Sign in
Sign in
Recover your password.
A password will be e-mailed to you.
‘ଓଡ଼ିଶା ଦକ୍ଷତା କନକ୍ଲେଭ୍-୨୦୨୩’କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ…
ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଦକ୍ଷତା କନକ୍ଲେଭ୍ ୨୦୨୩କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଏହି ସମାରୋହରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି କାର୍ଯ୍ୟକ୍ରମ ମାନବ ସଂସ୍କରଣର ଏକ ଉଦାହରଣ। ଓଡ଼ିଶା ସରକାର ଯୁବପୀଢିଙ୍କ ଦକ୍ଷତା ବିକାଶ ପାଇଁ!-->…
୨୫ ଲକ୍ଷ ଟଙ୍କା ଲାଞ୍ଚ ମାଗିବା ଅଭିଯୋଗରେ ନୟାଗଡ଼ ଜିଲ୍ଲାପାଳଙ୍କ ନାଁରେ ମାମଲା…
ନୟାଗଡ଼:ଖଣି ଲିଜଧାରୀଙ୍କ ଠାରୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ମାଗିବା ଅଭିଯୋଗରେ ନୟାଗଡ଼ ଜିଲ୍ଲାପାଳଙ୍କ ସମେତ ୪ ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ କରୁଛି ଚାନ୍ଦପୁର ଥାନା ପୋଲିସ । ଘଟଣାକୁ ଖଣ୍ଡନ କରିବା ସହ ୨ କୋଟି ୮୧ ଲକ୍ଷ ଟଙ୍କାର ଫାଇନ ପଡିଥିବାରୁ ଏହାକୁ ଡ଼ାଇଭର୍ଟ କରିବାକୁ ଏପରି!-->…
ନିୟମ ଉଲ୍ଲଙ୍ଘନ କରି ବିଦେଶରୁ ୧.୫ କୋଟି ଟଙ୍କା ପାଇଛି ଅକ୍ସଫାମ ଇଣ୍ଡିଆ: ସିବିଆଇ
ନୂଆଦିଲ୍ଲୀ : ଅକ୍ସଫାମ ଇଣ୍ଡିଆର ଅଡ଼ୁଆ ବଢ଼ିବାରେ ଲାଗିଛି। ଏହି ଏନଜିଓ ସଂସ୍ଥା ଭାରତରେ ପ୍ରଚଳିତ ନିୟମ ଉଲ୍ଲଙ୍ଘନ କରି ବିଦେଶରୁ ୧.୫ କୋଟି ଟଙ୍କାର ଚାନ୍ଦା ପାଇଥିବା ସିବିଆଇ କହିଛି। ଏବେ ସିବିଆଇ ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।ସିବିଆଇ କହିଛି ଯେ ୨୦୧୩ରୁ ୨୦୧୬!-->…
ନରୋଦା ନରସଂହାର: ସମସ୍ତ ୬୯ ଅଭିଯୁକ୍ତ ଦୋଷମୁକ୍ତ
ଅହମ୍ମଦାବାଦ : ବହୁ ଚର୍ଚ୍ଚିତ ୨୦୦୨ ଗୁଜରାଟ ଦଙ୍ଗା ବେଳେ ସଂଗଠିତ ନରୋଦା ନରସଂହାର ଘଟଣାରେ ଗୁଜରାଟର ସ୍ୱତନ୍ତ୍ର କୋର୍ଟ ସମସ୍ତ ୬୯ ଅଭିଯୁକ୍ତଙ୍କୁ ଆଜି ଦୋଷମୁକ୍ତ କରିଛନ୍ତି। ଏମାନଙ୍କ ମଧ୍ୟରେ ବିଜେପି ନେତା ମାୟା କୋଡନାନି, ବଜରଙ୍ଗ ଦଳର ପୂର୍ବତନ ନେତା ବାବୁ ବଜରଙ୍ଗୀ ଓ ବିଶ୍ୱହିନ୍ଦୁ!-->…
ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ଜାମିନ ମିଳିବା ପରେ କେନ୍ଦ୍ରମନ୍ତ୍ରୀ କହିଲେ- ଧର୍ମର ଜୟ ହୋଇଛି
ଭୁବନେଶ୍ୱର: ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୋଧରେ ପ୍ରତିବାଦ କରିବା ସମୟରେ ପୁଲିସ ଷଡଯନ୍ତ୍ରର ଶିକାର ହୋଇ ଜେଲ୍ ଯାଇଥିବା ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ଜାମିନ ମିଳିବା ମାମଲାରେ ‘ସତ୍ୟମେବ ଜୟତେ, ଧର୍ମର ଜୟ’ ହୋଇଛି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ!-->…
