Sign in
Sign in
Recover your password.
A password will be e-mailed to you.
ମୋଦୀଙ୍କୁ ଭେଟିଲେ ଆପଲ୍ ସିଇଓ ଟିମ୍ କୁକ୍
ନୂଆଦିଲ୍ଲୀ: ପ୍ରସିଦ୍ଧ ଟେକନଲୋଜୀ କମ୍ପାନି ଆପଲ୍ ସିଇଓ ଟିମ୍ କୁକ୍ ବୁଧବାରଦିନ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ପରେ ଶ୍ରୀ କୁକ୍ ଟ୍ୱିଟ୍ କରି ସ୍ୱାଗତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।!-->…
ଭାରତ ବିଶ୍ବର ସବୁଠାରୁ ଜନବହୁଳ ଦେଶ
ନୂଆଦିଲ୍ଲୀ : ଚୀନ୍କୁ ପଛରେ ପକାଇଲା ଭାରତ । ବର୍ଷ ବର୍ଷ ଧରି ବିଶ୍ୱର ସବୁଠୁ ଅଧିକ ଜନବହୁଳ ଦେଶ ତାଲିକାରେ ଚୀନ୍ ନାଁ ସବୁଠୁ ଉପରେ ରହୁଥିବା ବେଳେ ଏବେ ଭାରତ ସେହି ସ୍ଥାନ ଅଧିକାର କରିଛି। ଅର୍ଥାତ ଏବେ ଭାରତ ବିଶ୍ୱର ସବୁଠୁ ଅଧିକ ଜନବହୁଳ ରାଷ୍ଟ୍ର। ଦ୍ୱିତୀୟ ତାଲିକାରେ ରହିଛି ଚୀନ ।!-->…
୧୯୮୮ରୁ ମନ୍ଦିରରେ କାମ କରୁଥିଲେ ୨ ମୁସଲିମ, ଏବେ ସେମାନଙ୍କୁ ବିଦା କରିଦେଲେ
ଭୋପାଳା : ମଧ୍ୟପ୍ରଦେଶରେ ଥିବା ମାହିହାର ମା’ ଶାରଦା ମନ୍ଦିର ଓ ମୈହାର ଘରାନାର ପାଇଁ ପରିଚିତ। ମୈହାର ଘରାନା ସାରୋଦ ଲିଜେଣ୍ଡ ବାବା ଆଲାଉଦ୍ଦିନ ଖାନ ପ୍ରତିଷ୍ଠା କରିଥିଲେ। ଏହାର ଇତିହାସ ଅନେକ ଲମ୍ବା ଓ ରୋଚକ ଥିବା ବେଳେ ଏବେ ମୈହାର ନୂଆ ଭବିଷ୍ୟତ ଆଡ଼କୁ ଗତି କରିବା ଆରମ୍ଭ କରିଛି।ଏବେ!-->…
ସମଲିଙ୍ଗୀ ବିବାହ: କେନ୍ଦ୍ରର ‘ସହରୀ ସଂମ୍ଭ୍ରାନ୍ତ ଚିନ୍ତାଧାରା’ ଯୁକ୍ତିକୁ ଗ୍ରହଣ କଲେନି ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ପ୍ରଦାନ କରିବା ପାଇଁ ହୋଇଥିବା ଏକାଧିକ ଆବେଦନର ମାରଥନ ଶୁଣାଣି ସୁପ୍ରିମକୋର୍ଟରେ ଜାରି ରହିଛି। ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ପ୍ରଦାନ ଦାବିକୁ ବିରୋଧ କରୁଥିବା କେନ୍ଦ୍ର ସରକାର ଏହାକୁ ସହରୀ ସଂମ୍ଭ୍ରାନ୍ତ ଚିନ୍ତାଧାରା କହି!-->…
ଖରା ଯୋଗୁ ଦିନ ୧୨ରୁ ୫ଟା ଯାଏ ସବୁ କାର୍ଯ୍ୟକ୍ରମ ବନ୍ଦ
ମୁମ୍ବାଇ : ପ୍ରବଳ ଖରା ଯୋଗୁ ୧୪ ଜଣ ଲୋକ ପ୍ରାଣ ହରାଇବା ପରେ ଚେତିଛନ୍ତି ସରକାର। ଏଣିକି ଦିନ ୧୨ଟାରୁ ଅପରାହ୍ନ ୫ଟା ରାଜ୍ୟରେ କୌଣସି କାର୍ଯ୍ୟକ୍ରମ ଖୋଲା ସ୍ଥାନରେ ହୋଇପାରିବ ନାହିଁ। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।ରବିବାର!-->…
ଅମିତ ଶାହଙ୍କୁ ଫୋନ କରିଥିବା ପ୍ରମାଣ ମିଳିଲେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ଦେବେ କହିଲେ ଦିଦି
