Sign in
Sign in
Recover your password.
A password will be e-mailed to you.
ଶ୍ରୀମନ୍ଦିର ଅଫିସ୍ରୁ ଫାଇଲ ହଜିବା ଘଟଣାରେ ଏତଲା ଦେଲା ବିଜେପି
ପୂରୀ : ଶ୍ରୀଜଗନ୍ନାଥଙ୍କ ଫାଇଲ ହଜିବା ଘଟଣାକୁ ନେଇ ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଏଫଆଇଆର ଦେଲା ବିଜେପି । ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ଥାନାରେ ଏତଲା ଦେଇଛନ୍ତି ବିଜେପି ପ୍ରତିନିଧି ଦଳ।
ଏତଲାରେ ଦର୍ଶାଯାଇଛି, ହଜି ଯାଇଥିବା!-->!-->!-->…
ଛତିଶଗଡ ସୀମାନ୍ତ ଜିଲ୍ଲାରେ ବଢୁଛି କୋଭିଡ ସଂକ୍ରମଣ, ସତର୍କ ରହିବା ପରାମର୍ଶ ଦେଲେ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ବର: ଛତିଶଗଡ ସୀମାନ୍ତ ଜିଲ୍ଲାରେ ବଢୁଛି କୋଭିଡ ସଂକ୍ରମଣ। ନବରଙ୍ଗପୁର ମାଲକାନଗିରି ଗସ୍ତ କରି କୋଭିଡ ସ୍ଥିତିର ସମୀକ୍ଷା କଲେ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ନବରଙ୍ଗପୁର, ସମ୍ବଲପୁର, ନୂଆପଡାରେ କୋଭିଡ କେଶ ବଢୁଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।!-->…
ଗୁଡ୍ଡୁ ମୁସଲିମ ପାଇଁ ପଶ୍ଚିମ ଓଡ଼ିଶାରେ ୟୁପି ପୁଲିସ
ସମ୍ବଲପୁର: ଉତ୍ତରପ୍ରଦେଶ ପୁଲିସର ଏସଟିଏଫ କୁଖ୍ୟାତ ଅପରାଧି ଗୁଡ୍ଡୁ ମୁସଲିମକୁ ଖୋଜି ଖୋଜି ଇତି ମଧ୍ୟରେ ଓଡ଼ିଶାରେ ପହଞ୍ଚି ସାରିଛି। ଏହି କ୍ରମରେ ୟୁପି ଏସଟିଏଫ ପଶ୍ଚିମ ଓଡ଼ିଶାର ବରଗଡ ଆସିବା ବିଷୟରେ ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଆଇଜି ଡ. ଦୀପକ କୁମାର ସୂଚନା ଦେଇଛନ୍ତି। ଏ ସର୍ମ୍ପକରେ!-->…
ଚଢ଼େଇ ଧରୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ନାବାଳକଙ୍କ ମୃତ୍ୟୁ
ମାଲକାନଗିରି : ଚଢେଇ ଧରିବା ହେଲା କାଳ। ଚାଲିଗଲା ୨ ନାବାଳକଙ୍କ ଜୀବନ। ଗଛ ଉପରେ ଚଢ଼ି ଚଢ଼େଇ ଧରୁଥିବା ସମୟରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ଜଣ ନାବାଳକଙ୍କ ମୃତ୍ୟୁ ହୋଇଛି। ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ୟର୍ଗତ ଉଣ୍ଡୁରୁକୁଣ୍ଡା ଗାଁରେ ଏହି ଦୁଃଖଦ ଘଟଣା!-->…
ସୂର୍ଯ୍ୟା ହରିଜନଙ୍କୁ ମିଳିଲା ପ୍ରତିଶ୍ରୁତି, ଏବେ ଘରେ ପହଞ୍ଚିବ ପେନସନ ଟଙ୍କା
ଭୁବନେଶ୍ୱର : ଭିଡିଓ ଭାଇରାଲ ହେବା ସହ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉଦବେଗ ପ୍ରକାଶ କରିବା ପରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବାଣୁଆଗୁଡ଼ା ଗ୍ରାମର ବୃଦ୍ଧା ସୂର୍ଯ୍ୟା ହରିଜନଙ୍କ ଘରେ ଆଜି ପହଞ୍ଚିଥିଲା ବ୍ୟାଙ୍କ ଟିମ୍। ନବରଙ୍ଗପୁର ଏସ୍ବିଆଇର ଚିଫ୍ ମ୍ୟାନେଜରଙ୍କ ସହ ଏକ!-->…
ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୩୧ ନୂଆ ସଂକ୍ରମିତ
ଭୁବନେଶ୍ୱର: ରାଜ୍ୟରେ ୪୦୦ ଟପିଲା ଦୈନିକ କରୋନା ସଂକ୍ରମଣ। ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪୩୧ ନୂଆ ଆକ୍ରାନ୍ତ । ଏହି ସମୟରେ ୬ହଜାର ୯୫୬ କୋଭିଡ୍ ଟେଷ୍ଟ ହୋଇଛି । ତେବେ କୋଭିଡରେ ଆଉ କେହି ପ୍ରାଣ ହରାଇ ନାହାନ୍ତି । ସୁସ୍ଥ ହୋଇଛନ୍ତି ୧୯୭ ଆକ୍ରାନ୍ତ । ରାଜ୍ୟରେ ମୋଟ ସଂକ୍ରମିତଙ୍କ!-->…
ଅଲିଭ୍ ରିଡ୍ଲେ: ଏଥର ଆସିଲେ ୧୧.୬୪ ଲକ୍ଷ; ଗହୀରମଥା, ଋଷିକୁଲ୍ୟା ମୁହାଣରେ ବଢ଼ିଲେ
ଭୁବନେଶ୍ବର : କୁହାଯାଏ ଅଲିଭ୍ ରିଡ୍ଲେଙ୍କ ଭୂସ୍ବର୍ଗ ହେଉଛି ଓଡ଼ିଶା ଉପକୂଳ। ବିଶ୍ବର ସମୁଦାୟ ଅଲିଭ୍ ରିଡ୍ଲେଙ୍କ ମଧ୍ୟରୁ ୫୦%ରୁ ଅଧିକ କେବଳ ଓଡ଼ିଶା ଉପକୂଳରେ ଦେଖିବାକୁ ମିଳିଥା’ନ୍ତି। ନଭେମ୍ବରରୁ ମାର୍ଚ୍ଚ ଦ୍ବିତୀୟ ସପ୍ତାହ ପର୍ଯ୍ୟନ୍ତ ସେମାନେ ଅଣ୍ଡା ଦେଇଥା’ନ୍ତି। ସେହିପରି!-->…
ଝାରସୁଗୁଡା ଉପ-ନିର୍ବାଚନ: ହାତ ଛାଡି ଶଙ୍ଖ ଧରିଲେ ମହେନ୍ଦ୍ର ନାଏକ
ଭୁବନେଶ୍ୱର : ଝାରସୁଗୁଡା ଉପ-ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟକା । ହାତ ଛାଡି ଶଙ୍ଖ ଧରିଲେ ମହେନ୍ଦ୍ର। ବିଜେଡି କାର୍ଯ୍ୟାଳୟରେ ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହେଲେ ମହେନ୍ଦ୍ର। କଂଗ୍ରେସ ଛାଡି ବିଜେଡିରେ ମିଶିଲେ ୨୦୧୯ର କଂଗ୍ରେସ!-->…
ନୂଆପଡ଼ାରେ ପୁଣି ବାଘ ଆତଙ୍କ, ବାଛୁରିକୁ ମାରିି ଖାଇଲା
ନୂଆପଡା : କେଇ ଦିନ କମିଲା ପରେ ଏବେ ପୁଣି ବାଘ ଆତଙ୍କ। ନୂଆପଡ଼ା ଜିଲା ସଦର ବ୍ଲକ ଆମାନାରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ବ୍ରାହ୍ମଣୀ ଗାଁରେ କଲରାପତରିଆ ବାଘ ଆତଙ୍କ । ବ୍ରାହ୍ମଣୀ ଗାଁର ଅଗିନ ରାଉତଙ୍କ ବାଛୁରୀ ଗାଁ ନିକଟସ୍ଥ ଜଙ୍ଗଲକୁ ଚରିବାକୁ ଯାଇଥିବାବେଳେ ବାଘ ଆକ୍ରମଣର ଶିକାର!-->…
ମାଓବାଦୀଙ୍କ ଲଙ୍କାକାଣ୍ଡ, ଜାଳିଦେଲେ ଲୁହାପଥର ପରିବହନ କରୁଥିବା ଟ୍ରକ୍
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କ ବଡ ଧରଣର ଲଙ୍କାକାଣ୍ଡ। ଫରସଗାଓଁ ନିକଟରେ ଏକ ଟ୍ରକକୁ ଜାଳିଦେଲେ ମାଓବାଦୀ। ଛୋଟେ ଡଙ୍ଗର ଖାଦାନରୁ ଲୁହା ପଥର ବୋଝେଇ ଆଣିବା ପାଇଁ ଯିବା ବେଳକୁ ମାଓବାଦୀ ଉଭୟ ପାର୍ଶ୍ଵରେ ଗଛ କାଟି ରାସ୍ତା!-->…