Sign in
Sign in
Recover your password.
A password will be e-mailed to you.
ସମ୍ବଲପୁରରେ ଶାନ୍ତି ପାଇଁ ବିଜେଡିର କ୍ୟାଣ୍ଡେଲ ଶୋଭାଯାତ୍ରା…
ଭୁବନେଶ୍ବର: ସମ୍ବଲପୁରରେ ଶାନ୍ତି ପାଇଁ ବିଜେଡିର କ୍ୟାଣ୍ଡେଲ ଶୋଭାଯାତ୍ରା । ବିଜୁ ଯୁବ ଛାତ୍ର ଏବଂ ମହିଳା ଜନତା ଦଳ ପକ୍ଷରୁ ଏକ ବିଶାଳ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଉଛି । ଭୁବନେଶ୍ୱର ସ୍ଥିତ ହାଉସିଂ ବୋର୍ଡ ବିଲ୍ଡିଂ ଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ କ୍ୟାଣ୍ଡେଲ ଶୋଭାଯାତ୍ରା!-->…
ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଚଳାଇବେ ଭେଣ୍ଡିଂ ଜୋନ୍, ୪୧ଟି ଦୋକାନ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ରାଜଧାନୀରେ ମହିଳାଙ୍କ ପାଇଁ ପ୍ରଥମ ଭେଣ୍ଡିଂ ଜୋନ୍। ଏହି ଭେଣ୍ଡିଂ ଜୋନ୍କୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଚଳାଇବେ । ଏହି ଭେଣ୍ଡିଂ ଜୋନ୍କୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଡୁମଡୁମାରେ ଏହି ଭେଣ୍ଡିଂ ଜୋନ୍ରେ ୪୧ଟି ଦୋକାନ କରାଯାଇଛି ।
!-->!-->!-->…
ବାରିପଦା ରାଜ୍ୟର ଉତ୍ତପ୍ତ ସହର, ତାପମାତ୍ରା ୪୪.୫ ଡିଗ୍ରି ରେକର୍ଡ
ଭୁବନେଶ୍ବର: ନିକଟରେ ଶିମିଳିପାଳ ଅଭୟାରଣ୍ୟ ଥିଲେ ବି ବାରିପଦାବାସୀଙ୍କୁ ତାତିରୁ ନିସ୍ତାର ମିଳିପାରୁ ନାହିଁ। ଶିମିଳିପାଳ ଅଭୟାରଣ୍ୟର ଅବସ୍ଥାରେ ବହୁ ପରିବର୍ତ୍ତନ ଘଟିଛି। ଅଭୟାରଣ୍ୟରେ ପୂର୍ବ ଭଳି ଗଛ ନାହିଁ। ଜଙ୍ଗଲରେ ନିଆଁ ଲାଗୁଛି। ଜଙ୍ଗଲ ମାଫିଆଙ୍କ କାରବାର ବଢ଼ିଛି। ଏସବୁ କାରଣ!-->…
ଖୋର୍ଦ୍ଧାରେ ‘କୃତ୍ରିମ ଅଙ୍ଗ ନିର୍ମାଣ କେନ୍ଦ୍ର’ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଖୋର୍ଦ୍ଧା: ଖୋର୍ଦ୍ଧା ପୌର ପରିଷଦ ଅନ୍ତର୍ଗତ ଗୁରୁଜଙ୍ଗର ପୁରାତନ ସରକାରୀ ପ୍ରାଥମିକ ବିଦ୍ୟାାଳୟ କୋଠାରେ କୃତ୍ରିମ ଅଙ୍ଗ (ଜୟପୁର ଫୁଟ୍) ନିର୍ମାଣ କେନ୍ଦ୍ର ଲୋକାର୍ପଣ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଏହାର ଉଦଘାଟନ କରିଛନ୍ତି। ଲୋକାର୍ପଣ ପରେ ମୁଖ୍ୟମନ୍ତ୍ରୀ ଏହି!-->…
ଛାତ୍ରଛାତ୍ରୀ ଓ ଅଭିଭାବକ ପଢ଼ିବେ ସାଇବର ସିକ୍ୟୁରିଟି ପାଠ
ଭୁବନେଶ୍ବର: ଛାତ୍ରଛାତ୍ରୀ ଓ ଅଭିଭାବକ ପଢ଼ିବେ ସାଇବର ସିକ୍ୟୁରିଟି ପାଠ। ମୋବାଇଲ ଓ ଇଣ୍ଟରନେଟର କୁପ୍ରଭାବରୁ ଛାତ୍ରଛାତ୍ରୀଙ୍କୁ ଦୂରେଇ ରଖିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ସ୍ୱତନ୍ତ୍ର ଗାଇଡ ଲାଇନ। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ ଓ ଓସେପା ପକ୍ଷରୁ!-->…