କୋଲକାତା : ପଶ୍ଚିମବଙ୍ଗର କ୍ଷମତାସୀନ ତୃଣମୂଳ କଂଗ୍ରେସ (ଟିଏମସି)ର ସୁପ୍ରିମୋ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ବିଜେପିକୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି। ଟିଏମସି ଜାତୀୟ ଦଳର ମାନ୍ୟତା ପରେ ମମତା ବାନାର୍ଜୀ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଫୋନ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ବିଜେପି!-->…
ଜାତୀୟ କ୍ୱାଣ୍ଟମ୍ ମିଶନ୍ NQMର ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ
ନୂଆଦିଲ୍ଲୀ : କମ୍ପ୍ୟୁଟର ଟେକ୍ନୋଲୋଜିକୁ ଅଧିକ ବିକଶିତ କରିବା କ୍ଷେତ୍ରରେ କେନ୍ଦ୍ର ସରକାର ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ଆଜି ଜାତୀୟ କ୍ୱାଣ୍ଟମ୍ ମିଶନକୁ ଅନୁମୋଦନ କରିଛନ୍ତି। ଆଜି ଜାତୀୟ!-->…
ସ୍ଵାଭିମାନ ଅଞ୍ଚଳରେ ପୁଷ୍ପା ୨ ଚଳଚ୍ଚିତ୍ର ଶୁଟିଙ୍ଗ ନେଇ ଫୋଟ ଓ ଭିଡିଓ ଭାଇରାଲ !
ସମ୍ପୂର୍ଣ ମିଥ୍ୟା କହିବା ସହ ବିଭିନ୍ନ ଗଣ ମାଧ୍ୟମରେ ପ୍ରସାରିତ ଖବରକୁ ଖଣ୍ଡନ କଲେ ଚଳଚିତ୍ରର ସହକାରୀ ନିର୍ଦେଶକ ପ୍ରସାଦ
ମାଲକାନଗିରି, ୧୯।୪ ମାଲକାନଗିରି ଜିଲ୍ଲାରେ ପୁଷ୍ପା ୨ ଚଳଚିତ୍ର ଶୁଟିଙ୍ଗ ହେବାନେଇ କିଛି ଫୋଟ ଏବଂ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି । ତେବେ!-->!-->!-->…
ପର୍ତ୍ତମାହା ଗସ୍ତ କରି ବିଭିନ୍ନ କୋଠା ଉଦଘାଟନ କଲେ ବିଧାୟକ…
ଦାରିଙ୍ଗବାଡ଼ି, ୧୯/୪ : ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ପର୍ତ୍ତମହା ପଞ୍ଚାୟତ ଗସ୍ତ କରି ବିଭିନ୍ନ କୋଠାର ଉଦଘାଟନ କରିଛନ୍ତି । ଏଥିରେ ମୁଖ୍ୟ ଅତିଥି ଭାବେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସମିତି!-->…
ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଘନଘନ ବିଦ୍ୟୁତ୍ କାଟ, ସାଧାରଣ ଜନତା ହନ୍ତସନ୍ତ
ଦାରିଙ୍ଗବାଡି,୧୯/୪, ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଲୋକେ ଗରମରେ ଆଉଟୁ ପାଉଟୁ ହୋଇ ଗଲେଣି। ଏଇଭଳି ପରିସ୍ଥିତିରେ ଲୋକେ ସଠିକ୍ ଭାବେ ବିଦ୍ୟୁତ୍ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ଏଭକି କିଛି ଅଭିଯୋଗ ଆସିଛି ଦାରିଙ୍ଗବାଡି ବ୍ଲକ୍ ଅଞ୍ଚଳରୁ । ଏହି କିଛି ଦିନ ହେବ!-->…