Sign in
Sign in
Recover your password.
A password will be e-mailed to you.
ବିସିସି ବ୍ୟାଙ୍କରେ ସମବାୟ ସମ୍ପାଦକଙ୍କ ଧାରଣା, ସଭାପତିଙ୍କ ପ୍ରତିଶ୍ରୁତି ପରେ ହଟିଲା ଧାରଣା
ବ୍ରହ୍ମପୁର : ସ୍ଥାନୀୟ ଚର୍ଚ ରୋଡ ସ୍ଥିତ ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ପରିସରରେ ପ୍ରାଥମିକ ସେବା ସମୟବାୟ ସମିତିର ସମ୍ପାଦକମାନେ ତିନି ଦଫା ଦାବିରେ ଧାରଣାରେ ବସିଥିଲେ l ଦୀର୍ଘ ଦିନ ହେବ ଏହି ସମବାୟ ସମ୍ପାଦକମାନେ ଦରମା ବୃଦ୍ଧି ସହିତ ନୂତନ କ୍ୟାଡର ଚୟନ କରି ବ୍ୟାଙ୍କିଙ୍କ!-->!-->!-->…
ସୁଶ୍ରୀ ସଂଗୀତା କୁମାରୀ ସାହୁ ସମ୍ବର୍ଦ୍ଧିତ…
ବ୍ରହ୍ମପୁର : ଥାଇଲାଣ୍ଡ ର ବ୍ୟାଙ୍କକ୍ ଠାରେ ଅନୁଷ୍ଠିତ ଅନ୍ତଃରାଷ୍ଟ୍ରୀୟ ଯୁବ ମହୋତ୍ସବରେ ଭାରତ ତରଫରୁ ପ୍ରତିନିଧିତ୍ଵ କରି କୃତିତ୍ୱର ସହ ଦ୍ଵିତୀୟ ସ୍ଥାନ ହାସଲ କରିଥିବା ସୁଶ୍ରୀ ସଂଗୀତା କୁମାରୀ ସାହୁ କାହ୍ନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।
କାହ୍ନା!-->!-->!-->…
ଋଷିକୁଲ୍ୟା ମୁହାଁଣରେ ସମୁଦ୍ର ମୁହାଁ କଇଁଛଙ୍କ ଅଣ୍ଡାଦାନ, ହଜାର ହଜାର ଛୁଆ
ଛତ୍ରପୁର : ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ ଅଞ୍ଚଳ ସମୁଦ୍ର ବେଳାଭୂମିରେ ବର୍ତ୍ତମାନ ଅଲିଭ ରିଡଲେ ସାମୁଦ୍ରିକ କଇଁଛ ଅଣ୍ଡାରୁ ଛୁଆ ଫୁଟିବା ଚଳିତ ମାସ ୧୫ ତାରିଖରୁ ଆରମ୍ଭ ହୋଇଛି ଏହା ଆସନ୍ତା୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି । ଅଣ୍ଡା ଦେବାର ୪୫ରୁ ୫୦ଦିନ ପରେ!-->…
ତ୍ରୟୋଦଶ ବନଜ୍ୟୋତ୍ସ୍ନା ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ ଉଦ୍ଘାଟିତ
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ କରୋନେସନ ପଡ଼ିଆ ଠାରେ ତ୍ରୟୋଦଶ ବନଜ୍ୟୋତ୍ସ୍ନା ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଫୁଲବାଣୀ ପୌରାଧ୍ୟକ୍ଷା!-->…
MV 79 ସ୍ୱାମୀ ବିବେକାନନ୍ଦ ଇଂଲିଶ ମିଡ଼ିଆମ ସ୍କୁଲରେ ବାର୍ଷିକ ଉତ୍ସବ
ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍ ଭି ୭୯ ଗ୍ରାମ ସ୍ଥିତ ସ୍ୱାମୀ ବିବେକାନନ୍ଦ ଇଂଲିଶ ମିଡ଼ିଅମ ସ୍କୁଲର ୨ୟ ବାର୍ଷିକ ଉତ୍ସଭ ଆଜି ପାଳନ ହୋଇଯାଇଛି । ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପୁର୍ବତ୍ତନ ବିଧାୟକ ମୁକୁନ୍ଦ ସୋଡି ଆସିଥିବା ବେଳେ ଅନ୍ୟ ମାନଙ୍କ!-->…
