିଆ (୨୦.୪.୨୩ ରୁ ୨୨.୪.୨୩) ସାମାଜିକ ଓ ଆଧ୍ୟାତ୍ମିକ ସଚେତନତା ଶିବିର "ପ୍ରଜ୍ଞା ଧାରା" ଆୟୋଜିତ ହୋଇଅଛି। ଏହି ଶିବିରରେ ୫୦୦ ଜଣ ଛାତ୍ରୀ ଯୋଗଦାନ କରିଅଛନ୍ତି। ଏହି ଶିବିରର ମୂଖ୍ୟ ଉଦେଶ୍ୟ ଲୁପ୍ତ!-->…
ବାଲ୍ୟ ବିବାହ ନିରାକରଣ ନିମନ୍ତେ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ
ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ବାଲ୍ୟ ବିବାହ ରୋକିବା ନିମନ୍ତେ ଚଳିତ ମାସ ୧୭ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ଅକ୍ଷୟ ତୃତୀୟା ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଶୁକ୍ରବାର ଦିନ ଅପରାହ୍ନ ସମୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ!-->…
ଜିଲ୍ଲପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କଲେ ଅମଲା ସଙ୍ଘ
ମାଲକାନଗିରି (୨୧/୦୪) : ଆଜି ଅପରାହ୍ନ ୪ ଘଟିକା ସମୟରେ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ, ମାଲକାନଗିରି ଜିଲ୍ଲା ଶାଖାର ବିଶାଳ ଅମଲା ସମାବେଶ ସ୍ଥାନୀୟ ସଦର ତହସିଲ୍ କାର୍ଯ୍ୟାଳୟ ପରିସରରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାତ୍ରା କରିବ। ଏଥିରେ ମାଲକାନଗିରି ଜିଲ୍ଲାର!-->…
ଭାରସାମ୍ୟ ହରାଇ ମାଣିକପୁର ଘାଟିରେ ଓଲଟିଲା ଅଟୋ, ୨ ମୃତ ଓ ୮ ଆହତ
ଗଜପତି: ଅଟୋ ଓଲଟି ୨ ମୃତ, ୮ ଆହତ । ଗଜପତି କେରେଡାଙ୍ଗରୁ ନୂଆଁଗଡ ଫେରୁଥିବା ବେଳେ ଅଟୋ ଦୁର୍ଘଟଣା ଗ୍ରସ୍ତ ହୋଇଛି। ପାଇକ ଅନ୍ତରଡା ନିକଟସ୍ଥ ମାଣିକପୁର ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ । ମୃତକଙ୍କ ମଧ୍ୟରେ ଜଣେ ମହିଳା, ଜଣେ ପୁରୁଷ ଥିବା ସୂଚନା ରହିଛି। ସମସ୍ତ ଆହତଙ୍କୁ!-->…
ଟୁଇନ୍ ସିଟି ସହ ୧୫ ଜିଲାକୁ ୱେଲୋ ୱାର୍ନିଂ
ଭୁବନେଶ୍ବର: ଆଗାମୀ ୩ ଘଣ୍ଟା ପାଇଁ କାଳବୈଶାଖୀ ସତର୍କତା ଜାରିହୋଇଛି। ଟୁଇନ୍ ସିଟି ସହ ୧୫ ଜିଲାକୁ ୱେଲୋ ୱାର୍ନିଂ ଜାରି କରାଯାଇଛି। ଏ ସବୁ ଜିଲାଗୁଡ଼ିକ ହେଲା ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡା, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ବୌଦ୍ଧ, ଅନୁଗୋଳ,!-->…
ସମ୍ବଲପୁର: ଆରମ୍ଭ ହେଲା ୨୪ଘଣ୍ଟିଆ ଲିଜ୍ ଲାଇନ ଓ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ସେବା
ସମ୍ବଲପୁର: ସମ୍ବଲପୁରରେ ଗତ ୧୩ ତାରିଖ ସକାଳ ୧୦ଟାରୁ ବନ୍ଦ ଥିବା ଇଣ୍ଟରନେଟ ସେବାକୁ ଜିଲାରେ ଲିଜ ଲାଇନ ଓ ବ୍ରଡବ୍ୟାଣ୍ଡ କନେକ୍ସନ ଜରିଆରେ ନିୟମିତ କରାଯାଇଛି। ତେବେ ଅପପ୍ରଚାର, ଗୁଜବ, ଧାର୍ମିକ ହିଂସାକୁ ପ୍ରୋତ୍ସାହନ ଆଦିର ଆଶଙ୍କା ଏବେ ମଧ୍ୟ ଲାଗି ରହିଥିବାରୁ ସରକାରଙ୍କ ତରଫରୁ ଜିଲାରେ!-->…
ମମିତା ମେହେରଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା…
ଭୁବନେଶ୍ୱର : ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା ବଲାଙ୍ଗିର ଜିଲ୍ଲା ଝରଣୀ ଗାଁର ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ମମିତାଙ୍କ ପରିବାର ଲୋକଙ୍କୁ ମିଳିବ ୧୦ ଲକ୍ଷ ଟଙ୍କାର!-->…