ଶବ ବ୍ୟବଚ୍ଛେଦ ରିପୋର୍ଟ ପାଇଁ ଲାଞ୍ଚ ନେଉଥିଲା ବେଳେ ମାଡ଼ି ବସିଲା ଭିଜିଲାନ୍ସ…
ଯାଜପୁର: ଭିଜିଲାନ୍ସ ଜାଲରେ ପଡ଼ିଲେ ମେଡିକାଲ ଅଫିସର। ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟ ପାଇଁ ଏହି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିଛି। ଲାଞ୍ଚ ନେବା ଅଭିଯୋଗରେ ଡାକ୍ତର ଓ ଡାକ୍ତରଖାନାରେ କାର୍ଯ୍ୟରତ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ଅଟକ ରଖି!-->…
ଜୀବଜନ୍ତୁ ସୁରକ୍ଷା ଅଧିନିୟମ ଆଇନ ଏବଂ ଏହାର କାର୍ଯ୍ୟକାରୀତା ସମ୍ବନ୍ଧରେ ସଚେତନତା ଶିବିର
ଫୁଲବାଣୀ : ବୁଲା ଗୋରୁ ଗାଇ, ଅସୁସ୍ଥ ଓ ଜରାଜିଣ୍ଣ ପ୍ରାଣୀଙ୍କ ପ୍ରତି ହେଉଥିବା ନିଷ୍ଠୁରତା ନିରାକରଣ ଓ ସେମାନଙ୍କର ଥଇଥାନ ପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନ ଗତ ୨୦୨୧ ମସିହାରୁ ଉଦ୍ୟମ ଆରମ୍ଭ କରିଛି । ଏହି ଉପଲକ୍ଷେ, ଜିଲ୍ଲାସ୍ତରୀୟ ଜୀବଜନ୍ତୁ ସୁରକ୍ଷା ଅଧିନିୟମ ଓ ଆଇନ ଏବଂ ଏହାର!-->…
ଶବ ସଂସ୍କାର ସାରି ନଦୀରେ ଗାଧୋଉଥିଲେ, ଚାଲିଗଲା ଯୁବକଙ୍କ ଜୀବନ…
ଯାଜପୁର : ଶବ ସଂସ୍କାର କରିବା ପରେ ନଦୀକୁ ଯାଇ ଗାଧୋଉଥିଲେ। ହେଲେ ଦୁର୍ଭାଗ୍ୟ ଯେମିତି ମୁଣ୍ଡ ନେବାକୁ ଚାହିଁ ବସିଥିଲା। ଅକାତକାତ ପାଣିରେ ବୁଡ଼ି ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଯାଜପୁର ଥାନା ରାମବାଗ ହୀରାପୁର ଗ୍ରାମର ନିଶିକାନ୍ତ ମଲିକ। ଗାଁ ଶ୍ମଶାନ ଘାଟକୁ ଲାଗିଥିବା ବୈତରଣୀ ନଦୀରେ!-->…
ସାରା ରାଜ୍ୟରେ ଲାଗି ରହିିଛି ନିଆଁ ବର୍ଷା, ୪୨ ଡିଗ୍ରୀ ତାତିରେ ଶିଝିଲେ ବ୍ରହ୍ମପୁର ବାସୀ…
ବ୍ରହ୍ମପୁର : ତାଳୁ ଫଟା ଖରା.. ଅସହ୍ୟ ଗୁଳୁଗୁଳି.. ଉପକୂଳରୁ ଉପାନ୍ତ ସବୁଠି ତ୍ରାହି ତ୍ରାହି ଡାକୁଛନ୍ତି ରାଜ୍ୟବାସୀ । ଆହୁରି ଦୁଇଦିନ ଯାଏଁ ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାକୁ ହିଟ୍ ୱେଭ୍ ୱାର୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୧ ତାରିଖ ଯାଏଁ ସମଗ୍ର ରାଜ୍ୟରେ ତାତି ଏପରି!-->…
ସରପଞ୍ଚଙ୍କ ବେକରୁ ଝାମ୍ପି ନେଲେ ସୁନାଚେନ୍…
ଭଦ୍ରକ : କିଛି ଦିନ ନିରବତା ପରେ ସୋରରେ ପୁଣି ମାତିଲେ ଲୁଟେରା। ରାସ୍ତାରେ ଯାଉଥିବା ଲୋକଙ୍କ ଠାରୁ ଛିନ୍ତାଇ ଲୁଟ୍ ଆରମ୍ଭ। ଆପାଚିରେ ଆସିଲେ, ଆଉ ରାସ୍ତାରେ ଯାଉଥିବା ସରପଞ୍ଚଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ।
ଭଦ୍ରକ ମଇତା ପୁରରୁ ଫେରିଲା ବେଳେ ୧୬ ନମ୍ୱର ଜାତୀୟ ରାଜପଥ ଚଡ଼କ!-->!-->!-->…