ଜାତିସଂଘ ମୁଖ୍ୟ ଗୁଟେରେସ୍‌ଙ୍କୁ ଭେଟି ସୁଦାନ, ଜି୨୦ ଅଧ୍ୟକ୍ଷତା ଓ ୟୁକ୍ରେନ୍‌ ପ୍ରସଙ୍ଗ ଆଲୋଚନା କଲେ ବୈଦେଶିକ…

ନୂଆଦିଲ୍ଲୀ: ଗୁରୁବାର ଦିନ ଭାରତ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ଙ୍କୁ ସାକ୍ଷାତ କରି ଜଟିଳ ହେଉଥିବା ସୁଦାନ ପରିସ୍ଥିତି, ଭାରତର ଜି-୨୦ ଅଧ୍ୟକ୍ଷତା ଏବଂ ୟୁକ୍ରେନ୍‌ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।ସୁଦାନ ହିଂସାକାଣ୍ଡ ବିଷୟରେ

‘ଏଲ୍‌ ନିନୋ’ ଫେରୁଥିବାରୁ ଚଳିତ ବର୍ଷ ରେକର୍ଡ ତାପମାତ୍ରାର ସମ୍ମୁଖୀନ ହୋଇପାରେ ବିଶ୍ବ

ବ୍ରୁସେଲ୍‌ଜ୍‌: ଜଳବାୟୁ ପରିବର୍ତ୍ତନ ଏବଂ ‘ଏଲ୍‌ ନିନୋ’ ଫେରୁଥିବାରୁ ୨୦୨୩ କିଂବା ୨୦୨୪ରେ ବିଶ୍ବର ସ୍ବାଭାବିକ ତାପମାତ୍ରାରେ ନୂଆ ରେକର୍ଡ ସୃଷ୍ଟି ହୋଇପାରେ ବୋଲି ଜଳବାୟୁ ବୈଜ୍ଞାନିକମାନେ କହୁଛନ୍ତି।‘ଜଳବାୟୁ ମଡେଲ୍‌’ ଅନୁସାରେ, ପ୍ରଶାନ୍ତ ମହାସାଗରରେ ‘ଲା ନିନା’ ପାଣିପାଗ ଢାଞ୍ଚା

ତାଇୱାନ୍‌ ପ୍ରସଙ୍ଗରେ ସମାଲୋଚନା କଲେ ପରିଣାମ ବିପଜ୍ଜନକ ହେବ: ସତର୍କ କଲା ଚୀନ୍‌

ବେଜିଙ୍ଗ୍‌: ଶାନ୍ତି ଓ ନ୍ୟାୟ କ୍ଷେତ୍ରରେ ବେଜିଙ୍ଗ୍‌ର ଗ୍ରହଣୀୟତା ବୃଦ୍ଧି ପାଉଥିବା ବେଳେ ତାଇୱାନ୍‌ ପ୍ରସଙ୍ଗକୁ ନେଇ ଚୀନ୍‌କୁ ସମାଲୋଚନା କଲେ ପରିଣାମ ବିପଜ୍ଜନକ ହେବ ବୋଲି ଆଜି ଚୀନ୍‌ର ବୈଦେଶିକ ମନ୍ତ୍ରୀ କ୍ବିନ୍‌ ଗାଙ୍ଗ୍‌ ସତର୍କ କରାଇ କହିଛନ୍ତି।ତାଇୱାନ୍‌ର ରାଷ୍ଟ୍ରପତି ସାଇ

ସୁଦାନରେ ଫସି ରହିଥିବା ୪୦୦୦ ଭାରତୀୟଙ୍କ ପାଇଁ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଫ୍ରିକୀୟ ଦେଶ ସୁଦାନରେ ସଂଘର୍ଷଜନିତ ସଙ୍କଟ ଚାଲିଥିବା ବେଳେ ତା’ର ରାଜଧାନୀ ନଗରୀ ଖାର୍‌ତୌମ୍‌ରେ ଫସି ରହିଥିବା ହଜାର ହଜାର ଭାରତୀୟଙ୍କ ବିଷୟରେ ଆଲୋଚନା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ ବୋଲି ବିଶେଷସୂତ୍ରରୁ

ଟ୍ୱିଟର ଦେଲା ଝଟକା; ବନ୍ଦ ହେଲା ମାଗଣା ବ୍ଲୁ ଟିକ୍‌ ସର୍ଭିସ…

ନୂଆଦିଲ୍ଲୀ : ପୂର୍ବ ନିଷ୍ପତ୍ତି ଅନୁଯାୟୀ, ଭେରିଫାଏଡ ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟାଇଲା ଟ୍ୱିଟର । ବଡ଼ ବଡ଼ ସେଲିବ୍ରିଟି, ରାଜନେତା, ସ୍ପୋର୍ଟ୍ସମ୍ୟାନ୍‌ଙ୍କ ଆକାଉଣ୍ଟରୁ ଗାଏବ ହୋଇ ଯାଇଛି ବ୍ଲୁ ଟିକ୍‌ । ଟ୍ୱିଟର ବସ୍‌ ଏଲନ୍‌ ମସ୍କଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗତକାଲି ରାତିରୁ ଆରମ୍ଭ ହୋଇଛି