ରାହୁଳଙ୍କ ଦଣ୍ଡାଦେଶ କାଏମ ରଖିଲେ ସେସନ୍ସ କୋର୍ଟ
ସୁରତ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ପୁଣି ଲାଗିଲା ଝଟକା । ସୁରତ ସେସନ୍ସ କୋର୍ଟରୁ ଆଜି ନିରାଶ ହୋଇଛନ୍ତି ରାହୁଲ। ‘ମୋଦି ସରନେମ’ ସମ୍ପର୍କରେ ଦେଇଥିବା ଆପତ୍ତିଜନକ ଟିପ୍ପଣୀ ପାଇଁ ତଳ କୋର୍ଟ ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିବା ବେଳେ ଏହା ଉପରେ ରୋକ ଲଗାଇବାକୁ!-->…
ଛାତ୍ରୀଙ୍କ ଠାରୁ ଉତ୍ତର ଖାତା ନନେଇ, ପ୍ରଶ୍ନ ପତ୍ର ନେଇଗଲେ ସାର…
ବାଲେଶ୍ୱର : ଉତ୍ତର ଖାତା ନୁହେଁ, ପ୍ରଶ୍ନ ପତ୍ର ନେଇଗଲେ ସାର। ଏଭଳି ଆଶ୍ୟର୍ଯ୍ୟଜନକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଳକ ଜାମୁଝାଡି ସ୍ଥିତ ଦାମୋଦର ହାଇସ୍କୁଲରେ। ଗତ ମାର୍ଚ୍ଚ ୨୦ ତାରିଖରେ ମାଟ୍ରିକ ଛାତ୍ରଛାତ୍ରୀଙ୍କ ଗଣିତ ପରୀକ୍ଷା ଥିଲା। ପରୀକ୍ଷା ଶେଷ ପରେ!-->…
ବାଦପୁର ଘାଟିରେ ୫୦ ଫୁଟ ତଳକୁ ଖସିଲା ଟ୍ରକ
ମୋହନା: ଆର.ଉଦୟଗିରି ଥାନା ଅନ୍ତର୍ଗତ ବାଦପୁର ଘାଟିରେ ଆଜି ସକାଳେ ଏକ ସିମେଣ୍ଟ ବୋଝେଇ ଟ୍ରକ ଦୁର୍ଘଟଣା ଘଟିଛି । ୧୮ଚକିଆ ଗାଡିଟି ବିଶାଖାପାଟନମ୍ ଠାରୁ ଆର.ଉଦୟଗିରି ବ୍ଲକର କୁଆଁପଡା ଥିବା ସାରଳା କନଷ୍ଟ୍ରକସନ୍ କୁ ଯାଉଥିଲା। ତେବେ ପ୍ରକଳ୍ପ ନିକଟରେ ପହଞ୍ଚିବାର ୨୨!-->…
କ୍ୟାମିକାଲ ପାଣିରେ ସାଧାକାଗଜ ବୁଡ଼ାଇଲେ ଟଙ୍କା ବାହାରିବା ଆଶାରେ ଲକ୍ଷାଧିକ ଲୁଟ୍ର ଶିକାର ହେଲେ ଶିକ୍ଷକ
ବାଲେଶ୍ୱର: କ୍ୟାମିକାଲ ପାଣିରେ ସାଧାକାଗଜ ବୁଡ଼ାଇଲେ ଟଙ୍କା ବାହାରିବ। ଲୁଟେରାଙ୍କର ଏଭଳି କଥାରେ ପଡ଼ି ତଥା କମ ପରିଶ୍ରମରେ କୋଟିପତି ହେବାର ଆଶା କରି ସୋନପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ଏକ ଘରୋଇ ସ୍କୁଲର ଶିକ୍ଷକ ଠକେଇର ଶିକାର ହୋଇଛନ୍ତି। ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା!-->…
ସମ୍ବଲପୁରରେ ବସିଲା ଶାନ୍ତି କମିଟି ବୈଠକ
ସମ୍ବଲପୁର: ଧିରେ ଧିରେ ସ୍ୱାଭାବିକ ହେବାରେ ଲାଗିଛି ସମ୍ବଲପୁର ସହର । ଗତ ୧୨ ଓ ୧୪ ତାରିଖରେ ହୋଇଥିବା ଅଘଟଣ ଯୋଗୁଁ ଏବେ ସାରା ସହର ଏକ ପ୍ରକାର ଅଶାନ୍ତ ହୋଇପଡ଼ିଥିଲା । ପ୍ରଶାସନର ଅକ୍ଲାନ୍ତ ଉଦ୍ୟମ ସତ୍ତ୍ୱେ ଶାନ୍ତି ଧିରେ ଧିରେ ଫେରିଛି। ସମ୍ପୂର୍ଣ ଶାନ୍ତି ଫେରାଇ ଆଣିବା ଦିଗରେ!-->…