ଅନାଥ ଶିଶୁକୁ କୋଳେଇ ନେଲେ ବେଙ୍ଗାଲୁରର ଦମ୍ପତି…
ମାଲକାନଗିରି : ପ୍ରତି ସ୍ଵାମୀ ସ୍ତ୍ରୀଙ୍କର ଇଚ୍ଛା ଥାଏ ତାଙ୍କ କୋଳରେ ମଧ୍ୟ ଛୁଆଟିଏ ଖେଳୁ । ତାଙ୍କ ପାଇଁ ଆଗକୁ ଯାଇ ସେହି ଛୁଆଟି ତାଙ୍କର ସାହାରା ହେଉ । ତେଣୁ ସ୍ଵାମୀ ସ୍ତ୍ରୀ ଯେତେବେଳେ ଜାଣନ୍ତି ଯେ ସେମାନେ ବାପା ମା ହେବାକୁ ଯାଉଛନ୍ତି ଖୁସିରେ ବିଭୋର ହୋଇ ଉଠନ୍ତି । ତେବେ ଏହି!-->…
ନିଜର ଛାଡ଼ପତ୍ରକୁ ନେଇ ମୁହଁ ଖୋଲିଲେ ଶିଖର ଧାୱନ…
ନୂଆଦିଲ୍ଲୀ: ଭାରତୀୟ ଦଳର ଷ୍ଟାର କ୍ରିକେଟର ଶିଖର ଧାୱନ ତାଙ୍କ ସ୍ତ୍ରୀ ଆୟେଶା ମୁଖାର୍ଜ୍ଜୀଙ୍କ ଠାରୁ ଅଲଗା ହେବାର ଅନେକ ଦିନ ବିତିଗଲାଣି। ଶିଖର ଓ ଆୟେଶାଙ୍କ ଏକ ପୁତ୍ର ସନ୍ତାନ ବି ରହିଛି। କିନ୍ତୁ ଆଜି ପର୍ଯ୍ୟନ୍ତ କ୍ରିକେଟର ପତ୍ନୀଙ୍କ ସହ ଛାଡ଼ପତ୍ରକୁ ନେଇ କେବେ ମୁହଁ ଖେଲି!-->…
ମୁଁ ଦିଲ୍ଲୀରେ ଅଛି, ଚିନ୍ତା କରନି; ନିଖୋଜ ଅଭିଯୋଗ ଆଣିବା ପରେ ଏଭଳି କହିଲେ ଟିଏମ୍ସି ନେତା ମୁକୁଲ
ନୂଆଦିଲ୍ଲୀ: ମୁଁ ଦିଲ୍ଲୀରେ ଅଛି। ଚିନ୍ତା କରନି। ପୁଅ ନିଖୋଜ ଅଭିଯୋଗ ଆଣିବା ପରେ ଏଭଳି କହିଲେ ଟିଏମ୍ସି ନେତା ମୁକୁଲ।ସୋମବାର ବିଳମ୍ବିତ ରାତିରୁ ଟିଏମସିର ବରିଷ୍ଠ ନେତା ମୁକୁଲ ରୟ ନିଖୋଜ ଥିବା ତାଙ୍କ ପରିବାର ସଦସ୍ୟ ଅଭିଯୋଗ କରିଥିଲେ। ସୋମବାର ସନ୍ଧ୍ୟାରେ ତାଙ୍କର ଦିଲ୍ଲୀରେ!-->…
ହଜିଗଲା ନା ହଜାଇ ଦିଆ ଗଲା ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଫାଇଲ…!!
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଆଇନ୍ ବିଭାଗ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଦୁଇଟି ଫାଇଲ ହଜାଇ ଦେଇଛି। ବହୁ ଖୋଜାଖୋଜି ପରେ ମଧ୍ୟ ଆଇନ ବିଭାଗ ଏହାକୁ ପାଇପାରୁ ନାହିଁ। ଫଳରେ ଏହାକୁ ଖୋଜି ବାହାର କରିବା ଲାଗି ଚିଠି କରାଯାଇଛି। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର!-->…
ଏଲଏସିକୁ ଲାଗିଥିବା ତିବ୍ବତରେ କ୍ଷେପଣାସ୍ତ୍ର ମୁତୟନ କରୁଛି ଚୀନ, ଭାରତର ଚିନ୍ତା ବଢିଲା
ନୂଆଦିଲ୍ଲୀ: ଭାରତର ସୀମାବର୍ତ୍ତୀ ରାଜ୍ୟଗୁଡ଼ିକୁ ଦଖଲ କରିବା ନେଇ ଚୀନ୍ ପୁଣି ଥରେ ସକ୍ରିୟ ହୋଇଛି। ନିକଟରେ ଚୀନ୍ ଅରୁଣାଚଳ ପ୍ରଦେଶର ୧୧ଟି ସ୍ଥାନର ନାମ ପରିବର୍ତ୍ତନ କରିଥିଲା, ଯାହା ପରେ ଚୀନ୍ ଏବେ ଅରୁଣାଚଳ ପ୍ରଦେଶ ସମ୍ମୁଖରେ ଥିବା ନିଜର ସମସ୍ତ ଏୟାରବେସଗୁଡ଼ିକୁ ସୁଦୃଢ଼ କରିବା ପାଇଁ!-->…