Sign in
Sign in
Recover your password.
A password will be e-mailed to you.
ଅତିକ ମର୍ଡର କେସ୍: ବନ୍ଦ ହୋଇଗଲାଣି ୮ଶହ ଫୋନ୍ ନମ୍ବର…
ପ୍ରୟାଗରାଜ : କଡ଼ା ସୁରକ୍ଷା ବଳୟ ମଧ୍ୟରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଅତିକ ଓ ଭାଇ ଅଶରଫଙ୍କ ହତ୍ୟା ପରେ ଅଚାନକ ବନ୍ଦ ହୋଇଗଲାଣି ୮ଶହ ଫୋନ୍ ନମ୍ବର । ଉମେଶ ପାଲ ମର୍ଡର କେସ୍ର ଶୁଟରଙ୍କୁ ଖୋଜି ବାହାର କରିବା ପାଇଁ ପୁଲିସ୍ ଖାନତଲାସୀ ଆରମ୍ଭ କରିଥିବା ବେଳେ ବିଭିନ୍ନ ଫୋନ୍ ନମ୍ବରକୁ!-->…
ଗଛରେ ଚଢିବା ବେଳେ ବିଦ୍ୟୁତ୍ ଆଘାତରେ ଦୁଇ ଶିଶୁଙ୍କ ମୃତ୍ୟୁ…
ମାଲକାନଗିରି : ପଡିଆ ବ୍ଲକ ଗାଆଁ ପାଖ ଜଙ୍ଗଲରେ ଥିବା କୁସୁମ ଗଛରୁ ଗୋଟିଏ ଚଢେଇକୁ ଧରିବା ପାଇଁ ଦୁଇ କୁନିକୁନି ଶିଶୁ ଗଛ ଉପରକୁ ଚଢିବା ବେଳେ ଅଚାନକ ବିଦ୍ୟୁତ୍ ତାର ସ୍ପର୍ଶରେ ଆଘାତ ପାଇ ଛିଟିକି ହୋଇ ଭୂଇଁରେ କଚାଡି ହୋଇ ପଡିଥିଲେ। ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି!-->!-->!-->…
ଦାରିଙ୍ଗବାଡ଼ି ବାର ଆସୋସିଏସନର ପୂର୍ବତନ ଏପିପି ରୂପ କୁମାର ସରକାରଙ୍କ ଅକାଳ ବିୟୋଗରେ ଶୋକସଭା
ଦାରିଙ୍ଗବାଡି,୨୦/୪, ଦାରିଙ୍ଗବାଡ଼ି ପ୍ରଥମ ଶ୍ରେଣୀ ବିଚାର ବିଭାଗ କୋର୍ଟ ବାର ଆସୋସିଏସନରେ ଆଜି ପୂର୍ବତନ ଏପିପି ରୂପ କୁମାର ସରକାରଙ୍କ ଅକାଳ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ରୂପ କୁମାର ସରକାର ଦାରିଙ୍ଗବାଡ଼ି ବାର ଆସୋସିଏସନର ପ୍ରତିଷ୍ଠା ସଦସ୍ୟ ସହିତ ପୂର୍ବତନ ଏପିପି ଭାବେ!-->…
ଶେରଗଡ଼ ପୋଲସ ଦ୍ୱାରା ୧୦୩୪ କେଜି ଗଂଜେଇ ପୋଡି ନଷ୍ଟ
ଶେରଗଡ଼ ୨୦/୦୪ : ବିଗତ ଦିନମାନଙ୍କରେ ପୋଲିସ ଜବତ କରି ରଖିଥିବା ଗଞ୍ଜେଇକୁ କୋର୍ଟଙ୍କ ରାୟ ପରେ ଗଞ୍ଜାମ ଜିଲ୍ଲାରେ ଥିବା ସରକାରୀ ସ୍ବୀକୃତି ପ୍ରାପ୍ତ ଚିମୀନିରେ ପୋଡି ନଷ୍ଟ କରାଯାଇଅଛି l ଗୋଟିଏ କେସ ମାଧ୍ୟମରେ ଶେରଗଡ଼ ଥାନା ଦ୍ୱାରା ୧୦୩୪ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ୧୦୩୯ କେଜି!-->…
ଶେଷରେ ମାଂସ ତରକାରୀ ପାଇଁ ଗଣ୍ଡଗୋଳ ଓ ହାତା ହାତୀ…
ହିଞ୍ଜିଳିକାଟୁ ୨୦।୪ : ମାଂସ ତରକାରୀ ଅଧିକା ନେବାକୁ କେନ୍ଦ୍ର କରି ଦୁଇ ପକ୍ଷ ପିଟାପିଟି । ତରକାରୀ ଚଟୁରେ ଜଣେ ଆହତ । ଆହତ ଜଣକ ହେଲେ ହିଞ୍ଜିଳି ଥାନା ଅନ୍ତର୍ଗତ ଚୈତନପଡା ଗ୍ରାମର ଭରତ ଦାସ । ଏନେଇ ଭରତ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ହିଞ୍ଜିଳି ଥାନାରେ!-->…
