Sign in
Sign in
Recover your password.
A password will be e-mailed to you.
ଜିଲ୍ଲା ସ୍ତରୀୟ ଓଡିଆ ସପ୍ତାହ ଦିବସ ମହା ସମାରୋହରେ ପାଳିତ
ଛତ୍ରପୁର : ଜିଲ୍ଲା ସ୍ତରୀୟ ଓଡିଆ ସପ୍ତାହ ଦିବସ ଛତ୍ରପୁର ସ୍ଥିତ ସଂସ୍କୃତି ଭବନ ଠାରେ ଜିଲ୍ଲା ସଂସ୍କୃତି ବିଭାଗ ଆନୁକୂଲ୍ୟରେ ପାଳିତ ହୋଇଯାଇଛି । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ!-->…
ଟିମ ହ୍ୟୁମାନିଟି କନ୍ଧମାଳ ଅନୁଷ୍ଠାନକୁ ରାଜ୍ୟସ୍ତରୀୟ ପୁରସ୍କାର
ଫୁଲବାଣୀ : ସେବା କାର୍ପଣ୍ୟ ଦାନବଳେ,କିବା ଅସାଧ୍ୟ ମହୀତଳେ। ଜଗତର ନାଥ ଜଗନ୍ନାଥଙ୍କ କରୁଣାରୁ ଆମେ ସମସ୍ତେ ଏହି ଧରାପୃଷ୍ଠରେ ମଣିଷ ଭଳି ଏକ ସର୍ବୋତ୍ତମ ପ୍ରାଣୀ ଭାବେ ଜନ୍ମ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । କିନ୍ତୁ ଏହି ଜୀବନକୁ ସାଫଲ୍ୟମଣ୍ଡିତ କରିବାକୁ ହେଲେ ଜୀବନକୁ ସେବା ରୂପକ!-->…
ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜୟ ଭାରତ ସତ୍ୟାଗ୍ରହ ସଭା
ଛତ୍ରପୁର : ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଜିଲ୍ଲା କଂଗ୍ରେସ କମିଟି ତରଫରୁ ଜିଲ୍ଲା ସଭାପତି ତଥା ସନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ନେତୃତ୍ବ ରେ ଜୟ ଭାରତ ସତ୍ୟାଗ୍ରହ ସଭା ଅନୁଷ୍ଠିତ ହୋଇଯାଇଛି । ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଏବଂ ପ୍ରଦେଶ!-->…
ଅବ୍ୟବସ୍ଥା ଘରରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟର ଡାଇରିଆ ବିଭାଗ
ଫୁଲବାଣୀ: କନ୍ଧମାଳ ଜିଲ୍ଲା, ଫୁଲବାଣୀ ମୂଖ୍ୟ ଚିକିତ୍ସାଳର ସଂକ୍ରମଣ ବିଭାଗରେ ବେଡ଼ ଅଭାବ ଥିବାରୁ ବର୍ତ୍ତମାନ ଝାଡ଼ାବାନ୍ତିରେ ଆକ୍ରାନ୍ତ ରୋଗୀଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ସରକାରଙ୍କ ୫ ଟି, ମୋ ସରକାର ଏଭଳି ବିଭିନ୍ନ ଯୋଜନା ମାଳ ମାଳ ଥିବାବେଳେ!-->…
ବ୍ରହ୍ମପୁର ଏମ୍କେସିଜି ମେଡିକାଲ୍ ପରିସରରେ ଗାଡ଼ି ରଖିଲେ ୧୦ ଟଙ୍କା ଦେବାକୁ ବାଧ୍ୟ
ବ୍ରହ୍ମପୁର: ଗାଡ଼ି ରଖୁ ରଖୁ ୧୦ ଟଙ୍କା ଦିଅ। ଅଧଘଣ୍ଟା ପାଇଁ ଆସ କି ଘଣ୍ଟାକ ପାଇଁ, କିନ୍ତୁ ପାର୍କିଂ ଫି’ଦିଅ। ଗଞ୍ଜାମ ଜିଲ୍ଲା ର ବ୍ରହ୍ମପୁର ର ପ୍ରାଣକେନ୍ଦ୍ର ଏମ୍କେସିଜି ମେଡିକାଲ l ମେଡିକାଲ ପରିସରରେ ଗାଡି ରଖିବା ମାତ୍ରେ ୧୦ ଟଙ୍କା ଦେବାକୁ ବାଧ୍ୟ । ଏଠି ଚିକିତ୍ସା ମାଗଣା, ଔଷଧ!-->…