ଆଞ୍ଚଳିକ ଭାଷାରେ ପରୀକ୍ଷା ପାଇଁ ୟୁଜିସିର ଚିଠି…

ନୂଆଦିଲ୍ଲୀ : ଏଣିକି ବିଶ୍ୱବିଦ୍ୟାଳୟରେ ଆଞ୍ଚଳିକ ଭାଷାରେ ଶିକ୍ଷାଦାନ ଓ ପରୀକ୍ଷା କରିବାକୁ ୟୁଜିସି ପକ୍ଷରୁ ଚିଠି ଲେଖାଯାଇଛି। ଦେଶର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଏନେଇ ୟୁଜିସି ଚିଠି ଲେଖିଛି। ଆଞ୍ଚଳିକ ଭାଷାରେ ପାଠ ପଢ଼ିବା, ପଢ଼ାଇବା ଓ ପରୀକ୍ଷାରେ ଉତ୍ତର ଲେଖିବା ଉପରେ ଗୁରୁତ୍ୱ

ଏଣିକି କୋର୍ଟ ପରିସରରେ ମାସ୍କ ବାଧ୍ୟତାମୂଳକ, ଗହଳି ମନା

ନୂଆଦିଲ୍ଲୀ : ଏଣିକି କୋର୍ଟ ପରିସରରେ ମାସ୍କ ବାଧ୍ୟତାମୂଳକ । କେବଳ ସେତିକି ନୁହେଁ, କୋର୍ଟ ପରିସରରେ ଗହଳି କରିବା ବି ମନା। ଏପରିକି କୋର୍ଟ ପରିସରରେ ଥିବା ପର୍ଯ୍ୟନ୍ତ ପିନ୍ଧିବାକୁ ପଡ଼ିବ ମାସ୍କ । ଏପରି ଆଦେଶ ଜାରି କରିଛନ୍ତି ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି।ରାଜଧାନୀ ଦିଲ୍ଲୀରେ

ଓଡ଼ିଶାର ଅସହାୟା ବୃଦ୍ଧାଙ୍କ ଭତ୍ତା ଲାଗି ଚିନ୍ତା ପ୍ରକଟ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ…

ଭୁବନେଶ୍ୱର//ନବରଙ୍ଗପୁର :ଚାଲିବାକୁ ପାଦରେ ଶକ୍ତି ନ ଥିବା ବେଳେ ଛିଡ଼ା ହେବାକୁ ବଳ ନାହିଁ। ଏପରି ସ୍ଥିତିରେ ପରିଣତ ବୟସରେ ପହଞ୍ଚି ସାରିଥିବା ଜଣେ ବୃଦ୍ଧା ପେନସନ୍‌ ଗଣ୍ଡାକ ପାଇଁ ଏକ ଚେୟାରକୁ ଆଶାବାଡ଼ି କରି ମାଇଲ ବାଟ ଚାଲୁଥିବା ଭିଡିଓ କିଛି ଦିନ ପୂର୍ବେ ଭାଇରାଲ ହେଉଥିଲା। ଓଡ଼ିଶାର

କୋର୍ଟ ପରିସରରେ ମହିଳାଙ୍କ ଉପରକୁ ଗୁଳିମାଡ଼…

ନୂଆଦିଲ୍ଲୀ : ଲୋକ ଗହଳି ମଧ୍ୟରେ ମହିଳାଙ୍କ ଉପରକୁ ହେଲା ଗୁଳି ମାଡ଼ । ଅଭିଯୁକ୍ତଜଣକ ଓକିଲ ୟୁନିଫର୍ମରେ ଥିବା ବେଳେ ମହିଳାଙ୍କ ସାମନାକୁ ଯାଇ ୪ ରାଉଣ୍ଡ ଗୁଳି ଚଳାଇଥିଲେ। ଗୁଳି ମାଡ଼ର ଶିକାର ମହିଳାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଅଭିଯୁକ୍ତଜଣକ ଖସି ଯାଇଛନ୍ତି।ଏପରି ଏକ ଅଭାବନୀୟ ଘଟଣା

ଆତଙ୍କୀ ହମଲାରେ ସହିଦ ୫ ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଆ…

ଶ୍ରୀନଗର : ଜମ୍ମୁ-କଶ୍ମୀର ପୁଞ୍ଚ ଆତଙ୍କୀ ହମଲାରେ ସହିଦ ହୋଇଥିବା ୫ ରାଷ୍ଟ୍ରୀୟ ରାଇଫଲ୍ସ ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଆ ରହିଛନ୍ତି। ସହିଦ ଓଡ଼ିଆ ଯବାନଙ୍କ ନାଁ ଦେବାଶିଷ ବିଶ୍ୱାଳ। ତାଙ୍କ ଘର ପୁରୀ ଜିଲ୍ଲା ସାକ୍ଷୀଗୋପାଳ ନିକଟ ଅଳଗୁମର ଖଣ୍ଡାୟତ ସାହିରେ। ଦେବାଶିଷଙ୍କ ଘରକୁ ଭାରତୀୟ ସେନା