ଦାରିଙ୍ଗବାଡିରେ ସ୍ଵୀକୃତି ସଚେତନତା ଶିବିର
ଦାରିଙ୍ଗବାଡି,୨୦/୪ : ଦାରିଙ୍ଗବାଡି ବ୍ଲକ ସଭାଗୃହ ଠାରେ ବ୍ଲକ୍ ପ୍ରଶାସନର ସହାୟତା କ୍ରମେ ସ୍ଵାତୀ ପକ୍ଷରୁ `ସ୍ଵୀକୃତି' ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।!-->…
ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ବେଲ ପାଇ ଫେରାର ଥିବା ଅଭିଯୁକ୍ତକୁ ୭ ବର୍ଷ ପରେ ଧରିଲା ଗୋସାଇଁ ନୂଆ ଗାଁ…
ବ୍ରହ୍ମପୁର : ଗତ ୨୦୧୫ ମସିହା ଜାନୁୟାରୀ ୨୨ତାରିଖରେ ଗୋସାଇଁ ନୂଆ ଗାଁ ଉତ୍ତେରେଶ୍ୱର ମନ୍ଦିର ବୁଦା ନିକଟରେ ଜଣେ ୧୩ ବର୍ଷର ନାବାଳିକା କୁ ଦୁଷ୍କର୍ମ ଉଦ୍ୟମ ,ଅସାଦାଚରଣ କରୁଥିବା ବେଳେ ଉକ୍ତ ରାସ୍ତା ଦେଇ ଯାଉଥିବା ଦୁଇ ଜଣ ମହିଳା ଏହା ଦେଖି ପାଟି କରିଥିଲେ। ଫଳରେ ପିଡିତା କୁ ଛାଡି!-->…
ପାଣିପାଇଁ ଡହଳବିକଳ ପୋଡାପାଡି ଗ୍ରାମବାସୀ
କାଶିପୁର : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ପୋଡାପାଡ଼ି ଗ୍ରାମ ପଞ୍ଚାୟତରେ ଛଅ ମାସ କାଳ ହେବ ପାଣି ଟୋପାଏ ପାଇଁ କାନ୍ଦୁଛନ୍ତି ଗ୍ରାମବାସୀ | ପୋଡାପାଡ଼ି ଗ୍ରାମର ଦୁଃଖ ସରପଞ୍ଚ କି ପିଓ ଙ୍କୁ ଜଣାଇଲେ ବି ଦୁଃଖ ଜାଣିପାରୁନାହାନ୍ତି ବହୁବାର ଜଣାଇଲେ ବି ଆଜି ହେବ କାଲି ହେବ!-->…
ଆକାଂକ୍ଷୀ ଜିଲ୍ଲା କନ୍ଧମାଳର ବିଭିନ୍ନ ବିଭାଗର କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା
ଫୁଲବାଣୀ : ଓଡ଼ିଶା ସରକାରଙ୍କର ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗର ପ୍ରମୁଖ ସଚିବ - ତଥା- ଆକାଂକ୍ଷୀ ଜିଲ୍ଲା ଦାୟିତ୍ବରେ ଥିବା ସଚିବ ଏସ୍.କେ. ବଶିଷ୍ଠ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଆକାଂକ୍ଷୀ ଜିଲ୍ଲା କନ୍ଧମାଳର ବିଭିନ୍ନ ବିଭାଗର କାର୍ଯ୍ୟକ୍ରମର!-->…
ଗୋପାଳପୁର ବନ୍ଦର ପକ୍ଷରୁ ବିୟୁଟିସିଆନ ଶିକ୍ଷା ଓ ତାଲିମ କେନ୍ଦ୍ର ଉଦଘାଟିତ
• ବନ୍ଦରର ପାର୍ଶ୍ଵବର୍ତ୍ତୀ ଅଞ୍ଚଳର ମହିଳାମାନଙ୍କୁ ସ୍ଵାବଲମ୍ବୀ କରିବା ଦିଗରେ ଏକ ନିଆରା ପଦକ୍ଷେପ ଗୋପାଳପୁର : ଗୋପାଳପୁର ବନ୍ଦର ପକ୍ଷରୁ ଏହାର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଅଧୀନରେ ‘ମହିଳା ସଶକ୍ତିକରଣ ଏବଂ ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ’ କାର୍ଯ୍ୟକ୍ରମରେ ବନ୍ଦରର!-->…