Sign in
Sign in
Recover your password.
A password will be e-mailed to you.
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କଟରା ଗ୍ୟାଙ୍ଗର ମୁଖ୍ୟ ମଣ୍ଟୁ ବାରିକଙ୍କୁ ହତ୍ୟା
ଆଠଗଡ଼ : ଟଳିପଡ଼ିଲା ଗ୍ୟାଙ୍ଗ ଲିଡର। ଆଠଗଡ଼ ନୂଆପାଟଣା କଟରା ଗ୍ୟାଙ୍ଗର ମୁଖ୍ୟ ମଣ୍ଟୁ ବାରିକଙ୍କୁ ହତ୍ୟା। କ୍ରସରରୁ ଉଠାଇ ନେଇ ଗୋକର୍ଣ୍ଣଖାଲ ଡ୍ୟାମ ପାଖରେ କରାଯାଇଛି ହତ୍ୟା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହୋଇଛି ହତ୍ୟାକାଣ୍ଡ।
ଚଳିତବର୍ଷ ହୋଲିରେ ୪ ଜଣଙ୍କୁ ହାଣିଥିଲେ କଟରା!-->!-->!-->…
କନ୍ଧମାଳର ସମାଜସେବୀ ଅଶୋକ ପରିଡା ସର୍ବୋଦୟ ସମ୍ମାନରେ ସମ୍ବର୍ଦ୍ଧିତ
ଫୁଲବାଣୀ : ଭୁବନେଶ୍ବର ଜୟଦେବ ଭବନ ଠାରେ ସର୍ବୋଦୟ ବିକାଶ ମଞ୍ଚ ପକ୍ଷରୁ ଅନୁଷ୍ଠିତ ହୋଇଛି ଭୂଦାନ, କିଷାନ ସର୍ବୋଦୟ ସମାବେଶ। ସମର୍ପିତ ସମାଜ ସେବାରେ କନ୍ଧମାଳରେ ଉଲେଖନୀୟ କାର୍ଯ୍ୟ କରିଥିବା ଅଶୋକ ପରିଡାଙ୍କୁ ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ଏକତା ପରିଷଦର ପ୍ରତିଷ୍ଠାତା!-->…
ସମ୍ବଲପୁର ଘଟଣାର ପ୍ରତିବାଦରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ…
ଭୁବନେଶ୍ବର/ସମ୍ବଲପୁର: ସମ୍ବଲପୁର ଘଟଣାର ପ୍ରତିବାଦରେ ବିଶ୍ବ ହିନ୍ଦୁ ପରିଷଦ ଓଡ଼ିଶା ପଶ୍ଚିମ ପ୍ରାନ୍ତ ତରଫରୁ ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ୧୦ ଓ ଅବିଭକ୍ତ କୋରାପୁଟର ୪ ଜିଲ୍ଲାକୁ ମିଶାଇ ମୋଟ ୧୪ ଜିଲ୍ଲାରେ ବନ୍ଦ ଡାକରା ଦିଆଯାଇଛି।
ଏହି ବନ୍ଦର ଡାକରାର ପ୍ରଭାବରେ ଆଜି!-->!-->!-->…
ସମ୍ବଲପୁର: ପୁଣି ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ
ମ୍ବଲପୁର: ସମ୍ବଲପୁରରେ ଶାନ୍ତି ଫେରାଇ ଆଣିବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ବୁଧବାର ପୁଣି ଜିଲାରେ ୨୪ ଘଣ୍ଟା ପାଇଁ ଇଣ୍ଟର୍ନେଟ୍ ସେବା ବନ୍ଦ ଘୋଷଣା କରାଯାଇଛି। ସାମାଜିକ ଗଣମାଧ୍ୟମର ଅପବ୍ୟବହାର ଆଶଙ୍କାରେ ଏହି କଟକଣାକୁ ବୃଦ୍ଧି କରାଯାଇଛି।
ତେବେ!-->!-->!-->…
ସମ୍ବଲପୁରରେ ଫେରୁଛି ଶାନ୍ତି, ଅଧିକ କୋହଳ ହେଲା କର୍ଫ୍ୟୁ…
ସମ୍ବଲପୁର: ସମ୍ବଲପୁରରେ ଫେରୁଛି ଶାନ୍ତି। ଅଧିକ କୋହଳ ହେଲା କର୍ଫ୍ୟୁ। ଆଜିଠାରୁ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି। ସହରରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ମାର୍କେଟରେ ଗହଳି ଦେଖିବାକୁ ମିଳିଛି ।
ହନୁମାନ!-->!-->!-->…
ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ୧୨ଘଣ୍ଟିଆ ହରତାଳ ପ୍ରଭାବରେ ମାଲକାନଗିରି ବନ୍ଦ…
ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଆଜି ବିଶ୍ୱ ହିନ୍ଦୁ ପରିଷଦ ତରଫରୁ 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।ଏହି ବନ୍ଦ ପ୍ରଭାବରେ ଜିଲ୍ଲାରେ ଚକଅଖ ସମ୍ପୂର୍ଣ ବନ୍ଦ ରହିଥିବା ବେଳେ ଜିଲ୍ଲାର ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ଓ ଶିକ୍ଷା ଅନୁଷ୍ଠାନ ଗୁଡ଼ିକ ବନ୍ଦ ରହିଥିବା!-->!-->!-->…
ଗ୍ରୀଷ୍ମ ପ୍ରବାହ : ୧୯ ଓ ୨୦ରେ ବନ୍ଦ ରହିବ ସ୍କୁଲ ଓ ଅଙ୍ଗନବାଡ଼ି…
ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସକାଳ ୭ଟାରୁ ଖରା ଆରମ୍ଭ ହୋଇଯାଉଛି। ଅପରାହ୍ଣ ୨ଟା ବେଳକୁ ସ୍ଥିତି ଅସମ୍ଭାଳ ହେଉଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପ୍ରିଲ ୧୯ ଓ ୨୦ ତାରିଖ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ଗୁଡ଼ିକ ଛୁଟି ଘୋଷଣା!-->…
ନୂଆ ଠିକଣା ପାଇଲେ ଲକ୍ଷ ଲକ୍ଷ ସଂଖ୍ୟାରେ ବେବି ଅଲିଭ ରିଡଲେ
ଦିଗଦର୍ଶନ ଫାଉଣ୍ଡେସନ ଓ ୟୁଥ ଫର ଭିଲେଜ ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ ସାମୁଦ୍ରିକ କଇଁଚଙ୍କ ସୁରକ୍ଷା ନେଇ ତତ୍ପରତା
ଛତ୍ରପୁର : ବିଶ୍ୱ ମାନଚିତ୍ରରେ ଅଲିଭ ରିଡଲେ କଇଁଚଙ୍କ ଏନ୍ତୁଡ଼ିଶାଳ ଭାବେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ ସମୁଦ୍ର!-->!-->!-->…
ବାଘୁଆ ମହୁମାଛି ଆକ୍ରମଣରେ ୧୫ ଆହତ, ୨ଗୁରୁତର…
ଦାରିଙ୍ଗବାଡି, ୧୮/ : ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଧିନ ପୁଇଗୁଡା ଗ୍ରାମରେ ଚୈତ୍ର ପର୍ବ ପାଳନ ଅବସରରେ, ବାଘୁଆ ମହୁମାଛି ଆକ୍ରମଣରେ ୧୫ଜଣ ଆହତ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ଗୁରୁତର ଦୁଇ ଜଣ ହେଲେ ଦେବେନ୍ଦ୍ର ପାଇକ (୬୦) ,ବିପିନ ପାତ୍ର (୨୫) । ଗୁରତର ଦୁଇ ଜଣ!-->…
ଦାରିଙ୍ଗବାଡ଼ି ବିଲିଭର୍ସ୍ ଚର୍ଚ୍ଚର ଦୁଇ ଦିନିଆ ବାର୍ଷିକ ଉଦ୍ଦିପନା ସଭା
ଦାରିଙ୍ଗବାଡ଼ି,୧୮/୪ : ଦାରିଙ୍ଗବାଡ଼ି ବିଲିଭର୍ସ୍ ଚର୍ଚ୍ଚର ଦୁଇ ଦିନିଆ ବାର୍ଷିକ ଉଦ୍ଦିପନା ସଭା ପାଙ୍ଗାରାହା ମଣ୍ଡଳୀ ଠାରେ ଶୁଭ ଉଦଘାଟନ ହୋଇଛି । ଏହାକୁ ବକ୍ତା ଭାବେ ପୂର୍ବ ଭାରତ ବିଲିଭର୍ସ୍ ଚର୍ଚ୍ଚର ଆର୍ଚ୍ଚ ବିଶପ ରେଭ.ଯୋଶୁଆ ମୋର୍ ବର୍ଣ୍ଣବାସ ,ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ୟ!-->…