ନାବାଳିକା ଦୁଷ୍କର୍ମ ଉଦ୍ୟମ ମାମଲାରେ ଅଭିଯୁକ୍ତକୁ ୩ ବର୍ଷ ଜେଲ ୨ ହଜାର ଟଙ୍କା ଜୋରିମାନା
ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ଵତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ନାବାଳିକା ଦୁଷ୍କର୍ମ ଉଦ୍ୟମ ମାମଲାର ବିଚାରଣା କରି ଘଟଣାର ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ପ୍ରମାଣ ଆଧାରରେ ମାମଲାର ଅଭିଯୁକ୍ତ ସୁଧାକର ପୃଷ୍ଠିଙ୍କୁ ଦୋଷୀ!-->!-->!-->…
ଅସୁସ୍ଥ ବୃଦ୍ଧାଙ୍କୁ ଖଟିଆରେ ବୋହି ଆଣି ମେଡ଼ିକାଲରେ ଭର୍ତ୍ତି କରାଇଲେ ଏସଓଜି ଯବାନ
ଫୁଲବାଣୀ : କନ୍ଧମାଳ ଏସଓଜି ଯବାନ ଦେଖାଇଲେ ମାନବିକତା ଅଂଚଳବାସୀଙ୍କ ଭୂୟସୀ ପ୍ରଶଂସା l ସୂଚନା ଅନୁସାରେ ଏସଓଜି ଜବାବ ମାନେ କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ଅଞ୍ଚଳର ଲବେରିକିଆ ଗାଁରେ ଜଣେ ବୃଦ୍ଧା ଅସୁସ୍ଥ ଥିବା ଖବର ପାଇବା ପରେ ଗାଁକୁ!-->…
ଆଇପିଏଲ : ପଞ୍ଜାବକୁ ୨୪ ରନରେ ହରାଇଲା ବାଙ୍ଗାଲୋର୍
ମୋହାଲି : ମୋହାଲିଠାରେ ଖେଳାଯାଇଥିବା ଆଇପିଏଲର ୨୭ତମ ମ୍ୟାଚରେ ପଞ୍ଜାବକୁ ୨୪ ରନରେ ପରାସ୍ତ କରିଛି ବାଙ୍ଗାଲୋର । ପଞ୍ଜାବ ଆଗରେ ୧୭୫ରନର ବିଜୟ ଲକ୍ଷ୍ୟ ରଖାଯାଇଥିବାବେଳେ ପଞ୍ଜାବ ୧୮.୨ ଓଭରରେ ୧୫୦ରନ କରି ଅଲଆଉଟ୍ ହୋଇଯାଇଥିଲା । ପଂଜାବ ପକ୍ଷରୁ ପ୍ରଭସିମରନ ସିଂ ୪୬ରନ ଓ ଜିତେଶ ଶର୍ମା!-->…
ଭାରତ ଆସିବେ ପାକିସ୍ତାନର ବିଦେଶ ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ
ନୂଆଦିଲ୍ଲୀ : ଆସନ୍ତା ୪ ଓ ୫ ତାରିଖରେ ଗୋଆରେ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଯୋଗଦେବା ପାଇଁ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦାରୀ ଭାରତ ଗସ୍ତରେ ଆସିବେ। ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି । ୨୦୧୪ରେ ପ୍ରଧାନମନ୍ତ୍ରୀ!-->…
ଝାରସୁଗୁଡା ଉପନିର୍ବାଚନ: ବିଜେପି ର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା
ଭୁବନେଶ୍ୱର : ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ଓଡିଶାକୁ ପୂର୍ବପେକ୍ଷା ବହୁ ମାତ୍ରାରେ କେନ୍ଦ୍ରୀୟ ଅନୁଦାନର ସହାୟତା ମିଳୁଛି । ରାଜ୍ୟ ସରକାରଙ୍କ ଦଳୀୟ ପାତର ଅନ୍ତର ନୀତି ଓ ଅପାରଗତା କାରଣରୁ ମୋଦି ସରକାରଙ୍କ ଅନେକ ଜନକଲ୍ୟାଣ ଯୋଜନାର ସୁଫଳ ପାଇବାରୁ ବଂଚିତ ହେଉଛନ୍ତି ଓଡିଶାବାସୀ!-->…